Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୬ ସେପ୍ଟେମ୍ବର ୨୦୨୦,ବୁଧବାର,କନ୍ୟା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ, ଏହି ୩ଟି ରାଶିର ଲୋକଙ୍କୁ ମିଳିବ ଜବରଦସ୍ତ ଲାଭ।

ସେୟାର୍ କରନ୍ତୁ

ଆଜି ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବେ। ଯେବେ ସୂର୍ଯ୍ୟର ଗୋଚର କନ୍ୟା ରାଶିରେ ହେବ, ତାହାକୁ କନ୍ୟା ସଂକ୍ରାନ୍ତି କୁହାଯାଏ। ଆମେ ଆପଣଙ୍କୁ ଆଜି ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୬ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଚାକିରୀ ପେଶାରେ ଥିବା ଲୋକଙ୍କୁ ଆଜି କାର୍ଯ୍ୟ ଉଦ୍ଦେଶ୍ୟରେ କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ଘରେ କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଆପଣଙ୍କ ଆୟ ରେ ବୃଦ୍ଧି ହେବ। ବନ୍ଧୁଙ୍କ ପଛରେ ଧନ ଖର୍ଚ୍ଚ ହୋଇପାରେ। ଜୀବନସାଥୀ ଙ୍କ ସହିତ ନିଜ ସମ୍ପର୍କ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରି ପାରନ୍ତି। ଅଧିକ କାର୍ଯ୍ୟଭାର ଯୋଗୁଁ ଶାରୀରିକ ଏବଂ ମାନସିକ ଥକା ଅନୁଭବ କରିବେ।

ବୃଷ ରାଶି –

ଚାକିରୀ ଏବଂ ବ୍ୟାପାରରେ ସଫଳତା ମିଳିବ। ଅଫିସ ରେ ଆଜି ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଦେଖି ବରିଷ୍ଠ ଲୋକେ ପ୍ରଭାବିତ ହେବେ। ଆପଣ ବୃଦ ଲୋକଙ୍କ ଆଦର କରିବେ। ବନ୍ଧୁ ମାନଙ୍କ ସହିତ ବୈଚାରିକ ମତଭେଦ ହୋଇପାରେ। ସ୍ୱଭାବରେ ଉଗ୍ରତା ଏବଂ କ୍ରୋଧ ର ମାତ୍ରା ବିଶେଷ ରହିବ। ଧାର୍ମିକ କାର୍ଯ୍ୟରେ ସମୟ ବ୍ୟୟ କରିବେ। ବ୍ୟାପାରରେ ଲାଭ ମିଳିବାର ଯୋଗ ରହିଛି।

ମିଥୁନ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ବଢିଆ ରହିବ। ମାନସମ୍ମାନ ରେ ବୃଦ୍ଧି ହେବ। ପରିବାର ସହିତ ଯାତ୍ରା କରି ପାରନ୍ତି। କାର୍ଯ୍ୟରୁ ଉତ୍ତମ ଲାଭ ମିଳିବ। ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ମୌସୁମୀ ବେମାରୀ ସମାପ୍ତ ହୋଇପାରେ। ସାମାଜିକ ରୂପରେ ମାନସମ୍ମାନ ବୃଦ୍ଧି ହେବ। କ୍ରୋଧର ମାତ୍ର ଅପେକ୍ଷାକୃତ ଅଧିକ ରହିବ। ଆଜି ଆପଣଙ୍କ ମଧ୍ୟରେ ଉତ୍ସାହ ଭରି ରହିବ। ବ୍ୟାପାରରେ ଆଜି ଆପଣଙ୍କୁ ଲାଭ ମିଳିବ। ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

Google

କର୍କଟ ରାଶି –

ଆଜି ଆପଣଙ୍କୁ ସମ୍ଭାଳି ଚାଲିବା ଆବଶ୍ୟକ। ବିବାଦ ରୁ ବଞ୍ଚିତ ରୁହନ୍ତୁ। ଗୋଟେ ସମୟ ମଧ୍ୟରେ କାର୍ଯ୍ୟ କରନ୍ତୁ, ଶୀଘ୍ରତା ରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ଜୀବନସାଥୀ ଙ୍କ କ୍ରୋଧକୁ ନେଇ ଚିନ୍ତିତ ରହିବେ। ଅଧିକାରୀ ଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଘର ଏବଂ ସଂପର୍କୀୟଙ୍କ ସହିତ ମତଭେଦ ହୋଇପାରେ। କୌଣସି ସ୍ଥାନରୁ ଅଶୁଭ ସମାଚାର ମିଳିପାରେ। ଛୋଟ ପ୍ରବାସ ର ଆୟୋଜନ ହୋଇପାରେ।

ସିଂହ ରାଶି –

ଆଜି କିଛି ଧାର୍ମିକ କାର୍ଯ୍ୟରେ ଆପଣ ଟଙ୍କା ଲଗାଇ ପାରନ୍ତି। ଜୀବନସାଥୀ ଙ୍କ ମଧୁର ବଚନ ଆପଣଙ୍କୁ ଆନନ୍ଦିତ କରାଇବ। ବ୍ୟବସାୟିକ କ୍ଷେତ୍ରରେ ନୂତନ ଉଦ୍ୟମରେ ଲାଭ ଅର୍ଜନ କରିବେ। କାର୍ଯ୍ୟ ଅଧିକ ହେବା ଯୋଗୁଁ ପରିବାର ଲୋକଙ୍କୁ ଅଧିକ ଧ୍ୟାନ ଦେଇ ପାରିବେ ନାହିଁ। ଭାଇ ମାନଙ୍କ ମଧ୍ୟରେ ପ୍ରେମ ଭରି ରହିବ। ଆପଣଙ୍କ ଯୋଜନା ସଫଳ ରହିବ। କାର୍ଯ୍ୟରେ ଉନ୍ନତି ହେବାର ଯୋଗ ରହିଛି।

କନ୍ୟା ରାଶି –

ଆଜି ଘର ଲୋକ ଏବଂ ବନ୍ଧୁ ମାନଙ୍କ ନକାରାତ୍ମକ ସ୍ଵଭାବ ରୁ ଦୂରେଇ ରହିବା ଉଚିତ। ଆଜି ଶୀଘ୍ରତା ରେ କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। ଆର୍ଥିକ ସ୍ତରରେ ଲାଭ ପ୍ରାପ୍ତ ହେବ। ବିରୋଧୀ ମାନଙ୍କ ଠାରୁ ବିଜୟ ହାସଲ କରିବେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମରେ ଛୋଟ ଛୋଟ କଥାକୁ ଅଣଦେଖା କରିବା ଉଚିତ।

ତୁଳା ରାଶି –

ଆଜି ଆପଣ ଆତ୍ମବିଶ୍ବାସ ର ସହିତ କାର୍ଯ୍ୟକୁ ଧ୍ୟାନ ସହକାରେ କରିବେ। ମାଙ୍ଗଳିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରନ୍ତି। ଗୁପ୍ତ କଥା ଉଜାଗର ହୋଇପାରେ। ପିତାଙ୍କ ତରଫରୁ ସ୍ନେହ ଏବଂ ସହଯୋଗ ପ୍ରାପ୍ତ ହେବ। ଘରେ କୌଣସି ବ୍ୟକ୍ତିଙ୍କ ସହିତ ବିବାଦ ହୋଇପାରେ। ନିଜ କ୍ରୋଧ କୁ ନିୟନ୍ତ୍ରଣ ରଖନ୍ତୁ। ଦୈନିକ ଜୀବନ ସୁଖମୟ ରହିବ।

ବିଛା ରାଶି –

ବ୍ୟବସାୟିକ ସ୍ଥଳ ରେ ଅନୁକୂଳ ବାତାବରଣ ରହିବ। ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଯାହାକୁ ନେଇ ଶୀଘ୍ରତା କରିବା ଉଚିତ ନୁହେଁ। କୌଣସି ଶୁଭ ସମାଚାର ମିଳିପାରେ। ଆର୍ଥିକ ସହଯୋଗ ପ୍ରାପ୍ତ ହୋଇପାରେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ। ରାଜକୀୟ କାର୍ଯ୍ୟରେ ସଫଳତା ମିଳିବ। ନକାରାତ୍ମକ ଭାବନା କୁ ଦୂରେଇ ସକାରାତ୍ମକ ଭାବନା ସଞ୍ଚାର କରନ୍ତୁ। ନୂଆ ଲୋକଙ୍କ ସହିତ ବନ୍ଧୁତା ହୋଇପାରେ।

ଧନୁ ରାଶି –

ରାଜକାର୍ଯ୍ୟରେ ସଫଳତା ମିଳିବ। ଇସ୍ତିବତିକ ସୁଖଶାନ୍ତି ପ୍ରାପ୍ତ ହେବ। କୌଣସି କାର୍ଯ୍ୟ ସମ୍ପନ୍ନ ହେବାଦ୍ବାରା ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ କୌଣସି ଧାର୍ମିକ ଆୟୋଜନ ହୋଇପାରେ। ଧନର ଆଗମନ ହୋଇପାରେ। ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ମନୋରଞ୍ଜନ କାର୍ଯ୍ୟରେ ରୁଚି ବଢିବ। ଆଜି ଆପଣ ନିକ ବସ୍ତୁ କୁ ସମ୍ଭାଳି ରଖନ୍ତୁ। ମାନସିକ ରୂପରେ ଚିନ୍ତିତ ରହି ପାରନ୍ତି।

Google

ମକର ରାଶି –

ମକଦ୍ଦମା ରେ ବିଜୟ ହାସଲ କରିବେ। ବନ୍ଧୁ ମାନଙ୍କ ତରଫରୁ ସବୁ କ୍ଷେତ୍ରରେ ସହଯୋଗ ପ୍ରାପ୍ତ କରିବେ। ପ୍ରେମ ଜୀବନ ସୁଖମୟ ରହିବ। ଚାକିରୀରେ ସଫଳତା ମିଳିବ। ଯୋଜନା ମୁତାବକ କରିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଚାକିରୀରେ ଉନ୍ନତି ମିଳିବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଭାଇଭଉଣୀ ଙ୍କ ମଧ୍ୟରେ ଭୁଲ ବୁଝାମଣା ହୋଇପାରେ। ଶାରୀରିକ ରୂପରେ ଅସୁସ୍ଥ ଅନୁଭବ କରିବେ।

କୁମ୍ଭ ରାଶି –

ଆଜି ଆପଣଙ୍କ ସମ୍ପର୍କରେ କ୍ଲେଶ ଉତ୍ପନ୍ନ ହୋଇପାରେ। ଧନ ବ୍ୟୟ ହେବାର ସମ୍ଭାବନା ରହିଛି। ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଅନୁକୂଳ ରହିଛି। ବୁଝି ବିଚାରି ଯାଞ୍ଚ କରି ବନ୍ଧୁତା ସ୍ଥାପନ କରନ୍ତୁ। ଆପଣ ପ୍ରେମିକା କୁ ଧୋକା ଦେଇ ପାରନ୍ତି। ଆପଣଙ୍କର ମାନସିକ ଚାପ ବଢିପାରେ। ଉଚ୍ଚ ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ ଉତ୍ତମ ଅବସର ମିଳିବ।

ମୀନ ରାଶି –

ଆଜି ସାମୁହିକ କାର୍ଯ୍ୟରେ ଲୋକଙ୍କ ପରାମର୍ଶ ନିଅନ୍ତୁ। ଆଜି ବ୍ୟବସାୟ ରେ ନିବେଶ କରିବା ଲାଭଦାୟକ ରହିବ। ସନ୍ତାନ ଙ୍କ ସଫଳତା ରେ ଆପଣଙ୍କ ମନ ପ୍ରସନ୍ନ ରହିବ। ନୂଆ ଅଭୂଷଣ କିଣି ପାରନ୍ତି। ଖାଦ୍ୟପେୟ ଠିକ୍ ନଥିବା ହେତୁ ଶରୀର ଖରାପ ହେବାର ସମ୍ଭାବନା ରହିଛି। ଆଜି ଧନ ବ୍ୟୟ ହୋଇପାରେ। ଆଜି ବିବାଦ ରୁ ବାଚିତ ହେବାକୁ ପ୍ରୟାସ କରନ୍ତୁ। ପରିବାରର ବାତାବରଣ ସୁଖମୟ ରହିବ। ମକଦ୍ଦମା ଖୁବ୍ ଶୀଘ୍ର ବୁଝାମଣା କରିବାକୁ ପ୍ରୟାସ କରନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ଶ୍ରୀ ଗଣେଶ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *