Excuse Me Odisha

ଯାହା କହିବୁ ସତ କହିବୁ

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଏଭଳି କରନ୍ତୁ ପ୍ରସନ୍ନ, ଦୂର ହେବ ସବୁ ସଙ୍କଟ, ଜୀବନରେ ଆସିବ ଖୁସିର ଲହରୀ।

ସେୟାର୍ କରନ୍ତୁ

ଭଗବାନ ହନୁମାନ ଭକ୍ତଙ୍କର ସବୁ ସଙ୍କଟକୁ ଦୂର କରି ଦେଇଥାନ୍ତି, ମାନ୍ୟତା ରହିଛି କି ଭଗବାନ ହନୁମାନଙ୍କ ପାଖରେ ଜୀବନର ସବୁ ସଙ୍କଟର ସମାଧାନ ରହିଛି ।ମାନ୍ୟତା ରହିଛି କି ପୃଥିବୀରେ ଏଭଳି କିଛି ଦୁଃଖ ନାହିଁ, ଯାହାକୁ ସମାପ୍ତ କରିବା ପାଇଁ ଭଗବାନ ହନୁମାନ ଅସମର୍ଥ ଅଟନ୍ତି।

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଅର୍ପଣ କରା ଯାଇଛି। ମଙ୍ଗଳବାର ଦିନକୁ ଅତ୍ୟନ୍ତ ଶୁଭ ଏବଂ ମଙ୍ଗଳକାରୀ ମାନା ଯାଇଥାଏ। ଏହିଦିନ ଭଗବାନ ହନୁମାନ ତାଙ୍କ ଭକ୍ତ ମାନଙ୍କ କଥା ଶୁଣନ୍ତି।

ମଙ୍ଗଳବାର ଭଗବାନ ହନୁମାନଙ୍କୁ କୃପା ପାଇବା ପାଇଁ ବିଶେଷ ଉପାୟ କରିବା ଉଚିତ। ହନୁମାନଙ୍କ କୃପାରୁ ଆପଣଙ୍କ ଖରାପ ସମୟ ଦୂର ହୋଇଯିବ।

ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିର ଯିବା ଉଚିତ। ମନ୍ଦିରରେ ସୋରିଷ ତେଲ ଦୀପ ପ୍ରଜ୍ବଳନ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ରାମଭକ୍ତ ହନୁମାନଙ୍କୁ ଖୁସି କରାଇବା ପାଇଁ ଏହି ଉପାୟ ଅତ୍ୟନ୍ତ କାରିଗର ସାବ୍ୟସ୍ତ ହେବ।

ମଙ୍ଗଳବାର ଦିନ ହନୁମାନ ଯନ୍ତ୍ରର ସ୍ଥାପନା କରିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ହନୁମାନ ଯନ୍ତ୍ରର ସ୍ଥାପନା ପରେ ପ୍ରତ୍ୟହ ଏହାର ପୂଜାର୍ଚ୍ଚନା କରିବା ଉଚିତ। ଆପଣଙ୍କ ସମସ୍ୟା ଖୁବ୍ ଶୀଘ୍ର ଦୂର ହୋଇଯିବ।

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ଧନର କେବେ ଅଭାବ ହେବ ନାହିଁ, ତାହେଲେ ଏହି ଉପାୟ ଆପଣାନ୍ତୁ। ମଙ୍ଗଳବାର ଦିନ ସକାଳେ ସ୍ନାନ ସାରି ବରଗଛର ପତ୍ର ତୋଳି ତାକୁ ପାଣିରେ ଧୋଇ ସଫା କରି ନିଅନ୍ତୁ। ଏହାକୁ କିଛି ସମୟ ହନୁମାନଙ୍କ ପ୍ରତିମା ସାମ୍ନାରେ ରଖିବା ପରେ କେଶରରେ ପତ୍ର ଉପରେ ଶ୍ରୀରାମ ଲେଖନ୍ତୁ। ଏହି ପତ୍ରକୁ ପୂଜାର୍ଚ୍ଚନା ପରେ ନିଜ ପର୍ସରେ ରଖି ଦିଅନ୍ତୁ। ତାହେଲେ ଆପଣଙ୍କ ଆର୍ଥିକ ସମସ୍ୟା ଦୂର ହେବ।

ମଙ୍ଗଳବାର ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଗୋଟେ ପ୍ରଭାବଶାଳୀ ଉପାୟ ରହିଛି। ସକାଳେ ସ୍ନାନ ସାରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ଅଶ୍ୱତ୍ଥ ଗଛ ମୂଳରେ ସୋରିଷ ତେଲର ଦୀପ ପ୍ରଜ୍ବଳନ କରନ୍ତୁ। ଏହାପରେ ପୂର୍ଣ୍ଣ ଦିଗକୁ ମୁହଁ କରି ବସି ତୁଳସୀ ମାଳାରେ ରାମ ନାମ ୧୧ ମାଳା ଜପ କରନ୍ତୁ।

ମଙ୍ଗଳବାର ଦିନ କଳା ମୁଗ ଏବଂ କୋଇଲାକୁ ଏହାସହିତ କପଡାରେ ବାନ୍ଧି ପୋଟଳି ବନାନ୍ତୁ। ଏହା ମଧ୍ୟରେ ୧ ଟଙ୍କା ମଧ୍ୟ ରଖନ୍ତୁ। ଏହି ପୋଟଳିକୁ ନିଜ ଉପରେ ବୁଲାଇ କୌଣସି ନଦୀ ଉପରେ ପ୍ରବାହିତ କରି ଦିଅନ୍ତୁ। ଏହାପରେ ଭଗବାନ ହନୁମାନଙ୍କ ପ୍ରତିମା ସାମ୍ନାରେ ରାମ ନାମ ଜପ କରନ୍ତୁ। ଏହାଦ୍ବାରା ଶନି ଦୋଷ ସମାପ୍ତ ହୋଇଥାଏ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ହନୁମାନ ” ଅବଶ୍ୟ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନରେ ଚାଲି ଥିବା ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *