Excuse Me Odisha

ଯାହା କହିବୁ ସତ କହିବୁ

ମାଆ ସନ୍ତୋଷୀ ଏହି ୫ଟି ରାଶିର ପୂରଣ କରିବେ ମନସ୍କାମନା, ଭବିଷ୍ୟତ ଆର୍ଥିକ ରୂପରେ ରହିବ ସୁରକ୍ଷିତ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନର ପରିସ୍ଥିତି ସମୟ ସହିତ ବଦଳି ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟହ ଗ୍ରହ ନକ୍ଷତ୍ରର ସ୍ଥିତି ପରିବର୍ତ୍ତନ ହୋଇଥାଏ। ଯାହାଦ୍ବାରା ମନୁଷ୍ୟ ଜୀବନରେ ସୁଖଦୁଃଖର ସାମ୍ନା କରିଥାଏ। ଏହି ସଂସାରର ସବୁ ଲୋକଙ୍କ ରାଶି ଅଲଗା ଅଲଗା ପ୍ରକାରର ହୋଇଥାଏ। ଗ୍ରହ ନକ୍ଷତ୍ରର ଚଳନ ପରିବର୍ତ୍ତନ ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ପ୍ରଭାବ ପକାଇ ଥାଏ। ଗ୍ରହ ନକ୍ଷତ୍ରର ଶୁଭ ଏବଂ ଅଶୁଭ ସ୍ଥିତି ଅନୁସାରେ ବ୍ୟକ୍ତିକୁ ତାର କର୍ମର ଫଳ ମିଳିଥାଏ।

ଜ୍ୟୋତିଷ ଗଣନା ଅନୁସାରେ ଆଜି କିଛି ରାଶିର ଲୋକଙ୍କୁ, ଯେଉଁମାନଙ୍କର ଶୁଭ ଯୋଗ ଆରମ୍ଭ ହେବାକୁ ଯାଉଛି। ଗ୍ରହ ନକ୍ଷତ୍ରର ଶୁଭ ସଂଯୋଗ ଏହି ରାଶିର ଲୋକଙ୍କୁ ମା ସନ୍ତୋଷୀଙ୍କ କୃପା ଲାଭ ହେବ। ଏମାନଙ୍କ ଅଧୁରା ଇଛା ପୂରଣ ହେବ। ଏମାନେ ନିଜର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ପ୍ରୟାସ କରିବେ।

ଆସନ୍ତୁ ଜାଣିବା ମା ସନ୍ତୋଷୀ କେଉଁ ରାଶିର ମନସ୍କାମନା ପୂରଣ କରିବେ –

ମେଷ ରାଶି –

ଏହି ରାଶିର ଲୋକଙ୍କ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ଗ୍ରହ ମାନଙ୍କର ଶୁଭ ପ୍ରଭାବରେ ଆପଣ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ମାଆ ସନ୍ତୋଷୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ବ୍ୟାପାର ପାଇଁ ଏହି ସମୟ ଅନୁକୂଳ ସାବ୍ୟସ୍ତ ହେବ। ପାରିବାରିକ ଜୀବନ ସୁଖମୟ ରହିବ। ଆପଣ ନିକ ଯୋଜନାକୁ ଅନ୍ତିମ ରୂପ ଦେବେ। ପୁରୁଣା ବନ୍ଧୁଙ୍କ ଠାରୁ ଉତ୍ତମ ଫାଇଦା ମିଳିବ।

ବୃଷ ରାଶି –

ଏହି ରାଶିର ଲୋକେ ଭୂମି ଭବନ ସମ୍ବନ୍ଧିତ ମାମଲାରେ ଉତ୍ତମ ଫାଇଦା ଲାଭ କରିବେ। ନୂଆ ବାହନ ବୁଝି ବିଚାରି କିଣନ୍ତୁ। ମାଆ ସନ୍ତୋଷୀଙ୍କ କୃପାରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି। ଭାଇଭଉଣୀଙ୍କ ସହିତ ମତଭେଦ ଦୂର ହେବ। ବ୍ୟାପାରରେ ଆପଣ ଉନ୍ନତି କରିବେ। ପ୍ରେମ ଜୀବନରେ ସୁଧାର ଆସିବ। ଆପଣ ଦାନ ପୁଣ୍ୟରେ ଅଧିକ ରୁଚି ରଖିବେ। ଅସହାୟ ଲୋକଙ୍କୁ ସହଯୋଗ କରିବା ପାଇଁ ଆପଣଙ୍କୁ ଅବସର ମିଳିବ, ଯାହାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ।

ତୁଳା ରାଶି –

ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ମାଆ ସନ୍ତୋଷୀଙ୍କ କୃପାରୁ ଶାରୀରିକ ପୀଡ଼ାରୁ ମୁକ୍ତି ମିଳିବ। ଆପଣ ଧନ ସଞ୍ଚୟ କରିବାରେ ସଫଳ ରହିବେ। ଘରେ ମାଙ୍ଗଳିକ କାର୍ଯ୍ୟକ୍ରମର ଆୟୋଜନ କରି ପାରନ୍ତି। ଜମିବାଡ଼ି ସମ୍ବନ୍ଧିତ ବିବାଦ ଦୂର ହେବ। ଯେଉଁ କାର୍ଯ୍ୟରେ ଆପଣ ଲମ୍ବା ସମୟ ଧରି କାମ କରି ଆସୁଥିବେ, ସେଥିରେ ଆପଣଙ୍କୁ ସଫଳତା ମିଳିବ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମ ଜୀବନ ସୁଖମୟ ରହିବ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। କୌଣସି ଧାର୍ମିକ ସ୍ଥଳରେ ଯାତ୍ରା କରି ପାରନ୍ତି।

Google

ବିଛା ରାଶି –

ଏହି ରାଶିର ଲୋକେ କୌଣସି ଶାରୀରିକ ପୀଡ଼ା ଅନୁଭବ କରି ପାରନ୍ତି। ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି। ଭାଗ୍ୟ ପ୍ରବଳ ରହିଥିବା ଯୋଗୁଁ ଆପଣଙ୍କୁ ସଫଳତା ମିଳିବ। ମାଆ ସନୋଷୀଙ୍କ କୃପା ଆପଣଙ୍କୁ ଲାଭ ହେବ। ପୁରୁଣା ନିବେଶ ରେ ଆପଣଙ୍କୁ ଫାଇଦା ମିଳିବ। ସମାଜରେ ନୂଆ ଲୋକଙ୍କ ସହିତ ମିଳାମିଶା ପାଇଁ ଅବସର ମିଳିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପ୍ରାପ୍ତ ହେବ ଏବଂ ଆପଣ କ୍ୟାରିୟର ଲଗାତାର ଆଗକୁ ବଢିବେ। ଆପଣଙ୍କ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ।

କୁମ୍ଭ ରାଶି –

ଏହି ରାଶିର ଲୋକଙ୍କୁ ଚାକିରୀ ମିଳିବାର ସମ୍ଭାବନା ରହିଛି। ମାଆ ସନ୍ତୋଷୀଙ୍କ କୃପାରୁ ଆପଣଙ୍କୁ ବ୍ୟାପାରିକ ଲାଭ ମିଳିବ। ପ୍ରେମୀ ଯୁଗଳଙ୍କ ଦେଖାସାକ୍ଷାତ ହେବ। ଆପଣ ଜୀବନରେ ଆନନ୍ଦିତ ଅନୁଭବ କରିବେ। ଆପଣ ନିଜ ମନ ପସନ୍ଦର ଭୋଜନର ଆନନ୍ଦ ନେବେ।ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ।

ଆସନ୍ତୁ ଜାଣିବା ବାକି ରାଶି ଉପରେ କିପରି ରହିବ ପ୍ରଭାବ –

ମିଥୁନ ରାଶି –

ଏହି ରାଶିର ଲୋକେ ନିଜ ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବେ। ବ୍ୟାପାରିକ ଦୃଷ୍ଟି କୋଣରୁ ସମୟ ସୁଦୃଢ ରହିବ। ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ କାହା ଉପରେ ଅଧିକ ଭରସା କରିବା ଉଚିତ ନୁହେଁ। ଈଶ୍ୱର ଭକ୍ତିରେ ଆପଣଙ୍କ ମନ ଲାଗିବ। ଆପଣ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ପୁଞ୍ଜି ନିବେଶ କରିବା ପୂର୍ବରୁ କୌଣସି ଅନୁଭବୀ ଙ୍କ ପରାମର୍ଶ ନିଅନ୍ତୁ। କୌଣସି କାର୍ଯ୍ୟ ଶୀଘ୍ରତାରେ କରନ୍ତୁ ନାହିଁ, ନଚେତ ବିଫଳତା ମିଳିବାର ସମ୍ଭାବନା ରହିଛି।

କର୍କଟ ରାଶି –

ଏହି ରାଶିର ଲୋକଙ୍କ ଜୀବନ ଠିକ୍ ଠାକ୍ ରହିବ। ଧନ ମାମଲାରେ ଆପଣଙ୍କୁ ବୁଝି ବିଚାରି କାମ କରିବାକୁ ପଡ଼ିବ। ଆପଣ ଯାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଅଯଥା ଖର୍ଚ୍ଚ ଉପରେ ଲଗାମ ଦିଅନ୍ତୁ। କାର୍ଯ୍ୟକ୍ଷେତ୍ରରେ କିଛି କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ସାଥିରେ କାମ କରୁଥିବା ଲୋକଙ୍କୁ ସହାୟତା କରିବେ। ପ୍ରେମ ମାମଲା ସାମାନ୍ୟ ରହିବ।

ସିଂହ ରାଶି –

ଏହି ରାଶିର ଲୋକେ ନିଜ ପାରିବାରିକ ଜୀବନ ସୁଖମୟ ବନାଇବା ପାଇଁ ଅଧିକ ପ୍ରୟାସ କରିବେ। ଆପଣଙ୍କ ହାତକୁ ଟଙ୍କା ଆସିବ ଏବଂ ଏପଟ ସେପଟ କାମରେ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ମନ ପାଠପଢ଼ାରୁ ହଟି ଯାଇ ପାରେ। ଆପଣ ନିଜ ପରିବାର ସହିତ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି।

କନ୍ୟା ରାଶି –

ଏହି ରାଶିର ଲୋକେ କୌଣସି କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଏହି ରାଶିର ଲୋକେ ନକାରାତ୍ମକ ବିଚାର ରୁ ଦୂରେଇ ରୁହନ୍ତୁ। ଧନ ଉପାର୍ଜନ କରିବା ପାଇଁ ଏମାନେ କିଛି ଯୋଜନା ବନାଇ ପାରନ୍ତି। କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ନିଜର ପୁରୁଣା ବନ୍ଧୁଙ୍କ ସହଯୋଗ ନେବେ, ଯାହାଦ୍ବାରା ଆପଣଙ୍କୁ ଫାଇଦା ମିଳିବ। ଆପଣ ନିଜର କାର୍ଯ୍ୟ ପ୍ରଣାଳୀକୁ ପରିବର୍ତ୍ତନ କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ଟିକେ ସମ୍ଭାଳି ଚାଲିବା ଆବଶ୍ୟକ। ଛୋଟ ଛୋଟ କଥାକୁ ନେଇ ଜୀବନସାଥୀଙ୍କ ସହିତ ବିବାଦ କରନ୍ତୁ ନାହିଁ। ଆପଣ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ସମୟ ସାମାନ୍ୟ ରହିବ। କୌଣସି ପୁରୁଣା ଚିନ୍ତା ଆପଣଙ୍କ ମନକୁ ଦୁଃଖିତ କରାଇ ପାରେ। ଆପଣଙ୍କୁ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବିରୋଧୀ ସକ୍ରିୟ ରହିବେ। ସେମାନେ ଆପଣଙ୍କୁ ହାନୀ ପହଞ୍ଚାଇବା ପାଇଁ ପ୍ରୟାସ କରି ପାରନ୍ତି, ଏଥିପାଇଁ ସାବଧାନ ରୁହନ୍ତୁ। ନିବେଶ କରିବାରୁ ବଞ୍ଚିତ ହୁଅନ୍ତୁ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ପରେ ଆପଣଙ୍କ ମନ ପ୍ରସନ୍ନ ରହିବ।

ମକର ରାଶି –

ଏହି ରାଶିର ଲୋକେ କିଛି ସମସ୍ୟାର ସାମ୍ନା କରି ପାରନ୍ତି। ଆପଣଙ୍କୁ ନିଜ କଷ୍ଟରୁ ମୁକ୍ତି ପାଇଁ କିଛି ସମୟ ଲାଗିପାରେ। ପ୍ରେମ ଜୀବନ ସୁଖମୟ ରହିବ। ପ୍ରେମୀ ଯୁଗଳଙ୍କ ପୁରା ସହଯୋଗ ଆପଣଙ୍କୁ ମିଳିବ। ବ୍ୟାପାରରେ ଆପଣ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ମାତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟସ୍ଥଳରେ ବଡ଼ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ।

Google

ମୀନ ରାଶି –

ଏହି ରାଶିର ଲୋକଙ୍କୁ ବିରୋଧୀଙ୍କ ସାମ୍ନା କରିବାକୁ ପଡିପାରେ, ଏଥିପାଇଁ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ରହିଛି। ବ୍ୟାପାରରେ କିଛି ପରିବର୍ତ୍ତନ କରନ୍ତୁ ନାହିଁ। ଆପଣଙ୍କୁ ପାରିବାରିକ ମାମଲାରେ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ଭାଇଭଉଣୀଙ୍କ ସହିତ ଉତ୍ତମ ତାଳମେଳ ବନାଇ ରଖିବେ। ଅଚାନକ ପ୍ରଭାବଶାଳୀ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ। ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ମା ସନ୍ତୋଷୀ ” ଅବଶ୍ୟ ଲେଖି ଦିଅନ୍ତୁ । ମା ଙ୍କର ଆଶୀର୍ବାଦ ମିଳିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *