Excuse Me Odisha

ଯାହା କହିବୁ ସତ କହିବୁ

ମହିଳା ମାନେ ସକାଳୁ ଉଠି ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ, ହୋଇଥାଏ ବହୁତ ବଡ଼ ଅମଙ୍ଗଳ

ସେୟାର୍ କରନ୍ତୁ

ବନ୍ଧୁଗଣ ମହିଳା ଏବଂ ସ୍ତ୍ରୀ ରୋଷେଇ ଘରେ ସକାଳୁ ଭୁଲ କରି ଦେଖିବେ ନାହିଁ ଏହି କେତୋଟି ଦୃଶ୍ୟ। ଘରର ଠାକୁର ଘର ଏବଂ ରୋଷେଇ ଘର ବାସ୍ତୁ ଉପରେ ବହୁତ ପ୍ରଭାବ ପକାଇଥାଏ। ଯେଉଁ ଘର ମଧ୍ୟରେ ରୋଷେଇ ଘର ସ୍ୱଚ୍ଛ, ପରିଷ୍କାର ଏବଂ ସେହି ଘର ମଧ୍ୟରେ କରାଯାଉଥିବା କାର୍ଯ୍ୟ ସଠିକ ହୋଇଥାଏ। ସେହି ଘର ମଧ୍ୟରେ ଶାନ୍ତି ଏବଂ ଘରର ସ୍ୱାସ୍ଥ୍ୟ ସଠିକ ରହିଥାଏ। ଘରର ସଦସ୍ୟ ମାନଙ୍କର ଉନ୍ନତି ହୋଇଥାଏ। କିନ୍ତୁ ଯେଉଁ ଘର ମଧ୍ୟରେ ରୋଷେଇ ଘର ଅଶ୍ୱସ୍ଥ ଏବଂ ଭୁଲ କରି ଏହି ସବୁ କାର୍ଯ୍ୟ କରାଯାଇଥାଏ ଏବଂ ସକାଳୁ ଉଠି ଘରର ସ୍ତ୍ରୀ ଏବଂ ମହିଳା ମାନେ ଘରର ଏହି ଦୃଶ୍ୟ ଦେଖୁଛନ୍ତି ସେହି ଘର ମଧ୍ୟରେ ସଦାସର୍ବଦା ଆଶାନ୍ତି ଲାଗି ରହିଥାଏ ଏବଂ ଘର ଦରିଦ୍ରତା ଆଡ଼କୁ ଚାଲି ଯାଇଥାଏ।

Google

ଘର ପ୍ରତି ସଙ୍କଟ ଏବଂ ସମସ୍ୟା ଆସିଥାଏ। ଆଜିର ଏହି ପୋଷ୍ଟରେ ଜାଣିବା କେଉଁ ଦୃଶ୍ୟ ସକାଳୁ ଉଠି ସ୍ତ୍ରୀ ମାନେ ରୁଷେଇ ଘର ମଧ୍ୟରେ ଦେଖିବା ଅଶୁଭ ହୋଇଥାଏ। ବାସ୍ତୁ ବିଜ୍ଞାନରେ ଏପରି ଅନେକ କଥା ରହିଅଛି ଯାହାକି ଘର ଆଶାନ୍ତି ରହିବାର କାରଣ ହୋଇଥାଏ। ମନୁଷ୍ୟ ଜୀବନରେ କରୁଥିବା ପ୍ରତ୍ୟକ କାର୍ଯ୍ୟର ଫଳ ଏହି ଜନ୍ମରେ ତାକୁ ଭୋଗିବାକୁ ପଡ଼ିଥାଏ ଏବଂ ଭାଗ୍ୟରେ ରହିଥିବା କିର୍ମର ଫଳକୁ ବି ମଧ୍ୟ ଭଗିବାକୁ ପଡିଥାଏ। ସେହି ପରି ରୁଷେଇ ଘରେ ଏହି କେତୋଟି ଭୁଲ ସ୍ତ୍ରୀ ମାନଙ୍କର ଏବଂ ମହିଳା ମାନଙ୍କର ଜୀବନକୁ କିପରି ପରିବର୍ତ୍ତନ କରିବା ସହିତ ସ୍ୱାମୀର ଜୀବନ ପ୍ରତି କିପରି ବିପଦ ସୃଷ୍ଟି କରିଥାଏ ଜାଣିବା। ଆଜିର ଏହି ପୋଷ୍ଟରେ ଜାଣିବା ସ୍ତ୍ରୀ ସକାଳୁ ଉଠି ରୋଷେଇ ଘର ମଧ୍ୟରେ କଣ ଦେଖିବା ଅଶୁଭ ହୋଇଥାଏ।

ସକାଳୁ ସକାଳୁ ସ୍ତ୍ରୀ ମାନେ ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ରାତିସାରା ପଡିଥିବା ଅଧୁଆ ବାସନକୁ ଦେଖିବା ଅଶ୍ୱଭ ହୋଇଥାଏ। ଅଧୁଆ ହୋଇଥିବା ବାସନ ରାତି ସାରା ଘର ମଧ୍ୟରେ ରହିବା ଘରର ବାସ୍ତୁ ବିଗାଡି ଥାଏ ଏବଂ ଅନେକ ନକରାତ୍ମାକ ଶକ୍ତି ଗୁଡିକୁ ଏକାଠି କରିବା ସହିତ ସକାଳୁ ସକାଳୁ ସ୍ତ୍ରୀ କିମ୍ବା ମହିଳା ମାନେ ଏହି ଅଧୁଆ ହୋଇଥିବା ବାସନକୁ ଦେଖିବା ଦ୍ୱାରା ସ୍ତ୍ରୀ ମାନେ ନକରାତ୍ମାକ ଶକ୍ତି ଦ୍ୱାରା ଘାରି ହୋଇଥାଆନ୍ତି। ଅର୍ଥାତ ସ୍ତ୍ରୀ ମାନେ ଅନ୍ୟ ହାତରେ ବଶୀଭୂତ ହେବାର ଆଶଙ୍କା ବଢିଥାଏ। ଏହିପରି ଦୃଶ୍ୟ ଘର ମଧ୍ୟରେ ଘରର ଆର୍ଥିକ ଅବସ୍ଥାକୁ ମଧ୍ୟ ବିଗାଡି ଥାଏ। ଏହା ସହିତ ଯେଉଁ ଘର ମଧ୍ୟରେ ଅଧୁଆ ହୋଇଥିବା ବାସନ ଘର ମଧ୍ୟରେ ପୋଡି ହୋଇରହିଥାଏ ସେହି ଘର ମଧ୍ୟରୁ ମା ଲକ୍ଷ୍ମୀଙ୍କର ବାସ ବି ଉଠି ଯାଇଥାଏ।

ସ୍ତ୍ରୀ କିମ୍ବା ମହିଳା ମାନେ ସକାଳୁ ସକାଳୁ ଉଠି ରୋଷେଇ ଘର ମଧ୍ୟରେ ପ୍ରବେଶ କରିବା ସମୟରେ ଆଖିରେ ସେମାନଙ୍କର ଧାରୁଆ ଛୁରୀ କିମ୍ବା ପନିଖି ସେମାନଙ୍କ ଦୃଷ୍ଟିରେ ପଡ଼ିବା ମଧ୍ୟ ଉଚିତ ହୋଇନଥାଏ। ଏହି ଧାରୁଆ ବସ୍ତୁ ସ୍ତ୍ରୀ ଲୋକ ମାନେ କିମ୍ବା ମହିଳା ମାନେ ସକାଳୁ ରୋଷେଇ ଘର ମଧ୍ୟରେ ଦେଖିବା ମହିଳା ମାନଙ୍କର ମନରେ କିମ୍ବା ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆଣିଥାଏ। ଯାହାକି ମନରେ ହିଂସା ବାଦ ଏବଂ ଦୁର୍ଘଟଣାର କାରଣ ପାଲଟି ଥାଏ। ସ୍ୱାମୀଙ୍କର ଜୀବନ ପ୍ରତିବି ମଧ୍ୟ ବିପଦ ସୃଷ୍ଟି କରିଥାଏ।

Google

ସକାଳୁ ରୋଷେଇ ଘର ମଧ୍ୟରେ ସ୍ତ୍ରୀ ପ୍ରବେଶ କରିବା ମାତ୍ରେ ସେମାନଙ୍କର ଦୃଷ୍ଟି ଅଳିଆ କିମ୍ବା ଡଷ୍ଟବିନ ମଧ୍ୟରେ ପଡେ ତାହେଲେ ସ୍ତ୍ରୀ ମାନଙ୍କ ପାଇଁ ଶୁଭ ହୋଇନଥାଏ। ଏହିପରି ଦୃଶ୍ୟ ସ୍ତ୍ରୀ କିମ୍ବା ମହିଳା ମାନେ ଦେଖିବା ଦ୍ୱାରା ତାଙ୍କର ଗର୍ଭ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହା ସହିତ କେତୋଟି ଘଟଣା ରୋଷେଇ ଘର ମଧ୍ୟରେ ବାରମ୍ବାର ଘଟିବା ମଧ୍ୟ ଆପଣଙ୍କ ପାଇଁ ଅଶୁଭ ହୋଇଥାଏ। ଯାହାକି ଆପଣଙ୍କ ପ୍ରତି ଆସୁଥିବା ଅନେକ ବଡ଼ ସମସ୍ୟା ସଂକଟର ପୂର୍ବ ସୂଚନା ଦେଇଥାଏ। ଯେପରି ବାରମ୍ବାର କ୍ଷୀର ଉତରି ପଡିବା, ଖାଇବା ପରେ ଲୁଣ ଅଧିକ ହେବା, ଖାଇବା ପୋଡିଯିବା, ରୋଷେଇ ଘର ମଧ୍ୟରେ ତେଲ ଢାଳି ହୋଇଯିବା ଏବଂ ହାତ ପୋଡି ହୋଇଯିବା ଏହି ପରି କେତୋଟି ଘଟଣା ରୋଷେଇ ଘର ମଧ୍ୟରେ ଘଟିବା ଅଶୁଭ ହୋଇଥାଏ। ଯାହାକି ଆପଣଙ୍କ ପ୍ରତି ଆସୁଥିବା କୌଣସି ଏକ ବଡ଼ ଦୁର୍ଘଟଣାର ସମସ୍ୟା ଏବଂ ଅସୁବିଧାର ପୂର୍ବ ସୂଚନା ଦେଇଥାଏ। ଏହା ସହିତ ଯେଉଁ ଘର ମଧ୍ୟରେ ରୋଷେଇ ଘରକୁ ଅସନା ଏବଂ ସ୍ୱଚ୍ଛ ବା ସଫା ନକରି ଅସନା ଭାବରେ ରଖା ଯାଇଥାଏ, ସେହି ଘର ମଧ୍ୟରେ କେବେବି ଘରର ଇଷ୍ଟ ଦେବା ଦେବୀଙ୍କର ବାସ ରହି ନଥାଏ। ସେହି ଘର ମଧ୍ୟରେ ଯେତେ ପୂଜା ପାଠ କଲେ ମଧ୍ୟ ଘର ମଧ୍ୟରେ ସବୁବେଳେ ଆଶାନ୍ତି ଲାଗି ରହିଥାଏ। ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ବି ମଧ୍ୟ ଖରାପ ରହିଥାଏ।

ଧନ ରୋଜଗାର ଆସିବାର ମାର୍ଗ ବି ମଧ୍ୟ ବନ୍ଦ ହେବାକୁ ଲାଗିଥାଏ ଏବଂ ଯେଉଁ ଘର ମଧ୍ୟରେ ରୋଷେଇ ଘରକୁ ସ୍ୱଚ୍ଛ, ପବିତ୍ର ଏବଂ ପରିଷ୍କାର ରଖାଯାଇଥାଏ, ସେହି ଘର ଭିତରେ ମାତା ଲକ୍ଷ୍ମୀଙ୍କର ବାସ ରହିବା ସହିତ ଘରର ଇଷ୍ଟ ଦେବା ଦେବୀଙ୍କର ବାସ ବି ମଧ୍ୟ ବଢିଥାଏ। ଯାହାକି ଆପଣଙ୍କର ଉନ୍ନତିର ଅନେକ ମାର୍ଗ ଖୋଲି ଦିଏ। ଏହି କେତୋଟି କଥାର ଧ୍ୟାନ ରଖିବା ସହିତ ସ୍ତ୍ରୀ ଏବଂ ମହିଳା ମାନଙ୍କୁ ସକାଳୁ ଉଠି ରୁଷେଇ ଘର ମଧ୍ୟରେ ଏହି ତିନୋଟି ବସ୍ତୁକୁ ଦେଖିବା ତାଙ୍କ ପାଇଁ ଏବଂ ଘର ପରିବାର ପାଇଁ ଉଚିତ ହୋଇ ନଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ଲକ୍ଷ୍ମୀ ” ଅବଶ୍ୟ ଲେଖନ୍ତୁ । ଆପଣଙ୍କ ଘର ପରିବାର ସୁଖ ଶାନ୍ତିରେ ରୁହନ୍ତୁ ଏତିକି ପ୍ରାର୍ଥନା କରୁଛୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *