Excuse Me Odisha

ଯାହା କହିବୁ ସତ କହିବୁ

୨୦୨୪ ର ବଡ଼ ଭବିଷ୍ୟବାଣୀ । ନୀଳ , ହଳଦିଆ ଏବଂ ନାଲି ମଧ୍ୟରୁ ବାଛନ୍ତୁ କେବଳ ଗୋଟିଏ ରଙ୍ଗ ।

ସେୟାର୍ କରନ୍ତୁ

ଭାରତରେ ଅଧିକାଂଶ ଲୋକ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ନିଜ ଭାଗ୍ୟ ଜାଣିବାକୁ ଉଦ୍ୟମ କରିଥାନ୍ତି । ତେଣୁ ଆପଣ ନୀଳ , ହଳଦିଆ ଏବଂ ନାଲି ମଧ୍ୟରୁ ଯେକୌଣସି ଗୋଟିଏ ରଙ୍ଗ ବାଛି ନିଜ ଭାଗ୍ୟକୁ କିଭଳି ଜାଣି ପାରିବେ ସେହି ବିଷୟରେ କହିବୁ ।

ନୀଳ ରଙ୍ଗ:-

ଯଦି ଆପଣ ନୀଳ ରଙ୍ଗ ବାଛୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଦୀର୍ଘ ସମୟ ଧରି ଆପଣଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଲାଗି ରହିଛି । ଏହି ସମସ୍ୟା କାରଣରୁ ଆପଣ ନିଜ ଭାଗ୍ୟକୁ ନିଜର ସପକ୍ଷରେ ନୁହେଁ ବୋଲି ବିବେଚନା କରୁଛନ୍ତି । ଯେଉଁ କାରଣରୁ ଆପଣଙ୍କ ମାନସିକ ସ୍ତରରେ ଚିନ୍ତା ଭାବନାରେ କିଛି ପରିବର୍ତ୍ତନ ଆସିଛି । କିନ୍ତୁ ଏସବୁ ଆପଣଙ୍କୁ ଅଧିକ ଶକ୍ତିଶାଳୀ ମଧ୍ୟ କରି ଦେଇଛି । ଆପଣ କେବେବି ଅଯଥାରେ ସମୟ ନଷ୍ଟ କରିବାକୁ ଆଦୋୖ ପସନ୍ଦ କରନ୍ତି ନାହିଁ । ଆପଣ ସର୍ବଦା ନିଜ କ୍ୟାରିଅରକୁ ନେଇ ଅଗ୍ରସର ହୁଅନ୍ତି । ଏହି କାରଣରୁ ହିଁ ଆପଣ ନିଜ ଜୀବନରେ ଆଗକୁ ଯିବେ ଏବଂ ସଫଳତା ହାସଲ କରିବେ । କିନ୍ତୁ ଆପଣ କୌଣସି ନିର୍ଣ୍ଣୟ ନେବାରେ ସବୁବେଳେ ବିରତ ରହନ୍ତି । କୌଣସି କାର୍ଯ୍ୟକୁ ହାତକୁ ନେବା ପୂର୍ବରୁ ଖୁବ ଅଧିକ ବିଚାର ବିମର୍ଶ କରନ୍ତି । ଏହି କାରଣରୁ ସମୟ ସମୟରେ ଆପଣ ଭଲ ସୁଯୋଗକୁ ହାତ ଛଡ଼ା କରି ଦିଅନ୍ତି । ତେଣୁ ଆପଣ ନିଜର ଏହି ସ୍ବଭାବକୁ ବଦଳାଇ ଦିଅନ୍ତୁ ଏବଂ କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଜୀବନସାଥୀଙ୍କ କଥା ଶୁଣନ୍ତୁ ଏବଂ ମାନନ୍ତୁ ।

୨ . ହଳଦିଆ ରଙ୍ଗ:-

ଯଦି ଆପଣ ହଳଦିଆ ରଙ୍ଗ ବାଛୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ଅତ୍ୟନ୍ତ ଧୌର୍ଯ୍ୟବାନ , ବିବେକବାନ ଏବଂ ଜ୍ଞାନୀବ୍ୟକ୍ତି ଅଟନ୍ତି । କୌଣସିବି ସ୍ଥିତିରେ ଆପଣ ସବୁବେଳେ ଉଚ୍ଚସ୍ତରରେ ରହିଥାନ୍ତି । ସ୍ଵଭାବ ପବିତ୍ର ହୋଇଥିବାରୁ ଆପଣ ସମସ୍ତଙ୍କର ପ୍ରିୟର ହୋଇଥାନ୍ତି । କିନ୍ତୁ ଆପଣଙ୍କର କ୍ରୋଧ ଏବଂ ଚିଡିଚିଡ଼ା ସ୍ଵଭାବ ଅଧିକ ରହିଥାଏ । ଏହି କାରଣରୁ ପ୍ରାୟତଃ ଲୋକେ ଆପଣଙ୍କୁ ଭୁଲ ବୁଝିଥାନ୍ତି । କିନ୍ତୁ ଯେଉଁମାନେ ଆପଣଙ୍କୁ ଭଲ ଭାବରେ ବୁଝନ୍ତି , ସେମାନେ କେବେବି ଆପଣଙ୍କୁ ତ୍ୟାଗ କରନ୍ତି ନାହିଁ ଏବଂ ସର୍ବଦା ଆପଣଙ୍କ ସହିତ ରହିଥାନ୍ତି । ଆପଣ ଅଧିକ ଖର୍ଚ୍ଚ ସ୍ୱଭାବର ହୋଇଥାନ୍ତି । ଯେଉଁ କାରଣରୁ ଜୀବନରେ ଅନେକ ସମୟରେ ଅନେକ ସମସ୍ୟା ହୋଇଥାଏ । କିନ୍ତୁ ଏକ ନିର୍ଦିଷ୍ଟ ସମୟସୀମାରେ ଆପଣଙ୍କ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ହୋଇପାରେ ।

୩ . ନାଲି ରଙ୍ଗ:-

ଯଦି ଆପଣ ନାଲି ରଙ୍ଗ ବାଛୁଛନ୍ତି ତେବେ ଆପଣ ଖୁବ ସୁନ୍ଦର ଅଟନ୍ତି ଏବଂ ଆପଣ ଅତ୍ୟନ୍ତ ଆକର୍ଷକ ଅଟନ୍ତି । ଯେଉଁମାନେ ଆପଣଙ୍କ ସହିତ ମିଶନ୍ତି , ସେମାନେ ଜୀବନରେ କେବେବି ଆପଣଙ୍କୁ ଭୁଲି ପାରନ୍ତି ନାହିଁ । ଆପଣ ପ୍ରାୟତଃ ସବୁବେଳେ ଅଧିକ ଗପିବାର ପସନ୍ଦ କରିଥାନ୍ତି । ଆପଣ ସର୍ବଦା କାହା ସହିତ ରହିବାକୁ ଏବଂ ସର୍ବଦା ଖୁସିରେ ରହିବାକୁ ପସନ୍ଦ କରନ୍ତି । ଆପଣଙ୍କ ହୃଦୟ ଖୁବ ପରିଷ୍କାର ହୋଇଥାଏ । କିନ୍ତୁ ଆପଣ ସମୟ ସମୟରେ ଠକାମୀର ଶିକାର ହୋଇଥାନ୍ତି । ଆପଣଙ୍କର ସବୁଠାରୁ ଅଧିକ ରୁଚି ଭାବନାତ୍ମକ କାର୍ଯ୍ୟରେ ରହିଥାଏ । ଖୁବ କଠିନରୁ କଠିନ ସ୍ଥିତିକୁ ସମ୍ମିଖିନ ହେବାର କଳା ଆପଣଙ୍କ ପାଖରେ ରହିଥାଏ । ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜ ଭବିଷ୍ୟତ ନିଜେ ଲେଖିଥାନ୍ତି । ଆପଣ କଳା ଏବଂ ସଙ୍ଗୀତରେ ଆପଣଙ୍କର ରୁଚି ରହିଥାଏ । ସର୍ବଦା ହସହସ ମୁହଁ ଆପଣଙ୍କୁ ପ୍ରିୟ ପାତ୍ର କରାଇଥାଏ । ଆପଣ ଜଣେ ଭଲ ମୋଟୀଭେଟର ଏବଂ ବ୍ୟବସାୟୀ ମଧ୍ୟ ହୋଇ ପାରନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *