Excuse Me Odisha

ଯାହା କହିବୁ ସତ କହିବୁ

ଶ୍ରାବଣ ମାସରେ ଘରେ ଏହି ଜାଗାରେ ରଖିଦିଅନ୍ତୁ ଫିଟିକିରି। ରାତାରାତି ହୋଇଯିବେ କୋଟିପତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଶ୍ରାବଣ ମାସରେ ଘରେ ଏହି ଜାଗାରେ ରଖିଦିଅନ୍ତୁ ଫିଟିକିରି। ରାତାରାତି ହୋଇଯିବେ କୋଟିପତି

ଶ୍ରାବଣ ମାସ ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ଏହି ମାସରେ ଯଦି କୌଣସି ବ୍ୟକ୍ତି ପବିତ୍ର ମନରେ ଭଗବାନ ଶିବଙ୍କୁ ଆରୋଧନା କରେ କିମ୍ବା କୌଣସି ବି ସାଧନା କରେ ତାର ସମସ୍ତ ଇଛା ପୂରଣ ହେବା ସହିତ ଭଗବାନ ଶିବଙ୍କ ଆଶୀର୍ବାଦରୁ ସମସ୍ତ ନବ ଗ୍ରହ ତା ସହିତ ଚାଲନ୍ତି। ଏମିତି ବ୍ୟକ୍ତିଙ୍କର ଦୁର୍ଭାଗ୍ୟ ଆସିନଥାଏ। ଆଜି ଆମେ ଖାସ ଉପାୟ ବିଷୟରେ ଜଣେଇବୁ ଯାହା କେବଳ ଶ୍ରାବଣ ମାସରେ କରାଯାଏ। ଯଦି କୌଣସି ଭକ୍ତ ଏହି ମାସରେ ଏହି ଉପାୟ କରିନିଅନ୍ତି ତାର ଜୀବନରେ ଦୁର୍ଭାଗ୍ୟ ସମାପ୍ତ ହୋଇଯାଏ ଏବଂ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ ଏବଂ ସେ ଆଗକୁ ବଢିଯାଇଥାଏ। ଆଜି ଆମେ ଫିଟିକିରିକୁ ନେଇ ଉପାୟ ବିଷୟରେ ଜଣେଇବୁ।

ଧନର ମହତ୍ୱ ସମସ୍ତଙ୍କୁ ଜଣା। ଧନ ରୋଜଗାର କରିବା ପାଇଁ ଲୋକେ ଦିନରାତି ଚେଷ୍ଟା କରିଥାନ୍ତି। ଗ୍ରହ ନକ୍ଷତ୍ରର ପ୍ରଭାବ ଆମର ଜୀବନ ଉପରେ ପଡିଥାଏ। ଘରେ ଯଦି ବାସ୍ତୁଦୋଷ ଥାଏ ତେବେ ଘରେ ସମସ୍ତ କାମ ଖରାପ ହେବାକୁ ଲାଗେ ଏହା ସହିତ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ଘରର ଛୋଟ ଛୋଟ କଥା ଉପରେ ଧ୍ୟାନ ଦେବା ଉଚିତ।

ଘରର ମୁଖ୍ୟ ଦ୍ଵାର ଯାହା ସାହାର୍ଯ୍ୟରେ ଘର ଭିତରକୁ ନେଗେଟିଭ ଉର୍ଜା କିମ୍ବା ପଜିଟିଭ ଉର୍ଜା ଆସିଥାଏ। ସେଥିପାଇଁ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ନିୟମ କୁହାଯାଇଛି। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜାର ପ୍ରଭାବ ବନେଇ କରି ରଖିପାରିବେ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଗଛ କିମ୍ବା ଖମ୍ବା ରହିବା ଉଚିତ ନୁହେଁ। ଏହାର ଛାଇ ଘର ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଯଦି ଥାଏ ତେବେ ଘର ମୁଖ୍ୟ ଦ୍ୱାର ସାମ୍ନାରେ କୁମକୁମରେ ସ୍ବାସ୍ତିକ ଚିହ୍ନ ବନେଇ ଦିଅନ୍ତୁ। ପ୍ରତିଦିନ ଏହାକୁ ପୋଛି କରି ନୂତନ ସ୍ବାସ୍ତିକ ଚିହ୍ନ ବନେଇବେ।

ଘରର ବାସ୍ତୁଦୋଷକୁ ଦୂର କରିବା ପାଇଁ ଘରେ ତୁଳସୀ ଗଛ ନିଶ୍ଚୟ ଲଗାଇବା ଉଚିତ। ଏହା ଦ୍ୱାରା ଘରେ କୌଣସି ପ୍ରକାରର ନକରାତ୍ମକ ଉର୍ଜା ଘରକୁ ପ୍ରବେଶ କରିପାରି ନଥାଏ।

ମୁଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ହେବା ଉଚିତ ନୁହେଁ। ଯଦି ଥାଏ ତେବେ ମୁଖ୍ୟ ଦ୍ୱାର ସାମ୍ନାରେ ପଞ୍ଚମୁଖୀ ହନୁମାନଙ୍କ ଫୋଟ ଲଗେଇ ଦିଅନ୍ତୁ କିମ୍ବା ସ୍ବାସ୍ତିକ ଚିହ୍ନ ବନେଇ ଦିଅନ୍ତୁ।

ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ରଖନ୍ତୁ। ଧନ ସମ୍ପତ୍ତିକୁ ଆକର୍ଷଣ କରିବା ପାଇଁ ସର୍ବପ୍ରଥମେ ମୁଖ୍ୟ ଦ୍ୱାରରୁ ହିଁ ସଫା କରିବା ଆରମ୍ଭ କରନ୍ତୁ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୂତା ଚପଲ ଡ଼ଷ୍ଟପିନ ରଖିବେ ନାହିଁ। ମୁଖ୍ୟ ଦ୍ଵାରକୁ ଆକର୍ଷଣ କରି ସଜେଇ ରଖିବା ଉଚିତ।

ଘରର ମୁଖ୍ୟ ଦ୍ୱାର ଘରର ସମସ୍ତ ଦ୍ୱାର ପାଖରୁ ବଡ଼ ହେବା ଉଚିତ।

ମୁଖ୍ୟ ଦ୍ୱାରର କବାଟ ସର୍ବଦା ଦୁଇଟି କବାଟ ବିଶିଷ୍ଟ ହେବା ଉଚିତ। ଏହା ଆର୍ଥିକ ସ୍ଥିତି ଉପରେ ବହୁତ ପ୍ରଭାବ ପକାଇଥାଏ। ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ।

ମୁଖ୍ୟ ଦ୍ଵାରର କବାଟ କାଠରେ ତିଆରି ହେବା ଉଚିତ। ଏହା ଦ୍ବାରା ଘରେ ସକରାତ୍ମକ ଉର୍ଜା ବନି ରହିଥାଏ। ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନି ରହିଥାଏ।

ମୁଖ୍ୟ ଦ୍ୱାର ଖୋଲିବା ସମୟରେ କୌଣସି ପ୍ରକାରର ଆବାଜ ଆସିବା ଉଚିତ ନୁହେଁ।

ଘରର ରୋଷେଇ ଘରକୁ ସର୍ବଦା ପରିଷ୍କାର ରଖନ୍ତୁ। ରୋଷେଇ ଘର ଅପରିଷ୍କାର ରଖିଲେ ଘରେ ଧନର ହାନି ହୋଇଥାଏ।

ଘରେ କେବେବି ବାସନର ଆବାଜ କରିବା ଉଚିତ ନୁହେଁ। ଏହା ଦ୍ବାରା ଘରେ କଳହର ବାତାବରଣ ବନିଥାଏ। ସର୍ବଦା ବାସନକୁ ଧୀରେ ଧୀରେ କରି ରଖିବା ଉଚିତ।

ଘରର ବାହାରକୁ ବି ପରିଷ୍କାର ରଖିବା ଉଚିତ।

ଘରେ ଯେଉଁ ଜିନିଷର ବ୍ୟବହାର ହେଉନାହିଁ ତାହାକୁ ଘରୁ ବାହାର କରିଦେବା ଉଚିତ।

ଯଦି ପାଣିଟେପରୁ ପାଣି ଟପ ଟପ ହୋଇ ପଡୁଥାଏ ତେବେ ତାହାକୁ ଠିକ କରିଦେବା ଉଚିତ।

ନିଜର ଘରକୁ କେବେବି ଅନ୍ଧକାର ରଖନ୍ତୁ ନାହିଁ। ଘରର ସମସ୍ତ କୋଣ ଆଲୋକିତ ହେବା ଉଚିତ।

ଆଜି ଆମେ ଏମିତି ଉପାୟ ବିଷୟରେ ଜଣେଇବୁ ଯାହା ଧନ ଆଗମନର ନୂଆ ନୂଆ ରାସ୍ତା ଖୋଲିଯିବ। କରଜରୁ ମୁକ୍ତି ମିଳିଯିବ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଚାରିକୋଣିଆ ପାପଜ ରଖିବା ଉଚିତ। ଏହା ଅନେକ ବାସ୍ତୁଦୋଷକୁ ଦୂର କରିଥାଏ। ଏହାକୁ ସର୍ବଦା ସଫା ରଖିବା ଉଚିତ। କଟା ଫୋଟା ହୋଇଗଲେ ଚେଞ୍ଚ କରିଦେବା ଉଚିତ।

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଯେଉଁ ପାପଜ ରଖିବେ ତା ତଳେ ଅଳ୍ପ ଫିଟିକିରିର ପାଉଡର ରଖିଦେବେ। ଏହାକୁ ରଖିଲେ ଘରେ ମା ଲକ୍ଷ୍ମୀଙ୍କର ବାସ ହେବ। ଏହାକୁ କେମିତି ରଖିବେ ଆସନ୍ତୁ ଜାଣିବା।

୫୦ ଗ୍ରାମ ଫିଟିକିରି ଆଣି ପେଶୀ କରି ପାଉଡର ବନେଇ ଦିଅନ୍ତୁ ଏହା ପରେ ଏହାକୁ କୌଣସି କଳା କପଡ଼ାରେ ବାନ୍ଧି ପାପଜ ତଳେ ମଝିରେ ରଖିଦିଅନ୍ତୁ। ଏହାକୁ ପତଳା କରି ରଖିବେ ଯେମିତି କେହି ଜାଣି ପାରିବେ ନାହିଁ ପାପଜ ତଳେ କଣ ଅଛି। ପ୍ରତିଦିନ ସଫା କରିବା ସମୟରେ ଏହାକୁ ଫୋପାଡ଼ି ଦିଅନ୍ତୁ ନୂଆ ଫିଟିକିରି ଆଉ ଥରେ ତା ତଳେ ରଖିଦିଅନ୍ତୁ।

୫୦ ଗ୍ରାମ ଫିଟିକିରି ସମସ୍ତ ରୁମ କିମ୍ବା ଅଫିସରେ କୌଣସି କୋଣରେ ରଖିଦିଅନ୍ତୁ। ସେଠାରେ ଥିବା ବାସ୍ତୁଦୋଷ ଠିକ ହୋଇଯିବ। ରୋଜଗାରର ନୂତନ ନୂତନ ମାର୍ଗ ପ୍ରାପ୍ତ ହୋଇଥାଏ।

କଳା କପଡ଼ାରେ ଫିଟିକିରି ବାନ୍ଧି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟାଙ୍ଗି ଦେଲେ ଭୂତ ପ୍ରେତ ଆତ୍ମା ପ୍ରବେଶ କରିପାରନ୍ତି ନାହିଁ। ଏମିତି କଲେ ଘରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ଉପରେ ଖରାପ ପ୍ରଭାବ ପଡିନଥାଏ। ପିଲାମାନଙ୍କର ମନ ପଢ଼ାରେ ଲାଗିଥାଏ। ଦୁର୍ଘଟଣାରୁ ରକ୍ଷା କରିଥାଏ।

ଖରାପ ସ୍ୱପ୍ନ ମୃତ୍ୟୁ ହୋଇଯାଇଥିବା ସ୍ୱପ୍ନ ବର୍ବାଦିର ସ୍ୱପ୍ନ ଯଦି ଶୋଇବା ସମୟରେ ଆସିଥାଏ ତ ଫିଟିକିରିକୁ ଏକ ଲାଲ କପଡ଼ାରେ ବାନ୍ଧି ନିଜର ଶୋଉଥିବା ସ୍ଥାନରେ ରଖିଦିଅନ୍ତୁ କିମ୍ବା ତକିଆ ତଳେ ବି ଏହାକୁ ରଖିପାରିବେ। ଏମିତି କଲେ ଖରାପ ସ୍ୱପ୍ନ ଆସିନଥାଏ। କୌଣସି କଥାର ଭୟ ରହିନଥାଏ। ସଙ୍କଟ ଟଳି ଯାଇଥାଏ।

ଫିଟିକିରି ଏବଂ ଅଳ୍ପ ଲୁଣ ପାଣିରେ ମିଶାଇ ପୋଛା ମାରିଲେ ଘରର ସମସ୍ତ ବାସ୍ତୁଦୋଷ ଦୂର ହୋଇଥାଏ। ପୁରା ପରିବାର ଉନ୍ନତି କରିଥାଏ। ଧନର ବର୍ଷା ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *