Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୪ ସେପ୍ଟେମ୍ବର ୨୦୨୦,ସୋମବାର,ଏହି ୫ ଟି ରାଶିର ଲୋକଙ୍କ ଉପରେ ରହିବ ମହାଦେବଙ୍କ କୃପା, ବଡ଼ ସମସ୍ୟା ର ହେବ ନିବାରଣ।

ସେୟାର୍ କରନ୍ତୁ

ଆଜି ଭୋଳାନାଥ ଙ୍କ କୃପାରୁ କିଛି ରାଶିର ଲୋକଙ୍କ ସମସ୍ୟାର ସମାଧାନ ହେବ। ଆମେ ଆପଣଙ୍କୁ ସୋମବାର ୧୪ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୪ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ବାହନ ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପରିଶ୍ରମ ବଳରେ ଆପଣ ନିଜର ଉଦ୍ଦେଶ୍ୟ ସଫଳ ବନାଇବେ। କୌଣସି ପୁରୁଣା ସମସ୍ୟା ସମାଧାନ ହୋଇପାରେ। ବନ୍ଧୁ ମାନଙ୍କ ସହିତ ସମ୍ବନ୍ଧ ମଧୁର ହେବ। ନୂଆ ଲୋକଙ୍କ ସହିତ ମଧୁର ସମ୍ପର୍କ ରହିବ। ଆର୍ଥିକ ସ୍ଥିତି ରେ ସୁଧାର ଆସିବ। ବ୍ୟବସାୟିକ କାର୍ଯ୍ୟରେ ସୁଧାର ଆସିବ। ପ୍ରୟାସ କରୁଥିବା କାର୍ଯ୍ୟରେ ସଫଳ ରହିବେ।

ବୃଷ ରାଶି –

କାର୍ଯ୍ୟସ୍ଥଳ ରେ ଆପଣଙ୍କ ପ୍ରଦର୍ଶନ କାମରେ ଆସିବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ସଫଳତା ଏ ମାର୍ଗ ଖୁଲିବ। ଆପଣଙ୍କୁ ନିଜ ବ୍ୟବହାର ପ୍ରତି ନିୟନ୍ତ୍ରଣ ରଖିବା ଆବଶ୍ୟକ। ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହେବେ। କୌଣସି ଖାସ୍ ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ପରିବାର ସହିତ ମଧୁରତା ସମ୍ବନ୍ଧ ବଢିବ। ସ୍ୱାଦିଷ୍ଟ ଭୋଜନ କରି ପାରନ୍ତି। ରୋଜଗାର ଆଶାରେ ଥିବା ଲୋକଙ୍କୁ ଉତ୍ତମ ଅବସର ପ୍ରାପ୍ତ ହେବ।

ମିଥୁନ ରାଶି –

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ନିବେଶ ବୁଝି ବିଚାରି କରନ୍ତୁ। ପାର୍ଟନର ଙ୍କ ସହିତ ସମ୍ବନ୍ଧ ମଧୁର ହେବ। କୌଣସି ସମସ୍ୟାର ସମାଧାନ ହୋଇଯିବ। ପରିବାର ସହିତ ସକାରାତ୍ମକ ସମୟ ଅତିବାହିତ କରିବେ। ପ୍ରେମ ପ୍ରସଙ୍ଗ ରେ ନିବିଡ଼ତା ରହିବ। ସ୍ୱାଦିଷ୍ଟ ଭୋଜନ କରି ପାରନ୍ତି।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ମନୋରଞ୍ଜନ ରେ ଅତିବାହିତ କରିବେ । ଆର୍ଥିକ ପକ୍ଷ ଦୁର୍ବଳ ରହିପାରେ। ଆଜି ଆପଣଙ୍କର ସବୁ କାର୍ଯ୍ୟ ସମ୍ପନ୍ନ ହେବ। ସମ୍ପତ୍ତି ମାମଲାରେ ଲାଭ ମିଳିବ। ପରିବାରରେ କିଛି ମାମଲାରେ ଆପଣଙ୍କୁ ଅଣଦେଖା କରିବା ଉଚିତ ନୁହେଁ। ଅପରିଚିତ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଧୋକା ଖାଇ ପାରନ୍ତି।

ସିଂହ ରାଶି –

ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରେ। ଆପଣଙ୍କ ଆତ୍ମବିଶ୍ବାସ ର ପ୍ରଭାବ ସମ୍ପର୍କ ରେ ପଡ଼ିବ। ଆର୍ଥିକ ସ୍ଥିତି ସୁଦୃଢ ରହିବ। ପାଠ ପୂଜାରେ ବିଶେଷ ଧ୍ୟାନ ଦେବେ। କୌଣସି ସମ୍ପର୍କୀୟଙ୍କ ଘରକୁ ଆପଣ ନିମନ୍ତ୍ରଣ ରେ ଯାଇ ପାରନ୍ତି।

କନ୍ୟା ରାଶି –

ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିପାରେ। ଆପଣଙ୍କୁ କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡିପାରେ। ଆୟ ରେ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜି ପାରେ। ନିଜ କାର୍ଯ୍ୟରେ ପୂରାପୂରି ଧ୍ୟାନ କେନ୍ଦ୍ରିତ କରନ୍ତୁ। ଅଫିସ ରେ ଗୁପ୍ତ ଶତ୍ରୁ ଙ୍କ ଠାରୁ ଦୂରେଇ ରୁହନ୍ତୁ। ଅଧିକ ଭାବୁକ ହେବା ଆପଣଙ୍କ ପାଇଁ ସମସ୍ୟା ଉତ୍ପନ୍ନ ହୋଇପାରେ।

ତୁଳା ରାଶି –

ଆଜି ଚାକିରୀ କ୍ଷେତ୍ରରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ। କୌଣସି ବଡ଼ ସମସ୍ୟାର ନିବାରଣ ହୋଇପାରେ। ଆପଣଙ୍କ ଅଭିଳାଷା ପୂରଣ ହେବ। ଆଜି ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଫିସ ରେ ବରିଷ୍ଠ ଲୋକଙ୍କ ସହିତ ଉତ୍ତମ ସମ୍ବନ୍ଧ ସ୍ଥାପନ କରିବେ। ସହକର୍ମୀଙ୍କ ସହିତ ବିବାଦ କରନ୍ତୁ ନାହିଁ। କୌଣସି ପରିସ୍ଥିତି କୁ ଭୟ କରନ୍ତୁ ନାହିଁ।

ବିଛା ରାଶି –

ଆଜି ଆପଣଙ୍କର ସବୁ ପ୍ରୟାସ ସଫଳ ରହିବ। ସୁଖଦ ସମାଚାର ପ୍ରାପ୍ତ କରିବେ। ଅଫିସ କାର୍ଯ୍ୟ ସମ୍ପନ୍ନ ପାଇଁ ଆପଣଙ୍କୁ ନିଜ ମନୋବଳ ଦୃଢ଼ କରିବାକୁ ପଡ଼ିବ। ପ୍ରେମ ଜୀବନରେ ରୋମାନ୍ସ ଭରି ରହିବ। ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି। ଆପଣଙ୍କ କାମରେ ବାଧା ଆସିପାରେ। ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।

ଧନୁ ରାଶି –

ବ୍ୟାପାର ବ୍ୟବସାୟ ରେ ସଫଳତା ମିଳିବ। ନିଜ ଆତ୍ମବିଶ୍ବାସ ବଳରେ ଆପଣ ଆଗକୁ ବଢିବେ। ଅଫିସ କାର୍ଯ୍ୟରେ ସଫଳତା ମିଳିବ। ଚାକିରୀ କ୍ଷେତ୍ରରେ ଆପଣ ଅଧିକ ଧ୍ୟାନ କେନ୍ଦ୍ରିତ କରିବେ। ବ୍ୟବସାୟ ରେ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ।

Google

ମକର ରାଶି –

ଆଜି ଆପଣଙ୍କୁ ଅଧିକ କାର୍ଯ୍ୟ ହେତୁ ନିଜ ପାଇଁ ସମୟ ବାହାର କରି ପାରିବେ ନାହିଁ।ଅଫିସ ରେ ଆପଣଙ୍କର କାର୍ଯ୍ୟ କ୍ଷମତା ବଢିବ। ବୈବାହିକ ପ୍ରସ୍ତାବ ମିଳିପାରେ। ଲୋକଙ୍କ ବିରୋଧ ର ସାମ୍ନା କରିବାକୁ ପଡିପାରେ। ନିଜ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପ୍ରୟାସ କରନ୍ତୁ। ଆର୍ଥିକ ସ୍ତରରେ ଆପଣଙ୍କୁ ଅନେକ ଅବସର ମିଳିବ। ଶତ୍ରୁ ପରାସ୍ତ ହେବେ। ବ୍ୟାପାର କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

କୁମ୍ଭ ରାଶି –

ଆଜି ଆପଣ ସାମ୍ନା କୁ ଆସି ନିଜ ମତ ଉପସ୍ଥାପନ କରି ପାରନ୍ତି। ଆପଣଙ୍କୁ ନିଜ ସମ୍ପର୍କୀୟଙ୍କ ଠାରୁ ସମର୍ଥନ ପ୍ରାପ୍ତ ହେବ। ନିଜ ପରିବାର ଲୋକଙ୍କୁ କିଛି କଥା ଲୁଚାନ୍ତୁ ନାହିଁ। ଆପଣଙ୍କୁ ଭବିଷ୍ୟତ ରେ ବଡ଼ ଫାଇଦା ହେବ। କୌଣସି ବଡ଼ ବିବାଦ ହୋଇପାରେ।

ମୀନ ରାଶି –

ଆଜି ର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଜୀବନସାଥୀ ଆପଣଙ୍କ ସମ୍ବନ୍ଧ କୁ ସୁଦୃଢ ବନାଇବା ପାଇଁ ପ୍ରୟାସ କରିବେ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହୋଇ ପାରନ୍ତି। କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଆପଣ ନିଜ କାର୍ଯ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ମହାଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ହର ହର ମହାଦେବ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *