ଏହି ଉପାୟ କଲେ ଖୁବ୍ ଶୀଘ୍ର ହୋଇଯିବେ ଧନବାନ। ଜାଣନ୍ତୁ କଣ ସେହି ଉପାୟ ?
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଏହି ସଂସାରଟି ଗ୍ରହ, ନକ୍ଷତ୍ର ଏବଂ ଜ୍ଯୋତିଷ ମାନଙ୍କ ଉପାୟକୁ ନେଇ ଆଧାରିତ ଅଟେ। ଭଗବାନ ମଧ୍ୟ ଏହି ସଂସାରରେ ଜନ୍ମ ଗ୍ରହଣ କରି ଗ୍ରହ ନକ୍ଷତ୍ର ମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ମଧ୍ୟ ଗ୍ରହ ନକ୍ଷତ୍ରଙ୍କ ଦଶା ଭୋଗ କରିବାକୁ ପଡିଥିଲା। ଯଦି ଆପଣ ମାନେ ଏହିବର୍ଷ ଧନବାନ ହେବାକୁ ଚାହୁଁଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ। ଯାହାକୁ ପ୍ରୟୋଗ କରି ଆପଣ ନିଶ୍ଚିତ ଭାବରେ ସୁଫଳ ମିଳିବ।
ଏହି ଉପାୟ କରିବା ପାଇଁ ଆପଣ କିଛି ହଳଦୀ ଗୁଣ୍ଡ ଏବଂ ଏକମୁଠା ଅରୁଆ ଚାଉଳ ନିଅନ୍ତୁ। କିନ୍ତୁ ଧ୍ୟାନ ରଖିବେ କି ଆପଣ ନେଇଥିବା ଅରୁଆ ଚାଉଳ ଯେପରି ପରିଷ୍କାର ଏବଂ ଅଖଣ୍ଡିତ ହୋଇଥିବ। ଏହାପରେ ଚାଉଳକୁ ଆପଣ ନେଇଥିବା ହଳଦୀରେ ଭଲ ଭାବରେ ଗୋଳାଇ ଦିଅନ୍ତୁ ଓ ତାପରେ ତାହାକୁ ଗୋଟେ ଡବାରେ ରଖି ଦିଅନ୍ତୁ। ଏହା ଉପରେ ଗୋଟିଏ ସୁନା କଏନ ମଧ୍ୟ ରଖନ୍ତୁ।
ଯଦି ଆପଣଙ୍କ ପାଖରେ ଅସଲି ସୁନା କଏନ ନାହିଁ, ତାହେଲେ ଆପଣ ଏହା ଉପରେ ସୁନା ରଙ୍ଗର ଦେଖା ଯାଉଥିବା ଏକ ଅଲଗା କଏନ ମଧ୍ୟ ରଖିପାରିବେ। ଏଭଳି କରିବା ଦ୍ଵାରା ଆପଣଙ୍କର ବୃହସ୍ପତି ଓ ଶୁକ୍ର ଗ୍ରହ ସୁଦୃଢ ହୋଇଥାଏ। ଯାହାଦ୍ଵାରା ଆପଣ ଧନବାନ ହୋଇଥାନ୍ତି।
ସଫା ଚାଉଳ ଗୁରୁ ବୃହସ୍ପତିଙ୍କ ପ୍ରତୀକ ଅଟେ ଓ ହଳଦୀ ଶୁକ୍ରଙ୍କର ପ୍ରତୀକ ଅଟେ। ଏହି ଦୁଇଟି ଗ୍ରହର ମିଳନ ହେବା ଦ୍ବାରା ଏହାର ପ୍ରଭାବରେ ଆପଣ ଧନବାନ ହେବା ସହିତ ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏହି ଡବାଟିକୁ ଆପଣ ନିଜର ରୋଷେଇ ଘର, ଠାକୁର ଘର, ଆପଣଙ୍କ କର୍ମ କ୍ଷେତ୍ରରେ ମଧ୍ୟ ରଖିପାରିବେ। ଅର୍ଥାତ ଆପଣ ଏହାକୁ ନିଜ ଦୋକାନ, ବ୍ୟବସାୟ, ଅଫିସ ଆଦି ସ୍ଥାନରେ ରଖି ଦିଅନ୍ତୁ, ଦେଖିବେ ନିଶ୍ଚିତ ଭାବରେ ସୁଫଳ ପାଇବେ।
ଏହି ଡବାକୁ ଯେଉଁ ସ୍ଥାନରେ ରଖିଛନ୍ତି, ପ୍ରତିଦିନ ଏହାକୁ ଧୂପ ଦୀପ ଦେଇ ପୂଜା ମଧ୍ୟ କରନ୍ତୁ। ଏପରି କରିବା ଦ୍ଵାରା ଆପଣଙ୍କ ଜାତକରେ ଥିବା ସମସ୍ତ ଦୋଷ ଦୂର ହୋଇଯିବ। ଏହାସହିତ ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ମଧ୍ୟ ହେବ।ଆପଣ ନିଜ ଜୀବନକୁ ଉତ୍ତମ ରୂପରେ ଉପଭୋଗ କରିବେ। ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚୟ ପୂରଣ ହେବ।
ଏହି ଚାଉଳ ଡବାକୁ ଆପଣ ବର୍ଷ ସାରା ରଖନ୍ତୁ ଏବଂ ଆସନ୍ତା ନୂଆବର୍ଷ ଦିନ ଆପଣ ଏହି ଡବାକୁ ଜଳସ୍ରୋତରେ ଭସାଇ ଦିଅନ୍ତୁ। ଏହାପରେ ସେହିଭଳି ଆଉ ଏକ ନୂଆ ଡବାରେ ସେହିପରି ଚାଉଳ ରଖି ଉପାୟ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ଲାଭବାନ ହେବେ।
ବନ୍ଧୁଗଣ ଆମ ପୋଷ୍ଟ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍।