Excuse Me Odisha

ଯାହା କହିବୁ ସତ କହିବୁ

ଦୁର୍ଗାପୂଜାରେ ଏହି ଛଅଟି ରାଶି ହେବେ କୋଟିପତି,ଦେଖନ୍ତୁ ଆପଣଙ୍କ ରାଶି ଏଥିରେ ଅଛି ନା ନାହିଁ !

ସେୟାର୍ କରନ୍ତୁ

ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ କରୁଛୁ। ବନ୍ଧୁଗଣ ଦୂର୍ଗାପୂଜା ୭ ଅକ୍ଟୋବର ଠାରୁ ଆରମ୍ଭ ହୋଇ ସାରିଛି। ଏହି ଦୂର୍ଗାପୂଜା ସମୟରେ କିଛି ରାଶିର ସଂଯୋଗ କାରଣରୁ ୬ଟି ରାଶିର ଲୋକେ କୋଟିପତି ହେବାକୁ ଯାଉଛନ୍ତି। ଏହି ଦୁନିଆରେ ମଣିଷ ଜୀବନରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ହୋଇଥାଏ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜର ଭବିଷ୍ୟତ ଜାଣିବା ପାଇଁ ଉତ୍ସାହିତ ରହିଥାନ୍ତି। ସେପରି କହିବାକୁ ଗଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଏଭଳି ସୂଚନା ରହିଛି, ଯାହାଦ୍ଵାରା ଆପଣଙ୍କ ଆଗାମୀ ସମୟ କିପରି ଅତିବାହିତ ହେବ ସେହି ବିଷୟରେ କୁହାଯାଇଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସୁଥିବା ସମୟ ଏହି ୬ଟି ରାଶିର ଲୋକଙ୍କ ପାଇଁ ବହୁତ ଭଲ ରହିବ।ଦୂର୍ଗାପୂଜା ସମୟରେ ଯେଉଁ ୬ଟି ରାଶିର ଲୋକମାନେ କୋଟିପତି ହେବାକୁ ଯାଉଛନ୍ତି, ସେମାନଙ୍କ ବିଷୟରେ ଆଜି ଆମେ ଏଠାରେ ଆଲୋଚନା କରିବୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଦୂର୍ଗାପୂଜା ଏହି ୬ଟି ରାଶିର ଲୋକ ମାନଙ୍କ ପାଇଁ ଶୁଭ ସମୟ ନେଇ ଆସିବ ଏବଂ ଦେବୀ ଦୁର୍ଗା ଏମାନଙ୍କ ଉପରେ କୃପା ଦୃଷ୍ଟି ରଖିଛନ୍ତି।

ଏହାସହିତ ଆପଣଙ୍କ ଉପରେ ଭଗବାନ କୁବେରଙ୍କ ଆଶୀର୍ବାଦ ରହିଛି, ଯାହାଫଳରେ ଆପଣ ଯେଉଁ କାର୍ଯ୍ୟ କରିବେ, ସେଥିରେ ନିଶ୍ଚିତ ରୂପରେ ସଫଳ ହେବେ।ରୋଜଗାର ନଥିବା ଲୋକଙ୍କୁ ଚାକିରି ମିଳିବାର ସମ୍ଭାବନା ରହିଛି। ଆପଣଙ୍କୁ ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କ ପରିବାର ମଧ୍ୟରୁ ସବୁ ଦୁଃଖକଷ୍ଟ ଦୂର ହୋଇଯିବ।

ଆପଣଙ୍କୁ କହି ରଖୁଛୁ ଯେ, ଯଦି ଆପଣ କୌଣସି କାର୍ଯ୍ୟ କରୁଛନ୍ତି ତାହେଲେ ତାହାକୁ ନିଷ୍ଠାର ସହିତ କରନ୍ତୁ। ଦେଖିବେ ଆପଣଙ୍କୁ ସଫଳତା ଖୁବ୍ ଶୀଘ୍ର ମିଳିବ। ଆପଣ ଆଶା କରୁଥିବା ସବୁ ଜିନିଷ ଆପଣଙ୍କୁ ପ୍ରାପ୍ତ ହେବ। ଏହି ସମୟରେ ଆପଣ ଜୀବନରେ ଅନେକ ସଫଳତା ହାସଲ କରିବେ। ଏହାସହିତ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ।

ଶତ୍ରୁ ଆପଣଙ୍କୁ ଭୟ କରି ପାରନ୍ତି। ଗୁରୁଜନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ। ଆପଣଙ୍କୁ ଯେଉଁ ରାଶି ଗୁଡ଼ିକ ବିଷୟରେ ସୂଚନା ଦେଉଛୁ, ସେହି ରାଶି ଗୁଡ଼ିକ ହେଉଛି ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ମକର ରାଶି, କୁମ୍ଭ ରାଶି।

ଏଭଳି ପୋଷ୍ଟକୁ ସବୁବେଳେ ପଢ଼ିବା ପାଇଁ ଲାଇକ କରନ୍ତୁ ଆମର ଫେସବୁକ ପେଜକୁ ଏବଂ ଏହି ପୋଷ୍ଟକୁ ସମସ୍ତଙ୍କୁ ସେୟାର କରନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *