Excuse Me Odisha

ଯାହା କହିବୁ ସତ କହିବୁ

କିଛି ଅଲଗା ହିଁ କରନ୍ତି ଏହି ତିନିଟି ରାଶିର ଲୋକେ, ନେତୃତ୍ୱ କ୍ଷମତା ସହିତ ହୁଅନ୍ତି ଧନୀ।

ସେୟାର୍ କରନ୍ତୁ

ଭିଡ଼ର ନେତୃତ୍ୱ ନେବାର କ୍ଷମତା ବହୁତ କମ୍ ଲୋକଙ୍କ ହାତରେ ଥାଏ। ନେତୃତ୍ୱ ନେବାର କ୍ଷମତା ବହୁତ କମ୍ ଲୋକଙ୍କ ହାତରେ ଥାଏ। ଏମାନେ ସର୍ବଦା ଭିଡ଼ରୁ ବାହାରି କିଛି ଅଲଗା କରିବାକୁ ବିଚାର କରିଥାନ୍ତି। ନେତୃତ୍ୱ ନେଉଥିବା ଲୋକ ସର୍ବଦା ଅନ୍ୟମାନଙ୍କୁ ମାର୍ଗ ଦେଖେଇ ଥାଏ। ଯେଉଁମାନଙ୍କ ପାଖରେ ନେତୃତ୍ୱ ନେବାର କ୍ଷମତା ରହିଥାଏ, ସେମାନଙ୍କ ଗୁଣ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ୧୨ଟି ମଧ୍ୟରୁ କିଛି ଏଭଳି ରାଶି ରହିଛି, ଯେଉଁ ମାନେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩ଟି ରାଶି ଏଭଳି ରହିଛି ଯେଉଁମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ଅଲଗା ପ୍ରକାରର ହୋଇଥାଏ। ଆସନ୍ତୁ ଜାଣିବା ସେହି ୩ଟି ରାଶି ବିଷୟରେ ।

Google

ମେଷ ରାଶି –

ସବୁ ୧୨ଟି ରାଶି ମଧ୍ୟରୁ ମେଷ ରାଶି ପ୍ରଥମ କ୍ରମର ରାଶି ହୋଇଥାଏ। ମେଷ ରାଶିର ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି। ମଙ୍ଗଳ ଗ୍ରହର ସ୍ଵଭାବ ପାଇଁ ମେଷ ରାଶିରେ ଏହି ଗ୍ରହର ପ୍ରଭାବ ରହିଥାଏ। ମଙ୍ଗଳ ଗ୍ରହକୁ ଉର୍ଜା ଏବଂ ଯୋଶର ପ୍ରତୀକ ମାନା ଯାଇଛି। ମେଷ ରାଶିର ଲୋକଙ୍କ ଉପରେ ମଙ୍ଗଳ ଗ୍ରହର ସ୍ଵଭାବର ପ୍ରଭାବ ପଡିଥାଏ। ଏଭଳି ସ୍ଥଳେ ମେଷ ରାଶିର ଜାତକ ବହୁତ ସାହସିକ ଏବଂ ଉତ୍ସାହିତ ଲୋକ ହୋଇଥାନ୍ତି।

ସିଂହ ରାଶି –

ସିଂହ ରାଶିର ଲୋକଙ୍କର ନେତୃତ୍ୱ ନେବାର କ୍ଷମତା ଏବଂ ବିନା ଭୟରେ କୌଣସି କାମ କରିବାର କ୍ଷମତା ରହିଥାଏ। ଏହି ରାଶିର ଲୋକଙ୍କ ଉପରେ ସୂର୍ଯ୍ୟର ପ୍ରଭାବ ରହିଥାଏ। ସିଂହ ରାଶିର ଲୋକଙ୍କୁ ସର୍ବଦା ମାନସମ୍ମାନ ଏବଂ ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ରେ ସୂର୍ଯ୍ୟଙ୍କୁ ସବୁ ଗ୍ରହର ରାଜା କୁହାଯାଇଛି। ଏଥିପାଇଁ ସୂର୍ଯ୍ୟ ପଦ, ପ୍ରତିଷ୍ଠା, ସମ୍ମାନ ର କାରକ ହୋଇଥାନ୍ତି। ସିଂହ ରାଶିର ଲୋକଙ୍କୁ ନେତୃତ୍ୱ ନେବାର କ୍ଷମତା ଅଭାବ ନଥାଏ। ଏହି ରାଶିର ଲୋକଙ୍କୁ ଆଗକୁ ବଢିବା ପସନ୍ଦ କରିଥାନ୍ତି।

Google

ବିଛା ରାଶି –

ବିଛା ରାଶିର ଲୋକଙ୍କୁ ମଙ୍ଗଳର ପ୍ରଭାବ ପଡ଼ିବ। ଯେଉଁ କାରଣରୁ ଏହି ରାଶିର ଲୋକେ ଅଧିକ ସାହସିକ ଏବଂ ଉର୍ଜାବାନ ସ୍ଵଭାବ ହୋଇଥାନ୍ତି। ବିଛା ରାଶିର ଲୋକେ ଅଧିକ କଠୋର ଏବଂ ବଡ଼ ନିଷ୍ପତ୍ତି ନେବାରୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏମାନଙ୍କ ମନରେ କିଛି ନା କିଛି ନୂଆ ବିଚାର ଆସିଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଆପଣଙ୍କ ରାଶି ଏଥିରେ ଥିଲେ କମେଣ୍ଟ କରି ଆମକୁ ଜଣାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *