Excuse Me Odisha

ଯାହା କହିବୁ ସତ କହିବୁ

ଜନ୍ଦା ପିମ୍ପୁଡ଼ି ଦେଖିବା ମାତ୍ରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ । କରିବେ କୋଟି କୋଟି ଟଙ୍କା ରୋଜଗାର ।

ସେୟାର୍ କରନ୍ତୁ

ସାଧରଣତଃ ଲୋକେ ପିମ୍ପୁଡ଼ିକୁ ସବୁବେଳେ ଅଣଦେଖା କରନ୍ତି ଏବଂ ତାହାକୁ ଏକ ତୁଚ୍ଛ ଜୀବ ବୋଲି ଭାବିଥାନ୍ତି । କିନ୍ତୁ ବାସ୍ତବରେ ଜନ୍ଦା ପିମ୍ପୁଡ଼ି ଖୁବ ପରିଶ୍ରମୀ ପ୍ରାଣୀ ହୋଇଥାନ୍ତି ଏବଂ ଜନ୍ଦା ପିମ୍ପୁଡ଼ି ଠାରୁ ପରିଶ୍ରମ ଏବଂ ଅଧ୍ୟବସାୟ ଶିକ୍ଷା କରିବାକୁ ଉଦାହରଣ ଦିଆଯାଇଥାଏ । ଏକାଧିକ ପିମ୍ପୁଡ଼ି ଜନ୍ଦା ଦଲବଦ୍ଧ ଭାବରେ ଗୋଟିଏ ପାହାଡ଼କୁ କାଟିବାକୁ ମଧ୍ୟ କ୍ଷମତା ରଖନ୍ତି । ଜନ୍ଦା ପିମ୍ପୁଡ଼ି ସହରକୁ ପରିଷ୍କାର ରଖିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଜନ୍ଦା ପିମ୍ପୁଡ଼ି ଆପଣଙ୍କ ଜୀବନରେ ଶୁଭ ନା ଅଶୁଭ ଯୋଗ ନେଇ ଆସିଥାନ୍ତି ।

କୁହାଯାଏ ଯେ ଦୁନିଆର ଅନ୍ୟ ସବୁ ନେଟୱର୍କ ଅପେକ୍ଷା ଜନ୍ଦା ପିମ୍ପୁଡ଼ି ନେଟୱର୍କ ଭଲ ହୋଇଥାଏ । ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଯେ ଘରେ ଜନ୍ଦାପିମ୍ପୁଡ଼ି ଦେଖିଲେ ତାହାକୁ ବାହାର କରିବା ଉଚିତ ନୁହେଁ । କାରଣ ଏହା ଜୀବନରେ କିଛି ଖାସ ସଙ୍କେତ ନେଇ ଆସିପାରେ । କିନ୍ତୁ ତାହା ଜନ୍ଦାପିମ୍ପୁଡ଼ିର ରଙ୍ଗ ଉପରେ ନିର୍ଭର କରେ । ଯେମତିକ କଳା ଜନ୍ଦାକୁ ଭଗବାନ ବିଷ୍ଣୁଙ୍କ ଅଂଶ କୁହାଯାଉ ଥିବାରୁ ଏହାକୁ ଦେଖିଲେ ଅଟା କିମ୍ବା ଅଟା ସହିତ ଚିନି ଖାଇବାକୁ ଦେବା ଆବଶ୍ୟକ । ଏହାଦ୍ବାରା କୁହାଯାଏ ଯେ ପୁଣ୍ୟ ପ୍ରାପ୍ତ ହୋଇଥାଏ । କାରଣ ମନୁଷ୍ୟର ମୃତ୍ୟୁ ପରେ ଜନ୍ଦାପିମ୍ପୁଡ଼ି ଏକାଧିକ ଜୀବର ଜନ୍ମ ପରେ ଏକ ଖାସ ଜନ୍ମ ହୋଇଥାଏ । ଯଦି ପରିବାର ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଶୁଖିଲା ନଡ଼ିଆ ପାଉଡରରେ ଚିନି ମିଶାଇ କିମ୍ବା ବାଦାମ ପାଉଡର ରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ ।

ଏହାଦ୍ବାରା ଚେହେରାର ପ୍ରକାଶ ବୃଦ୍ଧି ହେବା ସହିତ ଚାକିରୀ ଏବଂ କରଜ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶନି ରାହୁ କେତୁ ଗ୍ରହ ଜନିତ ସମସ୍ୟା ଥିଲେ ଆପଣ ଅଟାରେ ଚିନି ମିଶାଇ ଜନ୍ଦାପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । କେଶରେ ରୂପୀ ଅଧିକ ଥିଲେ ଜନ୍ଦା ପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଶୁକ୍ର ଗ୍ରହ ସମସ୍ୟା ଥିଲେ ମଧ୍ୟ ପ୍ରତ୍ୟେକ ଶୁକ୍ରବାର ଜନ୍ଦାପିମ୍ପୁଡ଼ିକୁ ଚିନି ଖାଇବାକୁ ଦିଅନ୍ତୁ । ଗ୍ରହ ଦୋଷ ସମସ୍ୟା ଥିଲେ କିମ୍ବା ସୂର୍ଯ୍ୟ ଦୁର୍ବଳ ଥିଲେ କ୍ଷୀରି ବନାଇ ଜନ୍ଦା ଏବଂ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଯେଉଁ ଘରେ କଳା ଜନ୍ଦାପିମ୍ପୁଡ଼ି ଦେଖାଯାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଯାଉଛି ।

ମାତ୍ର ନାଲି ଜନ୍ଦାପିମ୍ପୁଡ଼ି ଅଣ୍ଡା ଧରି ଯାଉଥିବାର ଦେଖଲେ ତାହା ବଡ଼ ବିପଦ ଦିଗରେ ସଙ୍କେତ ଦେଇଥାଏ । ଯଦି ସୂର୍ଯ୍ୟ କମଜୋର ଥାଆନ୍ତି ତେବେ ରବିବାର ଦିନ ପିମ୍ପୁଡ଼ିକୁ ଖିରି ତିଆରି କରି ଖାଇବାକୁ ଦିଅନ୍ତୁ । ଯଦି କେତୁ ଦୋଷ ଆପଣଙ୍କ ଜାତକରେ ଲାଗିଛି ତେବେ ୪୩ ଦିନ ପର୍ଯ୍ୟନ୍ତ ଅଟାରେ ଗୁଡ଼ ମିଶାଇ ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଏହାବ୍ୟତୀତ ଆପଣ କଳା ଏବଂ ଧଳା କମ୍ବଳ ଦାନ ମଧ୍ୟ କରିପାରିବେ । ପିତୃ ଦୋଷକୁ ଦୂର କରିବା ପାଇଁ ଘରେ ତିଆରି ହେଉଥିବା ଖାଦ୍ୟରୁ ଅଳ୍ପ ବାହାର କରି ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ । ଯେଉଁ ଘରେ କଳା ପିମ୍ପୁଡ଼ି ଦେଖା ଯାଇଥାଏ ସେହି ଘରେ ଭାଗ୍ୟ ଉଦୟ ହୋଇଥାଏ । ଏହାଦ୍ବାରା ଆପଣ ଲୋକପ୍ରିୟ ହେବାର ମଧ୍ୟ ସଙ୍କେତ ମିଳିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *