Excuse Me Odisha

ଯାହା କହିବୁ ସତ କହିବୁ

ସ୍ବାମୀ ଓ ସ୍ତ୍ରୀ ଏହି ସବୁ ସ୍ଥାନରେ ଶାରୀରିକ ସମ୍ପର୍କ ନ ରଖିବା ଉଚିତ ! ଆଉ ରଖିଲେ …

ସେୟାର୍ କରନ୍ତୁ

ବନ୍ଧୁଗଣ,ଆମେ ଆପଣଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମସ୍ତଙ୍କ ଜୀବନରେ ଅନେକ ସମସ୍ୟା ରହିଛି, ଯେପରିକି ପରିବାରରେ ଝଗଡା ହେବା, ଆର୍ଥିକ ଅଭାବ ଦେଖାଦେବା, କୌଣସି ରୋଗ ହେବା, ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବା ଆଦି ସମସ୍ୟା। ଆମ ହିନ୍ଦୁ ଧର୍ମ ଗ୍ରନ୍ଥ ଗୁଡ଼ିକରେ ଏହିସବୁ ସମସ୍ୟାର ସମାଧାନ ବିଷୟରେ ବର୍ଣ୍ଣନା କରାଯାଇଛି।ଆଜି ଆମେ ଆପଣଙ୍କୁ କିଛି ଏପରି କଥା କହିବାକୁ ଯାଉଛୁ, ଯାହା ଧର୍ମ ଗ୍ରନ୍ଥରେ ମଧ୍ୟ ବର୍ଣ୍ଣିତ ଅଛି।

ଆମେ ଆଜି ଆପଣଙ୍କୁ ଏଭଳି ୮ଟି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁ ସ୍ଥାନରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସମ୍ବନ୍ଧ ରଖିବା ଉଚିତ ନୁହେଁ। ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡ଼ିଥାଏ।

୧/କୌଣସି ପବିତ୍ର ନଦୀ ପାଖରେ ସ୍ବାମୀ ଓ ସ୍ତ୍ରୀଙ୍କୁ ସମ୍ବନ୍ଧ ରଖିବା ଉଚିତ ନୁହେଁ। ନଦୀର ପବିତ୍ର ଜଳକୁ ନେଇ ଆମେ ସମସ୍ତେ ପୂଜାର୍ଚ୍ଚନା କରିବା ସହିତ ଅନେକ କାର୍ଯ୍ୟରେ ଲଗାଇ ଥାଉ। ତେବେ ସ୍ବାମୀ ଓ ସ୍ତ୍ରୀ ଏଭଳି କଲେ, ତାଙ୍କ ମଧ୍ୟରେ ଦୂରତା ଆସିଥାଏ ଏବଂ ସେମାନେ ପାପର ଭାଗୀଦାର ହୋଇଥାନ୍ତି।

୨/ ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ, ଅଗ୍ନିକୁ ବେବତାଙ୍କ ମଧ୍ୟରେ ଗଣା ଯାଏ ଏବଂ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ।ସେଥିପାଇଁ ଅଗ୍ନି ପାଖରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମ୍ଵନ୍ଧ ରଖିବା ଉଚିତ ନୁହେଁ।ନଚେତ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢିବା ସହିତ ଭବିଷ୍ୟତ ଦୁଃଖମୟ ହୋଇଯିବ।

୩/ କୌଣସି ସ୍ୱାମୀ ଓ ସ୍ତ୍ରୀଙ୍କୁ ତାଙ୍କର ବନ୍ଧୁ ତଥା ସମ୍ପର୍କୀୟଙ୍କ ଘରେ ଶାରୀରିକ ସମ୍ଵନ୍ଧ ବନେଇବା ଉଚିତ ନୁହେଁ। ବିଷ୍ଣୁ ପୁରାଣରେ ଉଲ୍ଲେଖ ରହିଛି ଯେ ଏପରି କରିବା ଦ୍ୱାରା ସମୟକ୍ରମେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଠାରୁ ଦୂରେଇ ଯାଆନ୍ତି।

୪/ ରୋଗ ଶଯ୍ୟାରେ ପଡିଥିବା ବ୍ୟକ୍ତିଙ୍କ ପାଖରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏଭଳି କଲେ ପତିପତ୍ନୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ବୈବାହିକ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ।

୫/ ମନ୍ଦିର ହେଉଛି ସକାରାତ୍ମକ ପରିବେଶ, ଏଠାକୁ ସମସ୍ତେ ନିଜ ମନର ଶାନ୍ତି ପାଇଁ ଯାଇଥାନ୍ତି।ମନ୍ଦିରରେ କୌଣସି ସ୍ବାମୀ ଓ ସ୍ତ୍ରୀଙ୍କୁ ସମ୍ବନ୍ଧ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ସ୍ବାମୀ ଓ ସ୍ତ୍ରୀଙ୍କୁ ମହାପାପର ଭାଗୀଦାର ହେବାକୁ ପଡ଼ିଥାଏ।

୬/ ଶ୍ମଶାନ ହେଉଛି ଏକ ନକାରାତ୍ମକ ପରିବେଶ। ଶ୍ମଶାନରେ କୌଣସି ସ୍ବାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ଉଚିତ ନୁହେଁ।ଏଭଳି କଲେ ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ ସମ୍ପର୍କକୁ ଖରାପ କରି ଦେବ।

୭/ ଅନେକ ଯୁଗରୁ ମୁନିଋଷି ମାନଙ୍କୁ ପୂଜନୀୟ ଭାବରେ ଗଣା ଯାଏ।ମୁନି ଋଷି ମାନଙ୍କ ପାଖରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।

୮/ ଘରର ଚାକର ରହିବା ସ୍ଥାନରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥାଏ। ସର୍ବଦା ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥାଏ।

ଏଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *