Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ : ( ୨୮ ସେପ୍ଟେମ୍ବରରୁ ୪ ଅକ୍ଟୋବର ) ଏହି ସପ୍ତାହ ଚାରୋଟି ରାଶିର ଲୋକେ ମାରିବେ ବାଜି , ସବୁ ସମସ୍ୟାର ସାମ୍ନା କରି ହେବେ ସଫଳତା।

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୮ ସେପ୍ଟେମ୍ବର ରୁ ୪ ଅକ୍ଟୋବର ପର୍ଯ୍ୟନ୍ତ।

ମେଷ ରାଶି –

ଚାକିରୀ ପରିବର୍ତ୍ତନ କରିବା ପାଇଁ ବିଚାର କରି ପାରନ୍ତି। କୌଣସି ପୁରୁଣା ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ। ଯାତ୍ରା ପାଇଁ ସମୟ ଦୁର୍ବଳ ରହିଛି । କୌଣସି କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ପାଇଁ ଆପଣ କିଛି ନୂଆ ପ୍ରୟାସ କରିବେ। ଅହଙ୍କାର ଭାବ ଯୋଗୁଁ ସମ୍ବନ୍ଧ ବିଗିଡି ପାରେ। ବ୍ୟାପାର କରୁଥିବା ଲୋକଙ୍କୁ ଲାଭ ମିଳିବ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ।

ପ୍ରେମ ମାମଲାରେ, ଆପଣଙ୍କ ପ୍ରେମୀ କୌଣସି ଭୁଲ ମାନି ପାରନ୍ତି ଏବଂ ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ କିଛି ଭଲ କମ୍ପାନୀରେ ଚାକିରୀ ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ବିଗିଡି ଯିବା ଯୋଗୁଁ ଚିନ୍ତିତ ରହି ପାରନ୍ତି। ଏହାର ପ୍ରଭାବ କାମରେ ପଡ଼ିବ।

ବୃଷ ରାଶି –

ଏହି ସପ୍ତାହରେ ଆପଣ ନିଜକୁ ଉର୍ଜାବାନ ଅନୁଭବ କରିବେ। କୌଣସି ଯାତ୍ରା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ସବୁ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଧନ ପ୍ରାପ୍ତି ହୋଇପାରେ। ଆପଣଙ୍କର ସବୁ କାର୍ଯ୍ୟ ସୁବିଧାରେ ହୋଇଯିବ। ଧନ ମାମଲାରେ ଚାକିରୀ ଏବଂ ବ୍ୟାପାର କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। କିଛି ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁ ମାନଙ୍କ ସହ ଦେଖାସାକ୍ଷାତ ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ ଆପଣଙ୍କୁ ପରସ୍ପରକୁ ବୁଝିବା ପାଇଁ ଅବସର ମିଳିବ।

କ୍ୟାରିୟର ମାମଲାରେ, ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଶୁଭ ରହିଛି। ପଦୋନ୍ନତୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

ମିଥୁନ ରାଶି –

କିଛି ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତର ଅବସର ମିଳିବ। ଅନ୍ୟମାନଙ୍କ ଉପରେ ଭରସା କରନ୍ତୁ ନାହିଁ। ଉଚିତ ବିଚାର କରି ନିଷ୍ପତ୍ତି ନିଅନ୍ତୁ ଯାହାଦ୍ବାରା ଫାଇଦା ମିଳିବ। ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ବ୍ୟବସାୟିକ ପ୍ରଗତି ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ପକ୍ଷ ପୂର୍ଣ୍ଣ ଅପେକ୍ଷା ସୁଦୃଢ ରହିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ ଏହି ସପ୍ତାହରେ ଉଚିତ ପରିଣାମ ପ୍ରାପ୍ତି ହେବ।

କ୍ୟାରିୟର ମାମଲାରେ, ଚାକିରୀ ପରିବର୍ତ୍ତନ କରି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଏସିଡିଟି ସମସ୍ୟା ଦେଖା ଦେଇପାରେ

Google

କର୍କଟ ରାଶି –

ଏହି ସପ୍ତାହରେ ଆପଣ କିଛି ନୂଆ କରିବାକୁ ବିଚାର କରି ପାରନ୍ତି। ଆର୍ଥିକ ଲାଭ ମିଳିପାରେ। ଏହି ସପ୍ତାହରେ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଯଦି ନୂଆ ବ୍ୟାପାର ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ଭଗବାନ ଙ୍କ ନାମ ନେଇ କରନ୍ତୁ। ଧନ ଲାଭର ଯୋଗ ରହିଛି। ପରିମାଣ ସ୍ୱରୂପ ଆପଣ ଉର୍ଜା ଏବଂ ଉତ୍ସାହରେ ଭରି ରହିବେ।

ପ୍ରେମ ମାମଲାରେ, ଜୀବନସାଥୀ ନିଜ ଦାୟିତ୍ୱକୁ ଉତ୍ତମ ରୂପରେ ନିର୍ବାହ କରିବେ। ଆପଣଙ୍କ ସମ୍ବନ୍ଧ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଯେଉଁ ଲୋକେ ଚାକିରୀ ଖୋଜୁଥିଲେ ସେମାନଙ୍କୁ ଶୁଭ ସମାଚାର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ଛୋଟ ଛୋଟ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କ ଉତ୍ତମ ନିର୍ଣ୍ଣୟ ଅପଣନୁ ଧନାବାନ କରାଇ ପାରେ। କୌଣସି ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସେହି ବିଷୟକୁ ନେଇ ବିଚାର କରି ନିଅନ୍ତୁ। ସହଯୋଗୀଙ୍କ ସହାୟତାରେ ଆପଣଙ୍କର କାର୍ଯ୍ୟ ସମ୍ପନ୍ନ ହେବ।

ପ୍ରେମ ମାମଲାରେ, ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖା ଦେଇପାରେ। ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିଛି।

କ୍ୟାରିୟର ମାମଲାରେ, ବିଦ୍ୟାର୍ଥୀଙ୍କ କ୍ୟାରିୟର ପାଇଁ ଉତ୍ତମ ଅବସର ରହିଛି। ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ମାନସିକ ରୂପରେ ଦୁର୍ବଳ ରହିବେ ଏବଂ ଶାରୀରିକ ରୂପେ ସୁସ୍ଥ ଅନୁଭବ କରିବେ।

କନ୍ୟା ରାଶି –

ଏହି ସପ୍ତାହରେ ଆପଣଙ୍କୁ ଖର୍ଚ୍ଚରୁ ମୁକ୍ତି ମିଳିବ। ଯାହାଫଳରେ ଆପଣଙ୍କୁ ଶାନ୍ତି ଅନୁଭବ ହେବ। ଆପଣ କେବଳ ଧର୍ଯ୍ୟ ସହକାରେ ପରିଶ୍ରମ କରନ୍ତୁ। କଳା କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ସମ୍ମାନ ପ୍ରାପ୍ତ ହେବ। ଗରିବ ଲୋକଙ୍କୁ ଦାନ କରନ୍ତୁ, ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କର ଆୟରେ ବୃଦ୍ଧି ହେବ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ

କ୍ୟାରିୟର ମାମଲାରେ, ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଯାହାଦ୍ବାରା ଆପଣଙ୍କୁ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କ ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି।

ତୁଳା ରାଶି –

ଆର୍ଥିକ ସ୍ତରରେ ଏହି ସପ୍ତାହ ଦୁର୍ବଳ ରହିଛି। ଖର୍ଚ୍ଚରେ ବୃଦ୍ଧି ହୋଇପାରେ। ଆପଣଙ୍କୁ ଧର୍ଯ୍ୟ ସହକାରେ କାମ କରିବା ଉଚିତ। ଯୋଜନା ବନାଇବା ଆପଣଙ୍କ ପାଇଁ କଠିନ ସାବ୍ୟସ୍ତ ହେବ। ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ। ପରିବାର ସଦସ୍ୟଙ୍କ ସହିତ ସୁଖମୟ ସମୟ ଅତିବାହିତ କରିବେ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ଆପଣଙ୍କ ସମ୍ପର୍କ ଉତ୍ତମ ରହିବ। ପରସ୍ପର କୁ ବୁଝିବେ।

କ୍ୟାରିୟର ମାମଲାରେ, ଚାକିରୀ କ୍ଷେତ୍ରରେ ନୂତନ ଅବସର ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ନିଜ ଜୀବନ ପ୍ରଣାଳୀକୁ ପରିବର୍ତ୍ତନ କରିବା ଆବଶ୍ୟକ।

ବିଛା ରାଶି –

ଏହି ସପ୍ତାହରେ ଚାକିରୀ କ୍ଷେତ୍ରରେ ନୂତନ ପ୍ରୟାସ ସଫଳ ରହିବ। ଆଖପାଖ ଲୋକଙ୍କ ଠାରୁ ସାମଞ୍ଜସ୍ୟ ଦ୍ଵାରା ସଫଳତା ମିଳିବ। ବ୍ୟାପାର ପାଇଁ ନିବେଶ କରିବା ଲାଭଦାୟକ ରହିବ। କଠିନ ନିଷ୍ପତ୍ତି ନେବାରୁ ବଞ୍ଚିତ ହୁଅନ୍ତୁ। ଏହି ସପ୍ତାହରେ ଆପଣଙ୍କୁ କିଛି ଉପହାର ମିଳିପାରେ। ପତ୍ରକାର ଥିବା ଲୋକଙ୍କୁ ଆଗକୁ ବଢିବା ପାଇଁ ଉତ୍ତମ ଅବସର ମିଳିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀଙ୍କୁ ପ୍ରୋପୋଜ କରି ପାରନ୍ତି।

କ୍ୟାରିୟର ମାମଲାରେ, ଚାକିରୀ ପାଇବା ପାଇଁ ଉତ୍ତମ ଅବସର ମିଳିବ। ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ସ୍ୱାସ୍ଥ୍ୟବାନ ରହିବା ପାଇଁ ଅନୁଶାସିତ ଜୀବନ ଅତିବାହିତ କରନ୍ତୁ।

ଧନୁ ରାଶି –

ଏହି ସପ୍ତାହ ଆପଣଙ୍କ ପାଇଁ ଅନେକ ଉପଲବ୍ଧି ଆଣିବ। କିଛି ନା କିଛି ନିଶ୍ଚିତ ପ୍ରାପ୍ତ ହେବ। କଳା ସହିତ ଜଡ଼ିତ ଲୋକେ ଉତ୍ତମ ପ୍ରଦର୍ଶନ କରିବେ। ବ୍ୟାପାର ମାମଲାରେ ଉତ୍ତମ ଫାଇଦା ମିଳିବ। ପିଲାମାନଙ୍କ ସହଯୋଗ ଦ୍ଵାରା କିଛି ସମସ୍ୟାର ସମାଧାନ ହୋଇଯିବ। ନୂତନ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। କିଛି କହିବା ଆଗରୁ ନିଜ ଶବ୍ଦ ପ୍ରତି ଧ୍ୟାନ ରଖନ୍ତୁ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ସପ୍ତାହ ସାମାନ୍ୟ ରହିବ।

କ୍ୟାରିୟର ମାମଲାରେ, ଏହି ସପ୍ତାହରେ ନୂଆ ସଉଦା ହେବ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଦାନ୍ତ ସମସ୍ୟା ଦେଖା ଦେଇପାରେ।

Google

ମକର ରାଶି –

ଏହି ସପ୍ତାହରେ ଆପଣ ବିରୋଧୀ ଙ୍କ ଉପରେ ଭାରୀ ରହିବେ। ପରିବାର ଲୋକେ ଆପଣଙ୍କୁ ସହଯୋଗ କରିବେ। ଘରର ଜରୁରୀ ବସ୍ତୁ ଉପରେ ଆପଣ ଖର୍ଚ୍ଚ କରି ପାରନ୍ତି। ଚାକିରୀ ମାମଲାରେ ସପ୍ତାହଟି ଅନୁକୂଳ ରହିଛି। ଘରେ ସୁଖଶାନ୍ତି ବାତାବରଣ ରହିବ। କିଛି କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ । ଉଚିତ ସମୟରେ କାର୍ଯ୍ୟ ପୂରଣ କରିବେ ଯାହାଦ୍ବାରା ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।

କ୍ୟାରିୟର ମାମଲାରେ, ଚାକିରୀରେ କିଛି କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ପାରେ। ଏଥିପାଇଁ ସମ୍ଭାଳି ରୁହନ୍ତୁ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମସ୍ୟାରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

କୁମ୍ଭ ରାଶି –

ଅଚାନକ ଧନ ପ୍ରାପ୍ତି ଯୋଗୁଁ ଆପଣଙ୍କ ମନ ପ୍ରସନ୍ନ ରହିବ। ବାହନ ସାବଧାନ ହୋଇ ଚଳାନ୍ତୁ। ନିଜ ବସ୍ତୁକୁ ସମ୍ଭାଳି ରଖନ୍ତୁ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖଶାନ୍ତି ରେ ଭରପୂର ରହିବ। କାର୍ଯ୍ୟକୁ ନେଇ ଆପଣ ଗଭୀର ଭାବରେ ଚିନ୍ତା କରିବେ।ପରିଣାମ ଆପଣଙ୍କ ସପକ୍ଷରେ ରହିବ। କୌଣସି କାର୍ଯ୍ୟକୁ ନେଇ ମନରେ ନକାରାତ୍ମକ ଭାବନା ଜାଗ୍ରତ କରନ୍ତୁ ନାହିଁ।

ପ୍ରେମ ମାମଲାରେ, ସାଥୀଙ୍କ ସମ୍ବନ୍ଧରେ କଟାକ୍ଷ ଆସିବାରୁ ଆପଣଙ୍କ ମନ ଦୁଃଖ ହୋଇପାରେ।

କ୍ୟାରିୟର ମାମଲାରେ, ଆମଦାନୀରେ ବୃଦ୍ଧି ହେବାଦ୍ବାରା ବିତ୍ତୀୟ ସମସ୍ୟା ଦେଖା ଦେବନାହିଁ।

ସ୍ବାସ୍ଥ୍ୟ ମାମଲାରେ, ଜୀମ ଯାଇ ନିଜ ଓଜନ ନିୟନ୍ତ୍ରିତ କରିବେ।

ମୀନ ରାଶି –

ଏହି ସପ୍ତାହରେ ଆପଣଙ୍କ ପ୍ରଦର୍ଶନ ଉତ୍ତମ ରହିବ। ଆର୍ଥିକ ସ୍ତରରେ ଲାଭ ମିଳିବ। ପୂର୍ବରୁ ଯେଉଁ ଲାଭରୁ ଆପଣ ବଞ୍ଚିତ ହେଉଥିବେ, ଏହି ସପ୍ତାହରେ ତାହା ପୂରଣ ହେବ। ଏହି ସପ୍ତାହ ଟି ପାରିବାରିକ ଦୃଷ୍ଟିକୋଣ ରୁ ସୁଖମୟ ରହିବ। ଘରକୁ ଅତିଥି ଆସିପାରନ୍ତି। ଯେଉଁ ମାନେ ସମ୍ପତ୍ତି ଡିଲ କରୁଛନ୍ତି, ସେମାନଙ୍କ ପାଇଁ ଏହି ସପ୍ତାହ ଟି ଫାଇଦା ଆଣିଦେବ। ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି।

ପ୍ରେମ ମାମଲାରେ, ପ୍ରେମୀଙ୍କ ଠାରୁ ଉପହାର ମିଳିବ। ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ଆପଣ କୌଣସି ବଡ଼ ନିବେଶ କରି ପାରନ୍ତି। ବ୍ୟାପାର ରେ ଲାଭ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ନାହିଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶିବ ଶଙ୍କର ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦ ହେଲେ ଆପଣଙ୍କ ଜୀବନରେ ଚାଲୁ ଥିବା ସବୁ ସମସ୍ୟା ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *