Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୭ ସେପ୍ଟେମ୍ବର ୨୦୨୦,ଗୁରୁବାର,ଆଜି ସର୍ବପିତୃ ଅମାବାସ୍ୟା ଦିନ ୫ ଟି ରାଶି କୁ ମିଳିବ ପିତୃ ପୁରୁଷଙ୍କ ଆଶୀର୍ବାଦ, ଦୂର ହେବ ପିତୃଦୋଷ ।

ସେୟାର୍ କରନ୍ତୁ

ସର୍ବ ପିତୃ ଅମାବାସ୍ୟା ୨୦୨୦ ରାଶିଫଳ : ପଞ୍ଚାଙ୍ଗ ଅନୁସାରେ ସର୍ବ ପିତୃ ଅମାବାସ୍ୟା ଆଜି ଅର୍ଥାତ ୧୭ ସେପ୍ଟେମ୍ବର କୁ ରହିଛି। ପଞ୍ଚାଙ୍ଗ ଅନୁସାରେ ଅମାବାସ୍ୟା ତିଥି ରେ ୧୬ ସେପ୍ଟେମ୍ବର ୨୦୨୦ ରୁ ଆରମ୍ଭ ହୋଇ ୧୭ ସେପ୍ଟେମ୍ବର କୁ କରାଯିବ। ଆମେ ଆପଣଙ୍କୁ ଆଜି ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୭ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ବୁଝି ବିଚାରି ସବୁ ପଦକ୍ଷେପ ନେବା ଉଚିତ । ଛାତ୍ର ମାନଙ୍କ କ୍ୟାରିୟର ପାଇଁ କିଛି ନୂଆ ପରିବର୍ତ୍ତନ ହେବ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ବିରୋଧୀ ମାନଙ୍କ ଠାରୁ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ। ସାମାଜିକ କାର୍ଯ୍ୟରେ ଆପଣ ଯୋଗା ଦେଇ ପାରନ୍ତି। ଭୂମି ଭବନ ସମ୍ବନ୍ଧିତ ସଉଦା ତୁଲାଇବେ। ବିରୋଧୀ ମାନଙ୍କ ଉପରେ ଖର୍ଚ୍ଚ ହୋଇପାରେ।

ବୃଷ ରାଶି –

ଆଜି ଆପଣ କାହା ସହିତ ତର୍କପୂର୍ଣ୍ଣ କଥାବାର୍ତ୍ତା କରନ୍ତୁ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ଆପଣଙ୍କ କାର୍ଯ୍ୟକ୍ଷମତା ରେ ବୃଦ୍ଧି ହେବ। ଜମିବାଡ଼ି କିଣାକିଣି କରିବା ପାଇଁ ଇଚ୍ଛା କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ସ୍ଥିତି ସୁଧୁରିବ। ଜୀବନସାଥୀ ଙ୍କ ଠାରୁ ଆପଣଙ୍କୁ କିଛି ନୂଆ କଥା ଶିଖିବା ପାଇଁ ମିଳିପାରେ। ସମ୍ପର୍କୀୟଙ୍କ ମଧ୍ୟରେ ଆପଣଙ୍କର ଏକ ଅଲଗା ପରିଚୟ ସୃଷ୍ଟି ହେବ। ବନ୍ଧୁ ମାନଙ୍କ ମଧ୍ୟରେ ସମ୍ବନ୍ଧ ମଧୁର ହେବ।

ମିଥୁନ ରାଶି –

ଆଜି କଠିନ କାର୍ଯ୍ୟରୁ ଦୂରେଇ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ସହଯୋଗୀ ଙ୍କ ସହିତ ଉଚିତ ତାଳମେଳ ରହିବ। ସମ୍ପତ୍ତି ମାମଲାରେ ସଫଳତା ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆଜି ଆପଣଙ୍କର କିଛି ମହତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। କୌଣସି ବଡ଼ ସମସ୍ୟାର ସମାଧାନ ହେବା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ରହିବ। ଯୋଗାଭ୍ୟାସ ଏବଂ ଧ୍ୟାନ ନିଜ ଜୀବନରେ ଆପଣେଇବାକୁ ପ୍ରୟାସ କରନ୍ତୁ।

Google

କର୍କଟ ରାଶି –

ପ୍ରେମୀଙ୍କ ଉପରେ ଅଧିକ ଭରସା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ନିଜର ନୂତନ ବିଚାର ସହିତ ଖାସ୍ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଆଜି ଆପଣଙ୍କ ବିଚାର ଧାର୍ମିକ ଆଡ଼କୁ ଅଗ୍ରସର ହେବ। କୌଣସି ଧାର୍ମିକ ଯାତ୍ରାରେ ଯାଇ ପାରନ୍ତି। ନିଜ ବିଚାର ଏବଂ ବ୍ୟବହାର କୁ ନିୟନ୍ତ୍ରଣ ରେ ରଖନ୍ତୁ।

ସିଂହ ରାଶି –

ଆଜି ଆପଣଙ୍କର ଖର୍ଚ୍ଚ ବଢିପାରେ। ଏଥିପାଇଁ ସାବଧାନ ରୁହନ୍ତୁ। ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ସାମାନ୍ୟ ରହିବ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ପରିଶ୍ରମ ବଳରେ ଆପଣଙ୍କୁ କ୍ୟାରିୟର ସଫଳତା ମିଳିବ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଦେଖା ଦେଇପାରେ ଏବଂ ଜୀବନସାଥୀ ଆପଣଙ୍କ ଉପରେ କ୍ରୋଧିତ ରହି ପାରନ୍ତି। କୌଣସି କଠିନ ପରିସ୍ଥିତିରେ ନିଜକୁ ଶାନ୍ତ ରଖନ୍ତୁ। ସାମାଜିକ କାର୍ଯ୍ୟରେ ଉପଲବ୍ଧି ପ୍ରାପ୍ତ ହେବ।

କନ୍ୟା ରାଶି –

ଆଜି ଦିର୍ଘାବିଧି ନିବେଶ ରୁ ବଞ୍ଚିତ ହେବା ଉଚିତ। ବନ୍ଧୁ ମାନଙ୍କ ସହିତ ବାହାରକୁ ଭ୍ରମଣ ରେ ଯାଇ ପାରନ୍ତି। ବିରୋଧୀ ମାନଙ୍କ ଷଡ଼ଯନ୍ତ୍ର ରୁ ବଞ୍ଚିତ ହେବାକୁ ପ୍ରୟାସ କରନ୍ତୁ। ପ୍ରେମ ସମ୍ବନ୍ଧ ପାଇଁଁ ଦିନଟି ସାମାନ୍ୟ ରହିବ। ନୂଆ ଲୋକଙ୍କ ସହିତ ଦେଖାସାକ୍ଷାତ ହୋଇପାରେ, ଯାହାଦ୍ବାରା ଉନ୍ନତି ର ନୂତନ ସ୍ରୋତ ପରିଲକ୍ଷିତ ହେବ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ରୋଧ ଆସିବା ସ୍ୱଭାବିକ କିନ୍ତୁ କାବୁ ରେ ରଖନ୍ତୁ।

ତୁଳା ରାଶି –

ଆଜି ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ନଚେତ ଆଗକୁ ଯାଇ ଆପଣ ଅସୁବିଧାରେ ପଡ଼ି ପାରନ୍ତି। ଆଜି କିଛି କାର୍ଯ୍ୟରେ ଆପଣ ଅଧିକ ଧନ ବ୍ୟୟ କରିବେ। ଆପଣଙ୍କୁ ଅଧିକ ଚିନ୍ତା କରିବା ଉଚିତ ନୁହେଁ। ପରିବାର ପାଇଁ ସୁଖଦ ସମାଚାର ମିଳିପାରେ। ଜୀବନସାଥୀ ଙ୍କ ସହିତ ରୋମାଣ୍ଟିକ ରହିବେ। କାର୍ଯ୍ୟ ମଧ୍ୟରେ ଆପଣ ସୀମିତ ରହିବେ।ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବିଛା ରାଶି –

ଆଜି ଆପଣଙ୍କ ମନୋବଳ ଦୃଢ଼ ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ। ଆପଣ ନିଜ ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ପ୍ରେରିତ ହେବେ। ବ୍ୟାପାରରେ ସମସ୍ୟା ଦେଖା ଦେଇପାରେ। କୌଣସି ପୁରୁଣା ରୋଗ ଉଭରି ପାରେ। ବ୍ୟବସାୟ ରେ ଧନ ଉପାର୍ଜନ ପାଇଁ ଉତ୍ତମ ଅବସର ମିଳିବ। ପାରିବାରିକ ଜୀବନରେ କିଛି ନୂଆ ଶିଖିବା ପାଇଁ ମିଳିବ। ବନ୍ଧୁ ମାନଙ୍କ ସହିତ ମନୋରଞ୍ଜନ ପାଇଁ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ମନ୍ଦିରରେ ଭୋଜନ କରିବେ।

ଧନୁ ରାଶି –

ଆଜି ଜଣେ ଆଧ୍ୟାତ୍ମିକ ଶିକ୍ଷକ ବା ଅନ୍ୟ ବୃଦ୍ଧ ଲୋକ ଆପଣଙ୍କୁ ମାର୍ଗଦର୍ଶନ ପ୍ରଦାନ କରିବେ। ସରକାରଙ୍କ ଦ୍ଵାରା ଲାଭ ମିଳିବାର ସମ୍ଭାବନା ରହିଛି। କାର୍ଯ୍ୟସ୍ଥଳରେ ଆପଣ ପ୍ରଶଂସା ର ପାତ୍ର ହେବେ। କାର୍ଯ୍ୟରେ ସଫଳତା ପାଇବା ପାଇଁ ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଆପଣଙ୍କ ପାଖରେ ଏକ ସ୍ପଷ୍ଟ ମସ୍ତିଷ୍କ ରହିଛି। ରାୟ ରେ ପରିବର୍ତ୍ତନ କରିବା ପାଇଁ ସହଯୋଗୀଙ୍କ ସହିତ ବିବାଦ ହୋଇପାରେ।

Google

ମକର ରାଶି –

ଏହି ରାଶିର ବ୍ୟାପାର କରୁଥିବା ଲୋକଙ୍କୁ ଧର୍ଯ୍ୟ ସହକାରେ କାର୍ଯ୍ୟ କରିବା ଉଚିତ। କାର୍ଯ୍ୟରେ ପୂରାପୂରି ଧ୍ୟାନ କେନ୍ଦ୍ରିତ କରନ୍ତୁ। ଚାକିରୀ ଖୋଜୁଥିବା ଲୋକଙ୍କୁ ଉତ୍ତମ ଅବସର ମିଳିବାର ସମ୍ଭାବନା ରହିଛି। ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ। ପ୍ରେମ ଜୀବନ ସାମାନ୍ୟ ରହିବ। ଅସୁସ୍ଥ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବ। ପାର୍ଟନର ଙ୍କ ସହିତ ବିବାଦ ହେବାର ସମ୍ଭାବନା ରହିଛି।

କୁମ୍ଭ ରାଶି –

ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅନୁକୂଳ ଦିନ ନାହିଁ। ବନ୍ଧୁ ମାନଙ୍କ ସହିତ ମତଭେଦ ହୋଇପାରେ। ଅଫିସ ରୁ ଆପଣଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ପଠାଯାଇ ପାରେ। ଆପଣଙ୍କ ଶତ୍ରୁ ସକ୍ରିୟ ରହିବେ। ଏଥିପାଇଁ ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। କିଛି ଖାସ୍ କାର୍ଯ୍ୟରେ ଆପଣ ପରିବର୍ତ୍ତନ ଆଣି ପାରନ୍ତି।

ମୀନ ରାଶି –

ଆଜି ଆପଣ କାର୍ଯ୍ୟାଳୟ ରେ ସହକର୍ମୀ ଏବଂ ଅଧିକାରୀ ଙ୍କ ଠାରୁ ସାବଧାନ ରୁହନ୍ତୁ। ଆପଣଙ୍କ ପରାକ୍ରମ ରେ ବୃଦ୍ଧି ହେବ। ବନ୍ଧୁ ଏବଂ ପତ୍ନୀଙ୍କ ସହଯୋଗ ରେ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ସମୟରେ ଉଚିତ ସଦୁପଯୋଗ କରନ୍ତୁ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିବ। ସାହିତ୍ୟିକ ପ୍ରଭୃତିରେ ବିଶେଷ ରୁଚି ରଖିବେ।

ବନ୍ଧୁଗଣ ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ମା ଲକ୍ଷ୍ମୀ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *