Excuse Me Odisha

ଯାହା କହିବୁ ସତ କହିବୁ

ଏହି ସହଜ ଆୟୁର୍ବେଦିକ ଟିପ୍ସ କରିଥାଏ ଯାଦୁ ପରି କାମ , ମାତ୍ର ଗୋଟିଏ ଥରେ ସଫା ହୋଇ ଯାଇଥାଏ ଯକୃତ

ସେୟାର୍ କରନ୍ତୁ

ଯକୃତରେ ଖରାପ ହେତୁ ହେପାଟାଇଟିସ , ଫ୍ୟାଟି ଲିଭର , ଯକୃତ ସିରୋସିସ , ଏଲକୋହଲିକ ଯକୃତ ରୋଗ ଏବଂ ଯକୃତ କର୍କଟ ଭଳି ରୋଗ ହୋଇଥାଏ। ଯକୃତ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏହି ଟିପ୍ସ ମଧ୍ୟ ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହାଦ୍ୱାରା ମାତ୍ର ୭ ଦିନରେ ଯକୃତ ସଂପୂର୍ଣ୍ଣ ଭାବରେ ଡିଟକ୍ସ ହୋଇଯିବ।

କିନ୍ତୁ ଯକୃତରୁ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ ଆମକୁ ଏହି ଟିପ୍ସ ସହିତ କିଛି ମଧ୍ୟ ବନ୍ଦ କରିବାକୁ ପଡିବ। ଏଥିପାଇଁ ଆମକୁ ୭ ଦିନ ପାଇଁ ବାହାରର ଜଙ୍କ ଫୁଡ ଖାଇବାକୁ କମାଇବାକୁ ପଡିବ। ଆହୁରି ମଧ୍ୟ ଖାଦ୍ୟ ଖାଇବା ସମୟରେ ଅଧା ପେଟକୁ ସାଲାଡ ଏବଂ ପନିପରିବାରେ ଭରିବାକୁ ପଡିବ। ଏଭଳି କରିବାଦ୍ୱାରା ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବା ଟିପ୍ସ ମାଧ୍ୟମରେ କେବଳ ଗୋଟିଏ ଥରରେ ମଇଳା ସଫା ହୋଇଯିବ।

Google

ଟିପ୍ସରେ କଣ କଣ ବ୍ୟବହାର କରିବାକୁ ପଡିବ:-

ଆପଣଙ୍କୁ ଏଥିପାଇଁ ଲାଉ , ହଳଦୀ , ଧନିଆ , ଲେମ୍ବୁ , କଳା ଲୁଣ ଏବଂ ଗିଲୋୟ ରସର ଆବଶ୍ୟକତା ହେବ। ଯକୃତର ମଇଳାକୁ ଦୂର କରିବା ପାଇଁ ଗିଲୋୟର ରସ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଯେକୌଣସି ଆୟୁର୍ବେଦିକ ଦୋକାନ କିମ୍ବା ପତଞ୍ଜଳି ଷ୍ଟୋରରେ ମିଳିଯିବ। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ କାର୍ଯ୍ୟ କରିଥାଏ।

ଏହି ଟିପ୍ସର ରେସିପି କଣ ?

ଲାଉକୁ କାଟି ସେଥିରେ ଧନିଆ ମିଶ୍ରଣ କରି ଗ୍ରାଇଣ୍ଡ କରି ଏହାର ରସ ବାହାର କରିନିଅନ୍ତୁ। ଏହି ରସ ପାଖାପାଖି ୧ ଗ୍ଲାସ ହେବା ଉଚିତ। ଏହି ପ୍ରସ୍ତୁତ ରସରେ ଗୋଟିଏ ଚାମଚ ହଳଦୀ , ଗୋଟିଏ ଚାମଚ କଳା ଲୁଣ , ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ୩୦ ମିଲିଲିଟର ଗିଲୋୟ ରସ ମିଶାନ୍ତୁ। ଏହି ପାନୀୟ ପ୍ରସ୍ତୁତ ହୋଇଯିବ। ଏହି ପାନୀୟକୁ ପ୍ରତିଦିନ ଖାଲି ପେଟରେ ପିଅନ୍ତୁ।

Google

ଲାଉ ଏବଂ ଧନିଆ ଯକୃତକୁ ଥଣ୍ଡା ରଖିବା ପାଇଁ କାମ କରିଥାଏ। ଯେଉଁଥିପାଇଁ ଆମର ଯକୃତ ଦିନସାରା ସଠିକ ଭାବରେ କାମ କରିଥାଏ। ଏହି ପାନୀୟକୁ ୭ ଦିନ ପର୍ଯ୍ୟନ୍ତ ସେବନ କରିବା ଦ୍ୱାରା ଯକୃତରେ ଥିବା ସମସ୍ତ ମଇଳା ସଫା ହୋଇଯାଏ।

ବନ୍ଧୁଗଣ ଅଧିକ ଜାଣିବା ପାଇଁ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *