Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୫ ସେପ୍ଟେମ୍ବର ୨୦୨୦,ମଙ୍ଗଳବାର,ଏହି ୪ଟି ରାଶିର ଲୋକଙ୍କ ପାଇଁ ମଙ୍ଗଳକାରୀ ସାବ୍ୟସ୍ତ ହେବ ଆଜିର ଦିନ, ଲାଭ ର ଅବସର ହାତକୁ ଆସିବ।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ମଙ୍ଗଳବାର ୧୫ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୫ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆପଣଙ୍କୁ ସେୟାର ବଜାର କୁ ନେଇ ଚିନ୍ତିତ ହେବା ଉଚିତ। ରୋମାଣ୍ଟିକ ଲାଇଫ ରେ ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବେ। ବ୍ୟବସାୟ ରେ ଆଖି ବନ୍ଦ କରି କାହା ଉପରେ ଭରସା କରନ୍ତୁ। ନିଜ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଅଫିସ ଲୋକଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରିବେ। ବୃଦ୍ଧ ଲୋକଙ୍କ ଠାରୁ ଲାଭ ମିଳିବ। ଚାକିରୀ ବ୍ୟବସାୟ ରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ଆୟ ରେ ବୃଦ୍ଧି ହେବ।

ବୃଷ ରାଶି –

ଆଜି ଆପଣଙ୍କ ରୋଜଗାରରେ ସଫଳତା ମିଳିବ। ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଜୀବନସାଥୀ ଙ୍କ ତରଫରୁ କିଛି ଉପହାର ମିଳିପାରେ। ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ରେ ଭାଗ ନେଇ ପାରନ୍ତି। ପ୍ରତିଷ୍ଠା ରେ ବୃଦ୍ଧି ହେବ। ଘର ପରିବାରର ବାତାବରଣ ସାମାନ୍ୟ ରହିବ। ହସ ମଜାକ ରେ କହିଥିବା କଥାକୁ ନେଇ କାହା ଉପରେ ସନ୍ଦେହ କରିବାରୁ ବଞ୍ଚିତ ହୁଅନ୍ତୁ। ଚାକିରୀ ବ୍ୟବସାୟ ରେ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି ଏବଂ ଆୟ ରେ ବୃଦ୍ଧି ହେବ ।

ମିଥୁନ ରାଶି –

ପିତାଙ୍କ ତରଫରୁ ଲାଭ ମିଳିବ। ନିଜ ସମସ୍ୟାକୁ ବ୍ୟକ୍ତ କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆଜି କାର୍ଯ୍ୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ଅସମ୍ଭବ ପରିସ୍ଥିତି କୁ ଆପଣ ସାମ୍ନା କରିବାକୁ ଆପଣ ସକ୍ଷମ ରହିବେ। କାର୍ଯ୍ୟ ପ୍ରତି ଦାୟିତ୍ବହୀନ ହୁଅନ୍ତୁ ନାହିଁ। ପରିବାର ସଦସ୍ୟ ଆପଣଙ୍କୁ ଉତ୍ସାହ ଦେବେ।

Google

କର୍କଟ ରାଶି –

ଆଜି କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ଆସିପାରେ। ଯାହାଦ୍ବାରା ଆପଣ ଅଧିକ ଚିନ୍ତିତ ରହି ପାରନ୍ତି। ନିବେଶ ରେ ଉତ୍ତମ ଲାଭ ମିଳିବାର ସମ୍ଭାବନା ରହିଛି। ପରିବାରରେ କୌଣସି କଥାକୁ ନେଇ ସମସ୍ୟା ଦେଖା ଦେଇପାରେ। ଆର୍ଥିକ ସ୍ତରରେ ଆପଣଙ୍କୁ ଫାଇଦା ମିଳିବ। ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରିବେ।

ସିଂହ ରାଶି –

ଆଜି ଆପଣଙ୍କର ସହଯୋଗୀ ଙ୍କ ସହିତ ବିବାଦ ହୋଇ ପରିସ୍ଥିତି କଠିନ ହୋଇପାରେ। ଆପଣ ନିଜ ପରିଶ୍ରମ ବଳରେ ଆଗକୁ ବଢନ୍ତୁ। ଆର୍ଥିକ ସ୍ତରରେ ସୁଧାର ହେବ। ଆପଣଙ୍କ ଯୋଜନା ରେ ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ। ପୂର୍ବରୁ କିଛି ଦିନ ହେବ ଆପଣ ଜୀବନସାଥୀ ଙ୍କ ସହିତ ବ୍ୟବହାର ରେ ପରିବର୍ତ୍ତନ ଅନୁଭବ କରିବେ।

କନ୍ୟା ରାଶି –

ସାହସିକ ଲୋକେ ଆଗକୁ ବଢିବେ। ନିଜ ବ୍ୟବହାର ଏବଂ ବାଣୀ ଉପରେ ଧ୍ୟାନ ରଖନ୍ତୁ। ବାହନ ପ୍ରୟୋଗ ସମୟରେ ସାବଧାନ ରହିବା ଆବଶ୍ୟକ। ପୁରୁଣା ନିବେଶ ସହିତ ଆୟ ରେ ବୃଦ୍ଧି ହେବ। ବନ୍ଧୁ ତଥା ସମ୍ପର୍କୀୟଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଘରେ ଛୋଟ ଛୋଟ କଥାକୁ ନେଇ ବିବାଦ ହୋଇପାରେ। ଲୋକଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିବେ।

ତୁଳା ରାଶି –

ରୋମାନ୍ସ ମାମଲାରେ ଅନୁକୂଳ ସମୟ ରହିଛି। ବିବାହିତ ଲୋକଙ୍କ ଗୃହସ୍ଥ ଜୀବନ ରେ କିଛି ସମସ୍ୟା ଦେଖା ଦେଇପାରେ। ଆପଣ ନିଜ କାର୍ଯ୍ୟରେ ଅଧିକ ବ୍ୟସ୍ତ ରହିବେ। ପ୍ରେମ ଜୀବନରେ ପ୍ରେମୀ ଯୁଗଳ ଙ୍କୁ ପରସ୍ପର ସହିତ ସମୟ ଅତିବାହିତ କରିବା ପାଇଁ ଅବସର ମିଳିବ ନାହିଁ। ଆପଣଙ୍କ ଅଭାବ ପ୍ରଦର୍ଶନ ବରିଷ୍ଠ ଲୋକଙ୍କୁ ପ୍ରଭାବିତ କରିବ। ଲେଖକ, କାରିଗର, କଳାକାର ମାନଙ୍କୁ କଳା ପ୍ରଦର୍ଶନ ପାଇଁ ଉତ୍ତମ ଅବସର ମିଳିବ। ପରିବାରରେ ସୁଖ ଶାନ୍ତି ra ବାତାବରଣ ସୃଷ୍ଟି ହେବ।

ବିଛା ରାଶି –

ଆପଣଙ୍କୁ ପରୀକ୍ଷାରେ ସଫଳତା ମିଳିବ। ପ୍ରୟାସ କରିଥିବା କାର୍ଯ୍ୟରେ ସଫଳତା ମିଳିବ। ଖାଲି ସମୟରେ ଏଭଳି କିଛି କାମ କରନ୍ତୁ ଯାହାଦ୍ବାରା ଆପଣଙ୍କୁ ଆନନ୍ଦିତ ଅନୁଭବ ହେବ। ଅଯଥା ଚିନ୍ତା କରନ୍ତୁ ନାହିଁ। ଛୋଟ ପ୍ରବାସ ର ଆୟୋଜନ ହୋଇପାରେ। ଜୀବନସାଥୀ ଙ୍କ ତରଫରୁ କୌଣସି ଉପହାର ମିଳିପାରେ। ଶତ୍ରୁଙ୍କ ପକ୍ଷରୁ ଶାନ୍ତି ରହିବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି।

ଧନୁ ରାଶି –

ଆଜି ଆପଣ ଅଧିକ ଉତ୍ସାହିତ ରହିବେ। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଦେବାନେବା ସମୟରେ ସାବଧାନ ରହିବା ଆବଶ୍ୟକ। ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଧର୍ଯ୍ୟ ଧରି ସବୁ କାର୍ଯ୍ୟ କରନ୍ତୁ। କୌଣସି ବାହାର ସ୍ଥାନକୁ ଭ୍ରମଣ ଶେଷ ମୁହୂର୍ତ୍ତରେ ସ୍ଥଗିତ କରି ପାରନ୍ତି। ମହତ୍ୱପୂର୍ଣ୍ଣ ମାମଲାରେ ଉତ୍ତମ ପ୍ରଗତି କରିବେ। ଧନ ଉପାର୍ଜନ ର ଅବସର ମିଳିବ।

Google

ମକର ରାଶି –

ଆପଣଙ୍କ ସାମାଜିକ ପ୍ରତିଷ୍ଠା ରେ ବୃଦ୍ଧି ହେବ। ବନ୍ଧୁ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ଅନ୍ୟମାନଙ୍କ କାର୍ଯ୍ୟ ପ୍ରତି ନଜର ନଦେଇ ନିଜ କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ। ରଚନାତ୍ମକ ପ୍ରତିଭା କୁ ଉଚିତ ଦିଗରେ ବ୍ୟବହାର କରନ୍ତୁ, ଫାଇଦା ପ୍ରାପ୍ତ ହେବ। କୌଣସି ବଡ଼ ସମସ୍ୟାର ସାମ୍ନା କରି ପାରନ୍ତି। ବୌଦ୍ଧିକ ତଥା ଲେଖନ କାର୍ଯ୍ୟରେ ସଫଳତା ମିଳିବ।

କୁମ୍ଭ ରାଶି –

ଆଜି ଆପଣଙ୍କୁ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡିପାରେ। ଭାଇ ତଥା ପାର୍ଟନର ଙ୍କ ସହିତ ମତଭେଦ ହୋଇପାରେ। ଏଭଳି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହାଦ୍ବାରା ଆପଣଙ୍କୁ ବଦନାମ ହେବାକୁ ପଡ଼ିବ। ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ, ଏହା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ ଠିକ୍ ଠାକ୍ ଚାଲିବ। କୌଣସି ସଉଦା ରେ ହସ୍ତାକ୍ଷର କରିବା ପୂର୍ବରୁ ବିଚାର କରି ନିଅନ୍ତୁ। ଆପଣଙ୍କ ମନରେ ଶୀଘ୍ର ଧନ ଉପାର୍ଜନ କରିବା ପାଇଁ ଇଚ୍ଛା ଜାଗ୍ରତ ହେବ। ଅନ୍ୟମାନଙ୍କ ବିବାଦ ରେ ସାମିଲ ହୁଅନ୍ତୁ ନାହିଁ।

ମୀନ ରାଶି –

ଆଜି କିଛି ଲୋକଙ୍କୁ ଆକସ୍ମିକ ଯାତ୍ରା ରେ ଯିବାକୁ ପଡ଼ିପାରେ। ଅପ୍ରତ୍ୟାଶିତ ଲାଭ ମିଳିବାର ସମ୍ଭାବନା ରହିଛି। ବରିଷ୍ଠ ଲୋକଙ୍କ କଥାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆଜି ଆପଣଙ୍କୁ କେହି ପରାମର୍ଶ ଦେଉଛି ତାହେଲେ ଆପଣଙ୍କୁ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ସବୁ କ୍ଷେତ୍ରରୁ ଆପଣଙ୍କୁ ସହଯୋଗ ପ୍ରାପ୍ତ ହେବ। ଘରେ ବାହାରେ ସୁଖ ଶାନ୍ତି ବିରାଜମାନ କରିବ। ନିଜ କାର୍ଯ୍ୟ ପାଇଁ ସଫଳତା ହାସଲ କରିବେ।

ବନ୍ଧୁଗଣ ଆଜି ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଜୟ ହନୁମାନ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *