Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ସ୍ତ୍ରୀର ଗୁପ୍ତ ଅଙ୍ଗରେ ଥାଏ ଏହି ଚିହ୍ନ ସେ ସ୍ୱାମୀଙ୍କୁ ଆନନ୍ଦ ଦେବା ସହିତ କରିଥାଏ କୋଟିପତି।

ସେୟାର୍ କରନ୍ତୁ

ଯେଉଁ ସ୍ତ୍ରୀର ଗୁପ୍ତ ଅଙ୍ଗରେ ଥାଏ ଏହି ଚିହ୍ନ ସେ ସ୍ୱାମୀଙ୍କୁ ଆନନ୍ଦ ଦେବା ସହିତ କରିଥାଏ କୋଟିପତି।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେଉଁ ସ୍ତ୍ରୀର ଗୁପ୍ତ ଅଙ୍ଗରେ ଥାଏ ଏହି ଚିହ୍ନ ସେ ସ୍ୱାମୀଙ୍କୁ ଆନନ୍ଦ ଦେବା ସହିତ କରିଥାଏ କୋଟିପତି

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ନାରୀ ଶରୀରରେ କେଉଁ ସବୁ ଚିହ୍ନ ବା ଲକ୍ଷଣ ଥିଲେ ସେହି ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ବନ୍ଧୁଗଣ ଆମର ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ଏମାନଙ୍କର ପୂଜା ମଧ୍ୟ କରାଯାଇଥାଏ। ଏଣୁ କୌଣସି ହିନ୍ଦୁ ପରିବାରରେ ଯଦି ଝିଅଟିଏ ଜନ୍ମ ନିଏ ତେବେ ଲୋକମାନେ କୁହନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି। ଖାଲି ଏତିକି ନୁହେଁ ଯେବେ ଝିଅଟିଏ ବଡ଼ ହୋଇ ବିବାହ କରି ଶାଶୁ ଘରକୁ ଯାଏ ତ ସେତେବେଳେ ଶଶୁ ଘରେ କୁହନ୍ତି କି ଘରକୁ ଲକ୍ଷ୍ମୀ ଆସିଛନ୍ତି। ଅର୍ଥାତ ନାରୀଙ୍କ ରୂପକୁ ଦେବୀଙ୍କର ସଂଜ୍ଞା ଦିଆଯାଇଥାଏ। ସେମିତିରେ ତ ସବୁ କନ୍ୟା ମାନେ ନିଜ ପିତା ମାତାଙ୍କ ପାଇଁ ସୌଭାଗ୍ୟ ନେଇ ଆସିଥାନ୍ତି କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ କିଛି ଚିହ୍ନ ବା ଲକ୍ଷଣକୁ ଭାଗ୍ୟଶାଳୀ ହେବାର ବର୍ଣ୍ଣନା କରାଯାଇଛି। ଏହି ଦୁନିଆରେ ନାରୀରର ବହୁତ ବଡ଼ ଯୋଗଦାନ ରହିଅଛି କାହିଁକିନା ସେ ନୂଆ ଜୀବନର ମୂଳ ଆଧାର ହୋଇଥାଏ। ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ନାରୀର ସମ୍ମାନ କରାଯାଇଥାଏ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ କିଛି ଏହିପରି ସଂକେତ ବା ଚିହ୍ନ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଦ୍ୱାରା ଏହା ଜାଣି ହୁଏ କି କେଉଁ ନାରୀ ନିଜ ସାଥି ଏବଂ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ବନ୍ଧୁଗଣ ଶାସ୍ତ୍ରରେ ଏହା କୁହାଯାଇଛି ଯେ ଯଦି ସ୍ତ୍ରୀର ସବୁ ଅଙ୍ଗ ବଡ଼ ହୋଇଥାଏ ତାହେଲେ ସେ ପରିବାର ପାଇଁ ସୌଭାଗ୍ୟ ହୋଇଥାଏ। ତେବେ କଣ ହୋଇଥାଏ ସେହିସବୁ ଚିହ୍ନ ଆସନ୍ତୁ ଜାଣିବା।

ଚମକୁ ଥିବା ନଖ। ଯେଉଁ ନାରୁମାନଙ୍କର ନଖ ଗୁଡିକ ସୁନ୍ଦର ହୋଇଥାଏ ଗୋଲାପୀ ରଙ୍ଗର ଚମକୁଥିବା ନଖ ଭଲ ସ୍ୱାସ୍ଥ୍ୟ ଏବଂ ଭଲ ଚରିତ୍ରର ହୋଇଥାନ୍ତି। ଏହି ନାରୀମାନେ ନିଜ ସ୍ୱାମୀ ଏବଂ ପରିବାରର ସୁଖ ଦୁଃଖର ଭଲ ଯତ୍ନ ନେଇଥାନ୍ତି। ଏବଂ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହକାରେ କାମ କରିଥାନ୍ତି।

ବାମ ଗାଲରେ ତିଳ ଚିହ୍ନ ବା କଳାଯାଇ ରହିବା। ଯେଉଁ ନାରୀରର ବାମ ଗାଲରେ ତିଳ ଚିହ୍ନ ରହିଥାଏ ସେହି ନାରୀ ଭଲ ଖାଇବାରେ ସଉକ ରଖିଥାନ୍ତି ଏବଂ ସମସ୍ତ ପ୍ରକାରର ବ୍ୟଞ୍ଜନର ମଜା ନେଇଥାନ୍ତି। ସେ ସାରା ପରିବାରର ଭଲ ଯତ୍ନ ମଧ୍ୟ ନେଇଥାନ୍ତି। ସେମାନେ ପରିବାରର ଭଲ ଦାୟିତ୍ୱ ବହନ କରିଥାନ୍ତି ଏବଂ ବହୁତ ସ୍ବାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି। ଯେଉଁ କାରଣ ପାଇଁ ସାରା ପରିବାର ତାଙ୍କ ପ୍ରତି ଖୁସି ଥାନ୍ତି।

ଯେଉଁ ନାରୀର ନାକ ଲମ୍ବା ହୋଇଥାଏ ସେମାନଙ୍କ ପାଖରେ ବିପଦକୁ ସାମ୍ନା କରିବାର କ୍ଷମତା ରହିଥାଏ। ଏମାନେ ଅଧିକ ଖର୍ଚ୍ଚ କରିବାର ସଉକ ରଖିଥାନ୍ତି। କିନ୍ତୁ ଏମାନଙ୍କର ଖର୍ଚ୍ଚ କେବେବି ବ୍ୟର୍ଥ ଯାଇନଥାଏ।

ଲମ୍ବା ଆଙ୍ଗୁଳି। ଯେଉଁ ନାରୀ ମାନଙ୍କର ଆଙ୍ଗୁଳି ଲମ୍ବା ହୋଇଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମତୀ ହୋଇଥାନ୍ତି। ଏମାନଙ୍କର ଲେଖା ପଢ଼ାରେ ବହୁତ ସଉକ ରହିଥାଏ। ଏପରି ନାରୀମାନେ ବ୍ୟର୍ଥ ଖର୍ଚ୍ଚ କରନ୍ତି ନାହିଁ ବରଂ ଏମାନଙ୍କୁ ପଇସା ଦେଲେ ଏମାନେ ସେହି ପଇସାକୁ ଦୁଇଗୁଣିତ କରିବା ପାଇଁ ପ୍ରୟାସ କରିଥାନ୍ତି। ଏମାନଙ୍କର ପରିବାର ଏବଂ ସ୍ୱାମୀ ଏମାନଙ୍କ ପ୍ରତି ଖୁସି ହୋଇଥାନ୍ତି।

ଗୋଲାପୀ ପାଦ। ଯେଉଁ ନାରୀମାନଙ୍କର ପାଦ ଗୋଲାପୀ ଏବଂ ବହୁତ କୋମଳ ହୋଇଥାଏ ଏବଂ ସମ୍ପୂର୍ଣ୍ଣ ଭାବେ ବିକଶିତ ହୋଇଥାଏ ଏହିପରି ନାରୀ ନିଜର ପ୍ରେମିକ କିମ୍ବା ସ୍ୱାମୀଙ୍କର ବହୁତ ଭଲରେ ଯତ୍ନ ନେଇଥାନ୍ତି ଏହା ସହିତ ଏମାନେ ଏପରି ଶାରୀରିକ ସୁଖ ଦେଇଥାନ୍ତି କି ଏମାନଙ୍କ ଜୀବନସାଥୀ ଏମାନଙ୍କ ପାଖେ ପାଖେ ରହିବାକୁ ପସନ୍ଦ କରିଥାନ୍ତି। କାହିଁକିନା ଏମାନଙ୍କ ପ୍ରେମୀ ବା ସ୍ୱାମୀ ଏମାନଙ୍କ ଠାରୁ ଏହାହିଁ ଆଶା ରଖିଥାନ୍ତି ଏବଂ ଏହି ମାମଲାରେ ଏହି ନାରୀମାନେ ସର୍ବଦା ଆଗରେ ରହିଥାନ୍ତି। ଅର୍ଥାତ ଯଦି କେହି ପୁରୁଷ ଏହିପରି ନାରୀକୁ ବିବାହ କରେ ତେବେ ସେ ସବୁବେଳେ ଖୁସିରେ ରହିଥାନ୍ତି ଏବଂ ନିଜର କୌଣସି ଅଭିଯୋଗ ରହିନଥାଏ।

ପାଦ ତଳେ ତ୍ରିକୋଣ ଚିହ୍ନ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନାରୀମାନଙ୍କର ପାଦ ତଳେ ଅନେକ ରହସ୍ୟ ଲୁଚି ରହିଥାଏ। ଯେଉଁ ନାରୀର ପାଦ ତଳେ ତ୍ରକୋଣ ଚିହ୍ନ ରହିଥାଏ ସେ ଅତ୍ୟନ୍ତ ଚତୁର ଓ ବୁଦ୍ଧିମତୀ ହୋଇଥାନ୍ତି ଏବଂ ଏମାନେ ସବୁ କାମକୁ ବୁଝି ବିଚାରି ହିଁ କରିଥାନ୍ତି ଅର୍ଥାତ ଏହିପରି ନାରୀଙ୍କୁ ଯେଉଁ ପୁରୁଷ ବିବାହ କରିଥାନ୍ତି ସେମାନେ ଜୀବନରେ କେବେବି ନିରାଶ ହୁଅନ୍ତି ନାହିଁ। କାହିଁକିନା ସେମାନଙ୍କୁ ଏକ ବୁଦ୍ଧିମତୀ ସ୍ତ୍ରୀ ମିଳିଯାଇଥାଏ। ଯିଏକି ଏମାନଙ୍କ ସମସ୍ତ କାର୍ଯ୍ୟରେ ସହଯୋଗ କରିଥାନ୍ତି ଏଣୁ ଯେଉଁ ନାରୀର ପାଦ ତଳେ ଏହି ତ୍ରକୋଣ ଚିହ୍ନ ଥାଏ ସେ ବାସ୍ତବରେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

ବଡ଼ ବଡ଼ ଆଖି। ପ୍ରାୟ ସମସ୍ତଙ୍କୁ ବଡ଼ ବଡ଼ ଆଖି ଥିବା ନାରୀ ଅତ୍ୟନ୍ତ ପସନ୍ଦ ହୋଇଥାଏ ଏବଂ ଏମାନଙ୍କ ଆଖିରେ ଅନେକ ଲୋକ ବୁଡିଯାନ୍ତି। ଯେଉଁ ନାରୀ ମାନଙ୍କର ଆଖି ବଡ଼ ବଡ଼ ହୋଇଥାଏ ସେମାନଙ୍କୁ ହରିଣୀ ଆଖିର ସଂଜ୍ଞା ଦିଆଯାଇଥାଏ। ବାସ୍ତବରେ ବଡ଼ ବଡ଼ ଆଖି ଥିବା ନାରୀଙ୍କ ଠାରେ ପ୍ରେମ ଏବଂ ସୁଖ ଥାଏ। ସେମାନଙ୍କ ଜୀବନରେ କେବେବି କୌଣସି ଅଭାବ ରହିନଥାଏ।

ନାକ ପାଖରେ ଥିବା କଳାଯାଇ। ଆପଣ ଅନେକ ନାରୀଙ୍କ ମୁଖରେ ତିଳ ଚିହ୍ନ ଥିବାର ଦେଖିଥିବେ କିନ୍ତୁ ନାରୀ ମାନଙ୍କର କିଛି ଖାସ ଅଙ୍ଗରେ ତିଳ ଚିହ୍ନ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହିପରି ତିଳ ଚିହ୍ନ କେବଳ ଭାଗ୍ୟଶାଳୀ ନାରୀ ମାନଙ୍କର ଥାଏ। ଏଣୁ ଯଦି କୌଣସି ନାରୀର ନାକ ପାଖରେ ତିଳ ଚିହ୍ନ ଥାଏ ତ ସେମାନଙ୍କୁ ବହୁତ ଭାଗ୍ୟଶାଳୀ ନାରୀ ବୋଲି ମାନାଯାଏ।

ସୁନ୍ଦର ଲମ୍ବା ଏବଂ ଘନ କେଶ ଯେଉଁ ନାରୀମାନଙ୍କର ଥାଏ ସେମାନେ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି। ଏହିପରି ନାରୀ ମାନଙ୍କର ବିବାହ ଯେଉଁ ଘରେ ହୋଇଥାଏ ତେବେ ସେହି ନାରୀମାନେ ସେହି ଘରକୁ ସୌଭାଗ୍ୟ ନେଇ ଯାଇଥାନ୍ତି। ଘର ପରିବାରରେ ସର୍ବଦା ଧନ ଜନରେ ଭରି ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *