Excuse Me Odisha

ଯାହା କହିବୁ ସତ କହିବୁ

ସ୍ତ୍ରୀ ର ଏହି 4ଟି ଭୋକକୁ କେହି ବି ମାରି ପାରନ୍ତି ନାହିଁ, ଝିଅ ମାନେ ଦେଖନ୍ତୁ ନାହିଁ, ପୁଅ ମାନେ ଲୁଚିକି ଦେଖନ୍ତୁ !!

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସ୍ତ୍ରୀର ଏହି ୪ ଟି ଭୋକକୁ କେହି ବି ମାରି ପାରିବେ ନାହିଁ। ଝିଅ ମାନେ ଦେଖନ୍ତୁ ନାହିଁ ପୁଅ ମାନେ ଲୁଚିକି ଦେଖନ୍ତୁ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ୪ ପ୍ରକାରର ବିଷୟରେ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କର ଅଧିକ ଭୋକ ରହିଥାଏ। ଅର୍ଥାତ ଏହି ୪ ପ୍ରକାରର ଭୋକ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ଠାରେ ଅଧିକ ରହିଥାଏ। ଏହି ୪ ଟି ଭୋକ କଣ ହୋଇଥାଏ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ତେବେ ଆସନ୍ତୁ ଜାଣିନେବା ସେହି ସ୍ତ୍ରୀ ମାନଙ୍କର ୪ ଟି ଭୋକ ବିଷୟରେ

ଭଗବାନ ଶ୍ରୀକୃଷ୍ଣଙ୍କର କହିବା ଅନୁସାରେ କେଉଁ କେଉଁ ବିଷୟରେ ନାରୀମାନେ ପୁରୁଷ ମାନଙ୍କ ଅପେକ୍ଷା ଆଗରେ ରହିଥାନ୍ତି। ଏହି ବିଷୟରେ ଆମର ହିନ୍ଦୁ ଧର୍ମ ଗ୍ରନ୍ଥରେ ବର୍ଣ୍ଣିତ ମଧ୍ୟ ରହିଛି। ଏପରି ଅନେକ ଘଟଣାମାନ ଅଛି ଯେଉଁଠି ନାରୀମାନେ ଆଗରେ ରହିଥାନ୍ତି।

ସର୍ବପ୍ରଥମେ ଜାଣିନେବା ବୁଦ୍ଧିମତା ବିଷୟରେ। ବୁଦ୍ଧିମତାର ମାମଲାରେ ସ୍ତ୍ରୀ ପୁରୁଷ ଅପେକ୍ଷା ଚାରି ଗୁଣା ଅଧିକ ହୋଇଥାନ୍ତି ଅର୍ଥାତ ବୁଦ୍ଧି ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ଠାରେ ଅଧିକ ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କ ମତରେ ବୁଦ୍ଧିମତାର ବିଷୟରେ ଆଲୋଚନା କଲେ ସ୍ତ୍ରୀମାନେ ପୁରୁଷଙ୍କୁ ପଛରେ ପକାଇ ଦିଅନ୍ତି। ପୁରୁଷ ମାନଙ୍କ ଅପେକ୍ଷା ଅଧିକ ସ୍ତ୍ରୀମାନେ ଅଧିକ ଚତୁର ହୋଇଥାନ୍ତି। ସେମାନେ ନିଜର ବିଚାରଧାରା ଦ୍ୱାରା କୌଣସି ସମସ୍ୟା ଠାରୁ ମୁକ୍ତି ପାଇପାରନ୍ତି। ସେମାନେ ସମସ୍ତ ପରିସ୍ଥିତିରେ ଭୟ ନକରି ଜିତିବାର କ୍ଷମତା ରଖିଥାନ୍ତି। ଏହା ବ୍ୟତୀତ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ପୁରୁଷ ମାନଙ୍କ ଠାରୁ ସ୍ତ୍ରୀ ଠାରେ ୬ ଗୁଣା ସାହସ ଅଧିକ ରହିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଏହା ନିସୃତ ବାଣୀ ଅଟେ। ସାହସ ସ୍ତ୍ରୀ ଠାରେ ସବୁଠାରୁ ଅଧିକ ରହିଥାଏ। ସ୍ତ୍ରୀ ଠାରେ ପୁରୁଷ ମାନଙ୍କ ଅପେକ୍ଷା ବଡ଼ କମ ଥାଇପାରେ କିନ୍ତୁ ସାହସର ମୁକାବିଲା ପୁରୁଷ କରିପାରନ୍ତି ନାହିଁ। ସେମାନେ ନିଜର ସାହସ ଦ୍ୱାରା କୌଣସି ବି ବିପଦର ସାମ୍ନା କରିପାରନ୍ତି।

ଭଗବାନ ଶ୍ରୀକୃଷ୍ଣଙ୍କର କହିବା ଅନୁସାରେ ଜିଦି ମାମଲାରେ ସ୍ତ୍ରୀ ପୁରୁଷ ମାନଙ୍କୁ ପଛରେ ପକାଇ ଦିଅନ୍ତି ଏହା ସହିତ ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଓ ଭଗବାନ ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ କି କାମ ଜ୍ବାଳା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ମାନଙ୍କ ଠାରେ ଅଧିକ ରହିଥାଏ। କାମ ଜ୍ବାଳା ବା ଉତେଜନା ପୁରୁଷଙ୍କ ଅପେକ୍ଷା ସ୍ତ୍ରୀ ଠାରେ ଅଧିକ ହୋଇଥାଏ। କେବଳ ଅଧିକ ଲଜ୍ୟା କାରଣରୁ ସେମାନେ ପ୍ରକାଶ କରିପାରନ୍ତି ନାହିଁ। ଏଣୁ ଲଜ୍ୟା ଦୃଷ୍ଟିରୁ ପୁରୁଷଙ୍କ ଅପେକ୍ଷା ଲଜ୍ୟା ସ୍ତ୍ରୀ ଠାରେ ଅଧିକ ରହିଥାଏ। ଅର୍ଥାତ ଲଜ୍ୟା ମାମଲାରେ ସ୍ତ୍ରୀ ପୁରୁଷଙ୍କ ଠାରୁ ଆଗରେ ରହିଥାଏ। ଲଜ୍ୟା ସ୍ତ୍ରୀଙ୍କୁ ଅଧିକ ଆସିଥାଏ। ପୁରୁଷ ମାନଙ୍କ ଠାରେ ଲଜ୍ୟା କମ ରହିଥାଏ। ଏହା ବ୍ୟତୀତ ଭଗବାନ ଶ୍ରୀକୃଷ୍ଣ କହିବା ଅନୁସାରେ ପୁରୁଷ ମାନଙ୍କ ଅପେକ୍ଷା ସ୍ତ୍ରୀ ଠାରେ ଅଧିକ ଭୋକ ଦେଖିବାକୁ ମିଳିଥାଏ। ନାରୀମାନେ ଶାରୀରିକ ସୁସ୍ଥତା ପାଇଁ ଶକ୍ତିଶାଳି ହେବା ପାଇଁ ସ୍ତ୍ରୀ ପୁରୁଷଙ୍କ ଅପେକ୍ଷା ଅଧିକ ଖାଦ୍ୟ ଖାଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *