Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୦୧ ଅକ୍ଟୋବର ୨୦୨୦,ଗୁରୁବାର,ମାସର ପ୍ରଥମ ଦିନ ମକର ସହିତ ଏହି ୫ ଟି ରାଶି ସହିତ ୫ ଟି ରାଶିର ଲୋକଙ୍କ ପାଇଁ ସାବ୍ୟସ୍ତ ହେବ, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୧ ଅକ୍ଟୋବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୯ ଅକ୍ଟୋବର ୨୦୨୦।

ମେଷ ରାଶି –

ଆଜି ଆପଣ ନିଜକୁ ଏକା ଅନୁଭବ କରିବେ। କଳା ପ୍ରତି ଆକର୍ଷଣ ବଢିବ। ବିବାହିତ ଲୋକଙ୍କ ଗୃହସ୍ଥ ରେ ଜୀବନସାଥୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଘରର ସ୍ଥିତି ବିବାଦୀୟ ରହିପାରେ। ଆପଣଙ୍କୁ ନିଜ ବାଣୀ ଉପରେ ସଂଯମତା ରକ୍ଷା କରିବା ଉଚିତ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ, ସବୁଥିରେ ସଫଳତା ହାସଲ କରିବେ।

ବୃଷ ରାଶି –

ଆଜି ଆପଣଙ୍କୁ ନିବେଶ କ୍ଷେତ୍ରରେ ନୂତନ ଅବସର ମିଳିବ। ଏଭଳି ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯେଉଁମାନଙ୍କ ଠାରୁ ଭବିଷ୍ୟତରେ ସହଯୋଗ ମିଳିବ। ଆପଣଙ୍କ ସ୍ଵଭାବ ଆକ୍ରାମକ ରହିବ, ଯାହାର ନକାରାତ୍ମକ ପ୍ରଭାବ ଆପଣଙ୍କ ବୈବାହିକ ଜୀବନରେ ପଡ଼ିବ। ଆପଣ ନିଜକୁ ଶାନ୍ତ ରଖନ୍ତୁ ଏବଂ ବିବାଦ ରୁ ବଞ୍ଚିତ ହୁଅନ୍ତୁ। ଛାତ୍ରଛାତ୍ରୀ ମାନେ ପାଠପଢ଼ା ରେ ଧ୍ୟାନ ଦେବେ। ସମ୍ପତ୍ତି ରେ ନିବେଶ କରିବା ପାଇଁ ବିଚାର କରି ପାରନ୍ତି।

ମିଥୁନ ରାଶି –

ପରିବାର ସଦସ୍ୟଙ୍କ ସ୍ଵାସ୍ଥ୍ୟ ଚିନ୍ତା ରହିପାରେ। ଘରେ ଆଜି ସମସ୍ୟାର ବାତାବରଣ ଦେଖା ଦେଇପାରେ। ଆପଣଙ୍କର କୌଣସି ଦାୟିତ୍ବହୀନ କାର୍ଯ୍ୟ ପାଇଁ ମାତାପିତା ଦୁଃଖିତ ହୋଇ ପାରନ୍ତି। କୌଣସି ବଡ଼ ସମସ୍ୟା ଦୂର ହେବ,ଯାହାଦ୍ବାରା ଆପଣ ପ୍ରସନ୍ନ ରହିବେ। ନିଜ ଭାବନା ପ୍ରତି ଧ୍ୟାନ ରଖନ୍ତୁ। ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତତା ରେ ଭରି ରହିବ।

Google

କର୍କଟ ରାଶି –

ଆଜି ଆପଣଙ୍କୁ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅବସର ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ପରିଶ୍ରମ କରିବେ। ଆପଣଙ୍କ ଆତ୍ମବିଶ୍ବାସ କମି ପାରେ। କୌଣସି ସ୍ଥାନରୁ ସୁଖଦ ଖବର ମିଳିପାରେ। ଦାମୀ ବସ୍ତୁ କୁ ସମ୍ଭାଳି ରଖନ୍ତୁ।ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ଅନୁଭବ କରିବେ। କିଛି ଲୋକଙ୍କ ତରଫରୁ ଆପଣଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ।

ସିଂହ ରାଶି –

କାରବାରରେ ସଫଳତା ମିଳିବ। ଆପଣଙ୍କର ପ୍ରେମ ପ୍ରସଙ୍ଗ ରେ ସକାରାତ୍ମକ ବିକାଶ ହେବ। ଭାବନା ରେ ଯାଇ ଭୁଲ ନିଷ୍ପତ୍ତି ନେଇ ପାରନ୍ତି। ନିଜ ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ଦୁର୍ବଳତା ଅନୁଭବ କରି ପାରନ୍ତି। ଅଫିସରେ ସମସ୍ୟା ଦେଖା ଦେଇପାରେ। କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ବ୍ୟବସାୟ କରୁଥିବା ଲୋକଙ୍କୁ ଫାଇଦା ମିଳିବ। କାନୁନ ମାମଲାରେ କିଛି ଭୁଲ ବୁଝାମଣା ସୃଷ୍ଟି ହୋଇପାରେ।

କନ୍ୟା ରାଶି –

କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଭାବୁକ ହୁଅନ୍ତୁ ନାହିଁ। ଯଦି ଆପଣଙ୍କ ମନରେ କିଛି ସମସ୍ୟା ରହିଛି ତାହେଲେ ତାର ନିରାକରଣ ହୋଇଯିବ। ଗତିବିଧି ରେ ନିଜର ସମୟ ବର୍ବାଦ କରନ୍ତୁ ନାହିଁ। ବ୍ୟବସାୟ ରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବ। ଧନ ସଂପତ୍ତି ମାମଲାରେ ସୁଖଦ ସମାଚାର ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିପାରେ। ପରିବାରର ଆର୍ଥିକ ସମସ୍ୟା ଦୂର ହେବ।

ତୁଳା ରାଶି –

ଆଜି ଲୋକେ ଆପଣଙ୍କୁ ବିଶ୍ୱାସ ଭରା ନଜର ରେ ଦେଖିବେ। ଅତି ସମ୍ବେଦନଶୀଳ ମାମଲାରେ ଦାୟିତ୍ବହୀନ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ ବିବାଦ ରୁ କ୍ଲେଶ ହେବ। ଜୀବନସାଥୀ ଏବଂ ବ୍ୟବସାୟ ଆଧାରରେ ଲାଭ କରିବେ। ପରିବାର ସହିତ ମନୋରଞ୍ଜନ ଯାତ୍ରା କରିବେ। ପ୍ରେମ ସମ୍ବନ୍ଧ କୁ ନେଇ ସତର୍କ ରୁହନ୍ତୁ। ଆଜି ଘରର ମାହୋଲ ସୁଖମୟ ରହିବ। ସେୟାର ମାର୍କେଟ ରେ ଜଗୀରଖି ନିବେଶ କରନ୍ତୁ।

ବିଛା ରାଶି –

ପିଲାମାନଙ୍କ ସହିତ ବିବାଦ ହୋଇପାରେ। ବ୍ୟାପାର କରୁଥିବା ଲୋକେ ନିଜ ବ୍ୟାପାରିକ ସହଯୋଗୀଙ୍କ ସହିତ ସଂଘର୍ଷ କରିବେ। ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଚାକିରୀରେ ସଫଳତା ପ୍ରାପ୍ତ ହେବ। କ୍ରୋଧ ଏବଂ ଉତ୍ତେଜନା ଉପରେ କଣ୍ଟ୍ରୋଲ ରଖନ୍ତୁ। କାର୍ଯ୍ୟସ୍ଥଳରେ ସହକର୍ମୀଙ୍କ ସହିତ ବିବାଦ କରନ୍ତୁ ନାହିଁ। ସ୍ୱାଦିଷ୍ଟ ଭୋଜନ ର ଆନନ୍ଦ ନେବେ।

ଧନୁ ରାଶି –

ପ୍ରେମ ପ୍ରସଙ୍ଗ ରେ ଅନୁକୂଳ ବାତାବରଣ ରହିବ। କାର୍ଯ୍ୟରେ ଭୁଲ ହୋଇପାରେ। ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ଜୀବନସାଥୀ ଙ୍କ ବ୍ୟବହାରରେ ସକାରାତ୍ମକ ପରିମାଣ ଦେଖିବାକୁ ମିଳିବ।ଆପଣଙ୍କୁ ବୁଝି ବିଚାରି କହିବା ଉଚିତ ଏବଂ ନିଜ ବ୍ୟବହାର ପ୍ରତି ଧ୍ୟାନ ରଖିବାକୁ ହେବ। ନିଜର ଯୋଜନା କୁ ପରିଶ୍ରମ ଦ୍ବାରା ପୂରଣ କରିବା ଆବଶ୍ୟକ, ଯାହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ।

Google

ମକର ରାଶି –

ଆଜି ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆପଣଙ୍କ ପରିଶ୍ରମ ର ଉଚିତ ମୂଲ୍ୟ ପାଇବେ। ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଆପଣଙ୍କର ସବୁ କାର୍ଯ୍ୟ ସଫଳ ରହିବ। ସବୁ ସମସ୍ୟାର ସମାଧାନ ମିଳିଯିବ। ସାମାଜିକ ଦେଖାସାକ୍ଷାତ ରେ ଆପଣ ସଫଳ ରହିବେ। ବ୍ୟବସାୟ ରେ କିଛି ନୂଆ କରିବାଦ୍ୱାରା ଆପଣ ସଫଳ ରହିବେ।

କୁମ୍ଭ ରାଶି –

ପ୍ରେମୀ ଯୁଗଳଙ୍କ ମଧ୍ୟରେ ସବୁ ଭୁଲ ବୁଝାମଣା ଦୂର ହେବ। ଟଙ୍କାପଇସା ମାମଲାରେ ଆଜିର ଦିନଟି ଖାସ୍ ନାହିଁ। ଅଚାନକ କୌଣସି ବଡ଼ ଖର୍ଚ୍ଚ ଆପଣଙ୍କ ସାମ୍ନାକୁ ଆସିପାରେ। ମହିଳା ବର୍ଗଙ୍କ ତରଫରୁ ଲାଭ ଏବଂ ମାନସମ୍ମାନ ପ୍ରାପ୍ତ ହେବ । ରୋଜଗାର ପ୍ରାପ୍ତି ରେ ସଫଳ ରହିବେ। ଧନ ହାନୀ ହୋଇପାରେ। ଚାକିରୀ କ୍ଷେତ୍ରରେ କିଛି ବାଧା ଉତ୍ପନ୍ନ ହୋଇପାରେ। ପାଠପଢ଼ା କୁ ନେଇ ଦାୟିତ୍ବହୀନ ହୁଅନ୍ତୁ ନାହିଁ।

ମୀନ ରାଶି –

ଆଜି କାମ ଏବଂ ଘରର ଚାପ ଆପଣଙ୍କୁ କ୍ରୋଧିତ ବନାଇ ପାରେ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ପୁରୁଣା ଋଣ ପରିଶୋଧ କରି ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ପ୍ରେମ ଜୀବନ ରୋମାଣ୍ଟିକ ରହିବ। ପୁଞ୍ଜି ନିବେଶ ପାଇଁ ଆଜିର ଦିନଟି ଉତ୍ତମ ନାହିଁ। ବୃଦ୍ଧ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅନ୍ୟମାନଙ୍କ ସହିତ ବିବାଦ କରନ୍ତୁ ନାହିଁ। ମଧୁର ବଚନ କହି ନିଜ କାମ କରାଇ ପାରନ୍ତି।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *