Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୩୦ ସେପ୍ଟେମ୍ବର ୨୦୨୦,ବୁଧବାର,ମାସର ଅନ୍ତିମ ଦିନ ଭଗବାନ ଗଣେଶ ଙ୍କ କୃପାରୁ ୪ ଟି ରାଶିକୁ ଅଚାନକ ବଡ଼ ଧନଲାଭ ହେବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ବୁଧବାର ୩୦ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୩୦ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଜୀବନସାଥୀ ଙ୍କ ସହିତ ବାହାର ସ୍ଥାନରେ ଉତ୍ତମ ବ୍ୟବହାର କରନ୍ତୁ। କୌଣସି ଦାୟିତ୍ବହୀନ କାର୍ଯ୍ୟ କରନ୍ତୁ ନାହିଁ। ମାନସିକ ଅସ୍ଥିରତା ଦୂର କରିବା ପାଇଁ କାର୍ଯ୍ୟକୁ ଉଚିତ ସମୟରେ ପୂରଣ କରିବା ଆବଶ୍ୟକ। ଘରେ ସୁଖଶାନ୍ତି ବିଦ୍ୟମାନ ହେବ। ସମ୍ପତ୍ତି ମାମଲାରେ ଭଲ ଭାବରେ ବିଚାର କରନ୍ତୁ। କୌଣସି ଅନୁଭବୀ ଙ୍କ ମାର୍ଗଦର୍ଶନ ପ୍ରାପ୍ତ ହେବ।

ବୃଷ ରାଶି –

ଆଜି ରାଜନୈତିକ ପ୍ରଭୁତ୍ଵ ଏବଂ ପ୍ରତିଷ୍ଠା ରେ ବୃଦ୍ଧି ହେବ। ଜୀବନସାଥୀ ଙ୍କ କଥାକୁ ମହତ୍ୱ ଦିଅନ୍ତୁ। ତାଙ୍କର ପରାମର୍ଶ ଆପଣଙ୍କ କାମରେ ଆସିବ। ବୃଦ୍ଧ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ। କାର୍ଯ୍ୟରେ ଆପଣଙ୍କୁ ପ୍ରତିକୂଳ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ବନ୍ଧୁମାନଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କାର୍ଯ୍ୟ କରିବା ସମୟରେ ଧର୍ଯ୍ୟ ରଖନ୍ତୁ। ଅଚାନକ ଧନ ପ୍ରାପ୍ତି ହୋଇପାରେ। ଘରକୁ କିଛି ଅତିଥି ଆସି ପାରନ୍ତି।

ମିଥୁନ ରାଶି –

ଆପଣଙ୍କୁ ବ୍ୟାପାରରେ ଉଚିତ ଫାଇଦା ମିଳିବ। ଘରକୁ କିଛି ଅତିଥି ଆସି ପାରନ୍ତି। ବାହାର ଖାଦ୍ୟ ସେବନ କରନ୍ତୁ ନାହିଁ, ନଚେତ ସ୍ବାସ୍ଥ୍ୟ ବିଗିଡି ପାରେ। ଏହି ସମୟରେ ଆପଣ ସମୟକୁ ସଦୁପଯୋଗ କରନ୍ତୁ, ଯାହାଫଳରେ ବ୍ୟାପାର କୁ ଆଗକୁ ବଢେଇ ପାରିବେ। ଆବଶ୍ୟକତା ଠାରୁ ଅଧିକ ଶୁଭ ଚିନ୍ତକ ଙ୍କ ଠାରୁ ସାବଧାନ ରୁହନ୍ତୁ।

Google

କର୍କଟ ରାଶି –

ରଚନାତ୍ମକ କାର୍ଯ୍ୟରେ ସଫଳତା ମିଳିବ। ଉଚ୍ଚ ଅଧିକାରୀଙ୍କ ସହିତ ବିଚାରକ ମତଭେଦ ହୋଇପାରେ। ଆପଣଙ୍କୁ ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଭାଇଭଉଣୀଙ୍କ ସହିତ ମତଭେଦ ସୃଷ୍ଟି ହୋଇପାରେ। ନୂତନ ସ୍ରୋତ ରୁ ଆପଣଙ୍କୁ ଅଧିକ ଧନ ଲାଭ ହେବ। ପରିବାର ଏବଂ ସମାଜରେ ମାନସମ୍ମାନ ବୃଦ୍ଧି ହେବ।

ସିଂହ ରାଶି –

ଆପଣଙ୍କର ବୈବାହିକ ଜୀବନରେ ସମସ୍ୟା ଆସିପାରେ। ବାହନ ସୁଖ ପ୍ରାପ୍ତ ହେବ। ଚାକିରୀ ପେଶାରେ ଥିବା ଲୋକଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। ପ୍ରେମ ପ୍ରସଙ୍ଗ ରେ ଆଗକୁ ବଢନ୍ତୁ ନାହିଁ, ନଚେତ ଧୋକା ମିଳିପାରେ। ମାତାପିତାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ତାଙ୍କର ଭାବନା କୁ ସମ୍ମାନ କରନ୍ତୁ। ପାରିବାରିକ ଦାୟିତ୍ୱ ନିର୍ବାହ ଦ୍ଵାରା ଆପଣଙ୍କୁ ଅଧିକ ତ୍ୟାଗ କରିବାକୁ ପଡ଼ିବ।

କନ୍ୟା ରାଶି –

ଆଜି ଆପଣଙ୍କର ଅଭିଳାଷା ରେ ବୃଦ୍ଧି ହେବ। ଆପଣଙ୍କୁ କିଛି ଅବସର ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ ରେ ସଂଘର୍ଷ ବଢିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। କୌଣସି ସନ୍ଥ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହେବ। ବିରୋଧୀ ଆପଣଙ୍କୁ ଭରପୂର ବିରୋଧ କରିବେ। କାର୍ଯ୍ୟରେ ବ୍ୟସ୍ତତା ବଢିବ। ଆପଣ ନିଜକୁ ଏକା ଅନୁଭବ କରିବେ। କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବାର ଆଶଙ୍କା ରହିଛି।

ତୁଳା ରାଶି –

ଆଜି ସନ୍ତାନ ଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ କରିବେ। ଯାହାଦ୍ବାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ। ଶାସନ, ସତ୍ତା , ପ୍ରଶାସନ ତରଫରୁ ସହଯୋଗ ପ୍ରାପ୍ତ ହେବ। ବନ୍ଧୁ ମାନଙ୍କ ସହିତ ମନୋରଞ୍ଜନ ର ସମୟ ଅତିବାହିତ କରିବେ। ବାହନ ସୁଖ ପ୍ରାପ୍ତ ହେବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ବାହନ ସୁଖ ପ୍ରାପ୍ତ ହେବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ପାରିବାରିକ ସମସ୍ୟା ବଢିପାରେ।

ବିଛା ରାଶି –

ଆପଣଙ୍କ ସମ୍ପର୍କ ରେ ରୋମାନ୍ସ ଭରି ରହିବ। ଭୂମି ଭବନ ମାମଲାରେ ସଫଳତା ମିଳିବ। ସନ୍ତାନ ଙ୍କ ଚିନ୍ତା ରହିବ। ଶିକ୍ଷା ପ୍ରତିଯୋଗିତା ରେ ସଫଳତା ମିଳିବ। ଧନ ଆଗମନ ର ସଂକେତ ରହିଛି। କାର୍ଯ୍ୟସ୍ଥଳରେ କାମର ବୋଝ ଆପଣଙ୍କ ଜୀବନରେ କିଛି ସ୍ଥିତିକୁ ନେଇ ଆନନ୍ଦିତ ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦେବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ, ଯାହାଦ୍ବାରା ଆପଣଙ୍କ ଆତ୍ମବଳ ବୃଦ୍ଧି ହେବ। ଚାକିରୀ ରେ ଅଧିକାର ବୃଦ୍ଧି ହେବ।

ଧନୁ ରାଶି –

ଆଜି ଆପଣ ସ୍ଵାର୍ଥପର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପୁରୁଣା ହିସାବ ସମୟରେ ସାବଧାନ ରୁହନ୍ତୁ। ପରିବାରରେ କଳହ ସୃଷ୍ଟି ହୋଇପାରେ।ଶିକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ଆପଣଙ୍କ ପିତାମାତା ଆପଣଙ୍କ ଉପଲବ୍ଧି ଉପରେ ଗର୍ବ କରିବେ ଏବଂ ଆପଣଙ୍କ ପ୍ରଶଂସା କରିବେ। ଆୟ ରେ ବୃଦ୍ଧି ହେବ। ବନ୍ଧୁ ମାନଙ୍କ ଠାରୁ ସହାୟତା ମିଳିବ। ବ୍ୟବସାୟିକ ବ୍ୟବଧାନ ଦୂର ହେବ।

Google

ମକର ରାଶି –

ଆଜି ଆପଣଙ୍କୁ ବିତ୍ତୀୟ ସଂସ୍ଥା ଗୁଡିକରେ ସଫଳତା ମିଳିବ। କାର୍ଯ୍ୟରେ ସହଭାଗିତା ପାଇଁ ଅନୁକୂଳ ସମୟ ରହିଛି । ସମାଜ ରେ କିଛି ଲୋକ ଆପଣଙ୍କୁ ବିରୋଧ କରି ପାରନ୍ତି। ଆପଣଙ୍କର ଲୋକପ୍ରିୟତା ବଢିପାରେ। କାର୍ଯ୍ୟସ୍ଥଳରେ ନୂତନ ଦାୟିତ୍ବ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପେଖିତ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଛି। ଘରେ କଳହ କାରଣରୁ ଆପଣ ଚିନ୍ତିତ ରହି ପାରନ୍ତି।

କୁମ୍ଭ ରାଶି –

ଆଜି ଆପଣଙ୍କୁ ଦୈନିକ କାର୍ଯ୍ୟରେ ସଫଳତା ମିଳିବ। ଗୁପ୍ତ ଶତ୍ରୁ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ନୂତନ ସଉଦା ବ୍ୟାପାରକୁ ଉପରକୁ ଉଠାଇ ଦେଇପାରେ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଈର୍ଷା କରୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ଏବଂ ଆପଣ ବହୁତ ଆଗକୁ ବଢିବେ। ବ୍ୟାପାରରେ ନୂଆ ମଉକା ମିଳିବ। ରାଜନୀତି ରେ ଜଡ଼ିତ ଲୋକଙ୍କୁ ଲାଭ ମିଳିବ। ଭାଇଭଉଣୀ ଙ୍କ ସହିତ ବିବାଦ ବଡ଼ ରୂପ ନେଇପାରେ।

ମୀନ ରାଶି –

ଆଜି କାର୍ଯ୍ୟସ୍ଥଳରେ ଆପଣ ନିଜର ନିୟନ୍ତ୍ରଣ ହରେଇ ପାରନ୍ତି। କୌଣସି ସହକର୍ମୀଙ୍କ ସହିତ ବିବାଦ ହୋଇପାରେ। ଅଜଣା ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ, ନଚେତ ଧୋକା ଖାଇ ପାରନ୍ତି। ବ୍ୟବସାୟ ରେ ନୂତନ ଅନୁବନ୍ଧ ହୋଇପାରେ । ମାତାପିତାଙ୍କ ତରଫରୁ ଆପଣଙ୍କୁ ସ୍ନେହ ପ୍ରେମ ଏବଂ ସହଯୋଗ ପ୍ରାପ୍ତ ହେବ। କଠିନ ପରିସ୍ଥିତିରେ ମଧ୍ୟ ଆପଣଙ୍କ ଆତ୍ମବିଶ୍ଵାସ ବଢିବ। ବିବାହରେ ବାଧା ସୃଷ୍ଟି ହୋଇ ପାରେ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *