Excuse Me Odisha

ଯାହା କହିବୁ ସତ କହିବୁ

ଭୁଲରେ ମଧ୍ୟ ଏହି ଦିନ ଘର ଧୁଅନ୍ତୁ ନାହିଁ, ଜାଣନ୍ତୁ ଭୟଙ୍କର କଥା

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ବିଷୟ ବସ୍ତୁ ରହିଛି କି ଏହି ଦିନ ଭୁଲରେ ମଧ୍ୟ ଘର ଧୁଅନ୍ତୁ ନାହିଁ। ଯଦି ଧୋଇବେ ତାହେଲେ ଲକ୍ଷ୍ମୀ ଛଡା ହେବେ। କଥାରେ ଅଛି ସ୍ୱଚ୍ଛତା ହିଁ ଭଗବାନ। ସେଥିପାଇଁ ଶାସ୍ତ୍ରରେ ମଧ୍ୟ ସଫା ସୁତରା ରହିବା ଲାଗି ଅନେକ ପରାମର୍ଶ ଦିଆଯାଇଛି। ନିଜକୁ ସଫା ସୁତରା ରଖିବା ସହିତ ନିଜ ପରିବେଶ ଏବଂ ଘରକୁ ମଧ୍ୟ ସ୍ୱଚ୍ଛ ରଖୁଥିବା ବ୍ୟକ୍ତି ସବୁବେଳେ ସୁଖ ଏବଂ ସମୃଦ୍ଧି ଭୋଗ କରିଥାଏ। ଏହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ହେଲେ ସାବଧାନ ସଫା ସୁତରା କରିବାର କିଛି ବିଧି ଶାସ୍ତ୍ରରେ ଉଲ୍ଲେଖ ଅଛି। ଏହାକୁ ଅନୁପାଳନ କରା ନଗଲେ ଏହାର ବିପରୀତ ପ୍ରତିକ୍ରିୟା ଆପଣଙ୍କୁ ଭୋଗିବାକୁ ପଡିପାରେ। ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣଙ୍କୁ ଜଣେଇବୁ ଘର ସଫା କରିବାର କଣ ରହିଛି ବାସ୍ତୁ ବିଧାନ।

Google

ଦିନ ୧୨ ଟା ପରେ ଘର ଧୁଆ ପୋଛା କରିବା ଆଦୌ ଉଚିତ ନୁହେଁ। ଏମିତି କଲେ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାନ୍ତି ବୋଲି କୁହାଯାଇଛି। କାରଣ ପ୍ରାତଃ କାଳ ହେଉଛି ଦେବୀ ମା ଲକ୍ଷ୍ମୀଙ୍କର ଆଗମନର ସମୟ ତେଣୁ ଏହି ସମୟରେ ଘର ଧୋଇବା ଉଚିତ ବୋଲି କୁହାଯାଇଛି।

କେବେହେଲେ ଗୁରୁବାର ଦିନ ଘର ଧୁଆ ପୋଛା କରନ୍ତୁ ନାହିଁ। ଗୋଟାଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଘର ଧୁଆ ପୋଛା କରିବା ଭଲ। ଏମିତି ନକରି ଗୁରୁବାର ଦିନ ଘର ଧୁଆ ପୋଛା କଲେ ଗୁରୁ ଗ୍ରହ ବୃହଷ୍ପତି ଏବଂ ମା ଲକ୍ଷ୍ମୀ ରୁଷ୍ଠ ହୋଇଥାଆନ୍ତି ବୋଲି କୁହାଯାଇଛି।

ଏହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ଅଛି କି ଘରେ ଧୁଆ ପୋଛା କରୁଥିଲେ ସର୍ବଦା ଦୃଷ୍ଟି ରଖିବେ ଆବଶ୍ୟକ ଖାଲି ପାଣିରେ ଧୁଆ ପୋଛା କରୁଥିଲେ ମଧ୍ୟ ସପ୍ତାହକୁ ଥରେ ନିମ ପତ୍ର ପକାଇ ଘର ଧୁଅନ୍ତୁ। ପ୍ରଥମେ ନିମ ପତ୍ରକୁ ଗୋଟେ ପାତ୍ରରେ ପାଣି ରଖି ଗରମ କରନ୍ତୁ ଏହା ଫୁଟିବାକୁ ଲାଗିଲେ ଏହି ପାଣିକୁ ଆଣି ଘର ପୋଛା ପାଣିରେ ଆଣି ପକାଇ ଦିଅନ୍ତୁ। ଏବଂ ଘର ପୋଛନ୍ତୁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ ଘରେ ବାସ କରିଥାନ୍ତି ଏବଂ ଘରକୁ ରୋଗ ବ୍ୟାଧି ଆସିବ ନାହିଁ।

Google

ଘର ପୋଛୁଥିବା ବେଳେ ପାଣିରେ ଲୁଣ ପକାଇ ଘର ପୋଛନ୍ତୁ। କାରଣ ଲୁଣର ସମ୍ବଦ୍ଧ ମା ଲଷ୍ମୀ ଏବଂ ଭଗବାନ କୁବେରଙ୍କ ସହିତ ଥାଏ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ। ଆର୍ଟିକିଲଟିକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *