Excuse Me Odisha

ଯାହା କହିବୁ ସତ କହିବୁ

ଜ୍ୟୋତିଷ ଶାସ୍ତ୍ର : କଣ ଆପଣଙ୍କ ନାମ ମଧ୍ୟ S, R, B,P, M, N ଅକ୍ଷରରୁ ଆରମ୍ଭ ହେଉଛି? ତେବେ ଆପଣଙ୍କ ପାଇଁ ବଡ଼ ଖୁସିର ଖବର।

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ସମସ୍ତେ ଏହା ଜାଣିଛୁ ଯେ, ଆମ ଜୀବନରେ ଯେଉଁ ସବୁ ପରିବର୍ତ୍ତନ ହେଉଛି ତାହାର ମୁଖ୍ୟ କାରଣ ହେଉଛି ଗ୍ରହ ଚଳନର ପରିବର୍ତ୍ତନ। ଆଜିର ସମୟରେ ପ୍ରତ୍ୟେକ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଆମ ଜୀବନରେ ଅନେକ ପ୍ରକାରର ସମସ୍ୟା ବା ଦୁଃଖ ଆସିବା ସହିତ ସୁଖ ମଧ୍ୟ ଆସିଥାଏ। ଯାହା ଗ୍ରହର ପରିବର୍ତ୍ତନ ଦ୍ୱାରା ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି କୌଣସି ଅଲଗା ପରିଚୟ ନେଇ ଜନ୍ମ ହୋଇ ନଥାନ୍ତି । କିନ୍ତୁ ସେହି ବ୍ୟକ୍ତିର ରାଶି ଓ ଗ୍ରହର ପରିବର୍ତ୍ତନ ଯୋଗୁଁ ତାର ଜୀବନଶୈଳୀ ବଦଳି ଯାଇଥାଏ। ରାଶି ଓ ଗ୍ରହ ଭଳି ଜଣେ ବ୍ୟକ୍ତିର ନାମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

କୌଣସି ବ୍ୟକ୍ତିର ନାମ ଦ୍ୱାରା ହିଁ ତାର ପରିଚୟ ସୃଷ୍ଟି ହୋଇଥାଏ ଏବଂ ସମାଜରେ ତାକୁ ସମସ୍ତେ ଜାଣି ଥାଆନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ନାମ ଥିବା ବ୍ୟକ୍ତିଙ୍କ ବିଷୟରେ କହିବୁ ଯେଉଁମାନେ ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ଖାସ ହୋଇଥାନ୍ତି। ତେବେ ଆସନ୍ତୁ ଏହି ବିଷୟକୁ ନେଇ ବିସ୍ତାର ରୂପରେ ଜାଣିବା।

୧/ ପ୍ରଥମ ଅକ୍ଷରଟି ହେଉଛି ‘S’। ଏହି ଅକ୍ଷର ବିଶିଷ୍ଟ ନାମ ଥିବା ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି। ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଯାହାଦ୍ୱାରା ଲୋକମାନେ ଏମାନଙ୍କ ପ୍ରତି ଶୀଘ୍ର ଆକର୍ଷିତ ହୋଇଥାନ୍ତି। ପ୍ରେମ ମାମଲାରେ ଏମାନେ ବହୁତ ଲାଜ କରନ୍ତି ଏବଂ ଗମ୍ଭୀର ହୋଇଥାନ୍ତି। କିନ୍ତୁ ପ୍ରେମ ସ୍ବୀକାର କରି ପାରନ୍ତି ନାହିଁ। ଏହି ନାମର ବ୍ୟକ୍ତି ମସ୍ତିଷ୍କରୁ ଅଧିକ ତେଜ ଓ ବୁଦ୍ଧିମାନ ହୋଇଥାନ୍ତି। ଏମାନେ ମନରୁ ଖରାପ ହୋଇ ନଥାନ୍ତି। କିନ୍ତୁ ଏମାନଙ୍କ କଥା କହିବା ଶୈଳୀ ଏମାନଙ୍କୁ ଅନ୍ୟ ମାନଙ୍କ ଆଗରେ ଖରାପ ବନାଇ ଥାଏ।

୨/ ଦ୍ଵିତୀୟ ଅକ୍ଷରଟି ହେଉଛି, ‘R’ । ଏହି ଅକ୍ଷର ବିଶିଷ୍ଟ ନାମ ଥିବା ବ୍ୟକ୍ତି ଅଧିକ ସୋସିଆଲ ଜୀବନ ବଞ୍ଚିବା ପସନ୍ଦ କରନ୍ତି ନାହିଁ। ଏମାନଙ୍କ ଜୀବନରେ କେବେବି ଧନର ଅଭାବ ହୁଏ ନାହିଁ। ଏହି ନାମର ବ୍ୟକ୍ତିଙ୍କ ପାଇଁ ପରିବାରର ସବୁଠାରୁ ଅଧିକ ମହତ୍ତ୍ଵ ରହିଛି। ଏମାନେ କିଛି ନୂଆ କରିବାକୁ ପ୍ରୟାସ କରିଥାନ୍ତି

୩/ତୃତୀୟ ଅକ୍ଷରଟି ହେଉଛି, ‘B’ । ଏମାନେ ଜୀବନରେ ସର୍ବଦା ନୂଆ ମାର୍ଗ ଖୋଜିବାରେ ବ୍ୟସ୍ତ ଥାଆନ୍ତି। ଏମାନେ ସଂକୋଚିତ ସ୍ଵଭାବର ଅଟନ୍ତି । ଖୁବ ଶୀଘ୍ର ଏମାନେ କାହା ସହିତ ମିଶି ପାରନ୍ତି ନାହିଁ ଏବଂ ଅଧିକ ବନ୍ଧୁ ମଧ୍ୟ କରନ୍ତି ନାହିଁ। ଏମାନଙ୍କୁ ଏକୁଟିଆ ରହିବା ପସନ୍ଦ ହୋଇଥାଏ ଏବଂ ଏମାନେ ସାଧାରଣ ସ୍ୱଭାବର ହୋଇଥାନ୍ତି।

୪/ ଚତୁର୍ଥ ଅକ୍ଷରଟି ହେଉଛି, ‘P’ । ଏହି ନାମର ବ୍ୟକ୍ତି ନିଜକୁ ହିଁ ସବୁଠାରୁ ଅଧିକ ଭଲ ପାଆନ୍ତି । ଏମାନେ ମୁକ୍ତ ଚିନ୍ତାଧାରା ଲୋକ ଅଟନ୍ତି । ଏମାନଙ୍କୁ ସବୁଠାରୁ ସୁନ୍ଦର ଜୀବନସାଥୀ ମିଳିଥାଏ। ଏମାନେ ସର୍ବଦା ନିଜ ଜୀବନସାଥୀଙ୍କ ସପକ୍ଷରେ ରହିଥାନ୍ତି। ଏହି ନାମର ବ୍ୟକ୍ତି ସବୁ କାର୍ଯ୍ୟକୁ ସଠିକ ଢଙ୍ଗରେ କରନ୍ତି। ଏମାନଙ୍କ ସ୍ଵଭାବ ଅନ୍ୟମାନଙ୍କ ଠାରୁ ସାମାନ୍ୟ ଭିନ୍ନ ହୋଇଥାଏ। ଏମାନେ ନିଜ ଜୀବନସାଥୀ ଏବଂ ପରିବାର ପ୍ରତି ବହୁତ ଯତ୍ନଶୀଳ ହୋଇଥାନ୍ତି।

୫/ ପଞ୍ଚମ ଅକ୍ଷର ଟି ହେଉଛି, ‘M’ । ଏହି ନାମର ବ୍ୟକ୍ତି କେବେବି ନିଜର ସମସ୍ୟା ଅନ୍ୟମାନଙ୍କୁ କୁହନ୍ତି ନାହିଁ ଏବଂ ଏଥିପାଇଁ ଏମାନଙ୍କୁ ହଇରାଣ ମଧ୍ୟ ହେବାକୁ ପଡ଼ିଥାଏ। ଏମାନେ ନିଜ ପରିବାରକୁ ବହୁତ ଭଲ ପାଇଥାନ୍ତି। ଏହି ନାମର ବ୍ୟକ୍ତି ଖର୍ଚ୍ଚ କରିବା ପୂର୍ବରୁ କେବେବି ଭାବି ନଥାନ୍ତି। ଏମାନେ ଦେଖିବାକୁ ମଧ୍ୟ ଖୁବ ସୁନ୍ଦର ଓ ଆକର୍ଷଣୀୟ ଅଟନ୍ତି।

୬/ ଷଷ୍ଠ ଅକ୍ଷର ଟି ହେଉଛି, ‘N’ । ଏହି ନାମର ବ୍ୟକ୍ତି କେତେବେଳେ କଣ କରିବା ଉଚିତ ତାହା ସ୍ୱୟଂ ମଧ୍ୟ ଜାଣି ପାରନ୍ତି ନାହିଁ। ଏହି ଲୋକମାନେ କେବେବି ଅନ୍ୟ ସହିତ ଯୁକ୍ତି ତର୍କ କରିବାରେ ସମୟ ବର୍ବାଦ କରନ୍ତି ନାହିଁ । ଏହି ନାମର ବ୍ୟକ୍ତି ଙ୍କ ଜୀବନ ରେ କୌଣସି ଜିନିଷର ଅଭାବ ରହେ ନାହିଁ । ଏମାନଙ୍କର ଉତ୍ତମ ବ୍ୟକ୍ତିତ୍ବ ଲୋକମାନଙ୍କୁ ପ୍ରଭାବିତ କରିଥାଏ।

ବନ୍ଧୁଗଣ ଆମେ ଆଶା କରୁଛୁ, ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ସମସ୍ତଙ୍କୁ ସେୟାର ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *