Excuse Me Odisha

ଯାହା କହିବୁ ସତ କହିବୁ

ଆଜିର ରାଶିଫଳ : ୧୩ ସେପ୍ଟେମ୍ବର ୨୦୨୦,ରବିବାର,ଆଜି ୭ ଟି ରାଶିର ଲୋକଙ୍କ ଉପରେ ନକ୍ଷତ୍ର ରହିବେ। ଜାଣନ୍ତୁ କାହାକୁ ମିଳିବ ସଫଳତା ଏବଂ କାହାକୁ ମିଳିବ ବିଫଳତା।

ସେୟାର୍ କରନ୍ତୁ

ଆମେ ଆପଣଙ୍କୁ ରବିବାର ୧୩ ସେପ୍ଟେମ୍ବର ର ରାଶିଫଳ କହିବାକୁ ଯାଉଛୁ। ରାଶିଫଳ ର ଆମ ଜୀବନରେ ଅଧିକ ମହତ୍ୱ ରହିଛି। ରାଶିଫଳ ଜରିଆରେ ଭବିଷ୍ୟତରେ ହେବାକୁ ଥିବା ଘଟଣା ଗୁଡିକର ଆଭାସ ହୋଇଥାଏ। ରାଶିଫଳ ର ନିର୍ମାଣ ଗ୍ରହ ଗୋଚର ଓ ନକ୍ଷତ୍ର ଆଧାରରେ କରାଯାଏ। ପ୍ରତ୍ୟେକ ଦିନ ଗ୍ରହ ମାନଙ୍କର ସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ। ଏହି ରାଶିଫଳ ଜରିଆରେ ଆପଣଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ବିବାହ, ବ୍ୟବସାୟ ବାଣିଜ୍ୟ, ପ୍ରେମ ସମ୍ବନ୍ଧିତ ସମସ୍ତ ସୂଚନା ମିଳିପାରି ଥାଏ। ଯଦି ଆପଣ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ, ତେବେ ପଢନ୍ତୁ ରାଶିଫଳ ୧୩ ସେପ୍ଟେମ୍ବର ୨୦୨୦।

ମେଷ ରାଶି –

ଆଜି ଆପଣଙ୍କୁ ନିଜ ଉପରେ ସଂଯମତା ରକ୍ଷା କରନ୍ତୁ। ଏଥିପାଇଁ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରି ନିଅନ୍ତୁ। ବେକାର ଗତିବିଧି ରେ ନିଜର ଉର୍ଜା ନଷ୍ଟ କରନ୍ତୁ ନାହିଁ। ବ୍ୟାପାର ରେ ଉନ୍ନତି ହେବ। ପରିବାରରେ ଉତ୍ତମ ଦିନ ଆସିବ। କାର୍ଯ୍ୟକ୍ଷେତ୍ରରେ ଦିନଟି ଅନୁକୂଳ ରହିଛି। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ବୃଷ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଖୁବ୍ ଶୀଘ୍ର ଆପଣଙ୍କୁ ଜୀବନସାଥୀ ମିଳିବାର ସମ୍ଭାବନା ରହିଛି। କୌଣସି ଅଜଣା ଲୋକଙ୍କ ସହିତ ବିବାଦ ହୋଇପାରେ। କୌଣସି କ୍ଷେତ୍ରରେ ନିରାଶାଜନକ ପରିସ୍ଥିତି ସୃଷ୍ଟି ହୋଇପାରେ। ଆପଣ ସବୁ କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିବେ।

ମିଥୁନ ରାଶି –

ଆଜି ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ମନ ଲାଗିବ। ଆପଣଙ୍କ ଜୀବନସାଥୀ ଆପଣଙ୍କୁ ପ୍ରେମ ଏବଂ ରୋମାନ୍ସ ଭରି ରହିବ। ପେଟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। ବ୍ୟାପାରରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି ଏବଂ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଆପଣଙ୍କ ବିଚାରରେ ପରିବର୍ତ୍ତନ ହୋଇପାରେ। ଆପଣଙ୍କ ଅଭିଳାଷା ର ସଂଖ୍ୟା ବଢିପାରେ।

Google

କର୍କଟ ରାଶି –

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ଆପଣଙ୍କ ଜୀବନରେ ଏଭଳି ଜଣେ ବ୍ୟକ୍ତି ଆସିପାରେ, ଯିଏ ଆପଣଙ୍କ ପାଇଁ ମାର୍ଗଦର୍ଶକ ସାବ୍ୟସ୍ତ ହୋଇପାରେ। ଦିନର ଆରମ୍ଭ ଶୁଭ ସଂକଳ୍ପ ରେ ହେବ। ସନ୍ତାନଙ୍କ ଚିନ୍ତା ରହିବ। ବିବେକ ସହିତ କାର୍ଯ୍ୟ କରନ୍ତୁ । ବନ୍ଧୁ ମାନଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ମାତାପିତାଙ୍କ ସ୍ବାସ୍ଥ୍ୟ ଠିକ୍ ଠାକ୍ ରହିବ। ନୂତନ ସମ୍ବନ୍ଧ ଲାଭକାରୀ ହେବ। ଭୁଲ ନିଷ୍ପତ୍ତି ଶୀଘ୍ରତା ରେ ନିଅନ୍ତୁ ନାହିଁ।

ସିଂହ ରାଶି –

ଆଜି ଆପଣ ନିଜ ଲକ୍ଷ ପୂରଣ କରିବା ପାଇଁ ପ୍ରୟାସ କରିବେ। ବ୍ୟାପାରରେ ଟଙ୍କା ଫେରସ୍ତ ମିଳିବ। ଚାକିରୀ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତି ରୁ ଲାଭ ମିଳିବ। ସହଯୋଗୀ ମାନଙ୍କ ବିଶ୍ୱାସ ପ୍ରାପ୍ତ କରିବାରେ ଆପଣ ସଫଳ ରହିବେ। ମାନସିକ ଚିନ୍ତା କାରଣରୁ ଶାରୀରିକ ଅସ୍ଥିରତା ଦେଖା ଦେଇପାରେ। ଆପଣ ବ୍ୟର୍ଥ ଚିନ୍ତା ଛାଡ଼ି ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ।

କନ୍ୟା ରାଶି –

ଆଜି ଆପଣ ସକାରାତ୍ମକ ବ୍ୟବହାର ରଖନ୍ତୁ। ସ୍ଥିତି ସେତେ ଖରାପ ନାହିଁ , ଯାହା ଦେଖା ଯାଉଛି। ମନୋରଞ୍ଜନ ପାଇଁ ସମୟ ଅନୁକୂଳ ରହିଛି। ବ୍ୟବସାୟିକ ଦେବାନେବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। ଆଜି ଅନେକ ପ୍ରକାରର ଲାଭ ମିଳିବାର ସମ୍ଭାବନା ରହିଛି। ଘରର ବୃଦ୍ଧ ଲୋକ ତଥା ବନ୍ଧୁ ମାନଙ୍କ ସହଯୋଗ ପ୍ରାପ୍ତ ହେବ। ବୈବାହିକ ଜୀବନ ରେ ସୁଖଶାନ୍ତି ବିଦ୍ୟମାନ ହେବ। ପରୀକ୍ଷା ଏବଂ ପ୍ରତିଯୋଗିତାରେ ସଫଳତା କିଛି ପ୍ରୟାସ ଦ୍ଵାରା ମିଳିବ। ରାଜକୀୟ ବାଧା ଦୂର ହେବ।

ତୁଳା ରାଶି –

ଆଜି ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ ରହିବ। ସମ୍ପର୍କୀୟ ଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। କାରବାରରେ ଧନ ଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟିକ କ୍ଷେତ୍ରରେ ଅବଧି ଆପଣଙ୍କ ସପକ୍ଷରେ ରହିବ। ଅବସର ଆପଣଙ୍କ ମାର୍ଗ କୁ ଆସିବ। ବିରୋଧୀ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରି ପାରନ୍ତି। ଜୀବନସାଥୀ ଙ୍କ ଚିନ୍ତା ରହିବ।

ବିଛା ରାଶି –

ଆପଣ ଧନ ସଞ୍ଚୟ କରିବାରେ ସଫଳ ରହିବେ। ଆପଣ ନିଜ ଜୀବନରେ କିଛି ସ୍ମୃତି କୁ ମନେ ପକାଇବେ। ଜୀବନସାଥୀ ଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ। ଉତ୍ତମ ଭୋଜନ ର ଆନନ୍ଦ ନେବେ। ଆର୍ଥିକ ଲାଭ ମିଳିବ। ଆପଣଙ୍କ ଆତ୍ମବିଶ୍ବାସ ରେ ବୃଦ୍ଧି ହେବ। ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

ଧନୁ ରାଶି –

ଆପଣଙ୍କ ବ୍ୟବହାର ଆଜି ଅନୁକୂଳ ରହିବ। ଟଙ୍କାପଇସା ବନାଇବାରେ ନିଜ ବିଚାର ଉପଯୋଗ କରନ୍ତୁ। ପରିବାର ସଦସ୍ୟଙ୍କ ବ୍ୟବହାର ଆପଣଙ୍କ ପାଇଁ ପରିବର୍ତ୍ତନ ହୋଇପାରେ। ସାମାଜିକ କାର୍ଯ୍ୟରେ ଆପଣ ଯୋଗଦାନ କରିବେ। ଶାରୀରିକ ସମସ୍ୟା ଦୂର କରିବା ପାଇଁ ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ। କୌଣସି ପାରିବାରିକ କାର୍ଯ୍ୟକୁ ନେଇ ଆପଣ ଚିନ୍ତିତ ରହି ପାରନ୍ତି।

Google

ମକର ରାଶି –

ନିଜ ସ୍ଵଭାବ ଏବଂ ବ୍ୟବହାରରେ ପରିବର୍ତ୍ତନ କରନ୍ତୁ। ପିଲାମାନେ ଆଜି ଖେଳକୁଦ ରେ ରୁଚି ରଖିବେ। ପିତାମାତାଙ୍କୁ ସେମାନଙ୍କ ଉପରେ ଧ୍ୟାନ ରଖିବା ଆବଶ୍ୟକ। କରିଥିବା ସଂକଳ୍ପ କୁ ତୁଲାଇବା ପାଇଁ ପ୍ରୟାସ କରନ୍ତୁ । ବ୍ରେକ ଅପ ରୁ ବଞ୍ଚିତ ହେବା ପାଇଁ ପ୍ରୟାସ କରନ୍ତୁ। ସଙ୍ଗୀତ ରେ ରୁଚି ରଖୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଚାକିରୀ ପେଶାରେ ଥିବା ଲୋକଙ୍କୁ ଉତ୍ତମ ପ୍ରସ୍ତାବ ମିଳିବ।

କୁମ୍ଭ ରାଶି –

ଏହି ସମୟ ପିତାମାତାଙ୍କ ବିଶ୍ୱାସ ନେବାର ଉତ୍ତମ ସମୟ ରହିଛି। ପରିବାର ସହିତ ଉତ୍ତମ ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ବିରୋଧ ହୋଇପାରେ। କାରବାର ରେ ଉତ୍ତମ ପ୍ରଦର୍ଶନ କରିବେ। ବିରୋଧୀ ଆପଣଙ୍କ ପ୍ରତିଷ୍ଠା ବିଗାଡ଼ିବା ପାଇଁ ପ୍ରୟାସ କରି ପାରନ୍ତି।

ମୀନ ରାଶି –

ଶାରୀରିକ ରୂପରେ ଅସୁସ୍ଥତା ଅନୁଭବ କରି ପାରନ୍ତି। ଆଶାବାଦୀ ହୁଅନ୍ତୁ। ଆପଣଙ୍କ ବିଶ୍ୱାସ ର ନୂତନ ମାର୍ଗ ଖୋଲିବ। ପରିବାର ମଧ୍ୟରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କର ସବୁ ପ୍ରୟାସ ରେ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପରେ ସହଯୋଗ ପ୍ରାପ୍ତ ହେବ। ଚାକିରୀ ବ୍ୟବସାୟ ରେ ସମସ୍ୟାର ବାତାବରଣ ଦେଖା ଦେଇପାରେ। ନିଜ ଦାମୀ ବସ୍ତୁ କୁ ସମ୍ଭାଳି ରଖନ୍ତୁ।

ବନ୍ଧୁଗଣ ଆଜି ପ୍ରଭୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ପାଇବା ପାଇଁ ଆମର କମେଣ୍ଟ ବାକ୍ସରେ “ଓଁ ସୂର୍ଯ୍ୟା ଦେବାୟ ନମଃ ” ଲେଖି ଦିଅନ୍ତୁ । ଆଜିର ଦିନଟି ଶୁଭ ହେଉ,ଆଶା କରୁଛୁ ଆଜିର ଦିନଟି ଆପଣଙ୍କର କେମିତି କଟିବ ଜାଣି ପାରିଥିବେ,ଆର୍ଟିକିଲିଟି ଭଲ ଲାଗିଥିଲେ ନିଶ୍ଚିତ ଗୋଟିଏ ଲାଇକ କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *