Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୧ ସେପ୍ଟେମ୍ବର ୨୦୨୦,ସୋମବାର,ମହାଦେବଙ୍କ କୃପାରୁ ଆଜି ଏହି ୫ ଟି ରାଶିକୁ ମିଳିବ ଆଶାନୁରୂପ ସଫଳତା, ପଢନ୍ତୁ ରାଶିଫଳ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ସୋମବାର ୨୧ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୧ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ପରିବାର ସହିତ ଖରାପ ବ୍ୟବହାର କରନ୍ତୁ ନାହିଁ। ନଚେତ ପାରିବାରିକ ଅଶାନ୍ତି ଦେଖା ଦେଇପାରେ। କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଆପଣଙ୍କ କାର୍ଯ୍ୟର ପ୍ରଶଂସା ହେବ। କିଛି ଲୋକେ ଆପଣଙ୍କୁ ପରାମର୍ଶ ମାଗିବାକୁ ଆସି ପାରନ୍ତି। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ବନ୍ଧୁ ମାନଙ୍କ ଠାରୁ ଶୁଭ ସମାଚାର ମିଳିପାରେ। ଆପଣ ଆଜି କିଛି ଖାସ୍ ପଦକ୍ଷେପ ନେଇ ପାରନ୍ତି।

ବୃଷ ରାଶି –

ଆଜି ପରିବାର ଲୋକ ଏବଂ ବନ୍ଧୁଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। କାର୍ଯ୍ୟ ମାମଲାରେ ଆପଣ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବେ। ଚୁପ ବସି ସମୟ ବର୍ବାଦ କରିବା ଅପେକ୍ଷା ଚୁପଚାପ କାମ କରିବା ଉଚିତ। ମନୋରଞ୍ଜନ ପାଇଁ ସମୟ ନିଶ୍ଚିତ ବାହାର କରନ୍ତୁ। ବ୍ୟାପାର ମାମଲାରେ ଉଚିତ ପରିଣାମ ପ୍ରାପ୍ତ କରିବେ। କାର୍ଯ୍ୟସ୍ଥଳରେ ଅଧିକାରୀ ଙ୍କ ସହିତ ବିବାଦ ହୋଇପାରେ। ଧର୍ଯ୍ୟ ରଖନ୍ତୁ, ଆପଣଙ୍କୁ ଖୁବ୍ ଶୀଘ୍ର ସଫଳତା ମିଳିବ। ବ୍ୟବସାୟ ଠିକ୍ ଠାକ୍ ଚାଲିବ।

ମିଥୁନ ରାଶି –

ଆଜି ଆପଣ ନିଜ ପ୍ରେମ ପ୍ରସଙ୍ଗ କୁ ନେଇ ଅଧିକ ଆଲୋଚନା କରନ୍ତୁ ନାହିଁ। ବନ୍ଧୁ ମାନଙ୍କ ସହିତ ମଉଜ ମସ୍ତି କରିବା ପାଇଁ ଅବସର ମିଳିବ। ଆପଣ ଅଧିକ ପ୍ରସନ୍ନ ରହିବେ ଏବଂ ପରିବାରର ବାତାବରଣ ସୁଖମୟ ରହିବ। କାର୍ଯ୍ୟ ସ୍ଥଳରେ ଅଧିକାରୀଙ୍କ ସହିତ ବିବାଦ ହୋଇପାରେ। ଆପଣଙ୍କ ଭୁଲ କାରଣରୁ ବନିଥିବା କାର୍ଯ୍ୟ ବିଗିଡି ପାରେ। ବ୍ୟବସାୟ ଠିକ୍ ଠାକ୍ ରହିବ। ଧର୍ଯ୍ୟ ସହକାରେ କାମ କରନ୍ତୁ ନିଶ୍ଚିତ ରୂପରେ ସଫଳତା ମିଳିବ। ଘର ଲୋକେ ଆପଣଙ୍କ କଥା କୁ ଧ୍ୟାନ ଦେବେ।

Google

କର୍କଟ ରାଶି –

ଆଜି ଆପଣଙ୍କୁ ଆଗକୁ ବଢିବା ପାଇଁ ଉଚିତ ଅବସର ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ପାଇଁ ଆପଣ କିଛି କରି ପାରନ୍ତି। ଆପଣ ଆତ୍ମବିଶ୍ବାସ ରେ ଭରି ରହିବେ। କାର୍ଯ୍ୟ ମାମଲା ପାଇଁ ଦିନଟି ଅନୁକୂଳ ରହିଛି। ଆଜି କାହା ସହିତ ବଡ଼ ବିବାଦ କରନ୍ତୁ ନାହିଁ। ମହତ୍ୱପୂର୍ଣ୍ଣ ସମୟ ବ୍ୟୟ ହୋଇପାରେ। ଆପଣ ଛୋଟ ଛୋଟ କଥାକୁ ନେଇ ଗଭୀର ବିଚାର କରିବେ।

ସିଂହ ରାଶି –

ଆଜି ଆପଣଙ୍କୁ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିବା ପାଇଁ ଅବସର ମିଳିବ। ଛାତ୍ରଛାତ୍ରୀ ମାନେ ସଫଳତା ହାସଲ କରିବେ। ଆପଣ କାର୍ଯ୍ୟରେ ନିଜ ଧ୍ୟାନ କେନ୍ଦ୍ରିତ କରନ୍ତୁ। ଆୟ ରେ ବୃଦ୍ଧି ହେବ। ଆପଣ ବହୁତ ଉତ୍ସାହିତ ରହିବେ। କୌଣସି ଶୁଭ କାର୍ଯ୍ୟର ଆରମ୍ଭ କରି ପାରନ୍ତି। ନିଜ ଜିନିଷପତ୍ର କୁ ସମ୍ଭାଳି ରଖନ୍ତୁ।

କନ୍ୟା ରାଶି –

ଆଜି ଆପଣ ଉତ୍କୃଷ୍ଟ ଅନୁଭବ କରିବେ। ନିଜ ବ୍ୟବହାର ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମ୍ପତ୍ତି ରେ ବଡ଼ ଫାଇଦା ମିଳିବ। କାର୍ଯ୍ୟସ୍ଥଳରେ ଉନ୍ନତି ହେବ। ନିବେଶ ରେ ଲାଭ ମିଳିବ। ବଡ଼ ଅଧିକାରୀଙ୍କ ଠାରୁ ପରାମର୍ଶ ନେବେ। ଭବିଷ୍ୟତରେ କାହାର ସାହାଯ୍ୟ ନେଇ ପାରନ୍ତି।

ତୁଳା ରାଶି –

ଆଜି ଆପଣଙ୍କ ପରାକ୍ରମ ରେ ବୃଦ୍ଧି ହେବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ନୂଆ ସଦସ୍ୟଙ୍କ ଆଗମନ ହୋଇପାରେ। ଚିନ୍ତା ନକରି ନିଜ କାମ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରୟାସ ସଫଳ ରହିବ। ନୂତନ ପ୍ରେମ ସମ୍ବନ୍ଧ ବନାଇବା ପାଇଁ ଅନୁକୂଳ ସମୟ ରହିଛି। ଗୃହସ୍ଥ ଜୀବନ ସୁଖମୟ ରହିବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା ରାଶି –

ଆଜି ଆପଣଙ୍କ ଆଖପାଖ ଲୋକେ ଭାବନାରେ ଯାଇ ଅସନ୍ତୁଳିତ ବ୍ୟବହାର ପ୍ରଦର୍ଶନ କରିବେ। ବିରୋଧୀ ପରାସ୍ତ ହେବେ। ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ବାହନ, ଅଗ୍ନି ପ୍ରତି ସାବଧାନ ରୁହନ୍ତୁ। ବିବାଦ ରୁ ଦୂରେଇ ରୁହନ୍ତୁ। ଅତିବିଶ୍ୱାସ ହାନିକାରକ ସାବ୍ୟସ୍ତ ହୋଇପାରେ। କାର୍ଯ୍ୟାଳୟରେ ସବୁକିଛି ଆପଣଙ୍କ ସପକ୍ଷରେ ରହିବ। ଆପଣଙ୍କ ପରିଶ୍ରମକୁ ଉଚିତ ସମ୍ମାନ ମିଳିବ। ଆପଣଙ୍କ ଉପରେ ନୂତନ ଦାୟିତ୍ୱ ଦିଆ ଯାଇପାରେ ।

ଧନୁ ରାଶି –

ଆଜି ଆପଣଙ୍କୁ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। କୌଣସି ପରିସ୍ଥିତି କୁ ଭୟ କରନ୍ତୁ ନାହିଁ। ରାଜକୀୟ ସହଯୋଗ ପ୍ରାପ୍ତ ହେବ। ଦୁର୍ଘଟଣା ରୁ ବଞ୍ଚିତ ହୁଅନ୍ତୁ। ଶତ୍ରୁ ପକ୍ଷ ଙ୍କୁ ଭୟ କରିବାର ଆବଶ୍ୟକତା ନାହିଁ। ଯାତ୍ରା ସୁଖଦ ରହିବ। ଜୀବନସାଥୀ ଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଉଚିତ ସମୟର ଫାଇଦା ନିଅନ୍ତୁ।

Google

ମକର ରାଶି –

ଆଜି ନିବେଶ ଶୁଭ ରହିବ। ସ୍ଥାୟୀ ସମ୍ପତ୍ତି କିଣାକିଣି ପୂର୍ବରୁ କୌଣସି ବିଶେଷଜ୍ଞ ବା ଅନୁଭବୀ ଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଆପଣଙ୍କୁ କୌଣସି ସାଥୀ ଙ୍କ ଠାରୁ ଉପହାର ପ୍ରାପ୍ତ ହେବ। ନୂତନ ସମ୍ପର୍କ ଲାଭ ହେବ। ଆଜି ବିଷମ ପରିସ୍ଥିତିରେ ନିଜର ଆତ୍ମବିଶ୍ବାସ ଏବଂ ସାହସ ହାରନ୍ତୁ ନାହିଁ। କାର୍ଯ୍ୟ ସମ୍ପନ୍ନ ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ।

କୁମ୍ଭ ରାଶି –

ଆଜି ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ନିଜର ଇଷ୍ଟଦେବତା କୁ ଚିନ୍ତା କରନ୍ତୁ ତାହେଲେ ସମସ୍ୟାର ନିବାରଣ ହେବ। ଦାମ୍ପତ୍ୟ ଜୀବନ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କାର୍ଯ୍ୟ ମାମଲାରେ ଦିନଟି ଅନୁକୂଳ ରହିଛି। ପରିଶ୍ରମ ଏବଂ ଅନୁଭବ ଦ୍ଵାରା କିଛି ନୂତନ ସ୍ଥିତି ସୁଦୃଢ ରହିବ। ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କୌଣସି ସମସ୍ୟାରେ ପଡି ପାରନ୍ତି।

ମୀନ ରାଶି –

ଆଜି ଆପଣଙ୍କୁ ଆର୍ଥିକ ଲାଭ ମିଳିପାରେ। ଜୀବନସାଥୀ ଆପଣଙ୍କ ଧନ ର ମାର୍ଗ ପ୍ରଶସ୍ତ କରିବେ। ଆପଣଙ୍କୁ ଧନ ସମ୍ବନ୍ଧିତ ଉଚିତ ପରିଣାମ ପ୍ରାପ୍ତ ହେବ। କୌଣସି ନୂଆ କାମ ଆରମ୍ଭ କରନ୍ତୁ ନାହିଁ। ପରିସ୍ଥିତି ଅଚାନକ ପ୍ରତିକୂଳ କିଛି ସମୟ ପାଇଁ ହୋଇପାରେ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ପାରିବାରିକ ଜୀବନ ସୁଖମୟ ରହିବ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *