Excuse Me Odisha

ଯାହା କହିବୁ ସତ କହିବୁ

ଶନିଦେବ ଏବଂ ତୁଳା ରାଶିଙ୍କର ମିଳନ ହେଉଅଛି , ଏହି ୮ଟି ରାଶି ଉପରେ ଏହାର ସିଧା ପ୍ରଭାବ ପଡିବ

ସେୟାର୍ କରନ୍ତୁ

ନମସ୍କାର ଜୟ ଜଗନ୍ନାଥ ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ସ୍ୱାଗତ । ଆଜିର ଏହି ପୋଷ୍ଟଟି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହେବାକୁ ଯାଉଛି । ଶନିଦେବ ଓ ତୁଳା ରାଶିର ମିଳନ ହେବାକୁ ଯାଉଛି । ଏହାର ପ୍ରଭାବ ୮ଟି ରାଶି ଉପରେ ପଡିବ । ଆସନ୍ତୁ ଜାଣିବା ଏହାର ପ୍ରଭାବ କେଉଁ ୮ଟି ରାଶି ଉପରେ ପଡିବ ଓ କଣ ହେବ । ଏଥିପାଇଁ ଏହି ପୋଷ୍ଟଟିକୁ ଶେଷ ଯାଏଁ ନିଶ୍ଚିତ ପଢନ୍ତୁ ।

Google

ମେଷ , ସିଂହ , ଧନୁ , ବିଛା:-

ଧର୍ମ କର୍ମ କାର୍ଯ୍ୟରେ ମନ ଅଧିକ ଲାଗିବ। ପିଲାମାନଙ୍କର ଉନ୍ନତି ଦ୍ୱାରା ଖୁସି ଅନୁଭବ ହେବ।ଆପଣଙ୍କ ପାଇଁ ଆସୁଥିବା ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ନୂତନ ଖୁସି ଆସିବ ଏବଂ ଆପଣଙ୍କ ଜୀବନ ନୂତନ ଉଚ୍ଚତାକୁ ଛୁଇଁବ। ଘରେ ଖୁସିର ବର୍ଷା ହେବ। ଧନସମ୍ପତ୍ତିରେ ବୃଦ୍ଧି ହୋଇପାରେ। ଶିକ୍ଷା , ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ କରାଯାଇଥିବା ପ୍ରୟାସ ନିଶ୍ଚିତ ଭାବରେ ସଫଳ ହେବ।

ବହୁତ ଶୀଘ୍ର ଆପଣଙ୍କର ହଜିଯାଇଥିବା ପ୍ରେମ ମିଳିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ଶେଷ ହୋଇପାରେ। ଆପଣଙ୍କର ଆର୍ଥିକ ଦିଗ ଭଲ ରହିବ। ସେୟାର ମାର୍କେଟ ସହିତ ସଂଯୁକ୍ତ ଥିବା ଲୋକମାନଙ୍କ ଦ୍ୱାରା କରାଯାଇଥିବା ବିନିଯୋଗ ବିପୁଳ ଲାଭ ହେବାର ସମ୍ଭାବନା ରହିଛି। ଜମି ସମ୍ପତ୍ତି କ୍ଷେତ୍ରରେ ଆପଣଙ୍କର ସଫଳତା ହାସଲ ହେବ। ରୋଜଗାର ଯୋଜନା ସଫଳ ହୋଇପାରେ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ। ପିଲାମାନଙ୍କର ଉନ୍ନତି ଦ୍ୱାରା ଆପଣଙ୍କ ମନ ଖୁସି ରହିବ। ଆପଣ ଆପଣଙ୍କର ଅସମ୍ପୂର୍ଣ୍ଣ ଇଚ୍ଛାକୁ ସହଜରେ ପୂରଣ କରିପାରିବେ। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଆପଣଙ୍କର ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ।

Google

ମିଥୁନ , ମକର , ତୁଳା , ମୀନ:-

ଚାକିରୀ କ୍ଷେତ୍ରରେ ଅଗ୍ରଗତି ହେବାର ଯୋଗ ରହିଛି। ହନୁମାନଙ୍କ କୃପାରୁ ଆପଣଙ୍କୁ କୋର୍ଟ କଚେରୀରୁ ନ୍ୟାୟ ମିଳିପାରେ। ଶତ୍ରୁମାନଙ୍କ ଉପରେ ଆପଣଙ୍କର ବିଜୟ ହେବ। ଆପଣଙ୍କର କିମ୍ବା ପିଲାମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବ। ଜୀବନରେ ଦ୍ୱିଗୁଣିତ ପ୍ରଗତି ସହ ଆପଣ ଆଗକୁ ବଢ଼ିପାରିବେ। ଆପଣଙ୍କୁ କିଛି କାର୍ଯ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ବହୁତ ବଡ଼ ଖୁସିଖବର ଆପଣଙ୍କୁ ମିଳିପାରେ। ସମାଜରେ ମାନ ସମ୍ମାନ ଏବଂ ପଦ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂତନ ଯୋଜନାଗୁଡିକ ଭଲ ହୋଇପାରେ। ଘରେ ଆୟର ମାଧ୍ୟମ ବିକାଶ ହେବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଯାହା ଆପଣଙ୍କ ପାଇଁ ଶୁଭ ରହିବ। ଆପଣଙ୍କ ନଷ୍ଟ ହୋଇଥିବା ଭାଗ୍ୟ ହଠାତ ଖୋଲିଯିବ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ଶନିଦେବଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଲାଗି ରହି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *