Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୪ ଅକ୍ଟୋବର ୨୦୨୦,ରବିବାର,ଜାଣନ୍ତୁ କେତେ ଶୁଭ ରହିବ ଆପଣଙ୍କ ପାଇଁ ଆଜିର ଦିନଟି।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ରେ କୂଳ ୧୨ ଟି ରାଶି ରହିଥାଏ। ଆଜି ଆମେ ଆପଣଙ୍କୁ ସେହି ୧୨ ଟି ରାଶି ବିଷୟରେ ଜାଣିବା, ସମସ୍ତଙ୍କ ଜୀବନରେ ରାଶିର ପ୍ରଭାବ ସକାରାତ୍ମକ ଏବଂ ନକରାତ୍ମକ ପଡିଥାଏ ଦୁଇ ପକ୍ଷରୁ। ରାଶି ଅନୁସାରେ ଆମ ଜୀବନରେ ଜଡ଼ିତ ସବୁ ଘଟଣା କୁ ସଠିକ ବା ଭୁଲ ପ୍ରଭାବ ବିଷୟରେ ଜାଣି ପାରିବା। ସବୁ ୧୨ ଟି ରାଶି ପାଇଁ କିପରି ରହିବ ଆଜିର ଦିନ। କାହାକୁ ମିଳିବ ଖୁସି ଏବଂ କାହାକୁ କରିବାକୁ ପଡ଼ିବ ସମସ୍ୟାର ସାମ୍ନା। ନିଜ ରାଶି ଅନୁସାରେ ଜାଣନ୍ତୁ କିପରି ରହିବ ଆପଣଙ୍କ ରାଶିଫଳ।

ମେଷ ରାଶି –

ଆଜି ଆପଣଙ୍କ ଆଖପାଖ ସ୍ୱଜନ ଙ୍କ ସହିତ ଉଗ୍ର ଭାବ ପ୍ରଦର୍ଶନ କରନ୍ତୁ ନାହିଁ। ଶାରୀରିକ ଏବଂ ମାନସିକ ରୂପରେ ବ୍ୟାକୁଳତା ଅନୁଭବ କରିବେ। ଅନିଦ୍ରା କାରଣରୁ ଆପଣଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ। ବୌଦ୍ଧିକ ଚର୍ଚ୍ଚା ରେ ଆପଣଙ୍କୁ ଆନନ୍ଦ ପ୍ରାପ୍ତ ହେବ।କିନ୍ତୁ ଏଭଳି ବୌଦ୍ଧିକ ଚର୍ଚ୍ଚା ରୁ ଦୂରେଇ ରୁହନ୍ତୁ।

ବୃଷ ରାଶି –

ଆଜି ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଭାଇଭଉଣୀ ଙ୍କ ଠାରୁ ଲାଭ ମିଳିବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଧନ ଖର୍ଚ୍ଚ ହୋଇପାରେ। ଅପଯଶ ପ୍ରାପ୍ତ ହୋଇପାରେ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କୁ ଲାଭ ପ୍ରାପ୍ତ କରିବା ପାଇଁ ନୂତନ ସାଧନ ପ୍ରାପ୍ତ ହେବ। ଚାକିରୀ ଏବଂ ବ୍ୟବସାୟ ରେ ପରିସ୍ଥିତି ଅନୁକୂଳ ରହିବ। ଆପଣଙ୍କୁ ଧନଲାଭ ହେବ। ପୂର୍ବରୁ କରିଥିବା ନିବେଶ ପାଇଁ ଆପଣଙ୍କୁ ଲାଭ ମିଳିବ। ପାରିବାରିକ ଆନନ୍ଦ ଅନୁଭବ କରିବେ। ବୈବାହିକ ଜୀବନରେ ସାମଞ୍ଜସ୍ୟ ବନାଇ ରଖନ୍ତୁ। ଆଜି ଆପଣଙ୍କୁ ଉତ୍ତମ ଖବର ମିଳିପାରେ।

Google

କର୍କଟ ରାଶି –

ଏହି ରାଶିର ଲୋକଙ୍କୁ ଅଧିକ କାର୍ଯ୍ୟ ଚାପ ର ସାମ୍ନା କରିବାକୁ ପଡିପାରେ। ଯାହା ପରିଣାମ ସ୍ୱରୂପ ଆପଣଙ୍କୁ ମାନସିକ ଏବଂ ଶାରୀରିକ ରୂପରେ ଅଶାନ୍ତି ଅନୁଭବ କରି ପାରନ୍ତି। ଆପଣ କାର୍ଯ୍ୟସ୍ଥଳରେ ବରିଷ୍ଠ ଅଧିକାରୀ ଙ୍କ କାରଣରୁ ଆପଣଙ୍କୁ ଲାଭ ମିଳିବ। ଆପଣଙ୍କ ମାଆ ଆପଣଙ୍କୁ ସହଯୋଗ କରିବେ। ସ୍ବାସ୍ଥ୍ୟ କୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଆପଣଙ୍କ ପରିବାର ଆପଣଙ୍କୁ ସମର୍ଥନ କରିବ।

ସିଂହ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଖର୍ଚ୍ଚରେ ବୃଦ୍ଧି ହେବ, ଯାହାଦ୍ବାରା ଆପଣଙ୍କୁ ଧନ ସଦୁପଯୋଗ କରିବାକୁ ଧ୍ୟାନ ଦିଅନ୍ତୁ। ବିବାଦ ରୁ ଦୂରେଇ ରୁହନ୍ତୁ।ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଦିନଟି ସାମାନ୍ୟ ରହିବ। ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିଛି।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆଜି ପରିସ୍ଥିତି ଅନୁକୂଳ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁଦୃଢ ରହିବ। ବ୍ୟବହାରିକ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ। ମଧ୍ୟାହ୍ନ ପରେ ସ୍ଥିତି ସୁଦୃଢ ରହିବ। ଆଜି କୌଣସି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ବାଧା ସୃଷ୍ଟି ହୋଇପାରେ। ଧନ ହାନୀ ହେବାର ସମ୍ଭାବନା ରହିଛି।

ତୁଳା ରାଶି –

ଏହି ରାଶିର ଲୋକଙ୍କୁ ଧନ ପ୍ରାପ୍ତ ହେବାର ଅବସର ମିଳିବ। ଆପଣ କାର୍ଯ୍ୟକୁ ନେଇ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ରେ ପହଞ୍ଚିବେ।ଆପଣ ବରିଷ୍ଠ ଅଧିକାରୀ ଙ୍କୁ ଦାୟିତ୍ୱ ସମର୍ପିତ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ବିଛା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ବିବାହିତ ଲୋକଙ୍କ ପାଇଁ ଗୃହସ୍ଥ ଜୀବନ ସୁଖମୟ ରହିବ। ରୋମାଣ୍ଟିକ ଅନ୍ଦାଜ ରେ ଜୀବନସାଥୀ ଙ୍କୁ ଖୁସି ରଖିବେ। କାର୍ଯ୍ୟ ମାମଲାରେ ଦିନଟି ଆପଣଙ୍କ ପରିଶ୍ରମ ସାର୍ଥକ ହେବ ଏବଂ ବରିଷ୍ଠ ବ୍ୟକ୍ତି ଆପଣଙ୍କ ଉପରେ ଖୁସି ରହିବେ।

ଧନୁ ରାଶି –

ଏହି ରାଶିର ଲୋକଙ୍କୁ ଅଜ୍ଞାତ ଭୟ ଗ୍ରାସ କରିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ କଠିନ ପରିଶ୍ରମ କରିବେ। ଆପଣଙ୍କୁ ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ପ୍ରେମୀ ଏବଂ ଆପଣଙ୍କ ମଧ୍ୟରେ ସୁଖରେ ଆଦାନପ୍ରଦାନ ହେବ। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତ ହେବ। ଆପଣଙ୍କ ସ୍ବାସ୍ଥ୍ୟ ଠିକ ଠାକ୍ ରହିବ।

Google

ମକର ରାଶି –

ଆଜି ସମ୍ପର୍କୀୟଙ୍କ ସହିତ ଆନନ୍ଦର ସହିତ ସମୟ ଅତିବାହିତ କରିବେ। କୌଣସି କଥାକୁ ନେଇ ଆପଣ ବ୍ୟାକୁଳ ରହି ପାରନ୍ତି। ଆର୍ଥିକ ଖର୍ଚ୍ଚ ହୋଇପାରେ। ସରକାରୀ କାର୍ଯ୍ୟରେ ବିଘ୍ନ ଉତ୍ପନ୍ନ ହୋଇପାରେ। ଅନୈତିକ କାର୍ଯ୍ୟ ରୁ ବଞ୍ଚିତ ହୁଅନ୍ତୁ।

କୁମ୍ଭ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସମସ୍ୟାରେ ଭରି ରହିବ। ଖର୍ଚ୍ଚରେ ବୃଦ୍ଧି ହେବ। ଆପଣ ଆୟ ଠିକ୍ ଠାକ୍ ରହିବ। କାର୍ଯ୍ୟ ମାମଲାରେ ମନ ଲଗାଇ କାମ କରନ୍ତୁ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ପାଇଁ ଆଜିର ଦିନଟି ସାମାନ୍ୟ ରହିବ।ପ୍ରେମ ଜୀବନରେ ଆନନ୍ଦିତ ଅନୁଭବ କରିବେ।

ମୀନ ରାଶି –

ଆଜି ଆପଣ କିଛି ଲୋକଙ୍କ ସହିତ ବୌଦ୍ଧିକ ଚର୍ଚ୍ଚା ବା ବାଦବିବାଦ କରନ୍ତୁ ନାହିଁ। ନୂଆ କାର୍ଯ୍ୟ ଆରମ୍ଭ କରିବେ। ମଧ୍ୟାହ୍ନ ପରେ ସ୍ଥିତିରେ ଆକସ୍ମିକ ସୁଧାର ହେବ। ମାନସିକ ଏବଂ ଶାରୀରିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। ବିରୋଧୀ ମାନଙ୍କ ଠାରୁ ବିଜୟ ଲାଭ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *