Excuse Me Odisha

ଯାହା କହିବୁ ସତ କହିବୁ

ଅଧିକ ମାସ ୨୦୨୦ : ଅଧିକ ମାସରେ ଦୀପଦାନ କରିବା ଦ୍ୱାରା ପୂରଣ ହୋଇଥାଏ ସବୁ ମନସ୍କାମନା। ଜାଣନ୍ତୁ ଦୀପଦାନ ବିଷୟରେ କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା।

ସେୟାର୍ କରନ୍ତୁ

ଅଧିକ ମାସରେ ଦୀପଦାନକୁ ମହତ୍ୱ ମାନା ଯାଇଛି। କୁହାଯାଏ କି ଅଧିକ ମାସ ଦୀପଦାନ କଲେ ଶୁଭ ଫଳ ମିଳିଥାଏ। ହିନ୍ଦୁ ଧର୍ମ ଅନୁସାରେ ଅଧିକ ମାସକୁ ପବିତ୍ର ମାନା ଯାଇଛି। ଏହି ମାସ ଅଧିକ ମାସ ୧୮ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୬ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ଅଧିକ ମାସରେ ପୂଜାପାଠ,ଦାନ ପୁଣ୍ୟ କରିବା ଶ୍ରେଷ୍ଠ ମାନା ଯାଇଥାଏ। କୁହାଯାଇଛି କି ମଳମାସ ବା ଅଧିକ ମାସ କରାଯାଇଥିବା ପୂଜାପାଠ ଓ ଦାନପୁଣ୍ୟ ୧୦ ଗୁଣା ଫଳ ପ୍ରଦାନ କରିଥାଏ।

ଦୀପଦାନର ଅର୍ଥ ହୋଇଥାଏ କି କୌଣସି ଯୋଗ୍ୟ ସ୍ଥାନରେ ଶ୍ରଦ୍ଧା ଏବଂ ନିୟମ ମୁତାବକ ଦୀପ ପ୍ରଜ୍ବଳନ କରିବା। ଯୋଗ୍ୟ ସ୍ଥାନ କିଛି ବି ହୋଇପାରେ , ନଦୀତଟ, ଅଶ୍ୱତ୍ଥ ଗଛ ତଳେ, କୌଣସି ମନ୍ଦିରରେ ଭଗବାନଙ୍କ ଆଗରେ ସମ୍ପୂର୍ଣ ଶ୍ରଦ୍ଧାର ସହିତ ଦୀପ ପ୍ରଜ୍ଵଜନ କରିବା ଉଚିତ।

Google

ଅଧିକ ମାସରେ ଦୀପଦାନ କରିବା ଏକ ମହତ୍ୱ ଅଟେ –

ଆମ ହିନ୍ଦୁ ଧର୍ମଶାସ୍ତ୍ରରେ ଅଧିକ ମାସରେ ଦୀପ ଦାନ କରିବାର ମହତ୍ୱ ଅଧିକ କୁହାଯାଇଛି। ଏଭଳି ମାନ୍ୟତା ରହିଛି କି ଏହି ଅଧିକ ମାସରେ ଦୀପ ଦାନ କରିବା ଦ୍ୱାରା ମନୁଷ୍ୟର ସବୁ ମନସ୍କାମନା ପୂରଣ ହୋଇଥାଏ। ସେଥିରେ ଅଧିକ ମାସର ଅମାବାସ୍ୟା, ପୂର୍ଣ୍ଣିମାରେ କରାଯାଉଥିବା ଦୀପ ଦାନ ଆହୁରି ଅଧିକ ଲାଭଦାୟୀ ହୋଇଥାଏ, ଯେଭଳି –

୧/ ଅଧିକ ମାସରେ ଦୀପ ଦାନ କରିବା ଦ୍ୱାରା ଆମ ଉପରେ କୃପା ବରଷି ଥାଏ ଏବଂ ଆମ ବନ୍ଧୁ ତଥା ସମ୍ପର୍କୀୟ ପ୍ରସନ୍ନ ହୋଇଥାନ୍ତି।

୨/ ଅଧିକ ମାସରେ ଦିପା ଦାନ କରିବା ଦ୍ୱାରା ଜୀବନରେ ସବୁ ସମସ୍ୟା ଏବଂ ଚିନ୍ତା ଦୂର ହୋଇ ଯାଇଥାଏ।

୩/ ଅଧିକ ମାସରେ ଦୀପ ଦାନ କରିବା ଦ୍ୱାରା ମନୁଷ୍ୟ ଜୀବନରେ ସୁଖଶାନ୍ତି ଏବଂ ସମୃଦ୍ଧି ବଜାୟ ରହିଥାଏ।

Google

୪/ ଅଧିକ ମାସରେ ଦୀପଦାନ କରିବା ଦ୍ୱାରା ବ୍ୟାପାରରେ ବୃଦ୍ଧି ହେବା ସହିତ ଆୟରେ ମଧ୍ୟ ବୃଦ୍ଧି ହୋଇଥାଏ।

୫/ ଆମ ହିନ୍ଦୁ ଧର୍ମରେ ଦୀପକୁ ଜ୍ଞାନର ପ୍ରକାଶର ଧୋତକ ଏବଂ ସବୁ କ୍ଷେତ୍ରରେ ଅଜ୍ଞାନତା ବା ଅନ୍ଧକାରକୁ ସମାପ୍ତ କରୁଥିବାର ମାନା ଯାଇଛି। ଏଥିପାଇଁ ଆମପାଇଁ ଦୀପଦାନର ବିଶେଷ ମହତ୍ୱ ରହିଛି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *