Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୪ ସେପ୍ଟେମ୍ବର ୨୦୨୦,ଗୁରୁବାର,ଆଜି ୭ ଟି ରାଶିଫଳ କୁ ଜୀବନ ରେ ଅଚାନକ ହେବ ହେବ ଫାଇଦା, ଭାଗ୍ୟ ବୃଦ୍ଧି ର ସଂକେତ ରହିଛି।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଗୁରୁବାର ୨୪ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୪ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ରାଜକୀୟ ସହଯୋଗ ଦ୍ଵାରା କାର୍ଯ୍ୟରେ ସିଦ୍ଧି ହେବ। ଜୀବନସାଥୀ ଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। ସାମାଜିକ କାର୍ଯ୍ୟରେ ପ୍ରତିଷ୍ଠା ବୃଦ୍ଧି ହେବ। କାର୍ଯ୍ୟରେ ଅଧିକ ଲାଭ ହେବ। ପାର୍ଟନର ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ନିଦ ନହେବା କାରଣରୁ ଆପଣଙ୍କୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ରାଜନୀତି ରେ ଥିବା ଲୋକଙ୍କୁ ସଫଳତା ମିଳିବ। ଅନାବଶ୍ୟକ ଚିନ୍ତାରେ ପଡ଼ି ପାରନ୍ତି।

ବୃଷ ରାଶି –

ଆଜି ଆପଣଙ୍କ ଉପରେ କାର୍ଯ୍ୟର ଚାପ ରହିପାରେ। ଋଣ ନେବାର ପରିସ୍ଥିତି ସୃଷ୍ଟି ହୋଇପାରେ। ଆଜି ଆପଣଙ୍କ ମନ ଫାଲତୁ କାର୍ଯ୍ୟରେ ଲାଗିପାରେ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ନହେବା ଦ୍ଵାରା ଆପଣଙ୍କ ମୁଡ ଖରାପ ହୋଇପାରେ। ଯାତ୍ରାରେ ଅସୁବିଧା ସୃଷ୍ଟି ହୋଇପାରେ। ଧନ ସମ୍ବନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ମିଥୁନ ରାଶି –

ପରିବାରରେ ସୁଖଶାନ୍ତି ର ବାତାବରଣ ସୃଷ୍ଟି ହେବ। ନିଜ ବାଣୀ ର ପ୍ରଭାବରେ ଆପଣ ଲୋକଙ୍କ ମନକୁ ମୋହି ନେବେ। ଆପଣଙ୍କୁ ନିଜ ଭାଷା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆପଣଙ୍କର କିଛି ଯୋଜନା ଅସଫଳ ହୋଇ ଯାଇପାରେ। ବ୍ୟାପାରରେ ଲାଭ ମିଳିବ।

Google

କର୍କଟ ରାଶି –

ବୈବାହିକ ଜୀବନ ସୁଖମୟ ରହିବ। ଚାକିରୀ ବ୍ୟବସାୟ ରେ ଲାଭ ମିଳିବ। ଆପଣଙ୍କୁ କାର୍ଯ୍ୟରେ ଆର୍ଥିକ ସାହାଯ୍ୟ ପ୍ରାପ୍ତ ହେବ। ନିଜ ଫାଇଦା ଚିନ୍ତା ନିଶ୍ଚିତ କରନ୍ତୁ। ବ୍ୟବସାୟିକ ଯାତ୍ରାରେ ସଫଳତା ଅର୍ଜନ କରିବେ। ଦେଖାସାକ୍ଷାତ ଏବଂ ଉପହାର ପ୍ରାପ୍ତ କରିବେ। ଆପଣ କାର୍ଯ୍ୟସ୍ଥଳରେ ନିଜ ଯୋଗଦାନ ପାଇଁ ମାନସମ୍ମାନ ପ୍ରାପ୍ତ କରିବେ। କିଛି ନୂତନ ଦାୟିତ୍ୱ ଆପଣଙ୍କୁ ମିଳିପାରେ।

ସିଂହ ରାଶି-

ସାରାଦିନ ଆପଣଙ୍କ ପାଇଁ ଉତ୍ତମ ରହିବ। ଆପଣଙ୍କୁ ନିଜ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ପଡିବ। ମନୋରଞ୍ଜନ କାର୍ଯ୍ୟରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ବଡ଼ ଲୋକଙ୍କ ଠାରୁ ସହଯୋଗ ମିଳିବ। ପତ୍ନୀ ବା ସନ୍ତାନ ସମ୍ବନ୍ଧିତ ଶୁଭ ସମାଚାର ଆପଣଙ୍କୁ ମିଳିପାରେ। ଯଶ, ମାନସମ୍ମାନ, ପ୍ରତିଷ୍ଠା ଲାଭ କରିବେ। ସବୁ ସମସ୍ୟା ସମାପ୍ତ ହୋଇଯିବ।

କନ୍ୟା ରାଶି –

ଘର ପରିବାରରେ ସୁଖଶାନ୍ତି ର ମାହୋଲ ରହିବ। ବନ୍ଧୁ ମାନଙ୍କ ତରଫରୁ ଆର୍ଥିକ ସହାୟତା ମିଳିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସହର ବାହାରକୁ ଯାତ୍ରା କରି ପାରନ୍ତି। ଆବଶ୍ୟକ ଜଣାଶୁଣା ରଖିବା ଫାଇଦା ସାବ୍ୟସ୍ତ ହେବ। ଆଜି ଆପଣ ଅନ୍ୟମାନଙ୍କ ମନ ଜିଣିବା ପାଇଁ ସକ୍ଷମ ରହିବେ। ସ୍ବାସ୍ଥ୍ୟ ସମସ୍ୟା ଏବଂ ମାନସିକ ଚିନ୍ତା କାରଣରୁ ଚିନ୍ତିତ ରହିବେ।

ତୁଳା ରାଶି –

ଆଜି ଆପଣଙ୍କର ପାରିବାରିକ ଏବଂ ବୈବାହିକ ଜୀବନ ସୁଖମୟ ରହିବ। ବେମାରୀ ରୁ ମୁକ୍ତି ମିଳିବ। ଆପଣଙ୍କ ଧ୍ୟାନ କୌଣସି ଦୂର ସ୍ଥାନରେ ରହିବ। ଗାଈକୁ ନିଜ ହାତରେ ରୁଟି ଖାଇବାକୁ ଦିଅନ୍ତୁ। ଆପଣଙ୍କ ଭାଗ୍ୟ ବୃଦ୍ଧି ହେବ ଏବଂ ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। ଅଫିସ ରେ କେହି ଗୁପ୍ତ ରୂପରେ ଆପଣଙ୍କ ସହାୟତା କରିପାରେ। ପିଲାମାନଙ୍କ ସହିତ ଜଡିତ ସମସ୍ୟାର ସମାଧାନ ପାଇଁ କିଛି ସମୟ ଲାଗିପାରେ।

ବିଛା ରାଶି –

ଏହି ରାଶିର ଲୋକେ ଖୁବ୍ ଶୀଘ୍ର ଧନ ଉପାର୍ଜନ ପାଇଁ ପ୍ରୟାସ କରିବାରୁ ବଞ୍ଚିତ ହୁଅନ୍ତୁ। କାର୍ଯ୍ୟରେ ବାଧା ଆସିବା ଦ୍ଵାରା ଆପଣଙ୍କ ମନ ଖରାପ ହୋଇପାରେ। ବାହନ କିଣାକିଣି ରେ ଖର୍ଚ୍ଚ ହୋଇପାରେ। ସ୍ବାସ୍ଥ୍ୟ କୁ ନେଇ ଅଣଦେଖା କରନ୍ତୁ ନାହିଁ। କିଛି ମାମଲାରେ ଲୋକଙ୍କ ସହଯୋଗ ମିଳି ପାରିବ ନାହିଁ। କାନୁନ ମାମଲା ରେ ସତର୍କ ରୁହନ୍ତୁ।

ଧନୁ ରାଶି –

ଆଜି ଆପଣଙ୍କୁ ଉପହାର ଏବଂ ସମ୍ମାନ ପ୍ରାପ୍ତ ହେବ। ଖର୍ଚ୍ଚ କରିବା ସମୟରେ ସାବଧାନ ରୁହନ୍ତୁ। ପ୍ରେମୀଙ୍କୁ ନିଜ ମନର କଥା କହି ପାରନ୍ତି। ଅଫିସ ରେ କିଛି ମତଭେଦ ସୃଷ୍ଟି ହୋଇପାରେ। ବିତ୍ତୀୟ ସଫଳତା ହାସଲ କରି ଆପଣ ସନ୍ତୁଷ୍ଟି ଲାଭ କରିବେ। ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ନିଜ ଜିନିଷପତ୍ର କୁ ନେଇ ସାବଧାନ ରୁହନ୍ତୁ।

Google

ମକର ରାଶି –

ଆଜି ଆପଣଙ୍କର ପାରିବାରିକ ଜୀବନ ସୁଖମୟ ରହିବ। ବ୍ୟାପାର କରୁଥିବା ଲୋକଙ୍କୁ କାରବାର ରେ ଲାଭ ମିଳିବ। ଆଗକୁ ବଢିବା ପାଇଁ ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଆପଣଙ୍କର ଭାରୀ ଋଣ ସମାପ୍ତ ହୋଇଯିବ। ଆପଣଙ୍କ ଟଙ୍କା କେଉଁଠି ଅଟକି ଯାଇପାରେ। ଅନାବଶ୍ୟକ ଚିନ୍ତା କାରଣରୁ ସ୍ବାସ୍ଥ୍ୟ ଖରାପ ହୋଇପାରେ।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କ ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ସିନିଅର ଙ୍କ କଥାକୁ ବିରୋଧ କରିବା ଆପଣଙ୍କ ପାଇଁ ଉଚିତ ନୁହେଁ। ଆପଣଙ୍କ ପାଇଁ ଦିନଟି ଉତ୍ସାହ ରେ ଭରି ରହିବ। ପରିବାର ସହିତ ଜଡ଼ିତ ମାମଲାରେ ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ। ଚାକିରୀରେ ବରିଷ୍ଠ ଲୋକେ ଆପଣଙ୍କୁ ମାର୍ଗଦର୍ଶନ କରିବେ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଧିକ ମାନସିକ ଚାପ ଯୋଗୁଁ କାର୍ଯ୍ୟରେ ମନ ଲାଗିବ ନାହିଁ।

ମୀନ ରାଶି –

ଆଜି କାର୍ଯ୍ୟାଳୟ ର ମାହୋଲ ବଢିଆ ରହିବ। ଘରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ପାରିବାରିକ ସମସ୍ୟା ଦୂର ହେବ। କୌଣସି ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ବୈବାହିକ ଜୀବନରେ ଆଶଙ୍କା ର ବାଦଲ ଘେରି ରହିବ। ବହୁତ ଭାରୀ କାମର ବୋଝ ଆପଣଙ୍କୁ ଘେରି ରଖିବ। ନିଜ ସ୍ବାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *