Excuse Me Odisha

ଯାହା କହିବୁ ସତ କହିବୁ

ଏମିତି ସ୍ତ୍ରୀ ଥିବା ଘରେ କେବେବି ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏମିତି ସ୍ତ୍ରୀଙ୍କ ଘରକୁ କେବେବି ମା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ।

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତିର ସୁଖ ସମୃଦ୍ଧି ଅଧିକତର ଏମିତି ସ୍ତ୍ରୀଙ୍କ ଉପରେ ନିର୍ଭର କରିଥାଏ ଯିଏ ଘରର ସବୁ କାମ କରିଥାଏ ଏବଂ ସମସ୍ତଙ୍କର ଧ୍ୟାନ ରଖିଥାଏ କିନ୍ତୁ ଏମିତି କାମ ଅଛି ଯାହା ମହିଳା ମାନଙ୍କୁ କରିବା ଉଚିତ ନୁହେଁ। କାହିଁକିନା ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀ କେବେବି ସେହି ଘରକୁ ପ୍ରବେଶ କରନ୍ତି ନାହିଁ। ପ୍ରାଚୀନ କାଳରୁ ହିଁ ଘରର ଝିଅ ବହୁ ମାନଙ୍କୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ମାନାଯାଇଛି।

ଏମିତି ମାନ୍ୟତା ଅଛି ଯେ ଯଦି କୌଣସି ସ୍ତ୍ରୀ ଚାହିଁଲେ କୌଣସି ବି ଘରକୁ ସ୍ୱର୍ଗ ବନାଇ ପାରିଥାଏ ତ ଚାହିଁଲେ କୌଣସି ବି ଘରକୁ ନର୍କ ବନେଇ ଦେଇଥାଏ। ଆମର ଶାସ୍ତ୍ରରେ ବହୁ ଝିଅ ମାନଙ୍କର ଏମିତି ଅଭ୍ୟାସ ବିଷୟରେ କୁହାଯାଇଛି ଯେଉଁ କାରଣରୁ ଘରକୁ ଦରିଦ୍ରତା ଆସିଥାଏ ଆଉ କିଛି ଅଭ୍ୟାସ ଏମିତି ବି ଅଛି ଯାହା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ। ତେବେ ଆସନ୍ତୁ ଜାଣିବା ମହିଳା ମାନଙ୍କୁ କେଉଁ ୮ ଟି କାମ କରିବା ଉଚିତ ନୁହେଁ।

ପ୍ରଥମ କଥା। ଝାଡୁକୁ ପାଦରେ ମାରିବା। ଯେଉଁ ଘରେ ମହିଳା ଝାଡୁକୁ ପାଦରେ ମାଡ଼ିଥାନ୍ତି କିମ୍ବା ପାଦରେ ଆଡେଇ ଥାନ୍ତି ସେଠାରେ କେବେବି ମା ଲକ୍ଷ୍ମୀଙ୍କ ବାସ ହୋଇନଥାଏ। ଏମିତି ଘରେ ସର୍ବଦା ଦରିଦ୍ରତା ବାସ କରିଥାଏ। ମାନ୍ୟତା ଅଛି ଯେ ଝାଡିରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ।

ଦ୍ୱିତୀୟ କଥା। ଗ୍ୟାସରେ ଅଇଁଠା ବାସନ ରଖିବା। ଯଦି ଆପଣଙ୍କ ଘରର ମହିଳାଙ୍କ ଏହି ଅଭ୍ୟାସ ଅଛି କି ସେମାନେ ଗ୍ୟାସ ଉପରେ କଢେଇ କିମ୍ବା ଅଇଁଠା ବାସନ ଗ୍ୟାସ ଉପରେ ରଖି ଶୋଇଯାନ୍ତି ତ ଏମିତି ଘରକୁ ବି ମା ଲକ୍ଷ୍ମୀ କେବେବି ଆସନ୍ତି ନାହିଁ। ଏହା ଗରିବୀ ଏବଂ ଦୁଃଖର କାରଣ ହୋଇଥାଏ। ଏଥିପାଇଁ ରାତିରେ ଅଇଁଠା ବାସନ ଗ୍ୟାସ ଉପରେ ରଖି ଶୁଅନ୍ତୁ ନାହିଁ।

ତୃତୀୟ କଥା। ଘରର ମହିଳା ପାଦରେ କବାଟକୁ ଖୋଲିଥାନ୍ତି କିମ୍ବା ବନ୍ଦ କରିଥାନ୍ତି ସେଠାରେ ବି ଧନର ଦେବୀ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି ଏଥିପାଇଁ ଯଦି ଆପଣଙ୍କ ଘରେ ଏମିତି ହୋଇଥାଏ ତ ତୁରନ୍ତ ବନ୍ଦ କରନ୍ତୁ।

ଚତୁର୍ଥ କଥା। ଘରର ଦ୍ୱାର ମୁହଁ ଉପରେ ବସି ଭୋଜନ କରିବା। ଯଦି ଆପଣଙ୍କ ଘରର କୌଣସି ମହିଳା ଘରର ଦ୍ଵାର ମୁହଁରେ ବସି ଭୋଜନ କରିଥାଏ ତ ଘରର ବର୍ବାଦିର କାରଣ ହୋଇଥାଏ। ହିନ୍ଦୁଶାସ୍ତ୍ରରେ ଏହାକୁ ବହୁତ ଅଶୁଭ ମାନାଯାଏ।

ପଞ୍ଚମ କଥା। ରୋଷେଇ ଘରେ ଅଇଁଠା ବାସନ। ଘରର ମହିଳାମାନେ ଯଦି ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖି ଶୋଇଥାନ୍ତି ତ ଏହା ଗରିବକୁ ନିମନ୍ତ୍ରଣ କରିବା ଭଳି ହୋଇଥାଏ। ଏମିତି ହେବାକୁ ଦିଅନ୍ତୁ ନାହିଁ। ରାତିରେ ଥରେ ଲୁଣର ପୋଛା ମାରନ୍ତୁ ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ବନି ରହିବ

ଷଷ୍ଠ କଥା। ସନ୍ଧ୍ୟା ସମୟରେ ଝାଡୁ ଲଗେଇବା। ଯେମିତିକି ଘରର ମହିଳା ପ୍ରାତଃ କାଳର ସମୟ ପରିବର୍ତେ ରାତି କିମ୍ବା ସନ୍ଧ୍ୟା ସମୟରେ ଝାଡୁ ଲଗାଇଥାନ୍ତି ସେହି ଘରେ ଦରିଦ୍ରତା ଆସିଥାଏ ଏଥିପାଇଁ ଏହି ଅଭ୍ୟାସକୁ ଛାଡିଦିଅନ୍ତୁ।

ସପ୍ତମ କଥା। ଡେରି ପର୍ଯ୍ୟନ୍ତ ଶୋଇବା। ଯଦି କୌଣସି ଘରର ମହିଳାଙ୍କୁ ଡେରି ପର୍ଯ୍ୟନ୍ତ ଶୋଇବାର ଅଭ୍ୟାସ ଅଛି ତ ସେହି ଘର ଓ ପରିବାର ପାଇଁ ଅଶୁଭ ହୋଇଥାଏ। ଡେରି ପର୍ଯ୍ୟନ୍ତ ଶୋଉଥିବା ମହିଳା ନିଜ ସ୍ୱାମୀ ନିଜ ପରିବାର ଏବଂ ଶଶୁର ଘରର ଲୋକଙ୍କର ଅସଫଳତାର କାରଣ ହୋଇଥାନ୍ତି।

ଅଷ୍ଟମ କଥା। ସକାଳୁ ଘର ଦ୍ୱାର ସଫା କରୁନଥିବା ମହିଳା। ଯେଉଁ ମହିଳା ସକାଳୁ ଜଲଦି ଉଠି ନିଜର ଘର ଦ୍ୱାର ସଫା କରନ୍ତି ନାହିଁ ଏମିତି ଘରେ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ। ଘରର ମହିଳାଙ୍କୁ ସକାଳୁ ଶୀଘ୍ର ଉଠି ଅଗଣାରେ ଗୋବର ପାଣି ପକେଇବା ଉଚିତ ଏବଂ ସଫା କରିବା ଉଚିତ। ଏହାପରେ ରଙ୍ଗୋଲି ବନେଇ ମା ଲକ୍ଷ୍ମୀଙ୍କ ସ୍ୱାଗତ କରିବା ଉଚିତ। ଏମିତି ଘରକୁ ମା ଲକ୍ଷ୍ମୀ ଶୀଘ୍ର ପ୍ରବେଶ କରିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *