Excuse Me Odisha

ଯାହା କହିବୁ ସତ କହିବୁ

ଭୀଷ୍ମ ନିଜେ କହିଥିଲେ – ସମ୍ଭୋଗ ସମୟରେ ଅଧିକ ମଜା କିଏ ଅଧିକ ନେଇଥାଏ – ପୁରୁଷ ନା ନାରୀ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭୀଷ୍ମ କହିଥିଲେ ସମ୍ଭୋଗ ସମୟରେ ଅଧିକ ମଜା କିଏ ଅଧିକ ନେଇଥାଏ।

ପୌରାଣିକ କଥା ଅନୁସାରେ ଏହା ଏକ ଯୁକ୍ତି ଅଛି ଯେବେ କୌଣସି ସ୍ତ୍ରୀ ପୁରୁଷ ସମ୍ଭୋଗ କରିଥାନ୍ତି ତ କିଏ ଅଧିକ ଆନନ୍ଦ ନେଇଥାଏ। ଆଜି ବି ବିଜ୍ଞାନ ୧୦୦% ଜାଣି ପାରିନାହିଁ ଯେ ସମ୍ଭୋଗ ସମୟରେ ସ୍ତ୍ରୀ ଏବଂ ପୁରୁଷ ମଧ୍ୟରୁ କିଏ ଏହାର ଅଧିକ ଆନନ୍ଦ ନେଇଥାଏ। କିନ୍ତୁ ମହାଭାରତରେ ଏହା ବିଷୟରେ ବିସ୍ତାର ଭାବରେ କୁହାଯାଇଛି ସମ୍ଭୋଗ ବନେଇବା ସମୟରେ ସ୍ତ୍ରୀ ଏବଂ ପୁରୁଷଙ୍କ ମଧ୍ୟରୁ କାହାକୁ ଅଧିକ ଆନନ୍ଦ ଆସିଥାଏ। ଆଜି ଆମେ ମହାଭାରତରେ ବର୍ଣ୍ଣିତ ଏହି ବିଷୟରେ ଜଣେଇବାକୁ ଯାଉଛୁ।

ମହାଭାରତରେ ବର୍ଣ୍ଣିତ କଥା ଅନୁସାରେ ଥରେ ପାଣ୍ଡଵ ପୁତ୍ର ଯୁଧିଷ୍ଠିର ନିଜର ପିତାମାହା ଭୀଷ୍ମଙ୍କ ପାଖରେ ପହଁଚିଲେ ତାଙ୍କୁ ପ୍ରଣାମ କରିଲେ ତ ସେତେବେଳେ ପିତା ଭୀଷ୍ମ ପଚାରିଲେ ହେ ପୁତ୍ର ତୁମେ ଚିନ୍ତିତ ଜଣାପଡୁଛ କଣ କଥା ଅଛି। ସେତେବେଳେ ଯୁଧିଷ୍ଠିର କହିଲେ ପିତାମାହା ମୁଁ ଏକ ଦ୍ଵନ୍ଦରେ ଫସିଯାଇଛି କଣ ଆପଣ ତାର ସମାଧାନ ପାଇଁ ସାହାର୍ଯ୍ୟ କରିବେ। ଏହାପରେ ଭୀଷ୍ମ କହିଲେ ନିଜର ଦ୍ଵନ୍ଦ ପ୍ରଥମେ କୁହନ୍ତୁ। ଏହା ଶୁଣି ଯୁଧିଷ୍ଠିର କହିଲେ ସମ୍ଭୋଗ କରିବା ସମୟରେ ସ୍ତ୍ରୀ ଏବଂ ପୁରୁଷଙ୍କ ମଧ୍ୟରୁ କାହାକୁ ଅଧିକ ଆନନ୍ଦ ଆସିଥାଏ।

ସେତେବେଳେ ପିତାମାହା ଭୀଷ୍ମ ଯୁଧିଷ୍ଠିରଙ୍କୁ କହିଲେ ଭଙ୍ଗ ସୋନା ନାମରେ ଜଣେ ରାଜା ଥିଲେ। ତାଙ୍କର କୌଣସି ସନ୍ତାନ ନଥିଲେ। ଥରେ ରାଜା ପୁତ୍ରର ଇଛା ରଖିଲେ। ଆଉ ଯେଉଁ କାରଣରୁ ଯଜ୍ଞ କରିଲେ ସେହି ଯଜ୍ଞର ନାମ ଅଗ୍ନି ଚଟୁଦା ଥିଲା ସେଥିରେ କେବଳ ଅଗ୍ନି ଦେବଙ୍କର ଆଦର କରାଯାଉଥିଲା ଏହାକୁ ଦେଖି ଇନ୍ଦ୍ରଦେବ କ୍ରୋଧିତ ହୋଇଗଲେ ଏବଂ ରାଜାଙ୍କ ଉପରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜିଲେ। ଯେତେବେଳେ ଦିନେ ରାଜା ଶିକାର ପାଇଁ ବାହାରିଲେ ତ ଇନ୍ଦ୍ରଦେଵ ଭାବିଲେ ଯେ ନିଜର ଅପମାନର ପ୍ରତିଶୋଧ ନେବା ପାଇଁ ଏହା ଠିକ ସମୟ ଅଟେ ଏବଂ ଯେତେ ରାଜା ଜଙ୍ଗଲରେ ପହଁଚିଲେ ତ ଇନ୍ଦ୍ର ଦେବ ତାଙ୍କ ଉପରେ ସମୁହନ ମନ୍ତ୍ର ଛାଡିଦେଲେ ଯାହା ଦ୍ୱାରା ରାଜା ନିଜର ବୁଦ୍ଧି ହରେଇ ଦେଲେ ଏବଂ ଜଙ୍ଗଲରେ ସେହି ରାଜା ଏଠି ସେଠି ଏକୁଟିଆ ବୁଲିଲେ।

ଏହାପରେ ରାଜା ଜଙ୍ଗଲ ଭିତରକୁ ବହୁତ ଦୂରକୁ ଚାକିଗଲେ। ଏହାପରେ ରାଜାଙ୍କୁ ଶୋଷ ଲାଗିଲା। ଦେଖିଲେ ଗୋଟେ ସୁନ୍ଦର ନଦୀଟିଏ ସେହି ନଦୀରେ ରାଜା ପ୍ରବେଶ କଲେ ପାଣି ପିଇବା ପାଇଁ ତ ରାଜାଙ୍କର ଧୀରେ ଧୀରେ ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲା ସେ ଏକ ସ୍ତ୍ରୀରେ ପରିବର୍ତ୍ତନ ହୋଇଗଲେ। ଏହା ଦେଖି ରାଜାଙ୍କୁ ନିଜ ଉପରେ ବହୁତ ଲଜ୍ୟା ଲାଗିଲା ଏବଂ ସେ ବହୁତ ଜୋରରେ କାନ୍ଦିଲେ। ସେ ଭାବି ପାରିଲେ ନାହିଁ ଯେ କେଉଁ କର୍ମ ପାଇଁ ଏମିତି ହେଲା। ଏହା ପରେ ସେହି ରାଜା ମନେ ମନେ କହିଲେ ହେ ପ୍ରଭୁ ଆପଣ ଏ କେଉଁ ପ୍ରକାରର ଅନର୍ଥ କରିଦେଲେ।

ଏହି ରୂପକୁ ନେଇ ନିଜ ରାଜ୍ୟକୁ କେମିତି ଯିବି ଏବଂ ସେହି ଅଗ୍ନି ଯଜ୍ଞରେ ଏବେ ଏବେ ମତେ ୧୦୦ ପୁତ୍ରର ପ୍ରାପ୍ତି ହୋଇଛି ସେମାନଙ୍କୁ କଣ କହିବି ଏବଂ ମହଲରେ ମତେ ରାଣୀ ଅପେକ୍ଷା କରିଥିବ। ତାଙ୍କ ସାମ୍ନାରେ କେମିତି ଯିବି। ଭଗବାନ ତ ମୋର ରାଜ ପାଠ ସହିତ ପୁରୁଷତ୍ୱକୁ ବି ନେଇଗଲ। ଏହା ପରେ ରାଜା ନିଜ ରାଜ୍ୟକୁ ଫେରିଲା। ଯେତେବେଳେ ରାଜ୍ୟରେ ଲୋକେ ରାଜାଙ୍କୁ ସ୍ତ୍ରୀ ରୂପରେ ଦେଖିଲେ ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ନିଜର ରାଜ ମହଲକୁ ଯାଇ ସଭା କରିଲେ ଏବଂ ସେ ନିଜର ପୁତ୍ର ଏବଂ ମନ୍ତ୍ରୀଙ୍କୁ କହିଲେ ମୁଁ ଏବେ ରାଜ ପାଠ ଚଳେଇବା ପାଇଁ ସକ୍ଷମ ନୁହେଁ।

ଏଥିପାଇଁ ସମସ୍ତେ ମିଶି ଏହି ରାଜପାଠକୁ ଚଳାନ୍ତୁ। ଏହି କଥାର ବି ଧ୍ୟାନ ଦେବେ କି ମୁଁ ନରହିଲେ ବି ମୋର ପ୍ରଜାଙ୍କୁ ଯେମିତି କୌଣସି କଷ୍ଟ ହେବ ନାହିଁ ମୁଁ ମୋର ବାକି ଜୀବନ ଜଙ୍ଗଲରେ ବିତାଇବେ। ଏତିକି କହି ରାଜା ନିଜର ରାଣୀଙ୍କୁ ଦେଖା କରି ଜଙ୍ଗଲକୁ ଚାଲିଗଲେ

ସେହି ସ୍ତ୍ରୀ ରୂପୀ ରାଜା ଜଙ୍ଗଲରେ ଏକ ଋଷି ପାଖରେ ଆଶ୍ରମରେ ରହିଲେ ଏହାପରେ ସେହି ରାଜା କିଛି ବର୍ଷ ପରେ ଋଷିର ୧୦୦ ଟି ପୁତ୍ରକୁ ଜନ୍ମ ଦେଲେ। ଯେତେବେଳେ ପିଲା ବଡ଼ ହେଲେ ସେତେବେଳେ ରାଜା ତାଙ୍କୁ ନିଜର ରାଜ୍ୟକୁ ନେଇ ଗଲେ ଏବଂ ପୂର୍ବରୁ ଥିବା ପୁତ୍ରକୁ କହିଲେ ଯେତେବେଳେ ମୁଁ ପୁରୁଷ ଥିଲି ଯେମିତି ତୁମେ ସବୁ ମୋର ପୁତ୍ର ଅଟ ଠିକ ସେମିତି ମୋର ସ୍ତ୍ରୀ ରୂପରେ ବି ଏ ସମସ୍ତେ ମୋର ପୁତ୍ର ଅଟନ୍ତି ନିଅ ନିଜର ଭାଇ ମାନଙ୍କୁ ସମ୍ଭାଳନ୍ତୁ

ରାଜାଙ୍କର ସବୁ ପୁତ୍ର ଏକା ସହିତ ରହିବାକୁ ଲାଗିଲେ। ଏହା ଦେଖି ଇନ୍ଦ୍ରଦେବ ଚିନ୍ତା କଲେ କି ରାଜା ଏତେ ଅପମାନ ପରେ ବି ଖୁସିରେ ରହୁଛି ତ ତାଙ୍କର କ୍ରୋଧ ଆହୁରି ବଢ଼ିଗଲା ଏବଂ ତାଙ୍କ ମନରେ ପ୍ରତିଶୋଧର ନିଆଁ ଆହୁରି ବଢ଼ିଗଲା। ଏହାପରେ ଇନ୍ଦ୍ରଦେଵ ବ୍ରାହ୍ମଣ ରୂପ ଧାରଣ କରି ରାଜ ମହଲରେ ପହଁଚି ଭାଇ ଭାଇ ମଧ୍ୟରେ କ୍ରୋଧ ଉତ୍ପନ୍ନ କରିବାକୁ ଚେଷ୍ଟା କରିଲେ। କିଛି ଦିନ ପରେ ଇନ୍ଦ୍ରଦେବଙ୍କର ଏହି ଯୋଜନା ସଫଳ ହୋଇଗଲା। ସେହି ରାଜାଙ୍କର ସବୁ ପୁତ୍ର ନିଜ ନିଜ ଭିତରେ ଲଢେଇ କରିଲେ। ଦେଖୁ ଦେଖୁ ସବୁ ପୁତ୍ର ନିଜେ ନିଜେ ଲଢେଇ ଲାଗି ମରିଗଲେ।

ଯେତେବେଳେ ଏହି କଥା ରାଜାଙ୍କୁ ଜଣାପଡିଲା ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଜୋରସେ କାନ୍ଦିଲେ। ଏହାପରେ ଇନ୍ଦ୍ରଦେବ ବ୍ରାହ୍ମଣ ରୂପରେ ସେହି ରାଜାଙ୍କ ପାଖରେ ପହଁଚି ପଚାରିଲା ପୁତ୍ରୀ ତୁମେ କାନ୍ଦୁଛ କାହିଁକି ଏହାପରେ ରାଜା ସବୁ ଘଟଣା କହିଲେ। ଏହାପରେ ଇନ୍ଦ୍ରଦେଵ ନିଜର ରୂପ ଦେଖାଇ ରାଜାଙ୍କୁ ତାଙ୍କର ଭୁଲ ବିଷୟରେ କହିଲେ। ଇନ୍ଦ୍ରଦେଵ କହିଲେ ହେ ରାଜା ତୁମେ କେବଳ ଅଗ୍ନିଦେବଙ୍କୁ ପୂଜା କରିଲ ମୋର ଅପମାନ କଲ ସେଥିପାଇଁ ମୁଁ ତୁମ ସହିତ ଏହିସବୁ କରିଛି।

ଏହି କଥା ଶୁଣି ରାଜା ଇନ୍ଦ୍ରଦେବଙ୍କ ଚରଣ ଧରି କହିଲେ ଅଜାଣତରେ ମୋର ବହୁତ ବଡ଼ ଭୁଲ ହୋଇଯାଇଛି ଦୟା କରି ମୋତେ କ୍ଷମା କରିଦିଅନ୍ତୁ। ଏହା ଦେଖି ଇନ୍ଦ୍ରଦେବଙ୍କୁ ଦୟା ଆସିଗଲା ଏବଂ ସେ ରାଜାଙ୍କୁ ବରଦାନ ଦେଲେ ତୁମେ ସବୁ ନିଜର ପୁତ୍ର ମଧ୍ୟରୁ କୌଣସି ଜଣଙ୍କୁ ଜୀବିତ ଦେଖିପାରିବ। ସେତେବେଳେ ରାଜା କହିଲେ ସ୍ତ୍ରୀ ରୂପରେ ମୁଁ ଯେଉଁ ପୁତ୍ରକୁ ଜନ୍ମ ଦେଇଥିଲି ଆପଣ ସେହି ପୁତ୍ର ମଧ୍ୟରୁ କୌଣସି ଜଣଙ୍କୁ ଜୀବିତ କରିଦିଅନ୍ତୁ। ଏହା ଶୁଣି ଇନ୍ଦ୍ରଦେଵ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିଲେ।

ସେହି ରାଜା କହିଲେ ହେ ଦେବରାଜ ଇନ୍ଦ୍ର ସ୍ତ୍ରୀର ପ୍ରେମ ପୁରୁଷ ପ୍ରେମ ଠାରୁ ବହୁତ ଅଧିକ ଅଟେ। ସେଥିପାଇଁ ମୁଁ ମୋର ଗର୍ଭରୁ ଜନ୍ମିତ ପୁତ୍ରର ଜୀବନ ଦାନ ମାଗୁଛି। ଏହା ଶୁଣି ଇନ୍ଦ୍ରଦେଵ ପ୍ରସନ୍ନ ହୋଇଗଲେ ଏବଂ ସେ ରାଜାଙ୍କର ସମସ୍ତ ପୁତ୍ରଙ୍କୁ ଜୀବିତ କରିଦେଲେ। ଏହାପରେ ରାଜାଙ୍କୁ ପୁରୁଷ ହେବାର ବରଦାନ ଦେଲେ କିନ୍ତୁ ରାଜା କହିଲେ ହେ ଇନ୍ଦ୍ରଦେଵ ମୁଁ ସ୍ତ୍ରୀ ରୂପରେ ହିଁ ଖୁସି ଅଛି ଏବଂ ଜୀବନର ଅନ୍ତ ପର୍ଯ୍ୟନ୍ତ ସ୍ତ୍ରୀ ହୋଇ ରହିବାକୁ ଚାହୁଁଛି। ଇନ୍ଦ୍ରଦେଵ କହିଲେ ତୁମେ ନିଜର ରାଜପାଠ କରିବ ନାହିଁ। ସେଥିପାଇଁ ପୁରୁଷଙ୍କ ଅପେକ୍ଷା ସ୍ତ୍ରୀଙ୍କୁ ସମ୍ଭୋଗ ସମୟରେ ଅଧିକ ଆନନ୍ଦ ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *