Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୯ ସେପ୍ଟେମ୍ବର ୨୦୨୦,ମଙ୍ଗଳବାର,ଆଜି ଏହି ୭ଟି ରାଶିର ଲୋକଙ୍କୁ ସମ୍ଭାଳି ରହିବାର ଆବଶ୍ୟକତା ରହିଛି। ଦିନଟି ସମସ୍ୟାରେ ଅତିବାହିତ ହେବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୨୯ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୯ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ସଡ଼କ ଉପରେ ଯିବା ସମୟରେ ସାବଧାନ ରୁହନ୍ତୁ। ମୁଣ୍ଡବ୍ୟଥା ସମସ୍ୟା ଦେଖା ଦେଇପାରେ। ଆଜି ବିଭିନ୍ନ ସ୍ରୋତ ରୁ ଆପଣଙ୍କୁ ଲାଭ ପ୍ରାପ୍ତ ହେବ। କିଛି କାମ ଆସିପାରେ। ସାମାଜିକ କାର୍ଯ୍ୟରେ ଆପଣ ଭାଗ ନେବେ। ଅନାବଶ୍ୟକ ବିବାଦ ହୋଇପାରେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ସାହାଯ୍ୟ ପାଇଁଁ କେହି ଆଗେଇ ଆସି ପାରନ୍ତି। ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ବ୍ୟାପାର ଧନ୍ଦା ରେ ଲାଭ ମିଳିବାର ସମ୍ଭାବନା ରହିଛି। କୌଣସି ବଡ଼ କାର୍ଯ୍ୟ ପୂରଣ ପାଇଁ ସହକର୍ମୀଙ୍କ ସହଯୋଗ ନେଇ ପାରନ୍ତି। କାରବାରରେ ଲାଭ ପ୍ରାପ୍ତ ହେବ। ପ୍ରତିଷ୍ଠିତ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ମିଥୁନ ରାଶି –

ଆଜି ଆପଣଙ୍କ ବ୍ୟବହାର ଦ୍ଵାରା ଆପଣଙ୍କୁ ବ୍ୟବସାୟ ରେ ଲାଭ ମିଳିବ। ଆପଣଙ୍କୁ ନିଜ ପ୍ରୟାସ ରେ ସଫଳତା ମିଳିବ। ଝଗଡ଼ା ହେବାର ସମ୍ଭାବନା ରହିଛି, ଏଥିପାଇଁ ସାବଧାନ ରୁହନ୍ତୁ। ନିଜର ରଚନାତ୍ମକ କ୍ଷମତା ପ୍ରଦର୍ଶନ କରନ୍ତୁ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ ।

Google

କର୍କଟ ରାଶି –

ବ୍ୟବସାୟିକ ରୂପରେ ଆପଣ ଆଗକୁ ବଢିବେ। କିଛି ସମସ୍ୟା କାରଣରୁ ଆପଣଙ୍କୁ ସହକର୍ମୀଙ୍କ ମତଭେଦ ର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିପାରେ। ନିଜ କାର୍ଯ୍ୟକୁ ସଫଳତାର ସହିତ ସମ୍ପନ୍ନ କରନ୍ତୁ। ପୁରୁଣା ସ୍ମୃତି ଆପଣଙ୍କର ମନେ ପଡିପାରେ। ଜୀବନସାଥୀ ଙ୍କ ସ୍ବାସ୍ଥ୍ୟ ବିଗିଡି ପାରେ।

ସିଂହ ରାଶି –

ଆଜି ଆପଣଙ୍କର ବିରୋଧୀ ବର୍ଗ ପରାଜିତ ହେବେ। ଆପଣଙ୍କର ଅଧୁରା କାର୍ଯ୍ୟ ସମ୍ପନ୍ନ ହେବ।କୌଣସି ସ୍ଥାନକୁ ଆପଣ ଯାତ୍ରା କରି ପାରନ୍ତି। ଆପଣ ବେମାର ପଡି ପାରନ୍ତି। ପାର୍ଟନର ଙ୍କୁ ନେଇ ବ୍ୟବସାୟ ରେ ସତର୍କ ରୁହନ୍ତୁ। ଖର୍ଚ୍ଚ ବଢିପାରେ। ଯେଉଁ କାର୍ଯ୍ୟ କରିବେ ସେଥିରେ ଆପଣ ସଫଳତା ହାସଲ କରିବେ। ଆପଣଙ୍କ ମନ ଭୁଲ ଆଡ଼କୁ ଗତି କରିପାରେ।

କନ୍ୟା ରାଶି –

ଆଜି ଆପଣ ନିଜ ଶତ୍ରୁ ପ୍ରତି ସାବଧାନ ରୁହନ୍ତୁ। ଚାକିରୀ କ୍ଷେତ୍ରରେ ଥିବା ଲୋକଙ୍କୁ ସମସ୍ୟାରେ ସାମ୍ନା କରିବାକୁ ପଡିପାରେ। ଆଜି ଆପଣଙ୍କୁ ନିଜ ବ୍ୟବହାର ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ବିରୋଧୀ ମାନଙ୍କ ଯୋଗୁଁ ଆପଣ ହଇରାଣ ହୋଇ ପାରନ୍ତି। ଚାକିରୀ ରେ ବଦଳି ହେବାର ଯୋଗ ରହିଛି । ବିଦ୍ୟାର୍ଥୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ବିରୋଧୀ ଆପଣଙ୍କ ଛବି ବିଗାଡିବାକୁ ପ୍ରୟାସ କରି ପାରନ୍ତି

ତୁଳା ରାଶି –

ଆଜି ଆପଣଙ୍କୁ ହଜି ଯାଇଥିବା ବସ୍ତୁ ମିଳିପାରେ। ଆଜି ଆପଣ ସମୟକୁ ଉପଭୋଗ କରିବେ। ପାରିବାରିକ ଆବଶ୍ୟକତା କୁ ବୁଝନ୍ତୁ। ଆପଣଙ୍କ ପ୍ରେମୀ ରୋମାଣ୍ଟିକ ମୁଡ ରେ ରହି ପାରନ୍ତି। ଘରେ କିଛି ସମସ୍ୟା ର ସାମ୍ନା କରିବାକୁ ପଡିପାରେ। ବାହାର କାମ କରୁଥିବା ମହିଳା ମାନଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଆବଶ୍ୟକ। ବିରୋଧୀ ଙ୍କ ସାମ୍ନା କରିବାକୁ ପଡିପାରେ।

ବିଛା ରାଶି –

ଆଜି ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟର ଆୟୋଜନ ହୋଇପାରେ। ଘରର ମାହୋଲ ସୁଖମୟ ରହିବ। ପ୍ରଭାବଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କୁ ନିଜ ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ। ପ୍ରେମ ଜୀବନ ଅତିବାହିତ ଲୋକେ ରୋମାଣ୍ଟିକ ମୁଡ ରେ ରହିବ।

ଧନୁ ରାଶି –

ଆପଣଙ୍କ ଉପରେ ଦେବା ନେବା କାର୍ଯ୍ୟରେ ଆରୋପ ଲାଗିପାରେ। ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଶାନୁରୂପ ଫଳ ପ୍ରାପ୍ତ ହେବ। ଏଥିପାଇଁ ଆପଣଙ୍କୁ ନିରାଶା ଅନୁଭବ କରିବାର ଆବଶ୍ୟକତା ନାହିଁ। ଆପଣଙ୍କୁ ଟୀମ ରେ ଏକତା ରଖିବାର ଆବଶ୍ୟକତା ରହିଛି। ନଚେତ ସହକର୍ମୀଙ୍କ ମତଭେଦ କାର୍ଯ୍ୟରେ ବାଧା ସୃଷ୍ଟି କରି ପାରେ। ଅଫିସ ଏବଂ ବ୍ୟବସାୟିକ ଜାଗାରେ କାର୍ଯ୍ୟଭାର ବଢିପାରେ।

Google

ମକର ରାଶି –

ଆଜି ପ୍ରେମ ଜୀବନରେ ରୋମାନ୍ସ ଭରି ରହିବ। ବୈବାହିକ ଜୀବନ ସୁଖମୟ ରହିବ। ଅଧିକ ନିଦ୍ରା ଆପଣଙ୍କ ଉର୍ଜା କୁ ସମାପ୍ତ କରିପାରେ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାରୁ ବଞ୍ଚିତ ହେବା ଉଚିତ। ପ୍ରଫେସନାଲ କ୍ଷେତ୍ରରେ କିଛି ଝଟକା ଲାଗିପାରେ। କାର୍ଯ୍ୟସ୍ଥଳରେ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ବିତ୍ତୀୟ ଲାଭ ମିଳିବ। ରଚନାତ୍ମକ କ୍ଷମତା ର ପ୍ରୟୋଗ ଆପଣ କରି ପାରନ୍ତି। କିଛି ବିପରୀତ ପରିସ୍ଥିତି ସହିତ ଆପଣ ସାମ୍ନା କରି ପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଧନ ସଂପତ୍ତି ରେ ବୃଦ୍ଧି ହେବ। ଆଜି ଆପଣଙ୍କୁ ନେଇ ଆଲୋଚନା ହୋଇପାରେ, ଏଥିପାଇଁ ପ୍ରସ୍ତୁତ ରହିବାକୁ ପଡିବ। କୌଣସି କଥାକୁ ଚିନ୍ତିତ ରହି ପାରନ୍ତି।

ମୀନ ରାଶି –

କାର୍ଯ୍ୟସ୍ଥଳରେ ବିବାଦ ସମାପ୍ତ ହୋଇପାରେ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆକସ୍ମିକ ଯାତ୍ରାରେ ଯିବାକୁ ପଡ଼ିପାରେ। ଜୀବନସାଥୀ ଆପଣଙ୍କର ଖାସ୍ ଧ୍ୟାନ ରଖିବେ। ପ୍ରତିଷ୍ଠା ରେ ବୃଦ୍ଧି ହେବ। ଆଜି ଆପଣ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନୂତନ କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ଟଙ୍କାପଇସା ହିସାବ ସମୟରେ ସାବଧାନ ରୁହନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *