ସକାଳୁ ଉଠୁ ଉଠୁ ବୋଲନ୍ତୁ ଏହି ଶବ୍ଦ,ସବୁ ମନସ୍କାମନା ହେବ ପୂରଣ ।
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାଳୁ ଉଠୁ ଉଠୁ ବୋଲନ୍ତୁ ଏହି ଶବ୍ଦ। ମନସ୍କାମନା ପୂରଣ ହେବ।
ବନ୍ଧୁଗଣ ଆପଣଙ୍କ ସହିତ ଏମିତି ହେଉଛି କି ଆପଣଙ୍କର କୌଣସି କାମରେ ମନ ଲାଗୁନଥିବ। ଜୀବନରେ ଦୁଃଖ ରହୁଥିବ। ସବୁବେଳେ ମଣିଷ ଏଥିପାଇଁ ଚିନ୍ତାରେ ରହିଥାଏ ଯେ ତାର ଆଗାମୀ ଜୀବନ କେମିତି ଅତିବାହିତ ହେବ। ବେଳେ ବେଳେ ଆମ ଜୀବନରେ ବହୁତ ଗୁଡିଏ ସମସ୍ୟା ଆସି ଯାଇଥାଏ ଯାହାର ସମାଧାନ ପାଇଁ ଆମେ ବହୁତ କିଛି ଉପାୟ ଅବଲମ୍ବନ କରିଥାଉ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କର ଏହି ସମସ୍ୟାର ସମାଧାନକୁ ନେଇ ଆସିଛୁ ଆଜି ଆମେ ଆପଣ ମାନଙ୍କୁ ଏପରି ୨ ଶବ୍ଦ କହିବୁ ଯାହାକୁ ଆପଣ ସକାଳେ କେବଳ ଥରେ କହିବେ ଏହା ଦ୍ଵାରା ଭଗବାନ ଶିବ ଆପଣ ମାନଙ୍କର ସବୁ ମନୋକାମନା ପୂର୍ଣ୍ଣ କରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।
ବନ୍ଧୁଗଣ କେବଳ ଏହି ଗୋଟିଏ ଉପାୟ କରନ୍ତୁ। ସକାଳୁ ଉଠିଲେ ଆପଣ ଏହି ଦୁଇଟି ଶବ୍ଦ ବୋଲନ୍ତୁ। ବନ୍ଧୁଗଣ କିଏ ଚାହେନାହିଁ ତାକୁ ଭଗବାନ ଶିବଙ୍କର କୃପା ମିଳୁ। ଯଦି ଆପଣ ଚାହୁଁଛନ୍ତି ତ ଆଜିର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢ଼ନ୍ତୁ।
ଏମିତିତ ଭୋଳାନାଥ କେବଳ ପୂଜାପାଠରେ ଆଉ ପୁରା ମନରେ ଜଳ ଅର୍ପଣ ବା ପ୍ରାର୍ଥନା କରିବାରେ ହିଁ ପ୍ରସନ୍ନ ହୋଇଯାନ୍ତି ଆଉ ନିଜର ଭକ୍ତକୁ ନିଜର ଚମତ୍କାର ଦେଖାଇଥାନ୍ତି କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣେଇବି ପ୍ରତିଦିନ ସକାଳୁ ସକାଳୁ ଉଠୁ ଉଠୁ ଆପଣଙ୍କୁ କେବଳ ଏହି ଶବ୍ଦ ବୋଲିବାର ଅଛି ଏବଂ ଏହା କରିବା ଦ୍ୱାରା ଆପଣଙ୍କର ଯାହାବି ଇଛା ଥିବ ତାହା ପୂରଣ ହେବ। ତାହା ପାଇଁ ବାସ ଆପଣଙ୍କୁ ଏହି ଦୁଇଟି ଶବ୍ଦ ବୋଲିବାର ଅଛି ଏବଂ ବିନା ପୂଜା ପାଠରେ ବି ଆପଣଙ୍କୁ ଏତେ ଫଳ ପ୍ରାପ୍ତ ହେବ କି ଆପଣ କଳ୍ପନାବି କରିପାରିବେ ନାହିଁ। ବନ୍ଧୁଗଣ ସକାଳୁ ଉଠୁ ଉଠୁ ଆପଣ ଯେଉଁ ଶବ୍ଦ ବୋଲିବେ ଆସନ୍ତୁ ଜାଣିବା।
ବନ୍ଧୁଗଣ ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ମାନେ ଛୋଟ ପିଲା ଅଟନ୍ତି ତ ଆପଣ ବି ଏହି ଉପାୟକୁ ନିଶ୍ଚୟ କରିପାରିବେ। ଏହା କରିବା ଦ୍ୱାରା ଆପଣଙ୍କର ମାନସିକ ବିକାଶ ଏତେ ମଜବୁତ ହେବ ଯେ ଆପଣଙ୍କର ପଢିବାରେ ଆଗ୍ରହ ପ୍ରତିଦିନ ବଢି ବଢି ଯିବ। ଆପଣଙ୍କୁ ଆପଣଙ୍କର ପରୀକ୍ଷାରେ ବି ଭଲ ଫଳ ମିଳିବ। ଘରର ସ୍ତ୍ରୀମାନେ ବି ଏହି ଉପାୟ ନିଶ୍ଚୟ କରିବେ।
ଆପଣଙ୍କୁ କେବଳ ବାସ ସକାଳୁ ସକାଳୁ ଏହି ଶବ୍ଦ ବୋଲିବାରଅଛି ଏବଂ ଏହା ପାଇଁ ଆପଣଙ୍କୁ ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଯିବେ। ଏବଂ ଏହା ପାଇଁ ଆପଣଙ୍କୁ ସକାଳୁ ସକାଳୁ ସ୍ନାନ କରିବାର ବି କିଛି ଆବଶ୍ୟକତା ନାହିଁ। ପ୍ରତ୍ୟକ ଉପାୟରେ ଭଗବାନଙ୍କ ସହ ଯୋଡି ହୋଇଥିବା କାମରେ ଆପଣଙ୍କୁ ସ୍ୱଚ୍ଛତା ବା ସଫା ସୁତରାର ଧ୍ୟାନ ରଖିବାକୁ ପଡିଥାଏ ଏବଂ ସ୍ନାନ କରି ସ୍ୱଚ୍ଛ ଏବଂ ସଫା କପଡା ବି ପରିଧାନ କରିବାକୁ ପଡିଥାଏ ଓ ତାପରେ ହିଁ ଏହି ଉପାୟକୁ କରିବାକୁ ପଡିଥାଏ କିନ୍ତୁ ଆଜି ଆମେ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହାର ଉତ୍ତର କେବଳ ୨ ଟି ଶବ୍ଦ। ଯାହାକୁ ଆପଣ ସକାଳ ସମୟରେ ଉଠୁ ଉଠୁ ହିଁ କରିବାର ଅଛି।
ଯଦି ଘରର ସ୍ତ୍ରୀମାନେ ଏହି ଉପାୟ କରନ୍ତି ଯେ ଘରେ ନୂଆ ବାହା ହୋଇ ଆସିଛନ୍ତି ନୂଆ ବହୁ ଅଛନ୍ତି ସେମାନେ ସକାଳର ସମୟରେ ଯଦି ଏହି ଉପାୟ କରନ୍ତି ତାହେଲେ ଆପଣଙ୍କର ଉତ୍ତମ ସୁନ୍ଦର ସନ୍ତାନ ହେବ ଏବଂ ଆପଣଙ୍କ ବୈବାହିକ ଜୀବନ ଭଲରେ କଟିବ ଏବଂ ଏହାକୁ ଘରର ଗୁରୁଜନମାନେ ବୟସ୍କ ମାନେ ନିଜର ଦୀର୍ଘାୟୁ ପାଇଁ ନିଜର ଭଲ ସ୍ୱାସ୍ଥ୍ୟ ପାଇଁ ଏବଂ ନିଜର ଯଦି ବ୍ୟାପାର ଥିବ ତାକୁ ବଢ଼ାଇବା ଆପଣମାନେ ଏହି ଉପାୟ କରିପାରିବେ। ତ ବନ୍ଧୁଗଣ ସକାଳୁ ସକାଳୁ ଉଠୁ ଉଠୁ ସବୁ ଦେବତାଙ୍କର ଧ୍ୟାନ କରିବା ଉଚିତ ଏବଂ ତାହା ଛଡା ଆପଣଙ୍କୁ ଆପଣଙ୍କ ଦିନର ଆରମ୍ଭ ଦେବତାଙ୍କର ପୂଜା ପାଠରେ କରିବା ଉଚିତ।
ଯାହା ଦ୍ୱାରା ଆପଣଙ୍କୁ ଠିକ ଓ ଶୁଭ ଫଳ ମିଳିବ। ଏବଂ ଆପଣଙ୍କୁ ଆପଣଙ୍କ ଜୀବନ ଭିତରେ ସବୁ ଭଲ କାମ ଦେଖିବାକୁ ମିଳିବ। ଆପଣଙ୍କୁ ସକାଳୁ ଦୁଇ ହାତ ଯୋଡି ଏହି ଶବ୍ଦ କହିବାର ଅଛି ଯାହା ଏହି ପ୍ରକାରର ଅଟେ। “ଓଁ ସମ୍ଭବେ ନମଃ” ଏହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ। ଏହି ମନ୍ତ୍ରର ଜପ କରି ଆପଣ ନିଜ କୁଣ୍ଡଳୀରେ ଯେତେବି ଦୋଷ ଥିବ ତାହାବି ମଧ୍ୟ ଦୂର ହୋଇଯିବ। ଏହା ଛଡା ଆପଣ ଦୁଇ ହାତ ଯୋଡି ଏହି ମନ୍ତ୍ରର ଜପ କରିବା ଉଚିତ। “ଓଁ ତ୍ରୟେମ୍ବକମ ଜଂଜାମହି ସୁଗନ୍ଧି ପୁଷ୍ଟି ବର୍ଦନଂମ ଉରୁବାରୁକମାବର୍ଦ୍ଧନାମ ମୃତ୍ୟୁମୁଖଶ୍ୟମାମୁତ୍ରମ।
ଏହି ମନ୍ତ୍ରକୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ବା ସଂଜୀବନି ମନ୍ତ୍ର ମଧ୍ୟ କୁହନ୍ତି। ଏହି ମନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳି ମନ୍ତ୍ର ଅଟେ। ଏହାକୁ ପ୍ରଭାତରୁ ଉଠି ଆଖି ଖୋଲିବା ପୂର୍ବରୁ ୩ ଥର ଜପ କରି ନିଅନ୍ତୁ। ଏହାର ଉଚାରଣରେ ବା ଧ୍ୱନୀରେ ଶରୀରରେ ଚାରିପଟରେ ଦୈବଶକ୍ତିର ସଂଚାର ହୋଇଥାଏ। ଏହି ମନ୍ତ୍ର ଉଚାରଣ କରି ଶୁଣିବା ଦ୍ୱାରା ସବୁ ଅମଙ୍ଗଳ ଶକ୍ତି ବି ଦୂର ହୋଇଥାଏ ଏବଂ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ
ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେଉଁ କାମ କରିବା ଉଚିତ ନୁହେଁ। ଯାହା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ।
ଘରର ସଫା ସୁତରା। ଯଦି ଘରର ମହିଳା ନିଜେ ଝାଡୁ ପୋଛା ଲଗାଉଥିବେ ତ ଏହି କାମ ସର୍ବଦା ସୂର୍ଯ୍ୟସ୍ତ ହେବା ପୂର୍ବରୁ କରିନେବା ଉଚିତ। ସୂର୍ଯ୍ୟସ୍ତ ପରେ ଘରେ ଝାଡୁ କଲେ ଦରିଦ୍ରତା ବାସ କରିଥାଏ।
ମୁଣ୍ଡ କୁଣ୍ଡାଇବା। ସୂର୍ଯ୍ୟାସ୍ତ ପରେ କେଶ କୁଣ୍ଡାଇଲେ ଘରେ ବାସ୍ତୁଦୋଷ ଉତ୍ପନ ହୋଇଥାଏ। ସନ୍ଧ୍ୟା ସମୟରେ କେଶ କୁଣ୍ଡାଇବା ଠାରୁ ଦୂରେଇ ରୁହନ୍ତୁ।
ଖାଦ୍ୟ ପ୍ରସ୍ତୁତ କରିବା। ମହିଳା ମାନଙ୍କୁ ରୋଷେଇ ଘରକୁ ସ୍ନାନ କରିବା ପରେ ହିଁ ପ୍ରବେଶ କରିବା ଉଚିତ। ସ୍ନାନ ପୂର୍ବରୁ ରୋଷେଇ ଘରକୁ କେବେବି ପ୍ରବେଶ କରିବେ ନାହିଁ।
ସ୍ନାନ କରିବା। ଘରର ସଫା କରିବା ପରେ ମହିଳା ମାନଙ୍କୁ ତୁରନ୍ତ ସ୍ନାନ କରିନେବା ଉଚିତ। ଡେରିରେ ସ୍ନାନ କଲେ ଘରକୁ ଦରିଦ୍ରତା ଆସିଥାଏ। ମହିଳା ମାନଙ୍କୁ ସ୍ନାନ କରିବା ପରେ ଭଗବାନଙ୍କର ପୂଜା କରିବା ଉଚିତ ଏବଂ ପ୍ରସାଦ ଅର୍ପଣ କରିବା ଉଚିତ। ମା ଲକ୍ଷ୍ମୀଙ୍କୁ ପ୍ରସାଦ ଅର୍ପଣ କରିବା ପୂର୍ବରୁ ଯଦି ଆପଣ କିଛି ଖାଇଥାନ୍ତି ତେବେ ମା ଲକ୍ଷ୍ମୀ କ୍ରୋଧିତ ହୋଇପାରନ୍ତି।
କ୍ରୋଧ କରିବା। ଏମିତି ଘରେ ଯେଉଁଠି ମହିଳା ସବୁବେଳେ କ୍ରୋଧ କରିଥାଏ ସେହି ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇନଥାଏ। ଦାରିଦ୍ର୍ୟତା ବାସ କରିଥାଏ।
ଝାଡୁରେ କେବେବି ଗୋଡ଼ ବଜାନ୍ତୁ ନାହିଁ।
ଅଇଁଠା ବାସନକୁ ରୋଷେଇ ଘରେ କେବେବି ରଖି ଶୁଅନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ଘର ଛାଡ଼ି ଚାଲି ଯାଆନ୍ତି।
ରୋଷେଇ ଘର ସାମ୍ନାରେ କେବେବି ଜୋତା ଚପଲ ରଖନ୍ତୁ ନାହିଁ।
ଘରର ମୁଖ୍ୟ ଦ୍ଵାରକୁ ସର୍ବଦା ସଫା ସୁତରା ରଖନ୍ତୁ।