Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୭ ସେପ୍ଟେମ୍ବର ୨୦୨୦,ରବିବାର,ସୂର୍ଯ୍ୟଦେବଙ୍କ ଅପାର କୃପା ଆଜି ଏହି ତିନିଟି ରାଶିର ଲୋକଙ୍କୁ କରିବ ମାଲାମାଲ, ପଢନ୍ତୁ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୨୭ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୭ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜିର ଦିନଟି ଆପଣଙ୍କୁ ବୁଝି ବିଚାରି କାମ କରିବା ଉଚିତ। ମାନସିକ ରୂପରେ ସୁଦୃଢ ରହିବ। ଶିକ୍ଷା କ୍ଷେତ୍ରରେ ବିବାଦ ସ୍ଥିତି ଉତ୍ପନ୍ନ ହୋଇପାରେ। ପ୍ରେମିକା ଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ। ସମ୍ପତ୍ତି ରେ ବଡ଼ ଲାଭ ମିଳିବ। ଶିକ୍ଷା ସ୍ଥଳରେ ବିବାଦ ଉତ୍ପନ୍ନ ହୋଇପାରେ। ଉନ୍ନତି ର ମାର୍ଗ ପ୍ରଶସ୍ତ ହେବ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ।

ବୃଷ ରାଶି –

ଶିକ୍ଷା ପ୍ରେମ ଏବଂ ସନ୍ତାନ ସୁଖ ପ୍ରାପ୍ତ ହେବ। ସମ୍ପର୍କ ସୁଦୃଢ ରହିବ। ଆପଣଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ଆପଣ ସବୁ କାର୍ଯ୍ୟକୁ ଉଚିତ ପରିଣାମ ଦେବେ। ବ୍ୟର୍ଥ ଚିନ୍ତା କରନ୍ତୁ ନାହିଁ। ନିଜର ଲକ୍ଷ୍ୟ ପ୍ରତି ସାବଧାନ ରୁହନ୍ତୁ। ଆକସ୍ମିକ ଧନଲାଭ ହୋଇପାରେ। ବିରୋଧୀ ପରାସ୍ତ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ।

ମିଥୁନ ରାଶି –

ଏହି ରାଶିର ଲୋକଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଆପଣଙ୍କ ସାମ୍ନାରେ କିଛି ଅବସର ଆସିପାରେ। ଦାମୀ ବସ୍ତୁ କୁ ସମ୍ଭାଳି ରଖନ୍ତୁ। ସମ୍ପର୍କୀୟଙ୍କ ବ୍ୟବହାରରେ ଆପଣ ଦୁଃଖ ଅନୁଭବ କରି ପାରନ୍ତି। ଖୁବ୍ ଶୀଘ୍ର ଆପଣଙ୍କୁ ଆପଣଙ୍କ ପ୍ରେମ ମିଳିଯିବ।

Google

କର୍କଟ ରାଶି –

କୌଣସି ଅଜଣା ବ୍ୟକ୍ତିଙ୍କ ପରାମର୍ଶ ନେଇ ପାରନ୍ତି। ନିଜ ସାଥୀ ଙ୍କ ବିଷୟରେ କିଛି ନୂଆ ଜାଣିବାକୁ ମିଳିପାରେ ଏବଂ ଆପଣଙ୍କୁ ଆନନ୍ଦ ଅନୁଭବ ହେବ। ଜୀବନସାଥୀ ଙ୍କ ସହଯୋଗ ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଘରର ବାତାବରଣ ଆପଣଙ୍କୁ କିଛି ନୂଆ କରିବାରେ ପ୍ରୋତ୍ସାହନ ଦେବ। ଦାମ୍ପତ୍ୟ ଜୀବନରେ ଜୀବନସାଥୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କ୍ୟାରିୟର ରେ ଆଗକୁ ବଢିବେ।

ସିଂହ ରାଶି –

ଆଜି ପରିବାର ଏବଂ ସନ୍ତାନ ଙ୍କ ବିଷୟ କୁ ନେଇ ଆପଣଙ୍କୁ ଆନନ୍ଦ ସହିତ ସନ୍ତୋଷ ଅନୁଭବ ହେବ। କାହା ଉପରେ ବିଶ୍ୱାସ ନାହିଁ, ତାକୁ ଆର୍ଥିକ ସାହାଯ୍ୟ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ନିକ ଆଚରଣ ଏବଂ ବ୍ୟବହାର ପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କ ଉତ୍ସାହ ରେ ବୃଦ୍ଧି ହେବ। ଉନ୍ନତି ମାର୍ଗ ପ୍ରଶସ୍ତ ହେବ।

କନ୍ୟା ରାଶି –

କାରବାର ରେ ଫାଇଦା ମିଳିବ। ଚାକିରୀ ରେ ସଫଳତା ମିଳିବ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ। ସଞ୍ଚିତ ଧନର ଉପଯୋଗ ସଫଳତା ପୂର୍ବକ କରନ୍ତୁ। ନୂତନ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ପରିବାରରେ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବ୍ୟବସାୟ ରେ ଲାଭ ମିଳିବ। ପାଠପଢ଼ା ରେ ପ୍ରତିଯୋଗୀଙ୍କ ଠାରୁ ଆଗେଇ ରହିବେ।

ତୁଳା ରାଶି –

ଆଜି ବ୍ୟାପାର ମାମଲାରେ ବାହାର କୁ ଯାତ୍ରା କରି ପାରନ୍ତି। ସମୟ ଅନୁକୂଳ ରହିଛି। ଚାକିରୀରେ ଅଧିକାର ବଢିପାରେ। ଆପଣଙ୍କୁ ନିଜ ପ୍ରେମୀଙ୍କ ବୁଦ୍ଧିମତ୍ତା ଦେଖି ଆଶ୍ଚର୍ଯ୍ୟ ହେବ। ଘରର ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ, ଏଥିପାଇଁ ଅଣଦେଖା କରନ୍ତୁ ନାହିଁ। ପରିବାରରେ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ। ସମ୍ପର୍କ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ।

ବିଛା ରାଶି –

ବିଛା ରାଶିର ଲୋକେ ଅନ୍ୟମାନଙ୍କୁ ପ୍ରଭାବିତ କରିବେ, ଏଥିପାଇଁ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ଆଜି କୌଣସି ନୂଆ ଯୋଜନା ଉପରେ କାମ କରନ୍ତୁ ନାହିଁ। କାର୍ଯ୍ୟରେ ବାଧା ଆସିପାରେ, ଏଥିପାଇଁ ସବୁ କାର୍ଯ୍ୟ କରିବା ପୂର୍ବରୁ ବରିଷ୍ଠ ଲୋକଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ। ବୃଦ୍ଧ ସମ୍ପର୍କୀୟ ଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ। କାର୍ଯ୍ୟ ଆରମ୍ଭ କରିବାରୁ ବଞ୍ଚିତ ହୁଅନ୍ତୁ। ପାଠପଢ଼ା ରେ ପରିଶ୍ରମ କରିବା ଉଚିତ। ସମ୍ପତ୍ତି ମାମଲାରେ ଲାଭ ମିଳିବ।

ଧନୁ ରାଶି –

ଆଜିର ଦିନଟି ଏହି ରାଶିର ଲୋକଙ୍କ ପାଇଁ ଅନୁକୂଳ ରହିଛି। ଲୋକଙ୍କ ବ୍ୟବହାର ଆପଣଙ୍କ ପ୍ରତି ସକାରାତ୍ମକ ରହିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଆଜି ଆପଣଙ୍କୁ ସମ୍ଭାଳି ଚାଲିବା ଉଚିତ, ନଚେତ କିଛି ସମସ୍ୟାରେ ପଡି ପାରନ୍ତି। ଅଧିକ ଖର୍ଚ୍ଚ ହେବାଦ୍ବାରା ଚିନ୍ତିତ ରହିବେ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସହିତ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି।

Google

ମକର ରାଶି –

ଆଜି ଆପଣଙ୍କର ବର୍ତ୍ତମାନ ସମ୍ବନ୍ଧ ରେ ଅଧିକ ସ୍ନେହ ମିଳିବ। ଅଟକି ରହିଥିବା କାର୍ଯ୍ୟକୁ ପୂରଣ କରିବେ। ସୁଖ ଓ ଆନନ୍ଦ ପ୍ରାପ୍ତ କରିବେ। ଚାକିରୀ ପେଶାରେ ଥିବା ଲୋକଙ୍କୁ ଅଧିକାରୀଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଶତ୍ରୁ ଭୟ ରହିବ। ପାଠପଢ଼ା ରେ ଏକାଗ୍ର ରହିବାକୁ ପ୍ରୟାସ କରନ୍ତୁ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ଭାଇ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୌଣସି ଲମ୍ବା କାରବାର ପ୍ରୋଜେକ୍ଟ ମିଳିପାରେ। ଧନ ପ୍ରାପ୍ତି ପ୍ରୟାସ ସଫଳ ରହିବ। ପ୍ରେମୀଙ୍କ ସହିତ ସମ୍ପର୍କ ସୁଦୃଢ ରହିବ। ଆପଣ ନିଜକୁ ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ରଖିବେ। ନିବେଶ କରିବାକୁ ଚାହୁଁଥିଲେ ଏଥିପାଇଁ ସମୟ ଅନୁକୂଳ ରହିଛି। ପ୍ରେମ ଜୀବନରେ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ପକ୍ଷ ସୁଦୃଢ ରହିବ। ଧନ ସଂପତ୍ତି ସମ୍ବନ୍ଧିତ ମାମଲା ର ସମାଧାନ ହୋଇଯିବ।

ମୀନ ରାଶି –

କିଛି ବିଚାର ନକରି କରିଥିବା କାର୍ଯ୍ୟ ପର ମୁହୂର୍ତରେ ହାନିକାରକ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଆପଣଙ୍କ ମନସ୍କାମନା ପୂରଣ ହେବ। ସାରା ଦିନ ଆପଣଙ୍କ ପାଇଁ ଉତ୍ସାହରେ ଭରି ରହିବ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସନ୍ତାନଙ୍କ ତରଫରୁ ବଡ଼ ସୁଖଦ ସମାଚାର ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସାହିତ୍ୟ ଏବଂ କଳା କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ। ଘର କାର୍ଯ୍ୟରେ ମନ ଲଗାଇବେ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *