Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୨୦ ସେପ୍ଟେମ୍ବର ୨୦୨୦,ରବିବାର,ଆଜି ଏହି ୪ଟି ରାଶିର ଲୋକଙ୍କ ବ୍ୟବସାୟରେ ହେବ ଫାଇଦା, ଚାକିରୀରେ ମିଳିବ ସଫଳତା।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୨୦ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୨୦ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କ ଯୋଜନାରେ କିଛି ବିଘ୍ନ ସୃଷ୍ଟି ହୋଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୁର୍ଘଟଣା ର ଆଶଙ୍କା ରହିଛି। ବାହନ ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ଜମିବାଡ଼ି ସମ୍ବନ୍ଧିତ ମାମଲା ଆପଣଙ୍କ ସପକ୍ଷରେ ରହିବ। ଛାତ୍ର ମାନଙ୍କୁ କ୍ୟାରିୟର ରେ ଅଧିକ ପରିଶ୍ରମ କରିବାକୁ ପଡିବ। ଆର୍ଥିକ ସମସ୍ୟାର ସମାଧାନ ହୋଇଯିବ।

ବୃଷ ରାଶି –

ବନ୍ଧୁ ମାନଙ୍କ ତରଫରୁ ସହଯୋଗ ପ୍ରାପ୍ତ ହେବ। କୋର୍ଟ କଚେରୀ ନୂଆ ମୋଡ଼ ଆସିପାରେ। ଚାକିରୀ ବ୍ୟାପାରରେ ସଫଳତା ମିଳିବ। ଜୀବନସାଥୀ ଙ୍କ ସହିତ ବିବାଦ ହୋଇପାରେ।ଶତ୍ରୁ ମାନଙ୍କ ଠାରୁ ବିଜୟ ହାସଲ କରିବେ। ଆପଣ ନିଜର ଜୀବନର ପ୍ରଣାଳୀ ପରିବର୍ତ୍ତନ କରିବେ। ବୃଦ୍ଧ ଲୋକଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ। ପ୍ରଶାସନ ସହିତ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ।

ମିଥୁନ ରାଶି –

ଆଜି ଆପଣ କର୍ମଚାରୀ କାରଣରୁ ସମସ୍ୟାରେ ପଡିବେ। ବିବାଦ ଆଦିରୁ ବଞ୍ଚିତ ହେବା ପାଇଁ ପ୍ରୟାସ କରନ୍ତୁ। କୌଣସି କାମରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ। ବନ୍ଧୁ ତଥା ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଆପଣଙ୍କ ସମ୍ପର୍କ ମଧ୍ୟରେ ରୋମାନ୍ସ ଭରି ରହିବ। ବ୍ୟବସାୟ ରେ ପୁରୁଣା କଥା ଛାଡ଼ି ଆସୁଥିବା ସମୟ କୁ ଉପଭୋଗ କରନ୍ତୁ। ଆପଣଙ୍କ ଆୟ ରେ ବୃଦ୍ଧି ହେବ।

Google

କର୍କଟ ରାଶି –

ନିଜ ସମ୍ପର୍କୀୟଙ୍କ ସହିତ କଥାବାର୍ତ୍ତା କରି ଆପଣ ନିଜକୁ ଆନନ୍ଦିତ ଅନୁଭବ କରିବେ। କାହା ଉପରେ ଆଖି ବନ୍ଦ କରି ଭରସା କରନ୍ତୁ ନାହିଁ। ଆପଣଙ୍କୁ ଧର୍ଯ୍ୟ ସହକାରେ କାର୍ଯ୍ୟ କରିବା ଉଚିତ। ପରିବାରରେ ବିବାଦ ର ବାତାବରଣ ରହିପାରେ। ପିଲାମାନଙ୍କ ସ୍ବାସ୍ଥ୍ୟ ଚିନ୍ତା ରହିପାରେ। ପାରିବାରିକ ମାହୋଲ ସାମାନ୍ୟ ରହିବ। ଆପଣଙ୍କୁ ନିଜ ବିଚାର ଧାରା କୁ ପରିବର୍ତ୍ତନ କରିବା ଆବଶ୍ୟକ।

ସିଂହ ରାଶି –

ଚାକିରୀ ରେ ନୂତନ ପ୍ରସ୍ତାବ ମିଳିପାରେ। ନକାରାତ୍ମକ ବିଚାର ରୁ ନିଜକୁ ଦୂରେଇ ରଖନ୍ତୁ। ସ୍ବାର୍ଥ ଏବଂ ଭୋଗ ଆଦି ପ୍ରବୃତ୍ତି କାରଣରୁ ଆପଣଙ୍କ ପ୍ରତିଷ୍ଠା ସ୍ଥାପନ ହୋଇ ପାରିବ ନାହିଁ। ରାଜନୀତି ରେ ଜଡ଼ିତ ଲୋକଙ୍କୁ ସଫଳତା ମିଳିବ। ପରିବାର ତରଫରୁ ଆପଣଙ୍କୁ ସଫଳତା ମିଳିବ। ପାର୍ଟନର ଙ୍କ ସହିତ ମତଭେଦ ହୋଇପାରେ। ଉଚିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବ।

କନ୍ୟା ରାଶି –

ବ୍ୟାପାରରେ କାହାକୁ ବିଶ୍ୱାସ କରନ୍ତୁ ନାହିଁ। ସମ୍ପର୍କୀୟଙ୍କ ବିବାଦ ରୁ ବଞ୍ଚିତ ହୁଅନ୍ତୁ। ଆଜି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ମାତାପିତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ । ବିଦ୍ୟାର୍ଥୀ ମାନେ ପାଠପଢ଼ା ରେ ଅଧିକ ଧ୍ୟାନ ଦେଇ ପାରିବେ ନାହିଁ।

ତୁଳା ରାଶି –

ଚାକିରୀ ପରିବର୍ତ୍ତନ ପାଇଁ ଆପଣ ବିଚାର କରି ପାରନ୍ତି। ଆଜିର ଦିନର ଆରମ୍ଭରେ କାର୍ଯ୍ୟରେ କିଛି ସମସ୍ୟାର ସମାଧାନ କରିବେ। ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ପୁଞ୍ଜି ନିବେଶ କରିବା ପାଇଁ ଆଜିର ସମୟ ଅନୁକୂଳ ନାହିଁ। ପରିବାର ତରଫରୁ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ ମିଳିବ। ଅଧିକ କହିବାରୁ ବଞ୍ଚିତ ହୁଅନ୍ତୁ। କାରବାର ବିସ୍ତାର ପାଇଁ ଧନ ଏକତ୍ରିତ କରିବେ।

ବିଛା ରାଶି –

ଆଜି କିଛି ନୂଆ ଡିଲ ସାଇନ କରିବା ପାଇଁ ବିଚାର କରି ପାରନ୍ତି। ଚାକିରୀ ପେଶାରେ ଥିବା ଲୋକଙ୍କୁ ସଫଳତା ମିଳିବ। ଆପଣଙ୍କ ଉତ୍ତମ ପ୍ରଚେଷ୍ଟା ପରେ ମଧ୍ୟ ଲୋକେ ଆପଣଙ୍କ ବିରୁଦ୍ଧ ରେ ଯାଇ ପାରନ୍ତି। ଏଥିପାଇଁ ଅନେକ ବ୍ୟବହାରିକ ଯୋଜନା ଆପଣେଇବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୁଝି ବିଚାରି କାର୍ଯ୍ୟର ନିଷ୍ପତ୍ତି କରନ୍ତୁ। ଆଜି କିଛି ଏଭଳି କଥା ସାମ୍ନା କୁ ଆସିପାରେ ଯାହା ବିଷୟରେ କେବେ ଆପଣ ବିଚାର କରି ନଥିବେ।

ଧନୁ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଅବସର ଆଣିଦେବ। କାର୍ଯ୍ୟରେ ବାଧା ଆସିପାରେ। ଆଜି ଆପଣଙ୍କୁ ନିଜ ଶାରୀରିକ କ୍ଷମତା ଉପରେ ଅଧିକ କାର୍ଯ୍ୟ କରିବା ଆବଶ୍ୟକ। ବାହନ ସବାଧନ ହୋଇ ଚଳାନ୍ତୁ। ଅବିବାହିତ ଲୋକଙ୍କୁ ବିବାହ ର ପ୍ରସ୍ତାବ ମିଳିପାରେ। ରଚନାତ୍ମକ କାର୍ଯ୍ୟରେ ଆପଣଙ୍କ ସମୟ ଅତିବାହିତ ହେବ। ସଫଳତା ଆପଣଙ୍କୁ ନିଶ୍ଚିତ ମିଳିବ। ଏଭଳି ମାମଲାରେ ଦଖଲ ଦିଅନ୍ତୁ ନାହିଁ, ଯେଉଁଥିରେ ଆପଣଙ୍କର କିଛି କାମ ନାହିଁ।

Google

ମକର ରାଶି –

ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଜୀବନସାଥୀ ଙ୍କ ତରଫରୁ କୌଣସି ସୁଖଦ ସମାଚାର ମିଳିପାରେ। ଆପଣ ନିଜ ଧର୍ଯ୍ୟ ଧରି ରୁହନ୍ତୁ। କାର୍ଯ୍ୟ ମାମଲାରେ ଆପଣଙ୍କୁ ନିଜ ଯୋଜନା କୁ ଅନ୍ୟମାନଙ୍କ ସାମ୍ନାରେ ରଖିବା ଉଚିତ ନୁହେଁ । ନଚେତ କେହି ଏହାର ଫାଇଦା ନେବାକୁ ପ୍ରୟାସ କରି ପାରନ୍ତି। ଆର୍ଥିକ ପକ୍ଷ ଦୁର୍ବଳ ରହିବା କାରଣରୁ ଘରେ ସମସ୍ୟା ଦେଖା ଦେଇପାରେ।

କୁମ୍ଭ ରାଶି –

ପ୍ରେମ ଜୀବନ ଅତିବାହିତ କରୁଥିବା ଲୋକଙ୍କୁ କିଛି ନିରାଶା ର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ନିଜକୁ ସମ୍ଭାଳି ରହିବା ପାଇଁ ପଡିପାରେ। ବରିଷ୍ଠ ଅଧିକାରୀଙ୍କ ସହିତ ମତଭେଦ ହୋଇପାରେ। ଧନ ଲାଭ ହେବାର ଅନେକ ଅବସର ମିଳିବ। ଘରୁ ବାହାରିବା ପୂର୍ବରୁ ମାତାପିତାଙ୍କ ଆଶୀର୍ବାଦ ଗ୍ରହଣ କରନ୍ତୁ। ଅଧିକ ଚିନ୍ତିତ ରହି ପାରନ୍ତି। ଜମିବାଡ଼ି ସମ୍ବନ୍ଧିତ ବିବାଦ ର ଚିନ୍ତା ରହିପାରେ।

ମୀନ ରାଶି –

ଆଜି ଆପଣ ମାନସିକ ରୂପରେ ନିଜକୁ ସୁସ୍ଥ ଅନୁଭବ କରିବେ। ଜୀବନସାଥୀ ଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ରହିବ। ପରିବାର ତରଫରୁ ସହଯୋଗ ପ୍ରାପ୍ତ ହେବ। ଆଜି ଆପଣ ନିଜ ଉପରେ ଖର୍ଚ୍ଚ କରି ପାରନ୍ତି। ପାରିବାରିକ ଜୀବନ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଅବିବାହିତ ଲୋକଙ୍କୁ ବିବାହ ର ପ୍ରସ୍ତାବ ମିଳିପାରେ। ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *