Excuse Me Odisha

ଯାହା କହିବୁ ସତ କହିବୁ

ଶନି ମାର୍ଗୀ ୨୦୨୦ : ଶନି ଆଜିଠାରୁ ହେଉଛନ୍ତି ମାର୍ଗୀ, ଜାଣନ୍ତୁ କେଉଁ ରାଶିର ଚମକିବ ଭାଗ୍ୟ।

ସେୟାର୍ କରନ୍ତୁ

ଶନି ଆଜି ୧୦ ଟା ବାଜି ୪୫ ମିନିଟରେ ମାର୍ଗୀ ହେଉଛନ୍ତି। ଶନି ଆଜି ୩୦ ସେପ୍ଟେମ୍ବର ଦିନ ବୁଧବାର ସକାଳେ ୧୦ ଟା ବାଜି ୪୫ ମିନିଟ ରେ ବକ୍ରୀ ଦ୍ଵାରା ବକ୍ରୀ ହେଉଛନ୍ତି। ଏହାଦ୍ବାରା ସବୁ ରାଶି ଉପରେ ପ୍ରଭାବ ପଡ଼ିବ। ଏହା ଶୁଭ ଖବର ଯେ ଶନିଙ୍କ ଚଳନରେ ଏହି ପରିବର୍ତ୍ତନ ମାର୍ଗୀ ଅଟେ, ବକ୍ରୀ ନୁହେଁ, ଯାହାକି ଶୁଭ ସଂକେତ ଅଟେ। ଜ୍ୟୋତିର୍ବିଦ ଅନୀଷ ବ୍ୟାସ କହିଛନ୍ତି କି ଶନିଙ୍କ ମାର୍ଗୀ ହେବା କେଉଁ ରାଶି ଉପରେ ପଡ଼ିବ ପ୍ରଭାବ।

ମେଷ ରାଶି –

ଶନିଙ୍କ ମକର ରାଶିରେ ମାର୍ଗୀ ହେବାଦ୍ବାରା ଆପଣଙ୍କ ଭାଗ୍ୟ ବୃଦ୍ଧି ହେବ। କାରଣ ଶନି ଆପଣଙ୍କ ରାଶିରେ ଭାଗ୍ୟ ସ୍ଥାନରେ ବକ୍ରୀରୁ ମାର୍ଗୀ ହେଉଛନ୍ତି

ବୃଷ ରାଶି –

ସୁଖଦ ଏବଂ ଶୁଭ ଫଳ ଦେବାକୁ ଥିବା ଯାତ୍ରାରେ ବୃଦ୍ଧି ହେବ। ଆପଣଙ୍କ ରାଶି ପାଇଁ ଶନିଙ୍କ ମାର୍ଗୀ ହେବା ଆପଣଙ୍କ ପାଇଁ ଧନ ବୃଦ୍ଧିରେ ସହାୟକ ହେବ।

ମିଥୁନ ରାଶି –

ଶନିଙ୍କ ମାର୍ଗୀ ହେବା ଆପଣଙ୍କ ପାଇଁ ସବୁ ବାଧା ଦୂର କରିବ ଏବଂ ସବୁ କାର୍ଯ୍ୟରେ ସଫଳତା ଆଣିଦେବ।

Google

କର୍କଟ ରାଶି –

ଶନିଙ୍କ ମାର୍ଗୀ ହେବା ଆପଣଙ୍କ ପାଇଁ ସ୍ବାସ୍ଥ୍ୟ ମାମଲାରେ ସମସ୍ୟାରୁ ମୁକ୍ତି ପ୍ରଦାନ କରିବ।

ସିଂହ ରାଶି –

ସିଂହ ରାଶିର ପଞ୍ଚମ ଭାବରେ ଶନିଙ୍କ ମାର୍ଗୀ ହେବା ବୈବାହିକ ଏବଂ ରୋମାଣ୍ଟିକ ଜୀବନରେ ସକାରାତ୍ମକ ପ୍ରଭାବ ପକାଇବ। ଧନଲାଭର ଅବସର ରହିଛି।

କନ୍ୟା ରାଶି –

କନ୍ୟା ରାଶିରେ ଶନିଙ୍କ ମାର୍ଗୀ ହେବା ସୁଖ ଭାବ ରହିଛି। ଏହାଦ୍ବାରା ଆପଣଙ୍କୁ ଜୀବନରେ ସୁଖ ସୁବିଧାରେ ଉତ୍ତମ ସଂକେତ ଆସିବ। ଚାକିରୀ ବା ବ୍ୟବସାୟରେ ସଫଳତା ମିଳିବ। ଅନେକ କ୍ଷେତ୍ରରେ ବିଶେଷ ଅବସର ଆପଣଙ୍କୁ ପ୍ରାପ୍ତ ହେବ।

ତୁଳା ରାଶି –

ଆପଣଙ୍କୁ ଶନି କଠିନ ପରିଶ୍ରମ କରାଇ ଉଚିତ ଫଳ ପ୍ରଦାନ କରିବେ। ଭାଗ୍ୟ ଭରପୂର ଆପଣଙ୍କ ସପକ୍ଷରେ ରହିବ।

ବିଛା ରାଶି –

ସଫଳତା ଏବଂ ଧନଲାଭ ର ନୂଆ ରାସ୍ତା ମିଳିପାରେ। ଐଶ୍ୱର୍ଯ୍ୟ ଏବଂ ସୁଖ ସୁବିଧାରେ ବୃଦ୍ଧି ହେବ।

ଧନୁ ରାଶି –

ଶନିଙ୍କ ଧନୁ ରାଶିରେ ମାର୍ଗୀ ହେବା ଆପଣଙ୍କୁ ଲାଭ ଆଣିଦେବ। ମାର୍ଗୀ ଶନି ଶୁଭ ଫଳ ଦେଇଥାନ୍ତି। ଆପଣଙ୍କୁ ସବୁ ସକାରାତ୍ମକ ପରିଣାମ ଆଣିଦେବ। ମାର୍ଗୀ ଶନି ଆପଣଙ୍କ ପାଇଁ ଉନ୍ନତି ର ଯୋଗ ବନିବ।

ମକର ରାଶି –

ମକର ରାଶି ଶନିଙ୍କ ରାଶି ଅଟେ । ଏହା ଆପଣଙ୍କର ୧୨ତମ ସ୍ଥାନରେ ବକ୍ରୀରୁ ମାର୍ଗୀ ହେଉଛନ୍ତି। ଆପଣଙ୍କ ପାଇଁ ଉତ୍ତମ ସଂକେତ ଅଟେ। ଭବିଷ୍ୟତରେ ଧନଲାଭ ହେବ। ମାନସମ୍ମାନରେ ବୃଦ୍ଧି ହେବ ଏବଂ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ।

କୁମ୍ଭ ରାଶି –

ମକର ରାଶି ଛଡ଼ା କୁମ୍ଭକୁ ଶନିଙ୍କ ସ୍ୱାମିତ୍ଵ ମିଳିଛି। ଚାକିରୀ ପେଶାରେ ଥିବା ଲୋକଙ୍କୁ ଶନି ଙ୍କ ମାର୍ଗୀ ହେବା ତାଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ। ପୁରୁଣା ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଧନଲାଭ ମିଳିବାର ସମ୍ଭାବନା ରହିଛି।

ମୀନ ରାଶି –

ମୀନ ରାଶିର ଲୋକଙ୍କ ପାଇଁ ଶନିଙ୍କ ମାର୍ଗୀ ହେବା ସାମାନ୍ୟ ପରିଣାମ ଆଣିଦେବ।

ଶନିଙ୍କ ସରଳ ଉପାୟ –

୧/ କୁଣ୍ଡଳୀ ବିଶ୍ଳେଷକ ଅନିଷ ବ୍ୟାସ କହିଛନ୍ତି କି ହନୁମାନ ଚାଳିଶା ଏବଂ ଶନି ଚାଳିଶା ପାଠ କରନ୍ତୁ।

୨/ ମଙ୍ଗଳବାର ଏବଂ ଶନିବାର ଦିନ ହନୁମାନଙ୍କୁ ସୋରିଷ ତେଲରେ ଦୀପ ପ୍ରଜ୍ବଳନ କରନ୍ତୁ, ଦର୍ଶନର ଲାଭ ମିଳିବ।

୩/ ମଙ୍ଗଳବାର ଏବଂ ଶନିବାର ଦିନ ସୁନ୍ଦରକାଣ୍ଡର ପାଠ କରନ୍ତୁ।

୪/ ଶନିବାର ଦିନ ଶନିଙ୍କ ମନ୍ଦିରରେ ଛାୟା ଦାନ ଅବଶ୍ୟ କରନ୍ତୁ। ଗରିବ, ବୃଦ୍ଧ, ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ। ପଶୁ ପକ୍ଷୀ ମାନଙ୍କ ପାଇଁ ଦାନା ପାଣି ର ବ୍ୟବସ୍ଥା କରନ୍ତୁ।

Google

୫/ ତେଲ ମଧ୍ୟ ଦାନ କରନ୍ତୁ। ତେଲ ଦାନ କରିବା ଦ୍ୱାରା ଆପଣଙ୍କୁ ନିଜ କଷ୍ଟରୁ ମୁକ୍ତି ମିଳିବ।

୬/ ଶନିବାର ଦିନ ଲୁହରେ ତିଆରି ବସ୍ତୁକୁ ଦାନ କରିବା ଉଚିତ। ଏହିଦିନ ଲୁହାର ବସ୍ତୁ ଦାନ କରିବା ଆବଶ୍ୟକ। ଏହାଦ୍ବାରା ଶନିଦେବ ଶାନ୍ତ ରହି ଥାନ୍ତି। ଲୁହା ଦାନ ଦ୍ଵାରା ଶନିଙ୍କ ଦୃଷ୍ଟି ନିର୍ମଳ ରହିଥାଏ।

୭/ କଳା ଘୋଡ଼ାର ନାଲରେ ମୁଦି ଶନିବାର ଦିନ ମଝି ଆଙ୍ଗୁଳିରେ ଧାରଣ କରନ୍ତୁ ଆପଣଙ୍କୁ ଫାଇଦା ମିଳିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପାରୁ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହେଇ ଯାଉ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *