Excuse Me Odisha

ଯାହା କହିବୁ ସତ କହିବୁ

ସାପ୍ତାହିକ ରାଶିଫଳ ( ୨୧ରୁ ୨୭ ସେପ୍ଟେମ୍ବର) : ସାତଟି ରାଶିକୁ ମିଳିବ ଶୁଭ ସମାଚାର, ଅନ୍ୟମାନଙ୍କୁ ପରୀକ୍ଷାର ସାମ୍ନା କରିବାକୁ ପଡିବ

ସେୟାର୍ କରନ୍ତୁ

ଆପଣଙ୍କ ରାଶି ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇ ଥାଏ। ରାଶିଫଳ ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବାନୁମାନ ହୋଇଥାଏ। ବହୁତ ଲୋକଙ୍କ ମନରେ ଏହା ପ୍ରଶ୍ନ ଉଠିଥାଏ କି ଆସୁଥିବା ସପ୍ତାହ ଆମ ପାଇଁ କିପରି ରହିବ ? ଏହି ସପ୍ତାହରେ ଆମ ଗ୍ରହ ନକ୍ଷତ୍ରର ସ୍ଥିତି କଣ ଅଟେ ? ଆଜି ଆମେ ଆପଣ ଆଗାମୀ ରାଶିଫଳ କହିବାକୁ ଯାଉଛୁ। ଏହି ସାପ୍ତାହିକ ରାଶିଫଳରେ ଆପଣଙ୍କୁ ନିଜ ଜୀବନରେ ହେବାକୁ ଥିବା ଘଟଣାକୁ ସଂକ୍ଷେପରେ ବର୍ଣ୍ଣନ ଥିବାର ମିଳିବ। ତେବେ ଜାଣିବା ପାଇଁ ପଢନ୍ତୁ ସାପ୍ତାହିକ ରାଶିଫଳ ୨୧ ସେପ୍ଟେମ୍ବର ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ।

ମେଷ ରାଶି –

ଏହି ସପ୍ତାହରେ ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟକ୍ଷେତ୍ରରେ ଆପଣ ଉତ୍ତମ କାର୍ଯ୍ୟ କରିବେ, ତଥାପି ଆପଣଙ୍କୁ ସନ୍ତୁଷ୍ଟି ମିଳିବ ନାହିଁ। ବିରୋଧୀ ମାନଙ୍କୁ ପରାସ୍ତ କରିବେ। ନିଜକୁ ଅପଡେଟ କରିବା ପାଇଁ କୌଣସି କୋର୍ସ କରି ପାରନ୍ତି। ଉତ୍ତେଜନା ଦ୍ଵାରା କାର୍ଯ୍ୟ ବିଗିଡ଼ି ପାରେ। ବୁଦ୍ଧି ବ୍ୟୟ ହୋଇପାରେ। ଆପଣଙ୍କୁ କିଛି କ୍ଷେତ୍ରରେ ନିଜକୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ।

ପ୍ରେମ ମାମଲାରେ , କିଛି ସମସ୍ୟାରେ ସାମ୍ନା କରିବାକୁ ପଡ଼ିବ।

କ୍ୟାରିୟର ମାମଲାରେ, ସେୟାର ବଜାରରେ ନିବେଶ କରିବା ଉତ୍ତମ ରହିବ। କ୍ୟାରିୟରରେ ନୂତନ ମାର୍ଗ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ନିଜ ଶରୀର ପ୍ରତି ଧ୍ୟାନ ରଖିବା ଆବଶ୍ୟକ।

ବୃଷ ରାଶି –

ପରିବାର ତରଫରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣ ଉତ୍ତମ ପ୍ରଦର୍ଶନ କରିବେ ଏବଂ ଆପଣଙ୍କୁ ସହାୟତା ମିଳିବ। ଧନ ବ୍ୟୟ ହୋଇପାରେ। ପାଠପଢ଼ା ପ୍ରତି ରୁଚି କମ୍ ଆସିବ। ଆପଣଙ୍କୁ ଧର୍ମକର୍ମ ପ୍ରତି ଧ୍ୟାନ ରଖିବା ଆବଶ୍ୟକ। ଆପଣଙ୍କ ମନ ଶାନ୍ତ ରହିବ। କାର୍ଯ୍ୟ ପ୍ରଣାଳୀରେ ସୁଧାର ଆସିବ।

ପ୍ରେମ ମାମଲାରେ, ଏହି ସପ୍ତାହରେ ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, କୌଣସି ନୂତନ ଯୋଜନା ବା କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଗ୍ରହ ନକ୍ଷତ୍ର ଆପଣଙ୍କ ପାଇଁ ଅନୁକୂଳ ନାହାନ୍ତି।

ସ୍ବାସ୍ଥ୍ୟ ମାମଲାରେ, ଏହି ରାଶିର ଲୋକେ ନିଜ ଶରୀରରେ ତ୍ଵଚା ସମ୍ବନ୍ଧିତ ସମସ୍ୟାରେ ଗ୍ରସିତ ହୋଇ ପାରନ୍ତି।

Google

କର୍କଟ ରାଶି –

ଏହି ସପ୍ତାହରେ ଆପଣ ଭବିଷ୍ୟତ ପାଇଁ ଆର୍ଥିକ ଯୋଜନା ବନାଇବେ। ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ପ୍ରୟାସ କରନ୍ତୁ। ଧନ ଦେବାନେବା ସମୟରେ ସାବଧାନ ରହିବାକୁ ପଡିବ। ନିଜ ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖନ୍ତୁ। ସମ୍ପର୍କୀୟଙ୍କୁ ପ୍ରସନ୍ନ ରଖିବା ପାଇଁ ଆପଣ ତାଳମେଳ ବନାଇ ରଖିବେ।

ପ୍ରେମ ମାମଲାରେ, ଏହି ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ପ୍ରେମୀଙ୍କ ସହିତ ସମୟ ଅତିବାହିତ କରିବା ପାଇଁ ଅବସର ମିଳିବ।

କ୍ୟାରିୟର ମାମଲାରେ, ଶିକ୍ଷା କ୍ଷେତ୍ରରେ ଉତ୍ତମ ପରିଣାମ ଲାଭ କରିବେ। ବ୍ୟବସାୟ ସାମାନ୍ୟ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହ ହୃଦରୋଗୀ ମାନଙ୍କୁ ସାବଧାନ ରହିବା ଆବଶ୍ୟକ।

ସିଂହ ରାଶି –

ଏହି ସପ୍ତାହ ଆପଣଙ୍କ ପରିବାର ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଏହି ସପ୍ତାହରେ ଆପଣ ଉତ୍ତମ ଅବସର ର ଲାଭ ଉଠାନ୍ତୁ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ। ଚାକିରୀରେ କୌଣସି କାର୍ଯ୍ୟ ପାଇଁ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡିପାରେ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରି ନିଅନ୍ତୁ। କୌଣସି କଥାକୁ ନେଇ ଆପଣଙ୍କ ମନ ଦୁଃଖ ହୋଇପାରେ। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ।

କ୍ୟାରିୟର ମାମଲାରେ, ନୂତନ ଅବସର ମିଳିବ ଏବଂ କିଛି ଭୁଲ ନିଷ୍ପତ୍ତି କାରଣରୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ସ୍ବାସ୍ଥ୍ୟ ମାମଲାରେ, ଏହି ସପ୍ତାହରେ ଆପଣ ଆଳସ୍ୟ ଅନୁଭବ କରିବେ।

Google

ସିଂହ ରାଶି –

ଏହି ସପ୍ତାହରେ ଆପଣଙ୍କ ମନ ଆଧ୍ୟାତ୍ମ୍ୟ ଆଡ଼କୁ ଅଗ୍ରସର ହେବ। ସାଧୁ ସନ୍ଥଙ୍କ ଆଶୀର୍ବାଦରେ ଆପଣଙ୍କ ମନରେ ସକାରାତ୍ମକ ସଞ୍ଚାର ହେବ। ବନ୍ଧୁ ମାନଙ୍କ ଦେଖାସାକ୍ଷାତକୁ ଅଣଦେଖା କରନ୍ତୁ ନାହିଁ। ହୋଇପାରେ ଆପଣଙ୍କ ଆବଶ୍ୟକତାକୁ ଧ୍ୟାନ ଦେବେ ନାହିଁ। ଜୀବନସାଥୀଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। କୌଣସି କାର୍ଯ୍ୟକ୍ରମର ଆୟୋଜନ କରି ପାରନ୍ତି।

ପ୍ରେମ ମାମଲାରେ, ଜୀବନସାଥୀଙ୍କ ସହିତ ମତଭେଦ ହୋଇପାରେ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ ନିଜ ପାଠପଢ଼ାକୁ ନେଇ ପ୍ରସ୍ତୁତ ହେବା ଉଚିତ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ଏଥିପାଇଁ ନିୟମିତ ବ୍ୟାୟାମ କରନ୍ତୁ।

କନ୍ୟା ରାଶି –

କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ସମୟ ରହିଛି। କାହା ଉପରେ ଆଖିବନ୍ଦ କରି ଭରସା କରନ୍ତୁ ନାହିଁ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନଚେତ କୌଣସି କାମ ବିଗିଡି ପାରେ। ବନ୍ଧୁ ମାନଙ୍କ ସହିତ ତାଳମେଳ ବନାଇ ରଖନ୍ତୁ। ଆପଣଙ୍କ ପରିଶ୍ରମ ସକାରାତ୍ମକ ପରିଣାମ ଆଣିଦେବ। ବ୍ୟବସାୟ ଠିକ୍ ଠାକ୍ ଚାଲିବ।

ପ୍ରେମ ମାମଲାରେ, ପ୍ରେମ ଜୀବନ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ରହିବ। ନିଜ ପ୍ରେମୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।

କ୍ୟାରିୟର ମାମଲାରେ, ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆୟ ବଢ଼ାଇବା ପାଇଁ ଆପଣ ଚିନ୍ତିତ ରହି ପାରନ୍ତି।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟକୁ ନେଇ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ।

Google

ତୁଳା ରାଶି –

ଏହି ସପ୍ତାହରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଖର୍ଚ୍ଚ କମ୍ ହୋଇପାରେ। ଚାକିରୀ ସମ୍ବନ୍ଧିତ ମାମଲାରେ ସଫଳତା ମିଳିବ। ପରିବାରର କୌଣସି ମହିଳା ଆଗକୁ ଆସି ଆପଣଙ୍କୁ ସାହାଯ୍ୟ କରିବେ। ସାର୍ବଜନୀକ ଜୀବନରେ ଅପଯଶ ନମିଳିବା ପାଇଁ ଧ୍ୟାନ ରଖନ୍ତୁ। ଭାଇଭଉଣୀଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ବ୍ୟାପାର ସମୟରେ ଦେବାନେବା ସମୟରେ ସାବଧାନ ରୁହନ୍ତୁ।

ପ୍ରେମ ମାମଲାରେ, ପ୍ରେମ ଜୀବନରେ କଠିନ ସମସ୍ୟା ମଧ୍ୟରେ ଗତିକରିବା ପରେ ଆପଣଙ୍କୁ କିଛି ସନ୍ତୁଷ୍ଟି ପ୍ରାପ୍ତ ହେବ।

କ୍ୟାରିୟର ମାମଲାରେ, କାରବାରରେ ନିବେଶ କରି ପାରନ୍ତି। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ସ୍ବାସ୍ଥ୍ୟ ମାମଲାରେ, ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ବିଛା ରାଶି –

ଦୈନିକ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ନୂଆ ଅବସର ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ଆପଣଙ୍କୁ ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କୌଣସି କାର୍ଯ୍ୟ ପୂରଣ ହେବା ଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ଅଟକି ରହିଥିବା ସବୁ କାର୍ଯ୍ୟ ସମ୍ପନ୍ନ ହେବ। କଥାବାର୍ତ୍ତା ସମୟରେ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ପ୍ରେମ ମାମଲାରେ, ପ୍ରେମୀ ମାନଙ୍କ ପାଇଁ ଏହି ସପ୍ତାହ ରୋମାନ୍ସରେ ଭରି ରହିବ।

କ୍ୟାରିୟର ମାମଲାରେ, ବିଛା ରାଶିର ଜାତକଙ୍କୁ ନୂତନ ଚାକିରୀ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। ଏଥିପାଇଁ ଆପଣଙ୍କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

Google

ଧନୁ ରାଶି –

ଏହି ସପ୍ତାହରେ ଆପଣଙ୍କର ବରିଷ୍ଠ ଲୋକଙ୍କ ସହିତ ଛୋଟ ଛୋଟ ବିବାଦ ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଚାକିରୀ ବଦଳିବା ପାଇଁ ବିଚାର କରି ପାରନ୍ତି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କ ପାଇଁ ଉତ୍ତମ ରହିବ କି ଆପଣ ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ସବୁ ପରିସ୍ଥିତି କୁ ସାମ୍ନା କରିବା ପାଇଁ ଆପଣ ପ୍ରସ୍ତୁତ ଥିବେ। ଲୋକଙ୍କ ମଧ୍ୟରେ ଆପଣଙ୍କ ପ୍ରଶଂସା ହେବ।

ପ୍ରେମ ମାମଲାରେ, ଆଜି ଆପଣ ରୋମାଣ୍ଟିକ ଜୀବନର ଏକ ନୂତନ ଉର୍ଜା ଅନୁଭବ କରିବେ।

କ୍ୟାରିୟର ମାମଲାରେ, ରୋଜଗାର ନଥିବା ଲୋକଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ।

ସ୍ବାସ୍ଥ୍ୟ ମାମଲାରେ, ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ମୌସୁମୀ ବେମାରୀ ହୋଇପାରେ।

ମକର ରାଶି –

ଜଣେ ଆଧ୍ୟାତ୍ମିକ ଶିକ୍ଷକ ବା କିଛି ଅନ୍ୟ ବୃଦ୍ଧ ଲୋକ ଆପଣଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବେ।  ମାନସିକ ଚାପ ଅନୁଭବ କରିବେ। ଖର୍ଚ୍ଚ ବଢିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଆପଣଙ୍କ ସପକ୍ଷରେ ରହିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ ପ୍ରାପ୍ତ ହେବ।

ପ୍ରେମ ମାମଲାରେ, ପ୍ରେମୀ ଯୁଗଳଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ।

କ୍ୟାରିୟର ମାମଲାରେ, ବ୍ୟବସାୟ ରେ ସଉଦା ସଫଳ ରହିବ। ଧନସମ୍ପତ୍ତିର ସ୍ଥିତି ସକାରାତ୍ମକ ରହିବ।

ସ୍ବାସ୍ଥ୍ୟ ମାମଲାରେ, ଆଳସ୍ୟ ଅନୁଭବ କରି ପାରନ୍ତି।

Google

କୁମ୍ଭ ରାଶି –

ଏହି ସପ୍ତାହରେ ଆପଣ ବିତ୍ତୀୟ ମାମଲାକୁ ଗମ୍ଭୀରତା ର ସହିତ ତୁଲାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବ୍ୟାପାର ମାମଲାରେ କରିଥିବା ପ୍ରୟାସ ସଫଳ ରହିବ। ଭବିଷ୍ୟତକୁ ଆଖି ଆଗରେ ରଖି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କର ସୁଖ ସାଧନ ବଢିବ। କାରବାରରେ ଭାଇ ମାନଙ୍କ ଠାରୁ ଲାଭ ମିଳିବ। ପିତାଙ୍କ ଠାରୁ ବୈଚାରିକ ମତଭେଦ ହୋଇପାରେ।

ପ୍ରେମ ମାମଲାରେ, ନିଜ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ। ନୂଆ ସମସ୍ୟାରେ ପଡି ପାରନ୍ତି।

କ୍ୟାରିୟର ମାମଲାରେ, ଅଳ୍ପ ପରିଶ୍ରମରେ ଅଧିକ ଫାଇଦା ହେବ। କାର୍ଯ୍ୟରେ ସଫଳତା ମିଳିବ।

ସ୍ବାସ୍ଥ୍ୟ ମାମଲାରେ, ଶାରୀରିକ ରୂପରେ ଏହି ସପ୍ତାହ ଆପଣଙ୍କ ସପକ୍ଷରେ ନାହିଁ।

ମୀନ ରାଶି –

ଏହି ସପ୍ତାହରେ ଆପଣଙ୍କ ଆର୍ଥିକ ପ୍ରୟାସ ସଫଳ ରହିବ। କାର୍ଯ୍ୟ ମାମଲାରେ ଉଚିତ ପରିଣାମ ପ୍ରାପ୍ତ ହେବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ଅନୁଜଙ୍କ ସଫଳତାରେ ଆପଣଙ୍କ ମନ ପ୍ରସନ୍ନ ହେବ। କୌଣସି ମିତ୍ର ଆପଣଙ୍କୁ ଲକ୍ଷ୍ୟ ପ୍ରାପ୍ତି ରେ ସହାୟତା ଏବଂ ପ୍ରୋତ୍ସାହିତ କରିବେ। ମାତାଙ୍କ ପକ୍ଷକୁ ନେଇ ବିବାଦ ହୋଇପାରେ।

ପ୍ରେମ ମାମଲାରେ,  ଦାମ୍ପତ୍ୟ ଜୀବନରେ ଉଚିତ ପରିଣାମ ହାସଲ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

କ୍ୟାରିୟର ମାମଲାରେ, ଚାକିରୀ ଏବଂ ବ୍ୟବସାୟ ସ୍ଥଳରେ ବାତାବରଣ ଅନୁକୂଳ ରହିବ।

ସ୍ବାସ୍ଥ୍ୟ ମାମଲାରେ, ପେଟ ଦରଜ ସମସ୍ୟା ଦେଖା ଦେଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଓଁ ନମଃ ଶିବାୟ ” ଅବଶ୍ୟ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *