ଅତିଶୀଘ୍ର ବିବାହ କରିବାକୁ ଚାହୁଁଥିଲେ, ନିଶ୍ଚିତ ଭାବରେ କରନ୍ତୁ ଏହି ଉପାୟ !
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା କାରଣରୁ ବିବାହରେ ବିଳମ୍ବ ହୋଇଥାଏ। ବେଳେବେଳେ ବିବାହର ପ୍ରସ୍ତୁତି ହୋଇ ସାରିଥିଲେ ମଧ୍ୟ ବିବାହ ହୋଇ ପାରି ନଥାଏ। ବିବାହରେ ଏପରି ଅସୁବିଧା ଓ ବାଧାକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ।
– ଖୁବ୍ ଶୀଘ୍ର ବିବାହ ହେବାର ଯୋଗ ବନିଥାଏ।
– ବିବାହରେ ଆସୁଥିବା ସବୁ ସଙ୍କଟ ହୋଇ ଯାଇଥାଏ ଦୂର।
– ବିବାହରେ ବିଳମ୍ବ ହୋଇ ନଥାଏ।
ହିନ୍ଦୁଧର୍ମରେ ବିବାହକୁ ୧୬ ସଂସ୍କାର ମଧ୍ୟ ଗଣା ଯାଇଥାଏ। ଧାର୍ମିକ ଶାସ୍ତ୍ର ଅନୁସାରେ ବିବାହର ସଂସ୍କାରକୁ ନେଇ ଅନେକ ବୈବାହିକ ଜୀବନ ସଫଳ ହୋଇ ନଥାଏ। ବିବାହ ଅଟକି ଯିବାର ବହୁତ କାରଣ ରହିଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଚଳନରେ ପରିବର୍ତ୍ତନ ହେବା କାରଣରୁ ବିବାହ ବିଳମ୍ବରେ ହୋଇଥାଏ। ବେଳେବେଳେ ବିବାହର ପ୍ରସ୍ତୁତି ହୋଇ ସାରିଥିଲେ ମଧ୍ୟ ବିବାହ ହୋଇ ପାରି ନଥାଏ। ଏହି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ।
– ଯଦି ଆପଣ ବିବାହ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ କଠୋରୀ ଉତ୍ତର – ପଶ୍ଚିମ ଦିଗ ଆଗକୁ ରହିବା ଉଚିତ। ଏହାସହିତ କଠୋରୀରେ ଥିବା ଖଟ ବା ପଲଙ୍କ କାନ୍ଥ ସହିତ ଯୋଡ଼ିବ ନାହିଁ।
– ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଚାହୁଁଥିବା ଲୋକଙ୍କୁ ଗୁରୁବାର ଦିନ ବ୍ରତ ରଖିବା ଉଚିତ। ଏହିଦିନ କଦଳୀ ଗଛକୁ ପୂଜାର୍ଚ୍ଚନା କରିବା ଉଚିତ। ହଳଦିଆ ବସ୍ତୁକୁ ଦାନ କଲେ, ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହାସହିତ ଗାଈକୁ ଅଟାରେ ହଳଦୀ ଓ ଗୁଡ଼ ମିଶାଇ ଖାଇବାକୁ ଦିଅନ୍ତୁ। ବିଷ୍ଣୁଙ୍କର ସହସ୍ର ନାମ ଗୋଟେ ମାଳି ନେଇ ଜପନ୍ତୁ।
– ଜ୍ୟୋତିଷ ମାନଙ୍କ ଅନୁସାରେ ବୈବାହିକ ଜୀବନ ସୁଖମୟ ରହିବା ପାଇଁ ଆପଣଙ୍କୁ ରୁଦ୍ରାକ୍ଷ ଧାରଣ କରିବ ଉଚିତ।ଏହି ରୁଦ୍ରାକ୍ଷକୁ କାର୍ତ୍ତିକେୟଙ୍କ ରୂପ ମାନା ଯାଇଥାଏ। ଏହୁକୁ ଧାରଣ କରିବା ଦ୍ୱାରା ଆପଣଙ୍କର ସବୁ ସଙ୍କଟ ଦୁଇ ହୋଇଯିବ।
– ଆପଣଙ୍କୁ ପ୍ରତ୍ୟେକଦିନ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଉଚିତ। ଏହାସହିତ ଶିବଲିଙ୍ଗ ଉପରେ ଗାଇ କ୍ଷୀର, ବେଲପତ୍ର ଆଦି ମଧ୍ୟ ଅର୍ପଣ କରିବା ଉଚିତ।ଏହାସହିତ ୧୬ ସୋମବାର ବ୍ରତ ମଧ୍ୟ ରଖନ୍ତୁ, ଦେଖିବେ ଆପଣଙ୍କ ବିବାହରେ ଆସୁଥିବା ସବୁ ଅସୁବିଧା ଦୂର ହୋଇଯିବ।
– ପୂର୍ଣ୍ଣିମା ଦିନ ବରଗଛକୁ ୧୦୮ ଥର ପରିକ୍ରମା କରନ୍ତୁ। ଗୁରୁବାର ଦିନ ବରଗଛକୁ ଜଳ ଅର୍ପଣ କରନ୍ତୁ, ଦେଖିବେ ଆପଣଙ୍କ ବିବାହରେ ଆସୁଥିବା ସମସ୍ତ ସଙ୍କଟ ଦୂର ହୋଇଯିବ।