Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୩ ସେପ୍ଟେମ୍ବର ୨୦୨୦,ବୁଧବାର,ଆଜି ହେବାକୁ ଯାଉଛି ରାହୁ କେତୁର ରାଶି ପରିବର୍ତ୍ତନ, ଏହି ୬ ଟି ରାଶିର ଲୋକଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ।

ସେୟାର୍ କରନ୍ତୁ

ଆଜି ରାହୁ ଲମ୍ବା ସମୟ ପରେ ମିଥୁନ ରାଶିରୁ ବୃଷ ରାଶିରେ ପ୍ରବେଶ କରିବେ, ଯାହାକି କେତୁ ର ଗୋଚର ବିଛା ରାଶିରେ ହେବାକୁ ଯାଉଛି। ଆମେ ଆପଣଙ୍କୁ ବୁଧବାର ୨୩ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୩ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ କାର୍ଯ୍ୟରେ ଅତ୍ୟନ୍ତ ସୁଖଦ ପତିନାନ ମିଳିବ। ପରିବାରର କୌଣସି ସଦସ୍ୟଙ୍କ ସ୍ଵାସ୍ଥ୍ୟ ଖରାପ ହୋଇପାରେ । କିଛି କ୍ଷେତ୍ରରେ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ। ଆଗକୁ ବଢିବା ପାଇଁ ଆପଣଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡ଼ିବ। ପ୍ରେମ ଜୀବନରେ ସୁଖମୟ ସମୟ ଅତିବାହିତ କରିବେ। ଆପଣଙ୍କୁ ଚତୁରତା ସହିତ ଟଙ୍କା ଖର୍ଚ୍ଚ କରିବା ଉଚିତ। ପ୍ରେମ ମାମଲାରେ ସୁଖଦ ପରିଣାମ ପ୍ରାପ୍ତ ହେବ।

ବୃଷ ରାଶି –

ଆଜି ବ୍ୟବସାୟିକ କାର୍ଯ୍ୟ ପ୍ରଣାଳୀ ରେ ପରିବର୍ତ୍ତନ କରିବା ଦ୍ୱାରା ଆପଣଙ୍କୁ ଲାଭ ମିଳିବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ପରିବାର ଲୋକଙ୍କ ଆବଶ୍ୟକତା କୁ ଆପଣ ବୁଝିବେ। ବିଚାର କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଯାତ୍ରା ପାଇଁ ଅନୁକୂଳ ରହିଛି। ଆଜି ଆପଣ ଅଧିକ ଉତ୍ସାହିତ ରହିବେ ଏବଂ ମନୋରଞ୍ଜନ ସମୟ ଅତିବାହିତ କରିବେ। କୌଣସି କମ୍ପାନୀ ରୁ ଚାକିରୀ ର ଅବସର ମିଳିପାରେ। ଚାକିରୀ ରେ ପଦୋନ୍ନତୀ ମିଳିବ।

ମିଥୁନ ରାଶି –

ଆଜି ଆପଣଙ୍କ ମନରେ କିଛି ସକାରାତ୍ମକ ରହିବ। ଆପଣ ନିଜ ଖାଦ୍ୟପେୟ ରେ ଧ୍ୟାନ ରଖିବେ। ଆଜି ଆପଣ ବେମାର ପଡି ପାରନ୍ତି। ଧନ ସଞ୍ଚୟ କରିବାରେ ଆପଣ ସଫଳ ରହିବେ। ପାରମ୍ପରିକ ନିବେଶ ରେ ଲାଭ ମିଳିବ। କାର୍ଯ୍ୟକ୍ଷେତ୍ରରେ ସହଯୋଗ ମିଳିବ। ଆଜି ଆପଣ ନିଜ ଯୋଜନାକୁ ଗୁପ୍ତ ରଖନ୍ତୁ, ଆପଣଙ୍କ ଲାଭଦାୟକ ଅଟେ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ।

Google

କର୍କଟ ରାଶି –

ଆଜି ଆପଣଙ୍କର ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ପ୍ରେମ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ। କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଦେଇଥିବା ଟଙ୍କା ଫେରସ୍ତ ମିଳିବ। ଆବଶ୍ୟକ ଖର୍ଚ୍ଚ ହୋଇପାରେ। ଅଚାନକ ଅଯଥା ଖର୍ଚ୍ଚ ଆପଣଙ୍କ ଆର୍ଥିକ ସମସ୍ୟା ବଢାଇ ପାରେ। ପ୍ରେମ ସମ୍ବନ୍ଧ ରେ ମଧୁରତା ହେଉଛି। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧରେ ପ୍ରେମ ଭରି ରହିବ।

ସିଂହ ରାଶି –

ଶାରୀରିକ ଏବଂ ମାନସିକ ରୂପରେ ସୁସ୍ଥ ରହିବେ। ଆପଣଙ୍କ ମନରେ ଚିନ୍ତା ଏବଂ ଭୟ ଦୂର ହେବ। ଜୀବନସାଥୀ କୌଣସି କାର୍ଯ୍ୟ ପାଇଁ ଘରୁ ଯାଇ ପାରନ୍ତି। ବନ୍ଧୁ ତଥା ସମ୍ପର୍କୀୟଙ୍କ ସହିତ ଆନନ୍ଦଦାୟକ ଦେଖାସାକ୍ଷାତ ହୋଇପାରେ। ପ୍ରବାସ ଆନନ୍ଦଦାୟକ ରହିବ। ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ। ଫାଲତୁ କାର୍ଯ୍ୟରୁ ବଞ୍ଚିତ ହୁଅନ୍ତୁ।

କନ୍ୟା ରାଶି –

ଆଜି ଆପଣ କୌଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। କୌଣସି ବାଦବିବାଦ ରେ ସାମିଲ ହୁଅନ୍ତୁ ନାହିଁ। ମାତାପିତାଙ୍କ ଆଶୀର୍ବାଦ ରୁ ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରର ମାହୋଲ ଠିକ୍ ଠାକ୍ ରହିବ। ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଏହାଦ୍ବାରା ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ପରିବାରର ଦାୟିତ୍ୱ ଆପଣ ଉଚିତ ଢଙ୍ଗରେ ନିର୍ବାହ କରିବେ।

ତୁଳା ରାଶି –

ଆଜି ଆପଣଙ୍କର ବନ୍ଧୁତା ମଧ୍ୟରେ ମତଭେଦ ହୋଇପାରେ। ପରିବାରର ପ୍ରଭାବ ଆପଣଙ୍କ କାର୍ଯ୍ୟ ରେ ପଡ଼ିବ। ଦିନଟି ଆନନ୍ଦ ଉଲ୍ଲାସ ରେ ଅତିବାହିତ କରିବେ। ଧନ ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ଆଜି ଆପଣ ସେହି ଯୋଜନା ରେ ନିବେଶ କରିବେ ଯାହା ବିଷୟରେ ଆପଣ ପୂର୍ବରୁ ଚିନ୍ତା କରି ଥିବେ। ଆପଣଙ୍କର ଅଧିକ ସମସ୍ୟା ସମାପ୍ତ ହୋଇଯିବ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ।

ବିଛା ରାଶି –

ଦିନସାରା ମନୋରଞ୍ଜନ କାର୍ଯ୍ୟରେ ବ୍ୟସ୍ତ ରହିବେ। ଦାମ୍ପତ୍ୟ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ଜୀବନସାଥୀ ଙ୍କ ସହିତ ଭୁଲ ବୁଝାମଣାରେ ସାମିଲ ହୁଅନ୍ତୁ ନାହିଁ। ଭୁଲ ବୁଝାମଣା ରହିଥିଲେ ତାକୁ ସମାଧାନ ପାଇଁ ପ୍ରୟାସ କରନ୍ତୁ। କୌଣସି ବ୍ୟକ୍ତି ଆପଣଙ୍କୁ ଗୁପ୍ତ ରୂପରେ ସହଯୋଗ କରିବେ। ରୋମାନ୍ସ ର ଉଚିତ ଅବସର ମିଳିବ। ପାର୍ଟନର ଆପଣଙ୍କୁ ଆର୍ଥିକ ସହାୟତା କରିବେ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ନିଜ ବୁଦ୍ଧି ବିବେକ ଦ୍ଵାରା ସଫଳତା ପାଇବେ।

ଧନୁ ରାଶି –

ଆଜି ଆପଣଙ୍କୁ ଘର ସହିତ ଯୋଜନା ଗୁଡ଼ିକ ଉପରେ ବିଚାର କରିବା ଆବଶ୍ୟକ। ଜୀବନସାଥୀ ଙ୍କ ମୁଡ ଆଜି ନକାରାତ୍ମକ ରହିପାରେ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ରହିଛି। ଅଧିକ ବିଚାର ରେ ସମୟ ବର୍ବାଦ ହୋଇପାରେ। ଅଚାନକ ଆପଣଙ୍କ ଚିନ୍ତା ବଢିବ। କାର୍ଯ୍ୟରେ ବାଧା ସୃଷ୍ଟି ହେବା ଦ୍ବାରା ଆପଣଙ୍କ ମନ ଦୁଃଖିତ ହୋଇପାରେ।

Google

ମକର ରାଶି –

ନିଜ ସମ୍ପର୍କୀୟଙ୍କ ସହିତ ସୁଖଦ ସମୟ ଅତିବାହିତ କରିବେ। କିଛି ଖର୍ଚ୍ଚ ହୋଇପାରେ। ନିବେଶ ଯୋଜନା ସଫଳ ରହିବ। ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ହେବ। କୋର୍ଟ କଚେରୀ ମାମଲାରେ ଆପଣ ସଫଳତା ଅର୍ଜନ କରିବେ। ଆର୍ଥିକ ଲାଭ ମିଳିପାରେ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିଛି। ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହେବ।

କୁମ୍ଭ ରାଶି –

ଆଜି ଆପଣଙ୍କର ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଧନ ମାମଲାରେ ନିବେଶ କରିବା ଲାଭଦାୟକ ରହିବ। ଦାମ୍ପତ୍ୟ ଜୀବନରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ ନାହିଁ। ଆଜି ଆପଣଙ୍କୁ ନିଜ ଶାରୀରିକ କ୍ଷମତା ବଢ଼ାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପୁଞ୍ଜି ନିବେଶ ରେ ଧ୍ୟାନ ରଖନ୍ତୁ। ଟଙ୍କାପଇସା ମାମଲାରେ ଅଧିକ ସାବଧାନ ରହିବା ଆବଶ୍ୟକ । ଆପଣଙ୍କୁ ନିଜ ବ୍ୟବହାର ପ୍ରତି ଧ୍ୟାନ ଦେବା ଆବଶ୍ୟକ। ସ୍ବାସ୍ଥ୍ୟ କୁ ନେଇ ଅଣଦେଖା କରନ୍ତୁ ନାହିଁ।

ମୀନ ରାଶି –

ଆଜି ଆପଣ ନିଜର ଜରୁରୀ କାର୍ଯ୍ୟରେ ଶୀଘ୍ରତା କରନ୍ତୁ ନାହିଁ। ପ୍ରେମ ଜୀବନ ସୁଖମୟ ରହିବ। ଦାମ୍ପତ୍ୟ ଜୀବନରେ ଲୋକଙ୍କୁ ସୁଖଦ ସମାଚାର ପ୍ରାପ୍ତ ହେବ। କାର୍ଯ୍ୟ ମାମଲାରେ ସ୍ଥାନାନ୍ତରଣ ହୋଇପାରେ। ଆଜି ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି। ସେୟାର ବଜାରରେ ନିବେଶ କରି ପାରନ୍ତି। ବ୍ୟାପାରରେ ନୂତନ ଲାଭଦାୟକ ସମ୍ପର୍କ ବୃଦ୍ଧି ହେବ। ବନ୍ଧୁ ମାନଙ୍କ ସହିତ ଆମୋଦ ପ୍ରମୋଦ ର ସମୟ ଅତିବାହିତ କରିବେ

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *