Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୮ ସେପ୍ଟେମ୍ବର ୨୦୨୦,ସୋମବାର,ଆଜି ବନିବାକୁ ଯାଉଛି ବର୍ଷର ସବୁଠାରୁ ବଡ଼ ରାଜଯୋଗ, ୬ ରାଶିର ଲୋକଙ୍କ ବନ୍ଦ ଭାଗ୍ୟ ର କବାଟ ଖୋଲିଦେବ ଏହି ଦିନ

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୨୮ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୮ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କ ମନରୁ ନକାରାତ୍ମକ ବିଚାର କାଢି ଦିଅନ୍ତୁ। କାର୍ଯ୍ୟ ଚାପ ବଢିପାରେ। ଜରୁରୀ କାର୍ଯ୍ୟ କରନ୍ତୁ। ଆପଣଙ୍କ ପାଇଁ ଏହିଦିନ ନିରାଶାଜନକ ସାବ୍ୟସ୍ତ ହୋଇପାରେ। ବଡ଼ ହିସାବ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପୁରୁଣା ମିତ୍ରଙ୍କ ହାଲଚାଲ ନିଅନ୍ତୁ

ବୃଷ ରାଶି –

ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣ କୁଶଳତା ଆପଣେଇବାକୁ ପ୍ରୟାସ କରିବେ। ଆପଣଙ୍କ ଅନ୍ଦାଜ ଲୋକଙ୍କୁ ଆକର୍ଷିତ କରିବ। ଘରର ବାତାବରଣ ସୁଖମୟ ରହିବ। ପରିସ୍ଥିତି ଆପଣଙ୍କ ସପକ୍ଷ ରେ ରହିବ। କୌଣସି ବଡ଼ ଖୁସି ଖବର ମିଳିପାରେ। ସ୍ଵାର୍ଥପର ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ।

ମିଥୁନ ରାଶି –

ଆଜି ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। କିନ୍ତୁ ବାହାର ଖାଦ୍ୟ ସେବନ ରୁ ବଞ୍ଚିତ ହୁଅନ୍ତୁ। ଯୋଜନାରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ପୁରୁଣା କଥାକୁ ଛାଡ଼ି ଆଗକୁ ବଢନ୍ତୁ। କାର୍ଯ୍ୟରେ ଅଧିକ ଚାପ ପଡିବା ହେତୁ ଅଧିକ କ୍ରୋଧିତ ରହି ପାରନ୍ତି। ସନ୍ତାନଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାହା ଉପରେ ଆଶା ରଖନ୍ତୁ ନାହିଁ |

Google

କର୍କଟ ରାଶି –

ଆଜି ଖରାପ ପରିସ୍ଥିତିରେ ଆପଣ ବିଜୟ ଲାଭ କରିବେ। ବନ୍ଧୁ ମାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ଯେତେବେଳେ ପ୍ରେମୀଙ୍କ ସହିତ ବାହାରକୁ ଯାଉଛନ୍ତି ସେତେବେଳେ ନିଜ ପିନ୍ଧିବାରେ ପରିବର୍ତ୍ତନ କରନ୍ତୁ। ଯଦି କ୍ୟାରିୟର ବିଷୟରେ ଚିନ୍ତା କରୁଛନ୍ତି ତାହେଲେ ବନ୍ଧୁ ମାନଙ୍କ ଠାରୁ ପରାମର୍ଶ ନିଅନ୍ତୁ। ପୁରୁଣା କଥା ଚିନ୍ତାର କରନ ହୋଇପାରେ। ଆପଣଙ୍କ ଆଖପାଖ ରେ ବସ୍ତୁ କିଛି ଠିକ୍ ଠାକ୍ ରହିବ ନାହିଁ, ଏହାକୁ ଠିକ୍ କରିବାକୁ ପ୍ରୟାସ କରନ୍ତୁ।

ସିଂହ ରାଶି –

ଋଣ ନେବାରୁ ବଞ୍ଚିତ ହୁଅନ୍ତୁ। ଆପଣଙ୍କ ଉଦାର ସ୍ଵଭାବ ଯୋଗୁଁ ଆପଣଙ୍କ ପାଇଁ ଆଜିର ଦିନଟି ସୁଖମୟ ରେ ଅତିବାହିତ ହେବ। ଆର୍ଥିକ ଯୋଜନା ଫଳୀଭୁତ ହେବ। ଅଫିସ ରେ ମହିଳା ସହଯୋଗୀଙ୍କ ସହିତ ବିବାଦ ହୋଇପାରେ। ମାନସମ୍ମାନ ରେ ବୃଦ୍ଧି ହେବ।ବ୍ୟାପାରରେ ଉନ୍ନତି ହେବ। ମାତାଙ୍କ ତରଫରୁ ସୁଖଦ ସମାଚାର ମିଳିବ।

କନ୍ୟା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଦାମୀ ବସ୍ତୁ ସମ୍ଭାଳି ରଖନ୍ତୁ । ଆପଣଙ୍କ ସକାରାତ୍ମକ ବିଚାର ପ୍ରଶଂସନୀୟ ହେବ। ହସ ମଜାକ ରେ କୁହାଯାଇଥିବା କଥାକୁ ନେଇ କାହା ଉପରେ ସନ୍ଦେହ କରନ୍ତୁ ନାହିଁ। ନିଜ ବ୍ୟବସାୟ କୁ ଆଗକୁ ବଢ଼ାଇବା ପାଇଁ ଆପଣ ପ୍ରୟାସ ଜାରି ରଖିବେ ଏବଂ ଏହି ସମୟ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଦୁର୍ବଳ ବିଷୟ ଉପରେ ଅଧ୍ୟୟନ କରନ୍ତୁ।

ତୁଳା ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଆପଣଙ୍କୁ ସବୁ କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ଦୀନଚର୍ଯ୍ୟା ସାମାନ୍ୟ ରହିବ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟାପାର ରେ ଫାଇଦା ମିଳିବ। ଆସୁଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ରହିବ। ବନ୍ଧୁ ମାନଙ୍କ ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ।

ବିଛା ରାଶି –

ଆଜି ଆପଣଙ୍କ ନିଜ ଭିତରେ ଶାନ୍ତି ଖୋଜନ୍ତୁ। ସ୍ବାସ୍ଥ୍ୟ ସହିତ ଜଡ଼ିତ ମାମଲାରେ ଚିନ୍ତିତ ରହି ପାରନ୍ତି। ମାତାପିତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। ଛାତ୍ର ମାନଙ୍କ ପାଇଁ ସମସ୍ୟାର ଦିନ ରହିଛି। ଯେଉଁମାନେ ଆପଣଙ୍କ ହିତ ଚାହୁଁଛନ୍ତି ସେମାନେ ଆପଣଙ୍କୁ ସବୁ କ୍ଷେତ୍ରରେ ପରାମର୍ଶ ଦେବେ। ଭାଗ୍ୟ ଏବଂ ପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଆଜି କୌଣସି ସମ୍ପତ୍ତି କାଗଜପତ୍ର ରେ ହସ୍ତାକ୍ଷର କରନ୍ତୁ ନାହିଁ।

ଧନୁ ରାଶି –

ଆଜି ଆପଣଙ୍କ ବ୍ୟାପାର ବ୍ୟବସାୟ ଠିକ୍ ଠାକ୍ ଚାଲିବ। ଯଦି ଆପଣ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ। ପରିବାରର ସବୁ ସମସ୍ୟାର ସମାଧାନ ହୋଇଯିବ। କ୍ୟାରିୟର ରେ ଉତ୍ତମ ପ୍ରସ୍ତାବ ମିଳିବ।ଆପଣଙ୍କ ଅନ୍ଦାଜ ରେ ଲୋକେ ଆକର୍ଷିତ ହେବେ। କ୍ୟାରିୟର ଉତ୍ତମ ପ୍ରସ୍ତାବ ମିଳିବ। ବୈବାହିକ ଜୀବନରେ ତାଳମେଳ ବନି ରହିବ। ନକାରାତ୍ମକ ବିଚାର ରୁ ଦୂରେଇ ରୁହନ୍ତୁ ।

Google

ମକର ରାଶି –

କାର୍ଯ୍ୟ ମାମଲାରେ ଆପଣଙ୍କୁ ସମସ୍ୟାର ସାବଧାନ କରିବା ଆବଶ୍ୟକ। ଜୀବନସାଥୀ ଙ୍କ ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ମୌଦ୍ରିକ ଲାଭ ମିଳିବାର ସମ୍ଭାବନା ରହିଛି। ଉଚିତ ନିଷ୍ପତ୍ତି କରନ୍ତୁ, ଆପଣଙ୍କୁ ପରାମର୍ଶ ମିଳିପାରେ। ବିତ୍ତୀୟ ନିଷ୍ପତ୍ତି ରୁ ବଞ୍ଚିତ ହୁଅନ୍ତୁ। କୌଣସି ପ୍ରତିଯୋଗିତା ରେ ଭାଗ ନେବେ। ଚାକିରୀରେ ସଫଳତା ମିଳିବ। ନ୍ୟାୟାଳୟ ମାମଲାରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ।

କୁମ୍ଭ ରାଶି –

ଆଜି ଆପଣ ନିଜକୁ ସକାରାତ୍ମକ ଅନୁଭବ କରିବେ। ବ୍ୟାପାର କରିଥିବା ଲୋକଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ। ଆଶାନୁରୂପ ଚାକିରୀ ମିଳିବ। କୌଣସି ନୂଆ ଭାଷା ଶିଖିବା ପାଇଁ ରୁଚି ରଖିବେ। ବ୍ୟବସାୟ ରେ ସଫଳତା ମିଳିବ। ବ୍ୟାପାର ରେ ସଫଳତା ମିଳିବ। ଚାରିଟି ଏବଂ ଡୋନେଶନ ମାମଲାରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ବ୍ୟାପାରରେ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ।

ମୀନ ରାଶି –

ମୀନ ରାଶିର ଲୋକେ ଆଜି ଦେବା ନେବା ସମୟରେ ସତର୍କ ରୁହନ୍ତୁ। ଜୀବନସାଥୀ ଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ। ଆପଣଙ୍କ କାର୍ଯ୍ୟ ଦେଖି ବରିଷ୍ଠ ଅଧିକାରୀ ପ୍ରସନ୍ନ ହେବେ। ଅଚାନକ ଧନ ଲାଭ ହେବ। କୌଣସି ଯୋଜନା ପ୍ରସ୍ତୁତ କରି ପାରନ୍ତି। ଆଶାନୁରୂପ ଚାକିରୀ ପାଇଁ ଆପଣଙ୍କୁ କଠିନ ପ୍ରୟାସ କରିବାକୁ ପଡ଼ିବ। ସମ୍ପତ୍ତି ରେ ନିବେଶ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ବିରୋଧୀ ମାନଙ୍କ କଥା ନିଜ ମୁଣ୍ଡରେ ପୁରାଇ ଚିନ୍ତିତ ହୁଅନ୍ତୁ ନାହିଁ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *