Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୮ ସେପ୍ଟେମ୍ବର ୨୦୨୦,ଶୁକ୍ରବାର,ଆଜି ଏହି ୮ ଟି ରାଶି ଉପରେ ବରସିବ ମା ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପରିପୂର୍ଣ ହେବେ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ଶୁକ୍ରବାର ୧୮ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୮ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ପରିବାର ଲୋକଙ୍କ ସହିତ କଳହ ର ପ୍ରସଙ୍ଗ ବନୁଛି। ସୁଖ ସାଧନ ରେ ଖର୍ଚ୍ଚ ହୋଇପାରେ। ସମାଜରେ କୌଣସି ମାମଲା କୁ ନେଇ ନିଜ ମତ ଉପସ୍ଥାପନ କରିବେ। ଜାଗର ପ୍ରଭାବ କିଛି ଲୋକଙ୍କ ଉପରେ ପଡ଼ିବ। ଆପଣଙ୍କର କିଛି କାର୍ଯ୍ୟ ଅଧୁରା ରହିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। ଆପଣଙ୍କୁ କିଛି ବିଶେଷ କାର୍ଯ୍ୟରେ ଅନ୍ୟ ମାନଙ୍କ ସାହାଯ୍ୟ ନେବା ଆବଶ୍ୟକ।

ବୃଷ ରାଶି –

ବ୍ୟବସାୟ କାର୍ଯ୍ୟ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ସବୁ କାର୍ଯ୍ୟରେ ଧର୍ଯ୍ୟ ଏବଂ ବୁଝାମଣା ରଖନ୍ତୁ। ଆପଣଙ୍କୁ କ୍ୟାରିୟର ସହିତ ଜଡିତ କିଛି ସଫଳତା ମିଳିବ। ଆପଣଙ୍କ କାର୍ଯ୍ୟରେ ପରିବର୍ତ୍ତନ ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ। ଆପଣଙ୍କ ଦ୍ଵାରା କୌଣସି ଭୁଲ ହୋଇପାରେ।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। କୁସଙ୍ଗତି ରୁ ବଞ୍ଚିତ ହୁଅନ୍ତୁ।ବସ୍ତୁ ଗୁଡ଼ିକୁ ସମ୍ଭାଳି ରଖନ୍ତୁ। ଅଚାନକ ଆପଣଙ୍କୁ ଧନଲାଭ ହେବାର ସମ୍ଭାବନା ରହିଛି। ଆର୍ଥିକ ସ୍ଥିତି ସନ୍ତୁଳନ ରହିବ। ପରିବାର ଲୋକେ ଆପଣଙ୍କ ସପକ୍ଷରେ ରହିବେ। କୌଣସି ବନ୍ଧୁଙ୍କ ପାର୍ଟି ରେ ସାମିଲ ହୋଇପାରନ୍ତି। କାର୍ଯ୍ୟ ମାମଲାରେ କରାଯାଇଥିବା ଯାତ୍ରା ସଫଳ ରହିବ। ଆପଣଙ୍କୁ ଫାଇଦା ମିଳିବ।

Google

କର୍କଟ ରାଶି –

ଆଜି ଆପଣ ଧାର୍ମିକ ଆୟୋଜନରେ ସାମିଲ ହେବେ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ପରିବାରରେ କୌଣସି କାର୍ଯ୍ୟରେ ଆପଣ ବ୍ୟସ୍ତ ରହି ପାରନ୍ତି। କୌଣସି ବଡ଼ ସମସ୍ୟା ସୃଷ୍ଟି ହୋଇପାରେ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ବନ୍ଧୁମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଘରର ବୃଦ୍ଧ ଲୋକଙ୍କ ଚିନ୍ତା ରହିବ। କଠିନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

ସିଂହ ରାଶି –

ଆଜି କିଛି ନୂଆ ଲୋକଙ୍କ ସହିତ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖମୟ ରହିବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରି ସୁଖ ଅନୁଭୂତି କରିବେ। ଅହଙ୍କାର ଭାବ ଯୋଗୁଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। କାର୍ଯ୍ୟରେ ଅଧିକ ପ୍ରୟାସ କରିବା ଦ୍ଵାରା ଲାଭ ମିଳିବାର ସମ୍ଭାବନା ରହିଛି। ବ୍ୟବସାୟ ଠିକ୍ ଠାକ୍ ଚାଲିବ। ପାର୍ଟନର ଙ୍କ ସହିତ ମତଭେଦ ହୋଇପାରେ।

କନ୍ୟା ରାଶି –

ଚାକିରୀ ମାମଲାରେ ସଫଳତା ମିଳିବ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଆପଣଙ୍କୁ ଅଫିସ ରେ ଉତ୍ତମ ପରିଣାମ ପ୍ରାପ୍ତ ହେବ। ଆପଣଙ୍କ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ପ୍ରେମ ଜୀବନ ପାଇଁ ଦିନଟି ଦୁର୍ବଳ ରହିଛି। ଆପଣଙ୍କ କାର୍ଯ୍ୟ ସରଳତାରେ ସମ୍ପନ୍ନ ହେବ। ଆପଣଙ୍କ ବୁଦ୍ଧି ଏବଂ ଜ୍ଞାନ ଯୋଗୁଁ ସଫଳତା ମିଳିବ।

ତୁଳା ରାଶି –

ଆଜି ଆପଣ କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଯଦି ଆପଣ କାହାକୁ ସତ ମନରେ ପ୍ରେମ କରୁଛନ୍ତି ତାହେଲେ ତାଙ୍କ ସହିତ ଦେଖାସାକ୍ଷାତ ହେବ। ଅନ୍ୟମାନଙ୍କ କାର୍ଯ୍ୟରେ ଦଖଲ ଦିଅନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ସର୍ବଦା ଧ୍ୟାନ ରଖନ୍ତୁ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆମଦାନୀ ରେ ବୃଦ୍ଧି ହେବ।

ବିଛା ରାଶି –

ଆଜି ପରିବାରର କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଚିନ୍ତା ବଢିପାରେ। ଦିନର ଆରମ୍ଭ କୌଣସି ଶୁଭ କାର୍ଯ୍ୟରେ ହେବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ। ପାରିବାରିକ ଜୀବନ ବ୍ୟସ୍ତତା ରେ ଭରି ରହିବ। ଆପଣଙ୍କୁ କିଛି ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ଧନୁ ରାଶି –

ଏହି ରାଶିର ଲୋକଙ୍କ ରୋଜଗାର ପ୍ରାପ୍ତି ସଫଳ ରହିବ। ପରିସ୍ଥିତି ଅନୁସାରେ ଆପଣ ନିଜକୁ ଗଢ଼ିବା ପାଇଁ ପ୍ରୟାସ କରନ୍ତୁ। ଯାତ୍ରା ଲାଭଦାୟକ ରହିବ। ଆର୍ଥିକ ରୂପରେ ଆପଣଙ୍କୁ ଲାଭ ମିଳିବ। ବୈବାହିକ ପ୍ରସ୍ତାବ ମିଳିପାରେ। କିଛି ମାମଲାରେ ଆପଣଙ୍କୁ ଅଧିକାରୀଙ୍କ ଠାରୁ ସାହାଯ୍ୟ ନେବା ଉଚିତ। ସମୟ ର ଉଚିତ ସଦୁପଯୋଗ କରନ୍ତୁ। ଆପଣ ନିଜର ବ୍ୟକ୍ତିଗତ ନିଷ୍ପତ୍ତି ନିଅନ୍ତୁ।

Google

ମକର ରାଶି –

ଆଜି ଆପଣଙ୍କୁ ଆୟ ର ନୂଆ ସ୍ରୋତ ପ୍ରାପ୍ତ ହେବ। ଆପଣଙ୍କ କାର୍ଯ୍ୟରେ ନୂଆ ପ୍ରଣାଳୀ ଦେଖିବାକୁ ମିଳିବ। ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ନ ବୁଝି ବିଚାରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଆପଣଙ୍କୁ ନିଜ ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

କୁମ୍ଭ ରାଶି –

ଆଜି ଆପଣଙ୍କ ମଜାଳିଆ ସ୍ଵଭାବ ଯୋଗୁଁ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ଆପଣଙ୍କୁ ସାମାଜିକ କାର୍ଯ୍ୟରେ ସଫଳତା ମିଳିବ ଏବଂ ମାନସମ୍ମାନ ରେ ବୃଦ୍ଧି ହେବ। ବନ୍ଧୁ ତଥା ପରିବାର ଲୋକଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କିଛି ନୂଆ କାମ କରିବେ। ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ। ବ୍ୟାପାର ରେ ସବୁ କାର୍ଯ୍ୟ ଉଚିତ ଢଙ୍ଗରେ କରିବେ।

ମୀନ ରାଶି –

ଆଜି ଆପଣଙ୍କର କୌଣସି ଖାସ୍ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପାରିବାରିକ ମାମଲାରେ ବ୍ୟସ୍ତ ରହିବେ। ଯାତ୍ରା ରେ ଯିବାର ଅବସର ପ୍ରାପ୍ତ ହୋଇପାରେ। ପ୍ରେମ ଜୀବନରେ ସଫଳତା ମିଳିବ ଏବଂ ଆପଣଙ୍କ ପ୍ରେମୀ ଆପଣଙ୍କ ଗୁଣଗାନ କରିବେ। ଅଫିସ ରେ ଧୀର ଗତିରେ କାମ କରିବେ, ଯାହାଦ୍ବାରା ଆପଣଙ୍କ ସମସ୍ୟା ବଢିପାରେ। କୌଣସି ଦୁର୍ଘଟଣା ରୁ ବଞ୍ଚିତ ହୁଅନ୍ତୁ। ଚାକିରୀରେ ଉନ୍ନତି ମିଳିବାର ସମ୍ଭାବନା ରହିଛି।

ବନ୍ଧୁଗଣ ଆଜି ମା ସନ୍ତୋଷୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ସନ୍ତୋଷୀ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ |

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *