Excuse Me Odisha

ଯାହା କହିବୁ ସତ କହିବୁ

ଅରଖ ଗଛର ପ୍ରଚଣ୍ଡ ବସିକରଣ ଯାହା ଚାହିଁବେ ତାହା ପାଇବେ। ସମସ୍ତେ ଆପଣଙ୍କ କଥା ମାନିବେ ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅରଖ ଗଛର ପ୍ରଚଣ୍ଡ ବସିକରଣ ଯାହା ଚାହିଁବେ ତାହା ପାଇବେ। ସମସ୍ତେ ଆପଣଙ୍କ କଥା ମାନିବେ

ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ ଅରଖ ଗଛର ପ୍ରଚଣ୍ଡ ବସିକରଣ କେଉଁ ପ୍ରକାରରେ ବହୁତ ସହଜରେ କରାଯାଇପାରିବ। ତେବେ ଏହି ପୋଷ୍ଟରେ ଏପରି ଏକ ଖାସ ତନ୍ତ୍ର ଯୁକ୍ତ କ୍ରିୟା ବିଷୟରେ ଜଣେଇବୁ ଯାହା ବହୁତ ସରଳ ଅଟେ କିନ୍ତୁ ପ୍ରଚଣ୍ଡ ତନ୍ତ୍ର ଯୁକ୍ତ ଅଟେ। ଏହି ପ୍ରୟୋଗ ଏତେ ଶୀଘ୍ର କାମ କରିଥାଏ ଯେ ୨୪ ଘଣ୍ଟାରେ ହିଁ ବସିକରଣ ପ୍ରଚଣ୍ଡ ଏବଂ ପ୍ରବଳ ହୋଇଯାଏ। ତେବେ ଆସନ୍ତୁ ଜାଣିବା। ବସିକରଣ ଏକ ଏମିତି କ୍ରିୟା ଅଟେ ଯାହା ସମୂହନ ଏବଂ ଆକର୍ଷଣ କରାଯାଇଥାଏ ଏବଂ ପୁରା ନିଜ ବସରେ କରାଯାଇପାରିବ।

ବହୁତ ଲୋକ ବସିକରଣକୁ ଭୁଲ ମାନିଥାନ୍ତି। ସେମାନେ ଭାବିଥାନ୍ତି କି ଏହାକୁ କରିବା ଦ୍ୱାରା ସାମ୍ନା ଲୋକ ପୁରା ଗୁଲାମ ପରି କାମ କରିଥାଏ କିନ୍ତୁ ଏପରି ହୋଇନଥାଏ। ବସିକରଣ କାମ କରିଥାଏ ଯେମିତିକି ଆପଣଙ୍କର କେହି ନିଜର ବିଲକୁଲ ବି ଆପଣଙ୍କର କଥା ଶୁଣୁ ନାହିଁ। ତେବେ ଏମିତିରେ ବସିକରଣର ପ୍ରୟୋଗ କରିବେ ଏବଂ ନିଜ ଜୀବନକୁ ଖୁସିପୁର୍ଣ କରିବା ଉଚିତ। କାରଣ ଏମିତି ବି କ୍ରିୟା ଅଛି ମନ୍ତ୍ର ବିଜ୍ଞାନ ତନ୍ତ୍ର ବିଜ୍ଞାନ ଯାହାବି କ୍ରିୟା ଏହା କେବଳ ଏଥିପାଇଁ ବନିଛି କି ଏହା ଦ୍ୱାରା ନିଜର ଦୁଃଖ ଦୂର କରି ଆଗକୁ ବଢ଼ିପାରିବେ।

ଯେବେବି ଏହି ବସିକରଣ କରିବେ କାହାର ଖରାପ ଚିନ୍ତା କରି କରିବେ ନାହିଁ। ଏହି କ୍ରିୟାକୁ କରିବା ପାଇଁ ଯେଉଁଦିନ ଏହି କ୍ରିୟା କରିବେ ସେହିଦିନ ସୋମବାର ହେବା କଥା। ସେହିଦିନ ଆପଣ ବ୍ରତ ରଖିବେ। ସବୁଠୁ ପ୍ରଥମେ ଭଗବାନ ଶିବଙ୍କ ମନ୍ଦିରକୁ ଯିବେ। ଭଗବାନ ଶିବଙ୍କ ଲିଙ୍ଗରେ ଗୋଟେ ଘଟି ଜଳ ଚଢ଼େଇବେ ଏବଂ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବେ କି ବସିକରଣ କ୍ରିୟା କରିବାକୁ ଯାଉଛି। ସେଥିରେ ସଫଳତା ମିଳୁ। ଏହାପରେ ନନ୍ଦି କାନରେ ବି ଏହା କହିକି ଆସିବେ। ଏହା ପରେ ଏପରି ଜାଗାକୁ ଯିବେ କି ଯେଉଁଠାରେ ଅରଖ ଗଛ ଥିବ। ଅରଖ ଗଛ ଏମିତି ଜାଗାରେ ଦେଖିବେ ଯେଉଁଠାରେ ଆପଣଙ୍କୁ କେହି ଡିଷ୍ଟପ କରିବେ ନାହିଁ। ମାନେକି ସୁନସାନ ଜାଗା ହୋଇଥିବ।

ତାପରେ ସେହି ବୃକ୍ଷରେ ଗୋଟେ ଘଟି ଜଳ ଚଢ଼େଇବେ ଏବଂ ପ୍ରାର୍ଥନା କରିବେ କି ହେ ବୃକ୍ଷ ରାଜ ମୁଁ ଯେଉଁ ବସିକରଣ କରିବାକୁ ଯାଉଛି ସେଥିରେ ମତେସଫଳତା ପ୍ରାପ୍ତ ହେଉ ଦୟା କରି ମୋ ଉପରେ କୃପା କରନ୍ତୁ। ଏହା ପରେ ଅରଖ ଗଛର ପତ୍ର ଦେଖିବେ ଯାହାର ଦିଗ ପୂର୍ବ ଏବଂ ପଶ୍ଚିମକୁ ହୋଇଥିବ। ଦୁଇଟି ପତ୍ରକୁ ଧୋଇବେ। ଏହାପରେ ଗୋଟେ ପତ୍ରରେ ନିଜ ନାମ ଲେଖିବେ ଆଉ ଗୋଟେ ପତ୍ରରେ ଯାହାକୁ ବସିକରଣ କରିବେ ତା ନାମ ଲେଖିବେ। କଞ୍ଚା ହଳଦୀ ବାଟି କରି ନେଇ ଏହାକୁ ଲେଖିବେ। ପୂର୍ବ ପଟେ ଥିବା ପତ୍ରରେ ନିଜ ନାମ ଲେଖିବେ ଏବଂ ପଶ୍ଚିମ ପଟେ ଥିବା ପତ୍ରରେ ଯାହାକୁ ବସିକରଣ କରିବେ ତାର ନାମ ଲେଖିବେ। ଏହାପରେ ଏହି ୨ଟି ପତ୍ରକୁ ଲାଲ କପଡ଼ାରେ ବାନ୍ଧି ଦେବେ।

ପତ୍ରକୁ ତୋଳିବେ ନାହିଁ ସେହି ଗଛରେ ହିଁ ବାନ୍ଧିଦେବେ। ତାପରେ ଅରଖ ଗଛରେ ଅଳ୍ପ ଚାଉଳ ଚଢ଼େଇକି ଗୋଟେ ନୋଟା ଜଳ ଚଢ଼େଇବେ। ଏହାପରେ ପ୍ରାର୍ଥନା କରିବେ ଆଉ ପଛକୁ ନବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସିବେ। ଆଉ ସେହି ଗଛର ଆଖପାଖକୁ କେବେବି ଯିବେ ନାହିଁ। ତେଣୁ ଘର ଠାରୁ ଦୂରରେ ହିଁ କରିବେ। ଗୋଟେ ଥରର ଏହି କ୍ରିୟା ଅଟେ। ଆପଣ ନିଜେ ୨୪ ଘଣ୍ଟାରେ ଏହାର ପ୍ରଭାବ ଦେଖିପାରିବେ। ଯଦି ୨୪ ଘଣ୍ଟାରେ ପ୍ରଭାବ ଦେଖିବେ ନାହିଁ ତେବେ ୭ ଦିନ ଅପେକ୍ଷା କରନ୍ତୁ। ୭ ଦିନରେ ଏହା ନିଶ୍ଚୟ ଫଳପ୍ରଦ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *