Excuse Me Odisha

ଯାହା କହିବୁ ସତ କହିବୁ

ସମସ୍ତଙ୍କୁ ରାଜା ବନାଇ ଦେବ ଏହି ଜିନିଷ,ଜାଣନ୍ତୁ ଏ ଜିନିଷ ବିଷୟରେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସମସ୍ତଙ୍କୁ ରାଜା ବନେଇ ଦେବ ଏହି ଜିନିଷ।

ପ୍ରତ୍ୟକ ବ୍ୟକ୍ତି ଏହା ଚାହିଁଥାଏ ଯେ ସେ ବହୁତ ପଇସା ଇନକମ କରୁ ଏବଂ ସୁଖ ଶାନ୍ତିରେ ବସବାସ କରୁ କିନ୍ତୁ ବହୁତ କ୍ଷେତ୍ରରେ ଏହା ସମ୍ଭବ ହୋଇପାରେ ନାହିଁ। କାରଣ ପରିଶ୍ରମ ତ ସମସ୍ତେ କରନ୍ତି କିନ୍ତୁ ପରିଶ୍ରମର ଫଳ ସମସ୍ତଙ୍କୁ ପ୍ରାପ୍ତ ହୋଇପାରେ ନାହିଁ। କାହା ଜୀବନରେ ଶତ୍ରୁ ଅଧିକ ଥାଆନ୍ତି ତ କାହା ଜୀବନରେ କରଜ ଘେରି ହୋଇ ରହିଥାଏ କିମ୍ବା କାହା ଜୀବନରେ ନିଜ ଲୋକ ହିଁ ଧୋକା ଦେଇଥାନ୍ତି ଯାହା ଫଳରେ କି ବ୍ୟକ୍ତିର ମନ ଭାଙ୍ଗିଯାଏ। ଏହି ସଂସାରରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କର ସମସ୍ୟା ବି ଅଲଗା ଅଲଗା ହୋଇଥାଏ। ମାନେ ଯେତେ ପ୍ରକାରର ଲୋକ ଥାନ୍ତି ସମସ୍ୟା ବି ଅଲଗା ଅଲଗା ଥାଏ। ଶାସ୍ତ୍ରରେ କିଛି ଏମିତି ଜିନିଷ କୁହାଯାଇଛି ଯାହାକୁ ଆପଣ ଧାରଣ କରିନେଲେ ଏମିତି ଚମତ୍କାର ଜୀବନରେ ଆସିଥାଏ ଯେ ପୁରା ଜୀବନ ବଦଳିଯାଏ। ସବୁ ଲୋକ ଚାହିଁଥାନ୍ତି ଯେ ତା ଭାଗ୍ୟ ସବୁବେଳେ ଚମକୁଥାଉ।

ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଏମିତି କିଛି ଖାସ ଜିନିଷ ବିଷୟରେ ଜଣେଇବୁ ଯାହାକୁ ଧାରଣ କରିଦେଲେ ମା ଲକ୍ଷ୍ମୀଙ୍କୁ ଆପଣ ଆକର୍ଷିତ କରିଥାନ୍ତି ଏବଂ ତା ଜୀବନରେ ଯେତେ ବି ସମସ୍ୟା ଥାଏ ସେସବୁ ଦୂର ହୋଇଯାଏ। ଯେଉଁ ଜିନିଷ ଆପଣଙ୍କୁ ଧାରଣ କରିବାର ଅଛି ତାହା ହେଉଛି ବଣ ଘୁଷୁରୀର ଦାନ୍ତ। ବହୁତ ଲୋକ ଘୁଷୁରୁକୁ ଅଳିଆ ଭାବିଥାନ୍ତି କିନ୍ତୁ ଆପଣ ଜାଣି ନିଅନ୍ତୁ କି ଭଗବାନ ବିଷ୍ଣୁ ବରାହ ଅବତାର ନେଇଥିଲେ। ହୋରଣ୍ୟକଶ୍ୟପ ଠାରୁ ପୃଥିବୀକୁ ବଞ୍ଚାଇ ପାଇଁ। ବରାହ ଅବତାର ଏବଂ ନିଜ ଦାନ୍ତକୁ ପୃଥିବୀକୁ ଉଠାଇଥିଲେ। ତେବେ ବହୁତ ଲୋକ ଘୃଣା କରିଥାନ୍ତି। ବଣ ଘୁଷୁରୀ ଅଳିଆ ସଫା କରିବାରେ କାମ କରିଥାଏ। ଅଳିଆକୁ ରାହୁ କେତୁଙ୍କ ସ୍ଥାନ କୁହାଯାଏ ଯେଉଁଠାରେ ଅଳିଆ ଥାଏ ସେଠାରେ ନକରାତ୍ମକ ବାସ ହୋଇଥାଏ। ଯେଉଁ ପଶୁ ସବୁ ଅଳିଆକୁ ସଫା କରିଥାଏ ତାର ମାନେ କି ସମ୍ପୂର୍ଣ୍ଣ ନକରାତ୍ମକକୁ ସଫା କରିବାର ତା ପାଖର ଶକ୍ତି ରହିଛି।

ବଣ ଘୁଷୁରୀ ଅବା ବରାହର ଯେଉଁ ଦାନ୍ତ ଥାଏ ସେଥିରେ ଖାସ ଚମତ୍କାରି ଶକ୍ତି ଥାଏ। ଯେଉଁ ବି ବ୍ୟକ୍ତି ଏହି ଦାନ୍ତ ଧାରଣ କରିଥାଏ ତା ଆଡ଼କୁ ମା ଲକ୍ଷ୍ମୀ ଆକର୍ଷିତ ହେବାକୁ ଲାଗିଥାନ୍ତି। ଏହାକୁ ଧାରଣ କରିବା ଦ୍ୱାରା କୌଣସି ପ୍ରକାରର ଖରାପ ନଜର ଲାଗିନଥାଏ କି ଭୂତ ପ୍ରେତର ବାଧା ଆସିନଥାଏ। ତେଣୁ ଛୋଟ ପିଲାଙ୍କୁ ଏହା ଧାରଣ କରାଇଥାନ୍ତି। ଏହି ଦାନ୍ତକୁ ଧାରଣ କଲେ ଧନର ସମସ୍ୟା ଦୂର ହୋଇଥାଏ। ଶତ୍ରୁ ବାଧା ଦୂର ହୁଏ ଖରାପ ନଜର ତନ୍ତ୍ର କ୍ରିୟା ଭୁତ ପ୍ରେତର ବାଧା ମଧ୍ୟ ଦୂର ହୁଏ। ଏହାକୁ କେବଳ ରୁପାର ଲକେଟରେ ତିଆରି କରି ନିଜ ବେକରେ ଧାରଣ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ। ଏହି ଦାନ୍ତ ବଣରେ ରହୁଥିବା ଘୁଷୁରୀ କିମ୍ବା ବାର୍ହାର ଦାନ୍ତରେ ହୋଇଥାଏ। ତେବେ ଏହାକୁ ଯଦି ଆପଣ ଧାରଣ କରନ୍ତି ତେବେ ସମସ୍ତ ପ୍ରକାରର କଷ୍ଟରୁ ମୁକ୍ତି ମିଳିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *