Excuse Me Odisha

ଯାହା କହିବୁ ସତ କହିବୁ

ପ୍ରୀତି ଯୋଗ ସହିତ ବନିଲା ରବି ଯୋଗ, ଏହି ୫ଟି ରାଶିର ଲୋକଙ୍କୁ ମିଳିବ ଚାକିରୀରେ ଲାଭ, ଆର୍ଥିକ ସ୍ଥିତି ସୁଦୃଢ ହେବ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କ ସ୍ଥିତି ବଦଳିବା ଦ୍ଵାରା ବ୍ରହ୍ମାଣ୍ଡରେ ଅନେକ ଶୁଭ ଯୋଗ ନିର୍ମାଣ ହୋଇଥାଏ। ଯଦି ଶୁଭ ଯୋଗ କୌଣସି ବ୍ୟକ୍ତିର କୁଣ୍ଡଳୀରେ ଠିକ୍ ରହିଛି ତାହେଲେ ତାକୁ ସବୁ କ୍ଷେତ୍ରରୁ ସଫଳତା ପ୍ରାପ୍ତ ହେବ। କିନ୍ତୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ। କିଛି ରାଶିର ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଚାଲନ୍ତୁ ଜାଣିବା ପ୍ରୀତି ଯୋଗ ସହିତ ବନୁଥିବା ରବି ଯୋଗ ଯୋଗୁଁ କେଉଁ ରାଶିର ସମୟ ଅନୁକୂଳ ରହିବ।

ଆସନ୍ତୁ ଜାଣିବା ପ୍ରୀତି ଯୋଗ ଏବଂ ରବି ଯୋଗ ଯୋଗୁଁ କେଉଁ ରାଶିକୁ ଶୁଭ ଫଳ ମିଳୁଛି –

ମେଷ ରାଶି:- ମେଷ ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ଶୁଭ ଯୋଗ ପାଇଁ ଆପଣ ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। କୌଣସି ମହତ୍ୱପୂର୍ଣ୍ଣ ବିଷୟକୁ ନେଇ ନିଷ୍ପତ୍ତି ନେଇ ପାରନ୍ତି। କାରବାରରେ ଜଡିତ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଧନ ମାମଲାରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ।

ବୃଷ ରାଶି:- ବୃଷ ରାଶିର ଲୋକେ ସମୟକୁ ଅତ୍ୟନ୍ତ ଉତ୍ତମ ରୂପେ ଉପଭୋଗ କରିବେ। ପାରିବାରିକ ସମ୍ବନ୍ଧ ସୁଦୃଢ ରହିବ। ବିଦ୍ୟାର୍ଥୀ ମାନେ କୌଣସି ପ୍ରତିଯୋଗିତା ବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରନ୍ତି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ରୋଜଗାର ନଥିବା ଲୋକଙ୍କୁ କୌଣସି କମ୍ପାନୀରେ ଚାକିରୀ ମିଳିବାର ସମ୍ଭାବନା ରହିଛି। ଚାକିରୀ କ୍ଷେତ୍ରରେ ଥିବା ଅଧିକାରୀ ଆପଣଙ୍କୁ ସହଯୋଗ କରିବେ। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ସୁଖମୟ ରହିବ।

Google

କନ୍ୟା ରାଶି:- କନ୍ୟା ରାଶିର ଲୋକଙ୍କ ଜୀବନ ଆନନ୍ଦରେ ଅତିବାହିତ ହେବ। ଅଚାନକ କୌଣସି ଖୁସି ଖବର ମିଳିପାରେ। ଯାହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ଝଲକ ସଫା ସଫା ଦୃଶ୍ୟମାନ ହେବ। ଧନ ଉପାର୍ଜନ ପାଇଁ ନୂଆ ସ୍ରୋତ ମିଳିବ। ପ୍ରେମ ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଶାରୀରିକ ରୂପରେ ସୁସ୍ଥ ରହିବେ। ଆପଣଙ୍କ ମନରେ କୌଣସି ଯୋଜନା ଆସିପାରେ। କ୍ୟାରିୟରରେ ଫାଇଦା ମିଳିବ।

କୁମ୍ଭ ରାଶି:-କୁମ୍ଭ ରାଶିର ଲୋକଙ୍କ ପାଇଁ ସମୟ ଫାଇଦା ଆଣିଦେବ। ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ମାତାପିତାଙ୍କ ସହଯୋଗ ଦ୍ୱାରା ଆପଣଙ୍କ ଆତ୍ମବଳ ସୁଦୃଢ ରହିବ। ଅଚାନକ ଆପଣଙ୍କୁ ଶୁଭ ସମାଚାର ମିଳିପାରେ। ଛାତ୍ରଛାତ୍ରୀ ମାନଙ୍କୁ ପାଠପଢ଼ାରେ ଧ୍ୟାନ ଦେବା ଆବଶ୍ୟକ। ଆପଣ ନିଜ ଦାୟିତ୍ୱକୁ ଉଚିତ ଢଙ୍ଗରେ ତୁଲାଇବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସମୟ ଅନୁକୂଳ ରହିଛି।

ମୀନ ରାଶି:- ମୀନ ରାଶିର ଲୋକେ ଆତ୍ମବିଶ୍ବାସରେ ଭରି ରହିବେ। ଶୁଭ ଯୋଗ ରହିଥିବା ଯୋଗୁଁ ସାମାଜିକ କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ସାମାଜିକ ସ୍ତରରେ ସଫଳତା ହାସଲ କରିବେ। ପ୍ରଭାବଶାଳୀ ଲୋକେ ଆପଣଙ୍କୁ କ୍ୟାରିୟର ପାଇଁ ମାର୍ଗଦର୍ଶନ କରିବେ। ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ। ଆପଣ ନିଜର ସବୁ କାର୍ଯ୍ୟ ସମ୍ପନ୍ନ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ପରସ୍ପରକୁ ବୁଝିବାକୁ ପ୍ରୟାସ କରନ୍ତୁ।

ଆସନ୍ତୁ ଜାଣିବା ବାକି ରାଶି ଉପରେ କିପରି ପ୍ରଭାବ ରହିବ –

ମିଥୁନ ରାଶି :-ମିଥୁନ ରାଶିର ଲୋକଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ। କୌଣସି କଠିନ ପଦକ୍ଷେପ ନିଅନ୍ତୁ ନାହିଁ। ଏହି ରାଶିର ଲୋକେ ପାରିବାରିକ ମାମଲାରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିବ। କିଛି ଲୋକେ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି। ଗୁପ୍ତ ଶତ୍ରୁଙ୍କ ଠାରୁ ସତର୍କ ରୁହନ୍ତୁ। ସନ୍ତାନଙ୍କ ତରଫରୁ ଦୁଃଖଦ ସମାଚାର ମିଳିପାରେ।

କର୍କଟ ରାଶି:-କର୍କଟ ରାଶିର ଲୋକଙ୍କ ପାଇଁ ସମୟ ସାମାନ୍ୟ ରହିବ। ଆପଣଙ୍କର କୌଣସି କାର୍ଯ୍ୟ ସମ୍ପନ୍ନ ହେବା ପୂର୍ବରୁ ଅଟକି ଯାଇପାରେ। କାରବାରରେ ବାଧା ଉତ୍ପନ୍ନ ସୃଷ୍ଟି ହୋଇପାରେ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି ତାହେଲେ ଘରର ବରିଷ୍ଠ ଲୋକଙ୍କ ପରାମର୍ଶ ନିଅନ୍ତୁ, ଆପଣଙ୍କୁ ଲାଭ ମିଳିବ। ଜୀବନ ସହିତ କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ, ନଚେତ ଭବିଷ୍ୟତରେ ସମସ୍ୟା ଦେଖା ଦେଇପାରେ।

ସିଂହ ରାଶି:-ସିଂହ ରାଶିର ଲୋକେ କୌଣସି କାମରେ ଅଧିକ ବ୍ୟସ୍ତ ରହି ପାରନ୍ତି। ସନ୍ତାନ ସୁଖ ପ୍ରାପ୍ତ ହୋଇପାରେ। ଅଯଥା ଖର୍ଚ୍ଚ ହୋଇପାରେ। ଆପଣ ଫାଲତୁ ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ। ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। କିଛି ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ପାରନ୍ତି। ଆପଣ ନିଜର ବୁଦ୍ଧି ବଳରେ ନିଜ ଜୀବନର ସବୁ ସମସ୍ୟା ଦୂର କରିବାକୁ ପ୍ରୟାସ କରିବେ।

ତୁଳା ରାଶି:- ତୁଳା ରାଶିର ଲୋକେ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ମାତାପିତା ଏବଂ ପିଲାମାନଙ୍କୁ ନେଇ କୌଣସି ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସମ୍ଭାଳି ରହିବା ଆବଶ୍ୟକ। ବଡ଼ ଅଧିକାରୀଙ୍କ ନିକଟରେ କ୍ରୋଧର ସାମ୍ନା କରିବାକୁ ପଡିପାରେ। ମାନସିକ ଚିନ୍ତା କାରଣରୁ ଆପଣ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରି ପାରିବେ ନାହିଁ। ଆପଣ ଅଧିକ ଭାବୁକ ହୋଇ ପାରନ୍ତି।

ବିଛା ରାଶିର ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଅଫିସରେ ଆପଣଙ୍କ ସାମ୍ନାରେ ଅନେକ କଠିନ ପରିସ୍ଥିତି ଆସିବ, ଏଥିପାଇଁ ଆପଣ ଧର୍ଯ୍ୟର ସହିତ ନିଷ୍ପତ୍ତି ନିଅନ୍ତୁ, ସଫଳତା ମିଳିବ। ମାତାପିତାଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ଅଚାନକ ଘରକୁ ସମ୍ପର୍କୀୟଙ୍କ ଆଗମନ ହୋଇପାରେ। ଭବିଷ୍ୟତ ବିଷୟରେ ଆପଣ ବିଚାର କରି ପାରନ୍ତି। ପରିବାରର ମାହୋଲ ସୁଖମୟ ରହିବ। ପିଲାମାନଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।

Google

ଧନୁ ରାଶି:- ଧନୁ ରାଶିର ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ରହିବ। ଅଯଥା ଖର୍ଚ୍ଚ କରନ୍ତୁ ନାହିଁ। ପରିବାର ସହିତ କୌଣସି ଖାସ୍ କଥାକୁ ନେଇ ଆଲୋଚନା କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସହଯୋଗ ର ଭାବନା ଆସିବ। ଅଚାନକ ବନ୍ଧୁମାନଙ୍କ ଥାତୁ ସହଯୋଗ ପ୍ରାପ୍ତ ହେବ।

ମକର ରାଶି:- ମକର ରାଶିର ଲୋକଙ୍କ ସମୟ ଠିକ୍ ଠାକ୍ ରହିବ। କୌଣସି ପୁରୁଣା କଥାକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି। ଅଯଥା କୌଣସି କଥାକୁ ଚିନ୍ତିତ ହୁଅନ୍ତୁ ନାହିଁ। ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ଧନ ପ୍ରାପ୍ତି ପାଇଁ ନୂତନ ସ୍ରୋତ ହାସଲ କରିବେ। ବନ୍ଧୁ ମାନଙ୍କ ସହିତ ଉତ୍ତମ ସମ୍ବନ୍ଧ ରହିବ। ମାତାପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ପ୍ରିୟ ଭଗବାନଙ୍କ ନାମ ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *