Excuse Me Odisha

ଯାହା କହିବୁ ସତ କହିବୁ

ଅକାଟ୍ୟ ହୋଇଥାଏ ଶ୍ରୀକୃଷ୍ଣଙ୍କ ବାଣୀ , ସୋମବାର ଠାରୁ ଏହି ୬ଟି ରାଶିର ଭାଗ୍ୟ ଉଜ୍ଜ୍ୱଳ ହୋଇଉଠିବ

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ , ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହେବାକୁ ଯାଉଛି । ଆଜିର ଏହି ପୋଷ୍ଟରେ ଆମେ ସେହି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଭାଗ୍ୟ ଏବେ ଖୋଲିବାକୁ ଯାଉଛି । ତେବେ ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ଅବଶ୍ୟ ପଢନ୍ତୁ ।

ମେଷ , ସିଂହ , କନ୍ୟା , କୁମ୍ଭ:-

ଆପଣଙ୍କୁ ଆପଣଙ୍କର ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ନୂଆ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ। ଆପଣଙ୍କ ଗ୍ରହରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ। ଶିକ୍ଷା , ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ନୂତନ ଖୁସି ଖବର ମିଳିବାର ସମ୍ଭାବନା ଦେଖାଯାଉଛି। ଆପଣ ଅନ୍ୟମାନଙ୍କର ଯେତିକି ଭଲ କରିବେ ,  ଆପଣଙ୍କ ଜୀବନରେ ସେତିକି ଦ୍ରୁତ ଗତିରେ ଉନ୍ନତି ହୋଇ ସଫଳତାର ନୂତନ କୀର୍ତ୍ତିମାନ ସ୍ଥାପିତ ହେବ। ଆପଣଙ୍କ ଜୀବନରେ ସମସ୍ତ ପ୍ରକାର ବିନାଶକାରୀ ଶକ୍ତି ସମାପ୍ତ ହେବ। ସମାଜରେ ଆପଣଙ୍କ ମାନ ସମ୍ମାନ ଦୁଇଗୁଣ ଗତିରେ ବୃଦ୍ଧି ପାଇବ। ଚେଷ୍ଟା କରୁଥିବା ବ୍ୟକ୍ତି ମାନଙ୍କର କେବେ ମଧ୍ୟ ପରାଜୟ ହୁଏ ନାହିଁ। ଯଦି ଆପଣ ମନ ଲଗାଇ କଠିନ ଚେଷ୍ଟା କରିବେ , ତେବେ ସଫଳତା ନିଶ୍ଚିତ ଭାବରେ ମିଳିବ।

Google

ମୀନ , ମିଥୁନ , :-

ଏହି ରାଶିର ଲୋକମାନଙ୍କୁ ଏହି ମହାସଂଯୋଗ କାରଣରୁ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ମିଳିବାକୁ ଯାଉଛି। କିଛି ନୂତନ ଲୋକଙ୍କ ସହିତ ପରିଚୟ ବୃଦ୍ଧି ପାଇବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସହଜରେ ସମାପ୍ତ ହେବ। ଅଫିସରେ ଉନ୍ନତିର ଖୁସି ଖବର ମିଳିପାରେ। ଶାଶୁଘର ପକ୍ଷରୁ କୌଣସି ମୂଲ୍ୟବାନ ଉପହାର ମିଳିବାର ଯୋଗ ରହିଛି। ଏହି ରାଶିର ଲୋକମାନଙ୍କୁ ଯାନବାହନ ସୁଖ ପ୍ରାପ୍ତି ହେବ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ଖାଦ୍ୟପେୟ ପ୍ରତି ଅଧିକ ଆଗ୍ରହ ବୃଦ୍ଧି ପାଇବ।

Google

ଆପଣଙ୍କ ଘରେ କିଛି ଶୁଭ କାମ ହେବାର ସମ୍ଭାବନା ରହିଛି। ଆୟ ବୃଦ୍ଧି କରିବା ପାଇଁ ଆପଣଙ୍କ ମନରେ କୌଣସି ନୂତନ ଯୋଜନା ଆସିବ। ପରିବାର କିମ୍ବା ଘର ସହ ଜଡିତ ଅସମ୍ପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ଛୋଟ ବଡ କାମରେ ଆପଣଙ୍କ ମନମୁତାବକ ସଫଳତା ମିଳିବ। ସମ୍ପତ୍ତି ବୃଦ୍ଧି କରିବାର କୌଣସି ଯୋଜନା ସଫଳ ହେବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ପ୍ରଭୁଙ୍କ କୃପା ପାଇବା ପାଇଁ କମେଣ୍ଟ ବାକ୍ସରେ ଭକ୍ତିରେ ଥରେ ନିଜ ପ୍ରିୟ ଭଗବାନଙ୍କ ନାମ ଲେଖି ଦିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *