Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଏହି ସମୟରେ ସ୍ତ୍ରୀ ସହିତ ସମ୍ଭୋଗ କରନ୍ତୁ,ହୋଇଯିବେ କୋଟିପତି

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ ଏହି ସମୟରେ ସ୍ତ୍ରୀ ସହିତ କରନ୍ତୁ ସମ୍ଭଗ ସ୍ୱାମୀ ହୋଇଯିବେ କୋଟିପତି।

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ରାତିରେ କେଉଁ ସମୟରେ ସ୍ତ୍ରୀ ସହିତ ସମ୍ବଦ୍ଧ ରଖିବା ଦ୍ୱାରା ସ୍ୱାମୀ ଧନବାନ ହୋଇଥାଏ। ଏହା ଏପରି କେଉଁ ସମୟ ଅଛି ଯେଉଁ ସମୟରେ ସ୍ୱାମୀ ସ୍ତ୍ରୀ ଏକାଠି ହେବା ଦ୍ୱାରା ଘରେ ଅନେକ ପ୍ରକାରର ଧନର ବର୍ଷା ହୋଇଥାଏ। ବନ୍ଧୁଗଣ ଯଦି ଆପଣ ବି ଚାହୁଁଥାନ୍ତି କି ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେଉ ବୋଲି ଏବଂ ଆପଣ ଯଦି ଏହା ଚାହୁଁଥାନ୍ତି କି ଦାରିଦ୍ର୍ୟତା ଆପଣଙ୍କର ପାଖ ନମାଡୁ ବୋଲି ଆପଣ ସାରା ଜୀବନ ଏକ ଧନବାନ ବ୍ୟକ୍ତିଙ୍କ ଭଳି ଅଏସ ଏବଂ ଆରାମ କରି ଦିନ କାଟନ୍ତୁ ବୋଲି ଏବଂ ଆପଣ ଏକ ଅନେକ ଧନବାନ ବ୍ୟକ୍ତି ହୁଅନ୍ତୁ ବୋଲି ଏବଂ ଆପଣ ଭଗବାନ ଶ୍ରୀକୃଷ୍ଣଙ୍କର ସଚ୍ଚା ଭକ୍ତ ଅଟନ୍ତି ତେବେ ଆପଣ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ଲେଖିଦେବେ। ଭଗବାନ ଶ୍ରୀକୃଷ୍ଣ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବେ। ଭଗବାନ ଆପଣଙ୍କୁ ସୁନ୍ଦର ମାର୍ଗ ଦେଖାଇବେ ଏବଂ ଆପଣଙ୍କର ସମସ୍ତ ବିଗିଡି ଯାଇଥିବା କର୍ମ ସଜାଡି ହୋଇଯିବ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କି ଚାଣକ୍ୟ ନୀତି ଏବଂ ହିନ୍ଦୁ ଧର୍ମ ଶାସ୍ତ୍ରରେ କେଉଁ ସମୟ ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁ ସମୟଟି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଶୁଭତ୍ୱ ଆଣିବା ସହିତ ପ୍ରେମ ସମ୍ବଦ୍ଧ ମଜବୁତ କରିଥାଏ। ବନ୍ଧୁଗଣ ମଣିଷ ଜୀବନରେ ସ୍ତ୍ରୀ ଏବଂ ପୁରୁଷ ଭଗବାନ ଏମାନଙ୍କୁ ଏହିପରି ହିଁ ସୃଷ୍ଟି କରିଛନ୍ତି ଯେପରି ଦିନ ଏବଂ ରାତି। ଯେପରି ଦିନ ବିନା ରାତିର କଳ୍ପନା କରିହୁଏ ନାହିଁ ଠିକ ସେହିପରି ମଧ୍ୟ ରାତ୍ରି ବିନା ଦିନର କଳ୍ପନା କରି ହେବନାହିଁ। ଠିକ ଏହିପରି ପୁରୁଷ ବିନା ମଧ୍ୟ ନାରୀର କୌଣସି କଳ୍ପନା କରିହୁଏନାହିଁ ଏବଂ ନାରୀ ବିନା ପୁରୁଷର ମଧ୍ୟ କୌଣସି ଅସ୍ତିତ୍ୱ ରହିନଥାଏ। ହଁ ଆଜ୍ଞା ବନ୍ଧୁଗଣ ଏହା ଜୀବନର ଦୁଇଟି ପାର୍ଶ୍ଵ ଅଟେ। ଗୋଟେ ପୁରୁଷ ଏବଂ ଗୋଟେ ନାରୀ ଅଟେ। ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଏହା କୁହନ୍ତି କି ନାରୀ ଏବଂ ପୁରୁଷ ଏମାନେ ଗୋଟିଏ ଡରୀରେ ବଂଦ୍ଧା ଅଟନ୍ତି। ଏମାନଙ୍କର ମିଳନର ଡରିକୁ ଯଦି ଆପଣ ଭଲ ଭାବରେ ଯୋଡି ପାରନ୍ତି ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ବଦ୍ଧ ଅତ୍ୟନ୍ତ ମଜବୁତ ହୋଇଥାଏ। ଏଣୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବୈବାହିକ ଜୀବନ ସୁଖମୟ ହେବା ପାଇଁ ପ୍ରେମ ସମ୍ପର୍କ ଭଲରେ ହେବା ଆବଶ୍ୟକ ଅଟେ। କଳହ ଝଗଡା ଠାରୁ ଏମାନଙ୍କର ଜୀବନ ଦୂରରେ ହେବା ଆବଶ୍ୟକ ଅଟେ। ଏମାନଙ୍କର ଜୀବନରେ ସଦାସର୍ବଦା ସକାରାତ୍ମକ ବଜାୟ ରହିବା ଆବଶ୍ୟକ ଅଟେ ଏବଂ ଏମାନଙ୍କର ଭିତରେ କେବେବି ଗୃହର କଳହ ଦେଖାଦେବା ଉଚିତ ନୁହେଁ।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଅତ୍ୟନ୍ତ ଧାରୁଆ ଅସ୍ତ୍ର କେବେବି ଆସିବା ଉଚିତ ନୁହେଁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଯଦି ପ୍ରେମ ପ୍ରସଙ୍ଗ ଭଲ ରହିବ ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ଦୁହିଁଙ୍କ ପ୍ରତି ଆକର୍ଷଣ ରହିବ ତେବେ ସେହି ଘର ସଦାସର୍ବଦା ଧନ ଏବଂ ବୈଭବରେ ଭରି ରହିଥାଏ। ସେହି ଘରେ ଦୈବୀଶକ୍ତିମାନେ ନିଜର ଅଲୌକିକ ଶକ୍ତି ଦେଖାଇ ଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ କହିଛନ୍ତି କି ଯେଉଁ ଘରେ ସ୍ୱାମୀ ଏବଂ ସ୍ତ୍ରୀ ପ୍ରେମ ପ୍ରସଙ୍ଗରେ ଯୋଡି ହୋଇ ରହିଥାନ୍ତି ସେହିପରି ଘରେ କେବେ କୌଣସି ଜିନିଷର ଅଭାବ ଦେଖା ଦେଇନଥାଏ। ସେହି ଘରେ ସଦାସର୍ବଦା ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସେହି ଘର ସର୍ବଦା ଧନ ସମ୍ପତ୍ତିରେ ଭରି ରହିଥାଏ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ଏହା କୁହନ୍ତି ଯେ ରାତ୍ରି ସମୟରେ ୩ଟା ପୂର୍ବରୁ ସ୍ୱାମୀ ସ୍ତ୍ରୀ ଆପୋଷ ସମ୍ବଦ୍ଧ ରଖିବା ଉଚିତ ହୋଇଥାଏ ଯଦି ଯେଉଁ ଯୋଡି ରାତ୍ରି ୩ ଟା ପରେ ଆପୋଷ ସମ୍ବଦ୍ଧ ରଖିଥାନ୍ତି ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ। କାରଣ ଏହା ଏକ ଐଶ୍ୱରଗ୍ୟ ବେଳା ହୋଇଥାଏ। ଏଣୁ ଏହି ସମୟରେ ପୃଥିବୀ ପୃଷ୍ଠକୁ ଦେବୀ ଏବଂ ଦେବତାମାନେ ଆଗମନ କରିଥାନ୍ତି। ଏଣୁ ଏହି ସମୟରେ ସମ୍ବଦ୍ଧ ରଖିବା ଦ୍ୱାରା ଇଶ୍ୱରଙ୍କ କୋପର କାରଣ ହୋଇପାରନ୍ତି। ଏଣୁ ରାତ୍ରୀ ୩ ଟା ବାଜିବା ପୂର୍ବରୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ବଦ୍ଧ ରଖିବା ଉଚିତ ହୋଇଥାଏ। ଯାହାକି ଆପଣଙ୍କ ସାଥି ଏବଂ ଆପଣଙ୍କ ପରିବାରର ସାଥିରେ ଏବଂ ଆପଣଙ୍କର ସମ୍ପୂର୍ଣ୍ଣ ଜୀବନରେ ଖୁସି ଭରି ଦେଇଥାଏ ଏବଂ ଏହା ସହିତ ଆପଣଙ୍କର ବଂଶ ବୃଦ୍ଧି କରିବାର ମଧ୍ୟ ସହାୟକ ହୋଇଥାଏ। ଏଣୁ ବନ୍ଧୁଗଣ ଯଦି ଆପଣ ଜୀବନରେ ଖୁସିରେ ରହିବା ପାଇଁ ଚାହୁଁଥାନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପାଇବା ପାଇଁ ଚାହୁଁଥାନ୍ତି ତେବେ ସ୍ୱାମୀ ସ୍ତ୍ରୀ ଙ୍କର ସମ୍ବଦ୍ଧକୁ ମଜବୁତ କରିନିଅନ୍ତୁ। କେବେବି କଳି ଝଗଡା କରନ୍ତୁ ନାହିଁ। ଏହିପରି ହିଁ ସମ୍ପର୍କ ମଜବୁତ ହୋଇଥାଏ ଏବଂ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *