Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୬ ସେପ୍ଟେମ୍ବର ୨୦୨୦,ଶନିବାର,ଏହି ପାଞ୍ଚ ଟି ରାଶିର ଲୋକଙ୍କ ପାଇଁ ଉତ୍ତମ ରହିବ ଦିନ, ଲାଭ ମିଳିବାର ଯୋଗ ରହିଛି।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶନିବାର ୨୬ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୬ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ମେଷ ରାଶିର ଲୋକଙ୍କୁ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ପରିବାର ସହିତ କୌଣସି ସ୍ଥାନକୁ ଭ୍ରମଣ ରେ ଯାଇ ପାରନ୍ତି। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଅନୁକୂଳ ରହିଛି। ଅନାଥାଶ୍ରମ କୁ କିଛି ଦାନ କରନ୍ତୁ, ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ ହେବ। ଶତ୍ରୁ ଆପଣଙ୍କର କିଛି ବିଗାଡି ପାରିବ ନାହିଁ। ବ୍ୟବସାୟ ପ୍ରତି ଧ୍ୟାନ ଦିଅନ୍ତୁ।

ବୃଷ ରାଶି –

ଆଜି ଆପଣଙ୍କର ସବୁ ସମସ୍ୟାର ଅନ୍ତ ହୋଇଯିବ, ଆପଣଙ୍କ ମନକୁ ଶାନ୍ତି ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଦର୍ଶନ ସୁଖମୟ ରହିବ। ଅପେଖିତ କାର୍ଯ୍ୟରେ ବିଳମ୍ବ ହୋଇପାରେ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ଅନ୍ୟ ମାନଙ୍କ କଥାକୁ ଧ୍ୟାନ ନଦେଇ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ। ସମାଜରେ ମାନସମ୍ମାନ ବୃଦ୍ଧି ହେବ। କାର୍ଯ୍ୟ ମାମଲାରେ ଲୋକେ ଆପଣଙ୍କ ବିଚାର କୁ ପ୍ରଶଂସା କରିବେ।

ମିଥୁନ ରାଶି –

ଆଜି ଆପଣଙ୍କର ଅତିରିକ୍ତ ସମୟ ନିଃସ୍ଵାର୍ଥ ସେବାରେ ଲଗାନ୍ତୁ। ବିପରୀତ ମାନସିକତା ଥିବା ଲୋକଙ୍କ ସହିତ ମିଶି ଆପଣ ଚିନ୍ତିତ ରହି ପାରନ୍ତି। ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ପାଠପଢ଼ା ରେ ମନ ଲାଗିବ। ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ। କୌଣସି ସ୍ଥାନକୁ ଭ୍ରମଣ ର ଅବସର ମିଳିପାରେ।

କର୍କଟ ରାଶି –

ଆଜି କିଛି ବନ୍ଧୁଙ୍କ ସହିତ ମତାନ୍ତର ହୋଇପାରେ ଏବଂ ଅପ୍ରିୟ ସ୍ଥିତି ସୃଷ୍ଟି ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ସୁଖଦ ଖବର ମିଳିପାରେ। କାରବାର କୁ ଆଗକୁ ବଢ଼ାଇବା ପାଇଁ ପ୍ରୟାସ କରି ପାରନ୍ତି। କୌଣସି ଯାତ୍ରା ରେ ଯିବା କାରଣରୁ ଆପଣଙ୍କର ସମ୍ପର୍କିତ ଅଭିମାନ କରି ପାରନ୍ତି।

ସିଂହ ରାଶି –

ଆଜି ଆପଣଙ୍କର କୌଣସି ଦାୟିତ୍ବହୀନ କାର୍ଯ୍ୟ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ବିତ୍ତୀୟ ମାମଲାରେ ଅନ୍ୟ ମାନଙ୍କୁ ଭରସା କରନ୍ତୁ ନାହିଁ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପାଠପଢ଼ା କୁ ନେଇ ଆପଣଙ୍କର ପ୍ରଶଂସା ହେବ। ବନ୍ଧୁ ମାନଙ୍କ ସହିତ ତାଳମେଳ ବନାଇ ରଖନ୍ତୁ। ଘର ପରିବାରରେ ସୁଖଶାନ୍ତି ର ବାତାବରଣ ଦେଖା ଦେବ।

କନ୍ୟା ରାଶି –

ଆଜି ଅପଣ ନିଜକୁ ସକାରାତ୍ମକ ଉର୍ଜାବାନ ଅନୁଭବ କରିବେ। ବ୍ୟବସାୟିକ ସମସ୍ୟା ସମାଧାନ ପାଇଁ ଆପଣ ପ୍ରୟାସ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ବୈବାହିକ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ନିୟମିତ ଯୋଗ କରିବା ଦ୍ୱାରା ଆପଣଙ୍କର ସ୍ବାସ୍ଥ୍ୟ ଠିକ୍ ରହିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଅଧିକାରୀ ବର୍ଗ ଙ୍କ ସହିତ ତାଳମେଳ ବନାଇ ରଖନ୍ତୁ। ଧର୍ମ କର୍ମ ରେ ଆପଣ ରୁଚି ରଖିବେ।

ତୁଳା ରାଶି –

ଆଜି ଆପଣ ନିଜ ଭୁଲ କୁ ବୁଝିବାକୁ ପ୍ରୟାସ କରିବେ। ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଯାତ୍ରା କରିବା ସହିତ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ଚିନ୍ତିତ ଜଣା ପଡି ପାରନ୍ତି। ଘର ବାହାରେ ସୁଖପୂର୍ଣ ମାହୋଲ ରହିବ। ପରିବାରର ବୃଦ୍ଧ ଲୋକଙ୍କ ସମ୍ମାନ କରନ୍ତୁ। ପରିବାରରେ କୌଣସି ଶୁଭ କାର୍ଯ୍ୟ ହୋଇପାରେ। ନିଜର ଲକ୍ଷ୍ୟ କୁ ପ୍ରାପ୍ତ କରିବା ପାଇଁ ଆପଣ ବିଶ୍ବାସୀ ରୁହନ୍ତୁ। କୌଣସି ଜିନିଷରେ ନିବେଶ କରିବା ପୂର୍ବରୁ ବିଚାର କରି ନିଅନ୍ତୁ।

ବିଛା ରାଶି –

ଭୌତିକ ସୁଖର ଯାତ୍ରା ସମ୍ଭାବନା ରହିଛି। କାର୍ଯ୍ୟ ଅଧିକ ରହିଥିବା ହେତୁ ଆର୍ଥିକ ସ୍ଥିତି ଉପରେ ବୋଝ ପଡିପାରେ। କାର୍ଯ୍ୟ ଚାପ ରହିପାରେ। ଦାମ୍ପତ୍ୟ ଜୀବନ ପାଇଁ ଦିନଟି ଦୁର୍ବଳ ରହିଛି। କାର୍ଯ୍ୟସ୍ଥଳରେ ଆଶାନୁରୂପ ପରିବର୍ତ୍ତନ ଦେଖିବାକୁ ମିଳି ପାରେ। କିଛି ଅନିୟମିତତା ମାମଲାରେ ପଡି ପାରନ୍ତି।

ଧନୁ ରାଶି –

ବ୍ୟବସାୟିକ ମାନ୍ଦା ଅବସ୍ଥା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ଦେଖା ଦେବ। ପୁଞ୍ଜି ନିବେଶ ରେ ଉଚିତ ପରିଣାମ ପ୍ରାପ୍ତ କରିବେ। ବନ୍ଧୁ ତଥା ପ୍ରିୟଜନ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ନୂତନ ବସ୍ତ୍ର କିଣାକିଣି କରି ପାରନ୍ତି। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ। ବାହନ, ମେସିନ, ଚଳାଚଳ ଆଦିରେ ଦାୟିତ୍ବହୀନ ହୁଅନ୍ତୁ ନାହିଁ। ପୁରୁଣା ରୋଗ ବାଧା ବନି ପାରେ। ପରିବାରରେ ସମ୍ପତ୍ତି କୁ ନେଇ ବିବାଦ ହୋଇପାରେ, ଏଥିରୁ ଦୂରେଇ ରହିବା ଆବଶ୍ୟକ।

Google

ମକର ରାଶି –

ପ୍ରେମ ଜୀବନ ଆଜି ସାମାନ୍ୟ ରହିବ। ନିଜ ପ୍ରେମୀଙ୍କୁ ବୁଝାଇବା ରେ ସଫଳତା ମିଳିବ। ପ୍ରେମ ଜୀବନ ସୁଦୃଢ ରହିବ। କାର୍ଯ୍ୟସ୍ଥଳରେ ପୂଜାପାଠ ରେ ସାମିଲ ହୋଇ ପାରନ୍ତି। ଏକା ରୁହନ୍ତୁ ନାହିଁ। ଆପଣଙ୍କ ବ୍ୟବହାର ଦ୍ଵାରା ଲୋକେ ଆକର୍ଷିତ ହେବେ। ବରିଷ୍ଠ ଲୋକଙ୍କ ମାର୍ଗ ଦର୍ଶନ ଏବଂ ସହଯୋଗ ପ୍ରାପ୍ତ ହେବ। କୌଣସି ବଡ଼ ଚିନ୍ତାରୁ ମୁକ୍ତି ମିଳିବ। ଭାଇଭଉଣୀଙ୍କ ତରଫରୁ ସ୍ନେହ ମିଳିବ।

କୁମ୍ଭ ରାଶି –

ଆଜି ଆପଣଙ୍କୁ ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଉତ୍ତମ ରହିବ। ଯାତ୍ରା କରିବା ପାଇଁ ଦିନଟି ଅନୁକୂଳ ନାହିଁ। ଧନ ହାନୀ ହେବାର ସମ୍ଭାବନା ରହିଛି। ଆପଣଙ୍କ ଆୟ ସାମାନ୍ୟ ରହିବ। ଧାର୍ମିକ କାର୍ଯ୍ୟରେ ଆପଣ ମନ ଲାଗିବ। ଉଚିତ ସମୟ ମଧ୍ୟରେ ଆପଣ କାମ ପୂରଣ କରନ୍ତୁ। ଆଳସ୍ୟ ରୁ ବଞ୍ଚିତ ହୋଇ ସକ୍ରିୟ ରୁହନ୍ତୁ। ଜମିବାଡ଼ି କିଣାକିଣି କରିବା ପାଇଁ ବିଚାର କରି ପାରନ୍ତି।

ମୀନ ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କୌଣସି ଗୁରୁ ବା ସମ୍ମାନଜନକ ବ୍ୟକ୍ତିଙ୍କ ପାଖରୁ ଆପଣଙ୍କୁ ପରାମର୍ଶ ମିଳିବ। ପିତାଙ୍କ ସହିତ ଗମ୍ଭୀର ବିଷୟରେ ଚର୍ଚ୍ଚା କରି ପାରନ୍ତି। ଅଯଥା ଖର୍ଚ୍ଚ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦେଖା ଦେଇପାରେ। ଅନ୍ୟ ମାନଙ୍କ କାର୍ଯ୍ୟରେ ଦଖଲ ଦିଅନ୍ତୁ ନାହିଁ। ଆପଣଙ୍କର ଯୋଜନା ଫଳୀଭୂତ ହେବ। କାର୍ଯ୍ୟ କୁଶଳତା ରେ ବୃଦ୍ଧି ହେବ।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *