Excuse Me Odisha

ଯାହା କହିବୁ ସତ କହିବୁ

କୋଟିପତି ହେବାକୁ ଚାହୁଁଥିଲେ ଶନିବାର ଦିନ ଅସ୍ତଗଛ ମୂଳରେ ୧ ଦୀପ ଜଳାନ୍ତୁ ଏବଂ କୁହନ୍ତୁ ୨ ଟି ଶବ୍ଦ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କୋଟିପତି ହେବାକୁ ଚାହୁଁଥିଲେ ଶନିବାର ଦିନ ଅସ୍ତଗଛ ମୂଳରେ ୧ ଦୀପ ଜଳାନ୍ତୁ ଏବଂ କୁହନ୍ତୁ ୨ ଟି ଶବ୍ଦ।

ବନ୍ଧୁଗଣ ଅସ୍ତଗଛ ଏକ ଏମିତି ଗଛ ଅଟେ ଯାହାର ପୂଜା କଲେ ବହୁତ ଚମତ୍କାରୀ ଏବଂ ବହୁତ ଶୀଘ୍ର ଲାଭ ମିଳିଥାଏ ବୋଲି ମାନାଯାଏ।

ଯଦି କୌଣସି ଲୋକ ବହୁତ ଦିନରୁ ରୋଗରେ ପୀଡିତ ଅଛନ୍ତି ତେବେ ଏହି ସ୍ଥିତିରେ ଯଦି ପ୍ରତିଦିନ ଅସ୍ତ ଗଛରେ ପାଣି ଦିଅନ୍ତି ତେବେ ବହୁତ ଶୀଘ୍ର ତାଙ୍କୁ ଔଷଧର ଲାଭ ମିଳିଥାଏ ଏବଂ ସେ ସୁସ୍ଥ ହୋଇଯାନ୍ତି।

ଆର୍ଥିକ ସମସ୍ୟାରେ ଚିନ୍ତିତ ଅଛନ୍ତି ମାନସିକ ଚିନ୍ତା ଶାରୀରିକ ଚିନ୍ତାରେ ଚିନ୍ତିତ ଅଛନ୍ତି କରଜରେ ବୁଡ଼ି ରହିଛନ୍ତି କୌଣସି ବି ପ୍ରକାରର ସମସ୍ୟା ଥିଲେ ଯଦି ଅସ୍ତଗଛର ପୂଜା କରିବେ ଦୀପ ଦାନ କରିବେ ପରିକ୍ରମା କରିବେ ତ ଆପଣଙ୍କ ସମସ୍ତ ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ।

ଏହି ଗଛକୁ ଭଗବାନ ବିଷ୍ଣୁଙ୍କର ସ୍ଵରୂପ ମାନାଯାଏ। ଏହି କଥା ଭଗବାନ ବିଷ୍ଣୁ କହିଛନ୍ତି ଗଛ ମଧ୍ୟରୁ ମୁଁ ଅସ୍ତ ଗଛ ଅଟେ। ସେଥିପାଇଁ ଅସ୍ତ ଗଛର ପୂଜା କଲେ ଆମକୁ ବହୁତ ଶୀଘ୍ର ଲାଭ ପ୍ରାପ୍ତି ହୋଇଥାଏ।

ଅସ୍ତଗଛରେ ଭଗବାନ ବିଷ୍ଣୁଙ୍କ ବ୍ୟତୀତ ୩୩ କୋଟି ଦେବିଦେଵତାଙ୍କର ବାସ କରନ୍ତି। ଆମର ପିତୃପୁରୁଷଙ୍କ ବାସ ହୋଇଥାଏ। ଯେତେବେଳେ ଆମେ ଏହି ଗଛର ପୂଜା କରିଥାଉ ତ ଆମକୁ ବହୁତ ଶୀଘ୍ର ଲାଭ ପ୍ରାପ୍ତି ହୋଇଥାଏ। ଏହି ଗଛର ପୂଜା କରିଲେ ସମସ୍ତ ଦେବୀ ଦେବତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଆମର ପୂର୍ବଜଙ୍କର ବି ଆଶୀର୍ବାଦ ମିଳିଥାଏ। ଆଜି ଆମେ ଆଲୋଚନା କରିବା ଏକ ଚମତ୍କାରୀ ଉପାୟ ବିଷୟରେ।

ଶନିବାର ଦିନ ସୂର୍ଯ୍ୟାସ୍ତ ପରେ ଏହି ଉପାୟ କରିବା ଉଚିତ।ମାତ୍ର ଗୋଟେ ଶନିବାର ଏହି ଉପାୟ କଲେ ଏହାର ଲାଭ ମିଳିଥାଏ। ଯଦି କରଜରେ ଡୁବି ହୋଇରହିଥିବେ ଘରେ କ୍ଳେଶ ଅଧିକ ହେଉଛି ଆର୍ଥିକ ସମସ୍ୟା ଚିନ୍ତିତ କରୁଛି କିମ୍ବା ଯେକୌଣସି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାତ୍ର ଗୋଟିଏ ଶନିବାର ଏହି ଉପାୟ କରନ୍ତୁ ଶୀଘ୍ର ଲାଭ ପ୍ରାପ୍ତି ହେବ ଏବଂ ମା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତି ହେବ ଧନର ଆଗମନ ହେବ ଧନ ସଞ୍ଚୟ ବି ହେବ ଚାକିରୀରେ ଥିବା ଚିନ୍ତା ଦୂର ହେବ ବ୍ୟବସାୟରେ ଉନ୍ନତି ହେବ।

ଶନିବାର ଦିନ ସନ୍ଧ୍ୟାରେ କୌଣସି ପୁରୁଣା ଅସ୍ତ ଗଛ ମୂଳକୁ ଯାଆନ୍ତୁ। ଅଳ୍ପ ରୋଲି ଏବଂ ଛୋଟ ଲାଲ କପଡା ଲାଲ ସୂତା ରକ୍ଷା ସୂତ୍ର ଏକ ଅଟାର ଦୀପ ଏବଂ ଗାଈ ଘିଅ ନେଇ ଯାଆନ୍ତୁ ସେଠାରେ ଜଳାନ୍ତୁ କିମ୍ବା ତିଳର ତେଲ ବି ନେଇପାରିବେ। ସୂର୍ଯ୍ୟାସ୍ତ ପରେ ରାତି ୮ ଟା ମଧ୍ୟରେ ଅସ୍ତ ଗଛର ପୂଜା କରିନେବା ଉଚିତ। ଏହାପରେ ଏହି ଗଛର ପୂଜା କରିବା ଉଚିତ ନୁହେଁ।

ଏହି ଗଛ ପାଖକୁ ଡେରି ରାତିରେ ଯିବା ଉଚିତ ନୁହେଁ। ସେଥିପାଇଁ ରାତି ୮ ଟା ପୂର୍ବରୁ ଏହି ଉପାୟ କରିନେବେ। ଯେତେବେଳେ ଅସ୍ତ ଗଛ ପାଖକୁ ଯିବେ ପ୍ରଥମେ ସେହି ଗଛକୁ ପ୍ରଣାମ କରିବେ ଏବଂ ଏହାପରେ ସମସ୍ତ ଦେବୀ ଦେବତାଙ୍କୁ ପ୍ରଣାମ କରିବେ। ପୂର୍ବଜଙ୍କୁ ପ୍ରଣାମ କରିବେ ଏବଂ ଏହା ସହିତ ଭଗବାନ ହନୁମାନଙ୍କୁ ପ୍ରଣାମ କରିବେ ଭଗବାନ ଶନିଦେବଙ୍କୁ ପ୍ରଣାମ କରିବେ।

ଶନିବାର ଶନିଦେବଙ୍କ ଦିନ ଅଟେ ସେଥିପାଇଁ ଶନିଦେବଙ୍କୁ ଅବଶ୍ୟ ପ୍ରଣାମ କରିବେ। ଏହା ପରେ ଅଟାର ଦୀପକୁ ଅସ୍ତ ଗଛ ମୂଳରେ ଜଳେଇ ହନୁମାନ ଚାଳିସାର ପାଠ କରିନିଅନ୍ତୁ। ଭଗବାନ ହନୁମାନଙ୍କ ଆରୋଧନା କରି ମନରେ ହନୁମାନଙ୍କୁ ଧ୍ୟାନ କରି ୧ ଥର ହନୁମାନ ଚାଳିସାର ପାଠ କରନ୍ତୁ। ଯେତେବେଳେ ପାଠ କରି ସାରିବେ ତ ଅସ୍ତ ଗଛର ଏକ ବଡ଼ ପତ୍ର ଦେଖିବେ ଯେମିତି ସେହି ଗଛରେ ଥିବ ସେହି ପତ୍ରକୁ ତୋଳିବେ ନାହିଁ ସେହି ଗଛରେ ହିଁ ଲାଗି ରହିବ।

ସେହି ପତ୍ରରେ ରୋଲିରେ ଅଳ୍ପ ଜଳ ଦେଇ ଓଦା କରି ସେହି ପତ୍ରରେ ନିଜର ମନସ୍କାମନା ଅନାମିକା ଆଙ୍ଗୁଳିରେ ଲେଖିଦିଅନ୍ତୁ। ଯେଉଁ ବି ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହା ଲେଖି ଦିଅନ୍ତୁ। ଯେଉଁ ପତ୍ରରେ ନିଜର ମନସ୍କାମନା ଲେଖିଥିବେ ସେହି ଡାଳରେ ଯେଉଁ ସୂତା ନେଇଥିଲେ ତାହାକୁ ୭ ଫେରା କରି ବାନ୍ଧି ଦିଅନ୍ତୁ ଏବଂ ଯେଉଁ ସୂତା ଅଧିକ ରହିବ ତାହାକୁ ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ। ଏହା ପରେ ଅସ୍ତ ଗଛର ଛାଇରେ ବସି ଏହି ମନ୍ତ୍ରର ଜପ କରିବାକୁ ହେବ। ମନ୍ତ୍ର ହେଉଛି ଓଁମ ହ୍ରରିଂ ବଟ ସୁହାଃ। ଅସ୍ତ ଗଛ ମୂଳରେ ବସି କରାଯାଉଥିବା କୌଣସି ବି ମନ୍ତ୍ର ବହୁତ ଶୀଘ୍ର ଲାଭ ଦେଇଥାଏ ଏବଂ ବହୁତ ଶୀଘ୍ର ମନସ୍କାମନା ପୂରଣ କରିଦେଇଥାଏ।

ଏହି ଗଛ ତଳେ ବସି କୌଣସି ବି ସମସ୍ୟା କୌଣସି ବି ମନସ୍କାମନା କହିଲେ ବହୁତ ଶୀଘ୍ର ପୂରଣ ହୋଇଥାଏ। ଏହି ମନ୍ତ୍ରକୁ ଆପଣ ନିଜ ସମୟ ଅନୁସାରେ ଯେତେ ପାରିବେ ଜପ କରି ପାରିବେ। ଯଦି ଆପଣଙ୍କ ପାଖରେ ମାଳା ଥାଏ ତେବେ ୧୦୮ ଥର ଏହାକୁ ଜପ କରିପାରିବେ। ଜପ ପୁରା ହେବା ପରେ ସମସ୍ତ ଦେବିଦେଵତାଙ୍କୁ ପ୍ରଣାମ କରନ୍ତୁ। ନିଜର ପିତୃପୁରୁଷଙ୍କ ଆଶୀର୍ବାଦ ନିଅନ୍ତୁ। ଶନିଦେବଙ୍କୁ ପ୍ରଣାମ ପ୍ରଣାମ କରନ୍ତୁ। ହନୁମାନଙ୍କୁ ବି ପ୍ରଣାମ କରନ୍ତୁ। ଯେତେବେଳେ ସମସ୍ତ ଦେବୀ ଦେବତାଙ୍କୁ ପ୍ରଣାମ କରିବେ ତ ନିଜର ମନସ୍କାମନା କୁହନ୍ତୁ ଏବଂ କୁହନ୍ତୁ କି ହେ ପିତୃଦେଵତା ହେ ଶ୍ରୀହରି ବିଷ୍ଣୁ ହେ ହନୁମାନ ସବୁ ଦେବିଦେଵତାଙ୍କୁ ସ୍ମରଣ କରି ନିଜ ମନରେ ଯାହାବି ସମସ୍ୟା ଥିବ ଯାହାବି ଇଛା ଥିବ ଅସ୍ତ ଗଛ ମୂଳରେ କହିବେ।

ବହୁତ ଶୀଘ୍ର ମନସ୍କାମନା ପୂରଣ ହୋଇଯିବ। ଯେକୌଣସି ବି ସମସ୍ୟା ବହୁତ ଶୀଘ୍ର ତାର ସମାଧାନ ହୋଇଯାଏ। ସମସ୍ତଙ୍କୁ ପ୍ରଣାମ କରିବା ପରେ ଆପଣ ଯେଉଁ ଲାଲ କପଡା ନେଇଥିବେ ସେହି ଲାଲ କପଡ଼ାରେ ଅସ୍ତ ଗଛର ଏକ ଚୁଟକି ମାଟି କାଢି ନିଅନ୍ତୁ ଅର୍ଥାତ ଅଳ୍ପ ମାଟି ଅସ୍ତ ଗଛରୁ ବାହାର କରିଦେବେ ଏବଂ ତାହାକୁ ଲାଲ କପଡ଼ାରେ ରଖି ବାନ୍ଧି ଦେବେ ଏବଂ ଏହାପରେ ସମସ୍ତ ଦେବୀ ଦେବତାଙ୍କୁ ପ୍ରଣାମ କରି ମନର ଇଛା ମନରେ ରଖି ଭଗବାନ ବିଷ୍ଣୁଙ୍କ ସହିତ ସମସ୍ତ ଦେବୀ ଦେବତାଙ୍କୁ କହିବା ପରେ ଏହି ମାଟିକୁ ନେଇ ନିଜର ଘରକୁ ଆସିଯିବେ।

ଏହି ମାଟିକୁ ନିଜର ଘରର ଧନ ରଖୁଥିବା ସ୍ଥାନରେ ରଖିଦେବେ। ବ୍ୟବସାୟରେ ଯଦି କ୍ଷତି ହେଉଥାଏ ତେବେ ନିଜର ବ୍ୟବସାୟ ସ୍ଥଳରେ ରଖିଦେବେ। ବହୁତ ଶୀଘ୍ର ଆପଣଙ୍କର ଧନର ସମସ୍ୟା ଦୂର ହୋଇଯିବ। ଯେତେବେଳେ ଘରକୁ ଧନ ଆସିଥାଏ ତ ଘରେ ଥିବା ଦୁଃଖ କଷ୍ଟ କଳହ କ୍ଳେଶ ସବୁ ଦୂର ହୋଇଯାଇଥାଏ। ଏହି ଉପାୟକୁ ମାତ୍ର ୧ ଶନିବାର ହିଁ କରିବେ। ଏହି ମାଟିକୁ ଅସ୍ତ ଗଛ ମୂଳରୁ ଆଣିବା ସମୟରେ ଯେମିତି ଆପଣଙ୍କୁ କେହି ଦେଖିବେ ନାହିଁ। ଚୁପଚାପ ଗଛ ମୂଳରୁ ମାଟି ବାହାର କରିବେ। ଏହି ମାଟିକୁ ଘରେ ସବୁଦିନ ରଖିବେ।

ସ୍ତ୍ରୀ ମାନେ ଧ୍ୟାନ ଦେବେ ଏହି ଉପାୟ କରିବା ସମୟରେ ଶୁଦ୍ଧ ହୋଇଥିବା ଉଚିତ। ମାସିକ ଧର୍ମ ସମୟରେ ଏହି ଉପାୟ କରିବେ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *