ଦୁଇ ହାତ ଯୋଡିଲେ ହୋଇଯାଉଛି କି ଅର୍ଦ୍ଧଚନ୍ଦ୍ର ! ଜାଣନ୍ତୁ ଏହାର ଭୟଙ୍କର ଅର୍ଥ !
ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଦୁଇ ହାତ ଯୋଡିଲେ ହୋଇଯାଉଛି କି ଅଧା ଚନ୍ଦ୍ର। ଭୟଙ୍କର ଅର୍ଥ ଜାଣନ୍ତୁ।
ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଆମେ ଜାଣିବା ଦୁଇ ହାତ ପାପୁଲିକୁ ଯୋଡିଲେ ସୃଷ୍ଟି ହେଉଥିବା ଅର୍ଦ୍ଧ ଚନ୍ଦ୍ର ରେଖାର ରହସ୍ୟ ଏବଂ ଅର୍ଥ କଣ ହୋଇଥାଏ
ବନ୍ଧୁଗଣ ଆମେ ସମସ୍ତେ ଜାଣୁ ଯେ କୋଷ୍ଠୀ ଓ କପାଳ ଅଧ୍ୟୟନରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱରୁ ଆରମ୍ଭ କରି ଅତୀତ ଓ ଭବିଷ୍ୟତ ସମ୍ପର୍କରେ ଜାଣି ହୋଇଥାଏ। ହାତ ପାପୁଲିରେ ଥିବା ରେଖା ମାନେ ଆମର ଭୁତ ଏବଂ ଭବିଷ୍ୟତ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ଆଦି ପ୍ରଦାନ କରିଥାନ୍ତି। ତେବେ ହସ୍ତରେଖା ଅଧ୍ୟୟନ କରିବା ସମୟରେ ହାତର ଦୁଇ ପାପୁଲିକୁ ଯୋଡି ପଣ୍ଡିତ ମାନେ ବିଭିନ୍ନ ସଂକେତ ଖୋଜିଥାନ୍ତି ତା ମଧ୍ୟରେ ଗୋଟିଏ ହେଉଛି ଯୋଡ଼ା ଯାଇଥିବା ହାତ ପାପୁଲିରୁ ଚନ୍ଦ୍ରଙ୍କର ଆକୃତି ଦେଖିବା। ହାତ ପାପୁଲିକୁ ଯୋଡିଲେ କାହା ହାତରେ ପୁର୍ଣ ଚନ୍ଦ୍ର ତ କାହା ହାତରେ ଅର୍ଦ୍ଧ ଚନ୍ଦ୍ରର ଆକାର ସୃଷ୍ଟି ହୋଇଥାଏ। ତେବେ ଆଜି ଆମେ ଜାଣିବା ଯେ ହସ୍ତରେଖା ଶାସ୍ତ୍ର ଅନୁସାରେ ଅର୍ଦ୍ଧ ଚନ୍ଦ୍ରର ଅର୍ଥ ଓ ସଂକେତ ବିଷୟରେ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ତେବେ ଯେଉଁ ବ୍ୟକ୍ତିଙ୍କର ଦୁଇ ହାତ ପାପୁଲି ମିଶିବା ପରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ହୋଇଥାଏ ସେହି ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ଅଧିକ ସଚୋଟ ବାଦୀ ହୋଇଥାନ୍ତି
ସେହିପରି ଦୁଇ ପାପୁଲି ସଂଯୋଗରେ ଅର୍ଦ୍ଧ ଚନ୍ଦ୍ର ସୃଷ୍ଟି ନହୋଇ ଏହା ଯଦି ସଳଖ ରେଖା ଭଳି ଦେଖାଯାଏ ତାହେଲେ ସମ୍ପୃକ୍ତ ବ୍ୟକ୍ତି ଅତ୍ୟନ୍ତ ଶାନ୍ତ ଓ ଦୟାଳୁ ସ୍ୱଭାବର ବୋଲି ଜଣା ପଡିଥାଏ।
ଯେଉଁ ବ୍ୟକ୍ତିଙ୍କର ଦୁଇ ପାପୁଲି ଯୋଡିବା ଫଳରେ ଅର୍ଦ୍ଧ ଚନ୍ଦ୍ରର ଆକୃତି ଦେଖାଯାଏ କିନ୍ତୁ ଅଙ୍କା ବଙ୍କା ରହିଥାଏ ତେବେ ସେହି ବ୍ୟକ୍ତି ନିଜ ବୟସ ଠାରୁ ଅଧିକ ବୟସ୍କ ଲୋକଙ୍କ ସହ ମିଳାମିଶା କରିବାକୁ ଅଧିକ ପସନ୍ଦ କରିଥାନ୍ତି।
ଏହି ଅର୍ଦ୍ଧ ଚନ୍ଦ୍ର ବ୍ୟକ୍ତିଙ୍କର ବୈବାହିକ ଜୀବନ ଓ ନିଜର ଜୀବନସାଥୀଙ୍କର ରୂପ ଏବଂ ସୌନ୍ଦର୍ଯ୍ୟ ସମ୍ପର୍କରେ ମଧ୍ୟ ଆକଳନ କରାଯାଇଥାଏ।
ସେହିପରି ଯେଉଁ ବ୍ୟକ୍ତି ମାନଙ୍କର ଦୁଇ ହାତର ପାପୁଲି ଯଦି ଯୋଡ଼ିବା ପରେ ସୁନ୍ଦର ଏବଂ ଅର୍ଦ୍ଧବୃତ ଆକୃତିର ଚନ୍ଦ୍ର ସଦୃଶରେ ରେଖା ସୃଷ୍ଟି ହୋଇଥାଏ ତେବେ ସେହି ବ୍ୟକ୍ତି ପୁରୁଷ ହେଉ କିମ୍ବା ନାରୀ ତାଙ୍କୁ ସବୁବେଳେ ରୂପ ଗୁଣରେ ସୁନ୍ଦର ଥିବା ବ୍ୟକ୍ତି ମାନେ ଜୀବନସାଥୀ ରୂପରେ ମିଳିଥାନ୍ତି।