Excuse Me Odisha

ଯାହା କହିବୁ ସତ କହିବୁ

୨୧ ବର୍ଷ ପରେ ପଡୁଛି ଦୁଇଟି ମହାସଂଯୋଗ,୩ଟି ରାଶିର ଲୋକଙ୍କ ପାଇଁ ରାଜଯୋଗ

ସେୟାର୍ କରନ୍ତୁ

ମକର ରାଶି -ଆଜି ଆପଣ ଯେଉଁ ଶୈଳୀରେ କାର୍ଯ୍ୟ କରିବେ, ଆପଣଙ୍କ ସହିତ କାମ କରୁଥିବା ଲୋକମାନଙ୍କୁ ଆପଣଙ୍କ କାର୍ଯ୍ୟ ଶୈଳୀ ପ୍ରଭାବିତ କରିବ। ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭବାନ ହେବେ। କାର୍ଯ୍ୟରେ ଆପଣ ଏକ ସୁସ୍ଥ ବାତାବରଣ ପାଇବେ।ଆପଣ କିଛି ସୁଯୋଗରେ ଲାଭ ଉଠାଇ ପାରନ୍ତି। ଅଚାନକ କୌଣସି କାରଣରୁ ଧନଲାଭ ହୋଇପାରେ। ଯଦି ଆପଣ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି, ତାହେଲେ, ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ।ଆପଣ ଆଜି ଯେତେ କଠିନ ପରିଶ୍ରମ କରିଥିବେ, ଏହାଠାରୁ ସଫଳତା ଅଳ୍ପ ପରିମାଣରେ ପାଇ ପାରନ୍ତି। ଆଜି ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଜଣେ ଘନିଷ୍ଠ ବନ୍ଧୁ ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି।ବ୍ୟବସାୟରେ ଆଜି ଆପଣଙ୍କୁ ସବୁ ପ୍ରକାରର ସୁବିଧା ମିଳିବାର ସମ୍ଭାବନା ରହିଛି।

କୁମ୍ଭ ରାଶି ଏବଂ ମୀନ ରାଶି -ଆଜି ଆପଣଙ୍କର ଆର୍ଥିକ ସଙ୍କଟ ସମାପ୍ତ ହେବ। ବରିଷ୍ଠ ଅଧିକାରୀଙ୍କ ସହିତ ଅଧିକ ମିଳାମିଶା କରିବେ ଏବଂ ତାଙ୍କର ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ପିଲାମାନଙ୍କଠାରୁ ସୁଖ ପାଇବେ। ବ୍ୟବସାୟରେ ଆପଣଙ୍କୁ ଅଧିକ ସଫଳତା ମିଳିବାର ସମ୍ଭାବନା ରହିଛି।ବ୍ୟବସାୟରେ କୌଣସି ବଡ଼ ନିବେଶ କରନ୍ତୁ ନାହିଁ, ନଚେତ କ୍ଷତି ସହି ପାରନ୍ତି।ଆପଣଙ୍କ ପାଇଁ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହେବାର ଉତ୍ତମ ଅବସର ରହିଛି। ଆଶାନୁରୂପ ସଫଳତା ମିଳିବା ସହିତ ଅଚାନକ ଧନଲାଭ ହେବାର ସମ୍ଭାବନା ରହିଛି।

ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ତଥାପି କିଛି କ୍ଷେତ୍ରରେ ବିବାଦ ଉପୁଜିପାରେ। ଆପଣ ସହକର୍ମୀଙ୍କଠାରୁ ସାହାଯ୍ୟ ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ଅର୍ଜନ କରିବା ସହିତ ଆପଣଙ୍କର ମାନସମ୍ମାନ ବୃଦ୍ଧି ପାଇବ। ଜଣେ ଶୁଭଚିନ୍ତକଙ୍କ ସାହାଯ୍ୟରେ ଆପଣ ସଫଳ ହେବେ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ଆପଣ ସୁସ୍ଥ ଅନୁଭବ କରିବେ।ଏହିଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଫେସବୁକ ପେଜକୁ ଲାଇକ କରନ୍ତୁ ଏବଂ ଆମ ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *