Excuse Me Odisha

ଯାହା କହିବୁ ସତ କହିବୁ

ଦୁନିଆର ସବୁଠାରୁ ଧନୀ ରାଶି, ୨୦୨୨ ରୁ ୨୦୪୨ ପର୍ଯ୍ୟନ୍ତ ବଞ୍ଚିବେ ରାଜାଭଳି

ସେୟାର୍ କରନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁଁ ପ୍ରତ୍ୟେକ ରାଶି ଗୁଡ଼ିକର ପରିବର୍ତ୍ତନ ହୋଇଥାଏ।ରାଶି ଗୁଡ଼ିକ ଜରିଆରେ ପ୍ରତ୍ୟେକ ବ୍ୟକ୍ତି ନିଜର ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣିପାରେ। ତେବେ ଶାସ୍ତ୍ର ଅନୁସାରେ ୨୦୨୨ ରୁ ୨୦୪୨ ପର୍ଯ୍ୟନ୍ତ କିଛି ରାଶି ଗୁଡ଼ିକ ଉପରେ ରାଜଯୋଗ ଭୋଗ ହେଉଛି।ଯାହା ଫଳରେ ଏହି ରାଶିର ଲୋକ ମାନଙ୍କୁ ଅନେକ ପ୍ରକାରର ଲାଭ ମିଳିବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।

ଏହି ରାଶିର ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପଡ଼ିବା ସହିତ ସଫଳତା ଅର୍ଜନ କରିବେ। ଆପଣ ସମାଜରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବେ। ଆଗାମୀ ସମୟରେ ଆପଣ ନୂଆ ନୂଆ ସଫଳତା ହାସଲ କରିବେ। ଆପଣଙ୍କୁ ଜୀବନରେ ଅନେକ ଖୁସି ମିଳିବାକୁ ଯାଉଛି। ଚାକିରୀ କ୍ଷେତ୍ରରେ ଆପଣ ପଦୋନ୍ନତୀ ହାସଲ କରିବେ। ଆପଣ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।କୌଣସି କ୍ଷେତ୍ରରୁ ଆପଣଙ୍କୁ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆପଣ ଲାଭବାନ ହେବା ସହିତ ନୂଆ ନିବେଶ କରିବେ।

ଦାମ୍ପତ୍ୟ ଜୀବନରେ ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ସନ୍ତାନ ମାନଙ୍କ ତରଫରୁ ଆପଣଙ୍କୁ ଖୁସି ଖବର ଶୁଣିବାକୁ ମିଳିବ।ଯେଉଁ ମାନେ ଅବିବାହିତ ଅଛନ୍ତି, ସେମାନଙ୍କର ଏହି ରାଜଯୋଗ କାରଣରୁ ବିବାହ ହେବାର ଯୋଗ ରହିଛି। ଅଧିକ ଉପାର୍ଜନ ପାଇଁ ନୂତନ ଦିଗ ଆପଣେଇ ପାରନ୍ତି। ଛାତ୍ରମାନେ ଆଗାମୀ ପରୀକ୍ଷାରେ ସଫଳତା ଅର୍ଜନ କରିବେ।ପ୍ରେମ ଜୀବନରେ ଆପଣ ମନକଥା ନିଜ ପାର୍ଟନରଙ୍କୁ କହି ପାରିବେ। ପରିବାରର ବାତାବରଣ ସୁଖମୟ ରହିବ। ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହୋଇପାରେ। ବନ୍ଧୁମାନଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ବ୍ୟବସାୟ ଓ ବାଣିଜ୍ୟକୁ ନେଇ ଆପଣ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଆପଣଙ୍କ ଯାତ୍ରା ଲାଭପ୍ରଦ ହେବ। ଆପଣ କ୍ଯାରିୟରକୁ ନେଇ କିଛି ନୂଆ ଯୋଜନା କରିବେ। ମାତାପିତାଙ୍କ ଠାରୁ ସହଯୋଗ ପ୍ରାପ୍ତ କରିବେ। ଆପଣ ନିଜ ଜୀବନର କର୍ମକ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚିବେ।

ଅଫିସରେ ଆପଣ ବରିଷ୍ଠ ଅଧିକାରୀଙ୍କ ଠାରୁ ସହଯୋଗ ପାଇବା ସହିତ ସହକର୍ମୀ ମାନଙ୍କର ସମର୍ଥନ ପାଇବେ। କୌଣସି ଖାସ ବ୍ୟକ୍ତିଙ୍କ ସହିତ ଆପଣଙ୍କର ବନ୍ଧୁତା ହୋଇପାରେ। ଜୀବନରେ ଆପଣ କିଛି ନୂଆ ଶିକ୍ଷା ପାଇବେ। ଏଠାରେ ଯେଉଁ ଭାଗ୍ୟଶାଳୀ ରାଶି ଗୁଡିକର ଭାଗ୍ୟ ଚମକିବାକୁ ଯାଉଛି, ସେହି ରାଶି ଗୁଡ଼ିକ ହେଉଛି – ମେଷ ରାଶି, ବୃଷ ରାଶି, ସିଂହ ରାଶି, କୁମ୍ଭ ରାଶି, କନ୍ୟା ରାଶି ଓ ତୁଳା ରାଶି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ, ଆମ ପେଜକୁ ଗୋଟିଏ ଲାଇକ କରି ସମସ୍ତଙ୍କୁ ସେୟାର କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *